Salmos 105

Oriya Bible (GL_ORIYA) vs VC

Sair da comparação
VC Versão Católica
1 ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ।
1 Aleluia. Celebrai o Senhor, aclamai o seu nome, apregoai entre as nações as suas obras.
2 ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କର। ତାଙ୍କର ପ୍ରଚାରିତ କର। ତାହାଙ୍କ ଦ୍ବାରା କରାୟାଇଥିବା ଆଶ୍ଚର୍ୟ୍ଯ କ୍ରିଯା ବିଷଯରେ କୁହ।
2 Cantai-lhe hinos e cânticos, anunciai todas as suas maravilhas.
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର। ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
3 Gloriai-vos do seu santo nome; rejubile o coração dos que procuram o Senhor.
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ୟାଅ। ସାହାୟ୍ଯ ପାଇଁ ସର୍ବଦା ତାଙ୍କ ପାଖକୁ ୟାଅ।
4 Recorrei ao Senhor e ao seu poder, procurai continuamente sua face.
5 ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ।
5 Recordai as maravilhas que operou, seus prodígios e julgamentos por seus lábios proferidos,
6 ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।
6 ó descendência de Abraão, seu servidor, ó filhos de Jacó, seus escolhidos!
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ସେ ସମୁଦାଯ ପୃଥିବୀରେ ଶାସନ କରନ୍ତି।
7 É ele o Senhor, nosso Deus; suas sentenças comandam a terra inteira.
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି। ଏକ ହଜାର ବଂଶଧର ପର୍ୟ୍ଯନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
8 Ele se lembra eternamente de sua aliança, da palavra que empenhou a mil gerações,
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ବର ଇସହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
9 que garantiu a Abraão, e jurou a Isaac,
10 ପରମେଶ୍ବର ଏହି ନିଯମ ୟାକୁବ ପାଇଁ ତିଆରି କରିଥିଲେ। ପରମେଶ୍ବର ଇଶ୍ରାୟେଲ ସହିତ କରିଥିବା ନିଯମ ସବୁଦିନ ପାଇଁ ଦୃଢ଼ ରହିବ।
10 e confirmou a Jacó irrevogavelmente, e a Israel como aliança eterna,
11 ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦବୋ ଏବଂ ସହେି ଭୂମି ତୁମ୍ଭର ହବେ।
11 quando disse: Dar-te-ei a terra de Canaã, como parte de vossa herança.
12 ଯେତବେେଳେ ଅବ୍ରହାମ ପରିବାର ଅତି କ୍ଷୁଦ୍ର ଥିଲା ସେତବେେଳେ ପରମେଶ୍ବର ସହେି ପ୍ରତିଜ୍ଞା କରିଥିଲେ। ପୁଣି ସମାନେେ ସହେି ଦେଶରେ ପ୍ରବାସୀ ପରି ରହୁଥିଲେ।
12 Quando não passavam de um reduzido número, minoria insignificante e estrangeiros na terra,
13 ସମାନେେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ଯରୁ ଅନ୍ୟ ରାଜ୍ଯକୁ ଭ୍ରମଣ କରୁଥିଲେ।
13 e andavam errantes de nação em nação, de reino em reino,
14 କିନ୍ତୁ ପରମେଶ୍ବର, ସମାନଙ୍କେର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ଯକୁ ଅନୁମତି ଦେଲେ ନାହିଁ। ଆହୁରି ସେ ରାଜଗଣଙ୍କୁ ସମାନଙ୍କେର କ୍ଷତି ନ କରିବା ପାଇଁ କହିଲେ।
14 não permitiu que os oprimissem, e castigou a reis por causa deles.
15 ପରମେଶ୍ବର କହିଲେ, ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।
15 Não ouseis tocar nos que me são consagrados, nem maltratar os meus profetas.
16 ପରମେଶ୍ବର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
16 E chamou a fome sobre a terra, e os privou do pão que os sustentava.
17 ସଦାପ୍ରଭୁ ସମାନଙ୍କେ ଆଗରେ ୟୋଷଫେ ନାମକ ଏକ ବ୍ଯକ୍ତିକୁ ମିଶରକୁ ପଠାଇଥିଲେ। ୟୋଷଫେ ଦାସପରି ବିକ୍ରୀ ହାଇେଥିଲା।
17 Diante deles enviara um homem: José, que fora vendido como escravo.
18 ସମାନେେ ୟୋଷଫଙ୍କେର ପାଦରେ ବଡ଼େି ପକାଇଲେ। ସମାନେେ ଏକ ଲୁହାର କଡ଼ା ତା'ର ବକରେେ ପକାଇଲେ।
18 Apertaram-lhe os pés entre grilhões, com cadeias cingiram-lhe o pescoço,
19 ୟୋଷଫେ କ୍ରୀତଦାସ ହାଇେ ରହିଲା ତା'ର ବାକ୍ଯ ସତ୍ଯ ହବୋ ପର୍ୟ୍ଯନ୍ତ। ସଦାପ୍ରଭୁଙ୍କର ବାକ୍ଯ ୟୋଷଫେ ଠିକ୍ କହୁଥିଲେ ବୋଲି ପ୍ରମାଣିତ କଲା।
19 até que se cumpriu a profecia, e o justificou a palavra de Deus.
