Salmos 106

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ଧନ୍ଯବାଦ କର, କାରଣ ସେ ଉତ୍ତମ !ତାଙ୍କର ପ୍ରମେ ଅନନ୍ତକାଳସ୍ଥାଯୀ !
1 Aleluia! Deem graças ao porque ele é bom, porque a sua misericórdia dura para sempre.
2 ସଦାପ୍ରଭୁଙ୍କୁ କହେି ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କର ପୂର୍ଣ୍ଣ ପ୍ରଶଂସା କହେି କରିପାରିବେ ନାହିଁ।
2 Quem saberá contar os poderosos feitos do ou anunciar todo o seu louvor?
3 ଯେଉଁ ଲୋକେ ପରମେଶ୍ବରଙ୍କ ନିର୍ଦ୍ଦଶେ ମାନନ୍ତି ସମାନେେ ଖୁସି ରହନ୍ତି। ୟିଏ ସର୍ବଦା ସୁକାର୍ୟ୍ଯ କରିଥାନ୍ତି।
3 Bem-aventurados os que guardam a retidão e os que praticam a justiça em todo tempo.
4 ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟାକଲା ସମଯରେ ମାେତେ ଟିକେ ମନେ ପକାଅ। ମାେତେ ମଧ୍ଯ ଉଦ୍ଧାର କରିବାକୁ ମନେପକାଅ।
4 Lembra-te de mim, Senhor , segundo a tua bondade para com o teu povo; visita-me com a tua salvação,
5 ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ମନୋନୀତ ଲୋକମାନଙ୍କର ଭଲ କାର୍ୟ୍ଯରେ ନିଯୋଜିତ ହବୋକୁ ଦିଅ। ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ, ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।
5 para que eu veja a prosperidade dos teus escolhidos, e me alegre com a alegria do teu povo, e me glorie com a tua herança.
6 ଆମ୍ଭମାନେେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଅମ୍ଭମାନେେ ଅଧର୍ମ ଭାବରେ କାମ କରିଅଛୁ।
6 Pecamos, como os nossos pais; cometemos iniquidade, procedemos mal.
7 ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ୟ୍ଯ କ୍ରିଯାମାନ ଦଖାଇେଥିଲା ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାଁନ୍ତି। ତୁମ୍ଭର ବହୁତ ଦୟାର କାମକୁ ସମାନେେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।
7 Nossos pais, no Egito, não entenderam as tuas maravilhas; não se lembraram da multidão das tuas misericórdias e foram rebeldes junto ao mar, o mar Vermelho.
8 କିନ୍ତୁ ପରମେଶ୍ବର ଆପଣା କାମ ସକାଶୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ରକ୍ଷା କଲେ। ସେ ତାଙ୍କର ମହାଶକ୍ତିର ପରିଚଯ ଦବୋ ପାଇଁ ସମାନଙ୍କେୁ ରକ୍ଷା କଲେ।
8 Mas Deus os salvou por amor do seu nome, para lhes revelar o seu poder.
9 ପରମେଶ୍ବର ନିର୍ଦ୍ଦଶେ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ସହେି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନଲେେ, ମରୁଭୂମିରେ ଚଳାଇବା ପରି।
9 Repreendeu o mar Vermelho, e ele secou; ele os fez passar pelos abismos, como por um deserto.
10 ପରମେଶ୍ବର ଆମ୍ଭର ପୂର୍ବପୁରୁଷମାନଙ୍କୁ ସମାନଙ୍କେର ଶତ୍ରୁଗଣଙ୍କଠାରୁ ପରିତ୍ରାଣ କଲେ !ସମାନଙ୍କେର ଶତ୍ରୁମାନଙ୍କ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।
