Salmos 103
Oriya Bible (GL_ORIYA) vs NTLH
1 ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ମାରେ ସବୁ ଅଙ୍ଗପ୍ରତ୍ଯଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
1 Ó Senhor Deus, que todo o meu ser te louve! Que eu louve o Santo Deus com todas as minhas forças!
2 ହେ ମାରେ ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର। ତାଙ୍କର ମଙ୍ଗଳଦାନସବୁ ପାଶାରେ ନାହିଁ।
2 Que todo o meu ser louve o e que eu não esqueça nenhuma das suas bênçãos!
3 ହେ ମାରେ ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
3 O Senhor perdoa todos os meus pecados e cura todas as minhas doenças;
4 ପରମେଶ୍ବର ବିନାଶରୁ ମାେତେ ମୁକ୍ତ କରନ୍ତି। ସେ ମାେତେ ସ୍ନହପେୂର୍ଣ୍ଣ କରୁଣା ଏବଂ ଦୟା ଦଖାେନ୍ତି।
4 ele me salva da morte e me abençoa com amor e bondade.
5 ପରମେଶ୍ବର ମାେତେ ପ୍ରଚୁର ସୁଦ୍ରବ୍ଯ ଦିଅନ୍ତି। ସେ ମାେତେ ପୁନରାଯ ଉତ୍କ୍ରୋଷ ପକ୍ଷୀ ପରି ୟୁବକ କରନ୍ତି।
5 Ele enche a minha vida com muitas coisas boas, e assim eu continuo jovem e forte como a águia.
6 ସଦାପ୍ରଭୁ ନ୍ଯାଯବାନ୍। ସେ ସହେି ଲୋକମାନଙ୍କୁ ନ୍ଯାଯ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ବାରା ଅନ୍ଯାଯ କରାୟାଇଛି।
6 O Senhor Deus julga a favor dos oprimidos e garante os seus direitos.
7 ପରମେଶ୍ବର ମାଶାଙ୍କେୁ ଆପଣା ପଥ ଓ ଇଶ୍ରାୟେଲ ସନ୍ତାନଗଣଙ୍କୁ ଆପଣା କ୍ରିଯାସବୁ ଜଣାଇଥିଲେ।
7 Ele revelou os seus planos a Moisés e deixou que o povo de Israel visse os seus feitos poderosos.
8 ସଦାପ୍ରଭୁ ସ୍ନହେଶୀଳ ଓ କୃପାମଯ, ସେ ଧୈର୍ଯଶୀଳ ଏବଂ େପ୍ରମରେ ପରିପୂର୍ଣ୍ଣ।
8 O Senhor é bondoso e misericordioso, não fica e é muito amoroso.
9 ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ, କିଅବା ସେ ଚିରଦିନ ପାଇଁ କୋର୍ଧିତ ରହିବେ ନାହିଁ।
9 Ele não vive nos repreendendo, e a sua ira não dura para sempre.
10 ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରିଅଛୁ। କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦଇେ ନାହାନ୍ତି, ୟାହା ଆମ୍ଭେ ପାଇବା କଥା।
10 O Senhor não nos castiga como merecemos, nem nos paga de acordo com os nossos pecados e maldades.
11 ପୃଥିବୀରୁ ଆକାଶମଣ୍ଡଳ ୟପରେି ଉଚ୍ଚ ସହେିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରମେ ମହାନ୍।
11 Assim como é grande a distância entre o céu e a terra, assim é grande o seu amor por aqueles que o
12 ପୂର୍ବରୁ ପଶ୍ଚିମ ୟତେେ ଦୂର, ପରମେଶ୍ବର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସତେିକି ଦୂରଇେ ନଇେଛନ୍ତି।
12 Quanto o Oriente está longe do Ocidente, assim ele afasta de nós os nossos pecados.
13 ୟପରେି ଜଣେ ପିତା ତା'ର ସନ୍ତାନ ପ୍ରତି ପ୍ରମେ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସପରେି ଦୟା କରନ୍ତି।
13 Como um pai trata com bondade os seus filhos, assim o para aqueles que o temem.
14 ପରମେଶ୍ବର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ। ପରମେଶ୍ବର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
14 Pois ele sabe como somos feitos; lembra que somos pó.
15 ମଣିଷ ଜୀବନ ଘାସପରି। ସମାନେେ ଜଙ୍ଗଲି ଫୁଲ ପରି, ୟାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ୟ୍ଯ ଦିଅନ୍ତି।
15 A nossa vida é como a grama; cresce e floresce como a flor do campo.
16 କିନ୍ତୁ ଯେତବେେଳେ ଗରମ ପବନ ବ ହେ, ଏହା ମରିୟାଏ। ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
16 Aí o vento sopra, a flor desaparece, e nunca mais ninguém a vê.
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରମେ କରନ୍ତି, ତାଙ୍କର ସହେି ସ୍ନହେ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ବର ସମାନଙ୍କେୁ ଓ ସମାନଙ୍କେର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
17 Mas o amor de Deus, o Senhor , por aqueles que o temem dura para sempre. A sua bondade permanece, passando de pais a filhos,
18 ଯେଉଁମାନେ ତାଙ୍କର ନିଯମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଚାଲନ୍ତି, ସହେିମାନଙ୍କ ପ୍ରତି ପରମେଶ୍ବର ଉତ୍ତମ।
18 para aqueles que guardam a sua e obedecem fielmente aos seus mandamentos.
19 ପରମେଶ୍ବରଙ୍କ ସିଂହାସନ ସ୍ବର୍ଗରେ ଅଛି ଏବଂ ସେ ସବୁଆଡ଼େ ଶାସନ କରନ୍ତି।
19 O Senhor Deus colocou o seu trono bem firme no céu; ele é Rei e domina tudo.
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।
20 Louvem o Senhor , fortes e poderosos anjos, que ouvem o que ele diz, que obedecem aos seus mandamentos!
21 ହେ ସଦାପ୍ରଭୁଙ୍କର ସୈନ୍ଯସକଳ, ତୁମ୍ଭମାନେେ ତାଙ୍କର ଧନ୍ଯବାଦ କର। ତୁମ୍ଭମାନେେ ତାଙ୍କର ସବେକ ଅଟ। ସଦାପ୍ରଭୁ ୟାହା ଚାହାଁନ୍ତି ତୁମ୍ଭମାନେେ ତାହା କର।
21 Louvem o Senhor , todos os anjos do céu, todos os seus que fazem a sua vontade!
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ଯର ସର୍ବତ୍ର, ସମସ୍ତେ ତାଙ୍କର ପ୍ରଶଂସା କର। ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
22 Louvem o Senhor , todas as suas criaturas, em todo lugar onde ele reina! Que todo o meu ser te louve, ó
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 103, comparar traduções ou montar um estudo — tudo direto pelo WhatsApp.