20 ତଣେୁ ମିଶରର ରାଜା ଲୋକ ପଠାଇ ତାଙ୍କୁ ମୁକ୍ତ କଲେ। ତଣେୁ ସହେି ଦେଶର ରାଜା ତାଙ୍କୁ କାରାଗାରରୁ ମୁକ୍ତ କଲେ।
20 Então o rei ordenou que o soltassem, o soberano de povos o livrou,
21 ସେ ୟୋଷଫେକୁ ତାଙ୍କର ଗୃହର କର୍ତ୍ତାରୂପେ ନିରୂପିତ କଲେ। ରାଜାଙ୍କର ପ୍ରେତ୍ୟକକ ଜିନିଷର ଭାର ୟୋଷଫେ ନଲେେ।
21 e o nomeou senhor de sua casa e governador de seus domínios,
22 ୟୋଷଫେ ଅନ୍ୟ କାର୍ୟ୍ଯକାରୀତାମାନଙ୍କୁ ନିର୍ଦ୍ଦଶେ ଦେଲେ, ୟପରେି ସେ ମଲେ। ୟୋଷଫେ ରାଜାଙ୍କର ଉପଦେଶକାରୀମାନଙ୍କୁ ଶିକ୍ଷା ଦେଲେ।
22 para, a seu bel-prazer, dar ordens a seus príncipes, e a seus anciãos, lições de sabedoria.
23 ଏହାପରେ ଇଶ୍ରାୟେଲ ମିଶରକୁ ଆସିଲା। କିନ୍ତୁ ୟାକୁବ ହାମ ଦେଶରେ ବାସ କଲା।
23 Então Israel penetrou no Egito, Jacó foi viver na terra de Cam.
24 ସେ ତାଙ୍କର ଲୋକ ସଂଖ୍ଯା ବଢ଼ାଇଲେ। ସମାନେେ ସମାନଙ୍କେର ଶତ୍ରୁଗଣଠାରୁ ଅଧିକ ଶକ୍ତିଶାଳୀ ହେଲେ।
24 Deus multiplicou grandemente o seu povo, e o tornou mais forte que seus inimigos.
25 ମିଶରୀଯମାନେ ତାଙ୍କର ଲୋକମାନଙ୍କୁ ଘୃଣା କରିବାକୁ ଲାଗିଲେ ଏବଂ ତାଙ୍କର କ୍ରୀତଦାସଙ୍କ ବିରୁଦ୍ଧରେ ଯୋଜନା କଲେ।
25 Depois, de tal modo lhes mudou os corações, que com aversão trataram o seu povo, e com perfídia, os seus servidores.
26 ଏଣୁ ପରମେଶ୍ବର ତାଙ୍କ ଦାସ ମାଶାେ ଏବଂ ମନୋନୀତ ୟାଜକ ହାରୋଣଙ୍କୁ ପଠାଇଲେ।
26 Mas Deus lhes suscitou Moisés, seu servo, e Aarão, seu escolhido.
27 ପରମେଶ୍ବର ମାଶାେ ଓ ହାରୋଣଙ୍କ ଦ୍ବାରା ହାମ ଦେଶରେ ବହୁ ଅଦ୍ଦ୍ଭୁତ କାର୍ୟ୍ଯମାନ କରାଇଲେ।
27 Ambos operaram entre eles prodígios e milagres na terra de Cam.
28 ପରମେଶ୍ବର ଅନ୍ଧକାର ପଠାଇ ଦେଶକୁ ଅନ୍ଧକାର କଲେ, କିନ୍ତୁ ମିଶରବାସୀମାନେ ତା କଥା ଶୁଣିଲେ ନାହିଁ।