10 Salvou-os das mãos de quem os odiava e os resgatou do poder do inimigo.
11 ପରମେଶ୍ବର ଜଳରାଶିଦ୍ବାରା ତାଙ୍କର ଶତ୍ରୁଗଣଙ୍କୁ ଆଚ୍ଛାଦନ କଲେ। ସମାନଙ୍କେ ମଧ୍ଯରୁ ଜଣେ କହେି ରକ୍ଷା ପାଇଲେ ନାହିଁ।
11 As águas cobriram os seus opressores; nem um deles escapou.
12 ଏହାପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ବର ୟାହା କଲେ ତାହା ବିଶ୍ବାସ କଲେ। ସମାନେେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
12 Então creram nas suas palavras e lhe cantaram louvor.
13 କିନ୍ତୁ ପରମେଶ୍ବର କରିଥିବା କାର୍ୟ୍ଯଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସମାନେେ ପରମେଶ୍ବରଙ୍କ ଉପଦେଶ ଶୁଣିଲେ ନାହିଁ।
13 Logo, porém, se esqueceram das obras de Deus e não esperaram pelos seus desígnios.
14 ପ୍ରାନ୍ତରରେ ଆମ୍ଭର ପୂର୍ବପୁରୁଷଗଣ ଅତିଶଯ ଲୋଭଗ୍ରସ୍ତ ହେଲେ ଓ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କଲେ।
14 Entregaram-se à cobiça, no deserto; e, nos lugares áridos, puseram Deus à prova.
15 କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ବର ସମାନଙ୍କେୁ ଭୟଙ୍କର ରୋଗ ଦେଲେ।
15 Concedeu-lhes o que pediram, mas enviou-lhes também uma doença terrível.
16 ଲୋକମାନେ ମାଶାଙ୍କେ ପ୍ରତି ଇର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ୟାଜକ ହାରୋଣଙ୍କ ପ୍ରତି ଇର୍ଷାପରାଯଣ ହେଲେ।
16 Tiveram inveja de Moisés, no acampamento, e de Arão, o santo do
17 ତଣେୁ ପରମେଶ୍ବର ସହେି ଇର୍ଷାପରାଯଣ ଲୋକମାନଙ୍କୁ ଦଣ୍ଡିତ କଲେ। ପୃଥିବୀ ଫାଟି ୟାଇ ଦାଥନକୁ ଗ୍ରାସ କଲା ଓ ଅବିରାମର ଦଳକୁ ମଧ୍ଯ ଗ୍ରାସ କଲା ପୁଣି ୟୋଡ଼ି ହାଇଗେଲା।
17 A terra se abriu, engoliu Datã, e cobriu o grupo de Abirão.
18 ଏହାପରେ ସମାନଙ୍କେ ଦିନ ମଧ୍ୟରେ ଅଗ୍ନି ପ୍ରଜ୍ଜ୍ବଳିତ ହେଲା। ଏବଂ ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ କଲା।
18 Um fogo se acendeu contra o grupo deles; as chamas devoraram os ímpios.
19 ସହେି ଲୋକମାନେ ହୋରବରେେ ଏକ ଗୋବତ୍ସ ନିର୍ମାଣ କଲେ ଓ ଛାଞ୍ଚରେ ଢ଼ଳା ପ୍ରତିମାକୁ ପୂଜା କଲେ।
19 Em Horebe, fizeram um bezerro e adoraram o ídolo de metal fundido.
20 ସହେି ଲୋକମାନେ ମହିମାନ୍ବିତ ପରମେଶ୍ବରଙ୍କର ଏକ ତୃଣଭକ୍ଷଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବପୋର କଲେ।
20 E, assim, trocaram a glória de Deus pela imagem de um novilho que come capim.
21 ପରମେଶ୍ବର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ କିନ୍ତୁ ସମାନେେ ତାଙ୍କ ବିଷଯରେ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ସମାନଙ୍କେ ପାଇଁ ମିଶରରେ କରିଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
21 Esqueceram-se de Deus, seu Salvador, que, no Egito, havia feito coisas grandiosas,
22 ପରମେଶ୍ବର ହାମାେସ ଦେଶରେ ଆଶ୍ଚର୍ୟ୍ଯ କ୍ରିଯାମାନ କଲେ। ପରମେଶ୍ବର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ୟ୍ଯସାଧନ କରିଥିଲେ।
22 maravilhas na terra de Cam, tremendos feitos no mar Vermelho.
