Salmos 104

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମହାନ୍। ତୁମ୍ଭେ ସମ୍ଭ୍ରମ ଓ ଐଶ୍ଚର୍ୟ୍ଯରେ ବିଭୂଷିତ।
1 Bendize, ó minha alma, ao Senhor ! sobrevestido de glória e majestade,
2 ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର। ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
2 coberto de luz como de um manto. Tu estendes o céu como uma cortina,
3 ପରମେଶ୍ବର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ। ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଛ। ତୁମ୍ଭେ ବାଯୁ ରୂପକ ପକ୍ଷ ଦ୍ବାରା ଆକାଶରେ ଗମନାଗମନ କରୁଛ।
3 pões nas águas o vigamento da tua morada, tomas as nuvens por teu carro e voas nas asas do vento.
4 ହେ ପରମେଶ୍ବର, ତୁମ୍ଭେ ଆପଣା ଦୂତମାନଙ୍କୁ ବାଯୁ ପରି କର ଓ ତୁମ୍ଭର ସବେକମାନଙ୍କୁ ଅଗ୍ନି ସଦୃଶ କର।
4 Fazes a teus anjos ventos e a teus ministros, labaredas de fogo.
5 ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।
5 Lançaste os fundamentos da terra, para que ela não vacile em tempo nenhum.
6 ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ଯ ଆଚ୍ଛାଦନ କଲ। ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
6 Tomaste o abismo por vestuário e a cobriste; as águas ficaram acima das montanhas;
7 କିନ୍ତୁ ତୁମ୍ଭେ ଆଜ୍ଞା ଦଲେ ଓ ଜଳରାଶି ସଠାରୁେ ଛାଡ଼ି ପଳାଇଲା। ହେ ପରମେଶ୍ବର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
7 à tua repreensão, fugiram, à voz do teu trovão, bateram em retirada.
8 ସହେି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା ଏବଂ ତା'ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
8 Elevaram-se os montes, desceram os vales, até ao lugar que lhes havias preparado.
9 ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ। ୟପରେିକି ସମାନେେ ତାହା ଅତିକ୍ରମ କରିପାରିବେ ନାହିଁ। ଜଳରାଶି କବେେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରିପାରିବ ନାହିଁ।
9 Puseste às águas divisa que não ultrapassarão, para que não tornem a cobrir a terra.
10 ପରମେଶ୍ବର ତୁମ୍ଭେ ହିଁ ଝରଣାରୁ ଜଳର ଷୋର୍ତ ବୁହାଇଲ। ଏହା ପର୍ବତଗଣର ଷୋର୍ତରେ ମିଶି ବହି ୟାଏ।
10 Tu fazes rebentar fontes no vale, cujas águas correm entre os montes;
11 ଏହି ଜଳ ବନ୍ଯ ପଶୁଗଣକୁ ଜଳ ୟୋଗାଏ। ବନ୍ଯ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
11 dão de beber a todos os animais do campo; os jumentos selvagens matam a sua sede.
12 ବନ୍ଯ ପକ୍ଷୀଗଣ ଜଳାଶଯ ନିକଟରେ ବାସ କରିବା ପାଇଁ ଆସନ୍ତି। ସହେି ପକ୍ଷୀଗୁଡ଼ିକ ଜଳାଶଯ ପାଖରେ ଥିବା ବୃକ୍ଷର ଡ଼ାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
12 Junto delas têm as aves do céu o seu pouso e, por entre a ramagem, desferem o seu canto.
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ। କାରଣ ୟାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
13 Do alto de tua morada, regas os montes; a terra farta-se do fruto de tuas obras.
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ ଓ ମନୁଷ୍ଯର ସବୋ ନିମନ୍ତେ ବୃକ୍ଷ ଅଙ୍କୁରିତ କର। ଏହିପରି ଭାବରେ ସମାନେେ ପୃଥିବୀରୁ ଖାଦ୍ୟ ପାଆନ୍ତି।
14 Fazes crescer a relva para os animais e as plantas, para o serviço do homem, de sorte que da terra tire o seu pão,
15 ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
15 o vinho, que alegra o coração do homem, o azeite, que lhe dá brilho ao rosto, e o alimento, que lhe sustém as forças.
16 ଲବୋନନର ମହାନ୍ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି। ସଦାପ୍ରଭୁ ସହେି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସମାନଙ୍କେର ଆବଶ୍ଯକତାନୁୟାଯୀ ପାଣି ଦେଉଥିଲେ।
16 Avigoram-se as árvores do Senhor e os cedros do Líbano que ele plantou,
17 ସହେି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି। ସାରସ ପକ୍ଷୀ ସୋନବରେ ବୃକ୍ଷରେ ବାସ କରନ୍ତି।
17 em que as aves fazem seus ninhos; quanto à cegonha, a sua casa é nos ciprestes.