28 Mandou trevas e se fez noite, resistiram, porém, às suas palavras.
29 ସେ ସମାନଙ୍କେର ଜଳକୁ ରକ୍ତ କଲେ ଓ ସମାନଙ୍କେର ମାଛସବୁ ମରିଗଲେ।
29 Converteu-lhes as águas em sangue, matando-lhes todos os seus peixes.
30 ସମାନଙ୍କେର ଦେଶ ଏବଂ ସମାନଙ୍କେର ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା।
30 Infestou-lhes a terra de rãs, até nos aposentos reais.
31 ପରମେଶ୍ବର ଆଜ୍ଞା ଦେଲେ, ଦଂଶନକାରୀ ଝାଙ୍କ, ଉକୁଣିଆ ପୋକ ଆସି ସବୁଆଡ଼େ ଭର୍ତ୍ତି ହାଇଗେଲେ।
31 A uma palavra sua vieram nuvens de moscas, mosquitos em todo o seu território.
32 ପରମେଶ୍ବର ସମାନଙ୍କେୁ ବାର୍ତ୍ତା ବଦଳରେ କୁଆପଥର ବୃଷ୍ଟି କରାଇଲେ ଏବଂ ଦେଶର ଚାରିଆଡ଼େ ବିଜୁଳିର ଅଗ୍ନି ବ୍ଯାପିଗଲା।
32 Em vez de chuva lhes mandou granizo e chamas devorantes sobre a terra.
33 ପରମେଶ୍ବର ସମାନଙ୍କେର ଦ୍ରାକ୍ଷାଲତା ଓ ଡ଼ିମ୍ବିରିବୃକ୍ଷସବୁକୁ ନଷ୍ଟ କଲେ ଏବଂ ସମାନଙ୍କେ ସୀମାସ୍ଥିତ ବୃକ୍ଷସବୁ ଭାଙ୍ଗି ପକାଇଲେ।
33 Devastou-lhes as vinhas e figueiras, e partiu-lhes as árvores de seus campos.
34 ପରମେଶ୍ବର ନିର୍ଦ୍ଦଶେ ଦେଲେ ଓ ଅସଂଖ୍ଯ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସମାନେେ ଅସଂଖ୍ଯ ଥିଲେ।
34 A seu mandado vieram os gafanhotos, e lagartas em quantidade enorme,
35 ପଙ୍ଗପାଳ ଓ ପତଙ୍ଗ ସମାନଙ୍କେ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ। ସମାନେେ କ୍ଷତରେୁ ଶସ୍ଯସବୁ ଖାଇ ପକାଇଲେ।
35 que devoraram toda a erva de suas terras e comeram os frutos de seus campos.
36 ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
36 Depois matou os primogênitos do seu povo, primícias de sua virilidade.
37 ପରମେଶ୍ବର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନଙ୍କେ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
37 E Deus tirou os hebreus carregados de ouro e prata; não houve, nas tribos, nenhum enfermo.
38 ଇଶ୍ରାୟେଲ ଲୋକମାନେ ଚାଲିୟିବାର ଦେଖି ମିଶରୀଯମାନେ ଖୁସି ହେଲେ। କାରଣ ସମାନେେ ପରମେଶ୍ବରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
38 Alegraram-se os egípcios com sua partida, pelo temor que os hebreus lhes tinham causado.
39 ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ।
39 Para os abrigar Deus estendeu uma nuvem, e para lhes iluminar a noite uma coluna de fogo.
40 ଯେତବେେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ବର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
40 A seu pedido, mandou-lhes codornizes, e os fartou com pão vindo do céu.
41 ପରମେଶ୍ବର ଶୈଳକୁ ଫଟାନ୍ତେ ଜଳଷୋର୍ତ ବହିବା ଆରମ୍ଭ ହେଲା। ତାହା ଶୁଷ୍କ ଭୂମିରେ ନଦୀତୁଲ୍ଯ ପ୍ରବାହିତ ହେଲା।
41 Abriu o rochedo e jorrou água como um rio a correr pelo deserto,
42 ପରମେଶ୍ବର ଆପଣା ପବିତ୍ର ବାକ୍ଯ ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
42 pois se lembrava da palavra sagrada, empenhada a seu servo Abraão.
43 ପରମେଶ୍ବର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନେେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
43 E fez sair, com júbilo, o seu povo, e seus eleitos com grande exultação.
44 ଏହାପରେ ପରମେଶ୍ବର ତାଙ୍କର ଗୋଷ୍ଠୀଯବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ। ପରମେଶ୍ବରଙ୍କର ଲୋକମାନେ ସମସ୍ତ ଦ୍ରବ୍ଯ ପାଇଲେ। ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥଲେ।
44 Deu-lhes a terra dos pagãos e desfrutaram das riquezas desses povos,
45 ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର !
45 sob a condição de guardarem seus mandamentos e observarem fielmente suas lei

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 105, comparar traduções ou montar um estudo — tudo direto pelo WhatsApp.