23 ପରମେଶ୍ବର ଚାହିଁଥିଲେ ସହେି ଲୋକମାନଙ୍କୁ ସଂପୂର୍ଣ୍ଣ ଧ୍ବଂସ କରିବାକୁ କିନ୍ତୁ ମାଶାେ ତାହାଙ୍କ ମନୋନୀତ ବ୍ଯକ୍ତି ତାଙ୍କର କୋପ ଫରୋଇବା ନିମନ୍ତେ ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନାଶ କଲେ ନାହିଁ।
23 Deus os teria exterminado, como tinha dito, se Moisés, seu escolhido, não se houvesse intercedido, impedindo que o seu furor os destruísse.
24 କିନ୍ତୁ ତା'ପରେ ସହେି ଲୋକମାନେ କିଣାନର ଆଶ୍ଚର୍ୟ୍ଯ ପୂର୍ଣ୍ଣ ସ୍ଥାନକୁ ୟିବାପାଇଁ ମନା କଲେ। ସମାନେେ ପରମେଶ୍ବରଙ୍କୁ ବିଶ୍ବାସ କଲେ ନାହିଁ ୟେ ପରମେଶ୍ବର ସଠାେରେ ବାସ କରୁଥିବା ଲୋକମାନଙ୍କୁ ସାହାୟ୍ଯ କରିବେ।
24 Também desprezaram a terra aprazível e não deram crédito à palavra de Deus;
25 ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।
25 pelo contrário, murmuraram em suas tendas e não ouviram a voz do
26 ତଣେୁ ପରମେଶ୍ବର ସମାନଙ୍କେୁ ମରୁଭୂମିରେ ବିନାଶ କରିବା ପାଇଁ ଶପଥ କଲେ।
26 Então lhes jurou, de mão erguida, que os havia de arrasar no deserto;
27 ପରମେଶ୍ବର ପ୍ରତିଜ୍ଞା କଲେ ୟେ, ଅନ୍ୟ ଦେଶରେ ସହେି ଲୋକମାନଙ୍କର ଭବିଷ୍ଯତ୍ ବଂଶଧରଙ୍କୁ ପରାସ୍ତ କରିବେ। ସହେି ଅନ୍ୟ ଦେଶ ମଧ୍ୟରେ ସେ ସମାନଙ୍କେ ପୂର୍ବପୁରୁଷଗଣଙ୍କୁ ଛିନ୍ନଛତ୍ର କଲେ।
27 e também espalharia entre as nações a sua descendência e os dispersaria por outras terras.
28 ଏହାପରେ ପରମେଶ୍ବରଙ୍କ ଲୋକମାନେ ବାଲ୍-ପିୟୋର ସବୋ କଲେ। ସମାନେେ ଅନ୍ୟ ଦବେତାମାନଙ୍କଠାରେ ବଳି ଦିଆୟାଇଥିବା ପଶୁମାନଙ୍କର ମାଂସ ଭକ୍ଷଣ କଲେ।
28 Também se juntaram a Baal-Peor e comeram os sacrifícios dos ídolos mortos.
29 ପରମେଶ୍ବର ସମାନଙ୍କେ ଉପରେ କୋର୍ଧ ପ୍ରକାଶ କଲେ। ତଣେୁ ସେ ସମାନଙ୍କେ ମଧ୍ୟରେ ମହାମାରୀ ପ୍ରଦର୍ଶନ ହେଲା।
29 Assim, com tais ações, provocaram a ira do e a peste se espalhou entre eles.
30 କିନ୍ତୁ ପୀନହସ୍ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ତା'ର ମହାମାରୀ ଦୂର କଲେ।