18 ଉଚ୍ଚ ପର୍ବତଶ୍ରଣେୀ ବନ୍ଯ ଛାଗମାନଙ୍କ ବାସସ୍ଥାନ ଅଟେ। ଶୈଳସବୁ ଶାଫନର ଆଶ୍ରଯ।
18 Os altos montes são das cabras montesinhas, e as rochas, o refúgio dos arganazes.
19 ପରମେଶ୍ବର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି। ସୂର୍ୟ୍ଯ ଆପଣା ଅସ୍ତଗମନ ଜାଣେ।
19 Fez a lua para marcar o tempo; o sol conhece a hora do seu ocaso.
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ। ତହିଁରେ ସକଳ ବନ୍ଯପଶୁ ବାହାରି ଭ୍ରମଣ କରନ୍ତି।
20 Dispões as trevas, e vem a noite, na qual vagueiam os animais da selva.
21 ୟୁବା ସିଂହଗଣ ମୃଗଯା ଚେଷ୍ଟାରେ ଗର୍ଜ୍ଜନ କରନ୍ତି। ସତେ ୟପରେି ସମାନେେ ପରମେଶ୍ବରଙ୍କଠାରୁ ଆହାର ଲୋଡ଼ନ୍ତି।
21 Os leõezinhos rugem pela presa e buscam de Deus o sustento;
22 ସୂର୍ୟେ୍ଯାଦଯ ହେଲେ ସମାନେେ ନିଜ ନିଜ ବସାକୁ ଚାଲିୟାନ୍ତି। ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
22 em vindo o sol, eles se recolhem e se acomodam nos seus covis.
23 ଏହାପରେ ମନୁଷ୍ଯ ତା'ର କାମକୁ ବାହାରେ ଏବଂ ସେ ସନ୍ଧ୍ଯା ପର୍ୟ୍ଯନ୍ତ କାମ କରେ।
23 Sai o homem para o seu trabalho e para o seu encargo até à tarde.
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
24 Que variedade, Senhor , nas tuas obras! Todas com sabedoria as fizeste; cheia está a terra das tuas riquezas.
25 ମହାସାଗରକୁ ଦେଖ, ଏହା କେତେ ମହାନ୍! ବହୁତ େଛାଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି। ସଗେୁଡ଼ିକୁ ଗଣନା କରି ହବେ ନାହିଁ।
25 Eis o mar vasto, imenso, no qual se movem seres sem conta, animais pequenos e grandes.
26 ତହିଁରେ ଜାହାଜ ୟାତାଯତ କରେ। ତହିଁରେ ଖଳେିବା ପାଇଁ ତୁମ୍ଭର ସୃଷ୍ଟି ଲିବିଯାଥନ୍ ଥାଏ।
26 Por ele transitam os navios e o monstro marinho que formaste para nele folgar.
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ୟପରେିକି ଠିକ୍ ସମଯରେ ତୁମ୍ଭେ ସମାନଙ୍କେୁ ଖାଦ୍ୟ ପ୍ରଦାନ କରିବ,
27 Todos esperam de ti que lhes dês de comer a seu tempo.
28 ତୁମ୍ଭେ ସମାନଙ୍କେୁ ଖାଦ୍ୟ ଦିଅ, ୟାହା ସମାନେେ ସଂଗ୍ରହ କରନ୍ତି। ତୁମ୍ଭେ ତୁମ୍ଭର ହସ୍ତ ଖାଲିେ ଦିଅ, ସମାନେେ ପରିତୃପ୍ତ ହବୋ ପର୍ୟ୍ଯନ୍ତ ଏଥିରୁ ଭୋଜନ କରିବେ।
28 Se lhes dás, eles o recolhem; se abres a mão, eles se fartam de bens.
29 ଏବଂ ତୁମ୍ଭେ ଯେତବେେଳେ ସମାନଙ୍କେର ବିମୁଖ ହୁଅ ସମାନେେ ଭୟଭୀତ ହୁଅନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେର ନିଃଶ୍ବାସ ପ୍ରଶ୍ବାସ ନଇୟୋଅ, ସମାନେେ ଦୁର୍ବଳ ଓ ମୃତ୍ଯୁ ହାଇେ ୟାଆନ୍ତି, ପୁଣି ସମାନଙ୍କେ ଶରୀର ଧୂଳିରେ ପରିଣତ ହୁଏ।
29 Se ocultas o rosto, eles se perturbam; se lhes cortas a respiração, morrem e voltam ao seu pó.
30 ହେ ସଦାପ୍ରଭୁ, ତୁମ୍ଭେ ଯେତବେେଳେ ଆପଣା ଆତ୍ମା ପଠାଅ, ସେତବେେଳେ ନୂତନ ସୃଷ୍ଟି ହବେ। ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
30 Envias o teu Espírito, eles são criados, e, assim, renovas a face da terra.
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ !ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
31 A glória do Senhor seja para sempre! Exulte o
32 ସଦାପ୍ରଭୁ ପୃଥିବୀକୁ ଚାହିଁଲେ ପୃଥିବୀ କମ୍ପିତ ହୁଏ। ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
32 Com só olhar para a terra, ele a faz tremer; toca as montanhas, e elas fumegam.
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କରିବି। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
33 Cantarei ao Senhor enquanto eu viver; cantarei louvores ao meu Deus durante a minha vida.
34 ମୁଁ ଆଶାକରେ ମୁଁ ୟାହାସବୁ କହିଲି ତାହା ଆନନ୍ଦ ଦବେ। ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହବେି।
34 Seja-lhe agradável a minha meditação; eu me alegrarei no
35 ପାପୀମାନେ ପୃଥିବୀରୁ ଉଭଇେ ୟାଆନ୍ତୁ। ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶଷେ ହୁଅନ୍ତୁ। ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ପ୍ରଶଂସା କର।
35 Desapareçam da terra os pecadores, e já não subsistam os perversos. Bendize, ó minha alma, ao Aleluia!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 104, comparar traduções ou montar um estudo — tudo direto pelo WhatsApp.