30 Então se levantou Fineias e executou o juízo; e a peste cessou.
31 ପରମେଶ୍ବର ଜାଣିଲେ ପୀନହସ୍ ସୁକର୍ମ କଲା। ପରମେଶ୍ବର ତାଙ୍କୁ ଅନନ୍ତକାଳ ମନେ ରଖିଲେ।
31 Isso lhe foi atribuído como justiça, de geração em geração, para sempre.
32 ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।
32 Depois, provocaram Deus nas águas de Meribá, e, por causa deles, aconteceu uma desgraça com Moisés,
33 ସେ ଲୋକମାନେ ମାଶାଙ୍କେୁ ବିରକ୍ତ କଲେ। ତଣେୁ ମାଶାେ କିଛି ନ ବିଚାରି କହିବାକୁ ଲାଗିଲେ।
33 pois foram rebeldes ao Espírito de Deus, e Moisés falou sem refletir.
34 କିଣାନୀଯଠାରେ ରହୁଥିବା ଅନ୍ୟ ବିଦେଶୀଯମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ବର କହିଲେ, କିନ୍ତୁ ଇଶ୍ରାୟେଲୀୟମାନେ ତାଙ୍କ କଥା ମାନିଲେ ନାହିଁ।
34 Não exterminaram os povos, como o lhes havia ordenado.
35 ସମାନେେ ଅନ୍ୟଦେଶୀଯଙ୍କ ସଙ୍ଗେ ମିଶିଲେ ଏବଂ ସମାନଙ୍କେ କ୍ରିଯାସକଳ କଲେ।
35 Em vez disso, se mesclaram com as nações e aprenderam os seus costumes.
36 ପରମେଶ୍ବରଙ୍କ ଲୋକମାନେ ଦବେତାମାନଙ୍କୁ ପୂଜା କରିବାକୁ ଆରମ୍ଭ୍ କଲେ, ୟାହାକି ଅନ୍ୟ ଲୋକମାନେ କରୁଥିଲେ ଏବଂ ସହେି ମୂର୍ତ୍ତିଗୁଡ଼ିକ ଫାନ୍ଦରେ ପରିଗଣିତ ହେଲେ।
36 Adoraram os seus ídolos, os quais se tornaram armadilha para eles.
37 ଏପରିକି ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର ପିଲାମାନଙ୍କୁ ଅନ୍ୟ ଦବେତାଙ୍କ ନିକଟରେ ବଳି ଦେଲେ।
37 Sacrificaram seus filhos e suas filhas aos demônios.
38 ପରମେଶ୍ବରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ଯା କଲେ। ସମାନେେ ମଧ୍ଯ ସମାନଙ୍କେ ନିଜ ସନ୍ତାନମାନଙ୍କୁ ହତ୍ଯା କରି ମିଥ୍ଯା ଦବଗେଣ ନିକଟରେ ବଳି ଦେଲେ। ତଣେୁ ଭୂମି, ହତ୍ଯା ପାପରେ ଦୂଷିତ ହାଇଗେଲା।
38 Derramaram sangue inocente, o sangue de seus filhos e filhas, que sacrificaram aos ídolos de Canaã; e a terra foi contaminada com sangue.
39 ତଣେୁ ପରମେଶ୍ବରଙ୍କର ଲୋକମାନେ ସମାନଙ୍କେର କାର୍ୟ୍ଯଦ୍ବାରା ଅପବିତ୍ର ହାଇେଥିଲେ। ପରମେଶ୍ବରଙ୍କର ଲୋକମାନେ ତାଙ୍କ ପ୍ରତି ବିଶ୍ବାସୀ ହେଲେ ନାହିଁ। ଅନ୍ୟ ଦେଶୀଯ ଲୋକମାନେ ଯେଉଁ କର୍ମ କରୁଥିଲେ ଏମାନେ ମଧ୍ଯ ସପରେି କାର୍ୟ୍ଯ କଲେ।
39 Assim se contaminaram com as suas obras e se prostituíram nos seus feitos.
40 ଏହି ହତେୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କୋର୍ଧ କଲେ। ପରମେଶ୍ବର ସମାନଙ୍କେ ପ୍ରତି ବିରକ୍ତ ହେଲେ।
40 Por isso, acendeu-se a ira do e ele abominou a sua própria herança
41 ପରମେଶ୍ବର ସମାନଙ୍କେୁ ଅନ୍ୟ ଦେଶୀଯମାନଙ୍କ ହସ୍ତରେ ସମର୍ପଣ କଲେ ଓ ସମାନଙ୍କେ ଶତ୍ରୁମାନେ ସମାନଙ୍କେ ଉପରେ ଶାସନ କଲେ।
41 e os entregou ao poder das nações; sobre eles dominaram os que os odiavam.
42 ପରମେଶ୍ବରଙ୍କ ଲୋକମାନଙ୍କର ଶତ୍ରୁମାନେ ସମାନଙ୍କେୁ ନିଯନ୍ତ୍ରଣ କଲେ ଏବଂ ସମାନଙ୍କେର ଜୀବନ ଦୁଃର୍ବିସହ ହାଇଗେଲା।
42 Também os oprimiram os seus inimigos, sob cujo poder foram subjugados.
43 ଅନକେ ଥର ପରମେଶ୍ବର ସମାନଙ୍କେୁ ଉଦ୍ଧାର କଲେ। ମାତ୍ର ସମାନେେ କ୍ରମାଗତ ପରମେଶ୍ବରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ୟ୍ଯରେ ବହୁତ ଗଭୀର ପର୍ୟ୍ଯନ୍ତ ବୁଡ଼ିଗଲେ।
43 Muitas vezes os libertou, mas eles o provocaram com os seus planos e, na sua iniquidade, foram abatidos.
44 କିନ୍ତୁ ଯେତବେେଳେ ପରମେଶ୍ବରଙ୍କ ଲୋକ ବିପଦରେ ପଡ଼ିଲେ ସମାନେେ ସର୍ବଦା ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ ଡାକିଲେ। ଏବଂ ପ୍ରେତ୍ୟକକ ଥର ପରମେଶ୍ବର ସମାନଙ୍କେ ପ୍ରାର୍ଥନା ଶୁଣିଲେ।
44 Mas Deus olhou para eles quando estavam angustiados e lhes ouviu o clamor;
45 ପରମେଶ୍ବର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦବୋରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
45 lembrou-se, a favor deles, de sua aliança e se compadeceu, segundo a multidão de suas misericórdias.
46 ସେ ସମାନଙ୍କେର ସମସ୍ତଙ୍କୁ ବନ୍ଦି କରିଥିବା ମନରେ ଦୟା ଦଖାଇେଲେ।
46 Fez também com que deles tivessem compaixão todos os que os levaram cativos.
47 ହେ ସଦାପ୍ରଭୁ ପରମେଶ୍ବର ଆମ୍ଭକୁ ରକ୍ଷାକର। ଏବଂ ପରମେଶ୍ବର ଆମ୍ଭମାନଙ୍କୁ ଅନ୍ୟ ଦେଶୀଯମାନଙ୍କଠାରୁ ଫରୋଇ ଆଣ। ୟପରେିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରିପାରିବୁ ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହାଇପୋରିବୁ।
47 Salva-nos, Senhor , nosso Deus, e congrega-nos dentre as nações, para que demos graças ao teu santo nome e nos gloriemos no teu louvor.
48 ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଅନାଦିକାଳରୁ ଅନନ୍ତକାଳ ପର୍ୟ୍ଯନ୍ତ ଧନ୍ଯ ହୁଅନ୍ତୁ। ପରମେଶ୍ବର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ। ସମସ୍ତ ଲୋକ କହନ୍ତୁ ଆମେନ୍ !ସଦାପ୍ରଭୁଙ୍କର ପ୍ରଶଂସା କର।
48 Bendito seja o Senhor , Deus de Israel, de eternidade a eternidade; e todo o povo diga: “Amém!” Aleluia!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 106, comparar traduções ou montar um estudo — tudo direto pelo WhatsApp.