Salmos 102
Oriya Bible (GL_ORIYA) vs NVT
1 ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ! ମାରେ ସାହାୟ୍ଯ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
1 S enhor , ouve minha oração, escuta minha súplica!
2 ହେ ସଦାପ୍ରଭୁ, ମାରେ ସଙ୍କଟ କାଳରେ ମାରେ ନିକଟକୁ ବିମୁଖ ହୁଅ ନାହିଁ। ମାେ ପ୍ରତି କର୍ଣ୍ଣପାତ କର। ଯେତବେେଳେ ମୁଁ ସାହାୟ୍ଯ ପାଇଁ ପ୍ରାର୍ଥନା କରେ ଶୀଘ୍ର ମାେତେ ଉତ୍ତର ଦିଅ।
2 Não escondas de mim o rosto na hora de minha aflição. Inclina-te para ouvir e responde-me depressa quando clamo a ti.
3 ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
3 Pois meus dias somem como fumaça; como brasas ardentes, meus ossos queimam.
4 ମାରେ ଶକ୍ତିସବୁ ଶଷେ ହାଇୟୋଇଛି। ମୁଁ ୟପରେି ଶୁଖିଲା ତୃଣପରି। ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରଇେଅଛି।
4 Meu coração está esgotado, secou-se como capim; até perdi o apetite.
5 ମାରେ ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହାଇେଛି।
5 Por causa de minha ansiedade, não passo de pele e osso.
6 ମୁଁ ମରୁଭୂମିର ଏକାକୀ ପଚୋ ପରି, ମୁଁ ଏକ ପଚୋପରି ନିଃସଙ୍ଗ ୟିଏକି ଏକ ପୁରୁଣା ଧ୍ବଂସିତ ପରିତ୍ଯକ୍ତ କୋଠାରେ ବାସ କରୁଛି।
6 Sou como a coruja no deserto, como a pequena coruja num lugar desolado.
7 ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି ମୁଁ ଶୋଇପାରେ ନାହିଁ।
7 Não consigo dormir; sou como o pássaro solitário no telhado.
8 ମାରେ ଶତ୍ରୁଗଣ ମାେତେ ସର୍ବଦା ଅପମାନିତ କରନ୍ତି। ମାେତେ ସମାନେେ ପରିହାସ କରନ୍ତି।
8 Todos os dias meus inimigos me insultam; zombam de mim e me amaldiçoam.
9 ମାରେ ଦୁଃଖ ହିଁ ଏକମାତ୍ର ଭୋଜନ। ମାରେ ପଯେଦ୍ରବ୍ଯ ଅଶ୍ରୁଜଳ ସଙ୍ଗେ ମିଶିଅଛି।
9 As cinzas são meu alimento, e as lágrimas se misturam com minha bebida,
10 କାହିଁକି ? କାରଣ ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି କୃଦ୍ଧ ହେଲ। ତୁମ୍ଭେ ମାେତେ ଉପରକୁ ଟକେି ପୁଣି ଦୂରକୁ ଫିଙ୍ଗି ଦଲେ।
10 por causa de tua ira e de tua fúria, pois me levantaste e depois me lançaste fora.
11 ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।
11 Minha vida passa rápido, como as sombras que se vão; vou murchando, como o capim.
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର। ତୁମ୍ଭର ନାମ ଚିରଦିନ ପାଇଁ ଚାଲୁ ରହିଥିବ।
12 Tu, porém, S enhor , reinarás para sempre; teu nome será lembrado por todas as gerações.
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର। ସହେି ୟଥାର୍ଥ ସମୟ ଆସିଅଛି। ଯେତବେେଳେ ତୁମ୍ଭେ ସିୟୋନକୁ ଦୟା କରିବ।
13 Tu te levantarás e terás misericórdia de Sião; já é tempo de lhe mostrar compaixão, este é o momento esperado.
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରମେ କରନ୍ତି। ସମାନେେ ଏପରିକି ସହରର ଧୂଳିକି ମଧ୍ଯ ପ୍ରମେ କରନ୍ତି।
14 Pois teus servos amam cada pedra de seus muros e estimam até mesmo o pó em suas ruas.
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ। ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
15 As nações temerão o nome do S enhor , os reis da terra estremecerão diante de sua glória.
16 ସଦାପ୍ରଭୁ ସିଯୋନକୁ ପୁନରାଯ ତଆରି କରିବେ। ଲୋକମାନେ ତାଙ୍କର ମହିମା ପୁନରାଯ ଦେଖିବେ।
16 Pois o S enhor reconstruirá Sião; ele aparecerá em sua glória.
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ବର ସମାନଙ୍କେର ପ୍ରାର୍ଥନା ଶୁଣିବେ। ସେ ସମାନଙ୍କେର ବୀନତିକୁ ଉପେକ୍ଷା କରିବେ ନାହିଁ।
17 Ouvirá as orações dos indefesos e não rejeitará suas súplicas.
18 ଭବିଷ୍ଯତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ୟପରେିକି ଲୋକମାନେ ଏପର୍ୟ୍ଯନ୍ତ ଜନ୍ମ ହାଇେ ନାହାନ୍ତି, ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରିବେ।
18 Fique isto registrado para as gerações futuras, para que um povo ainda não criado louve o S
19 ସଦାପ୍ରଭୁ ତାଙ୍କର ପବିତ୍ରସ୍ଥାନ ଉପରୁ ତଳକୁ ଚାହିଁବେ। ସଦାପ୍ରଭୁ ସ୍ବର୍ଗରୁ ପୃଥିବୀକୁ ଚାହିଁବେ।
19 Contem-lhes que o S enhor olhou para baixo, de seu santuário celeste. Do alto olhou para a terra,
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ। ମୃତ୍ଯୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
20 para ouvir o gemido dos prisioneiros, para libertar os condenados à morte.
21 ଏହାପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷଯରେ କହିବେ। ସମାନେେ ତାଙ୍କ ନାମ ୟିରୁଶାଲମରେ ପ୍ରଶଂସା କରିବେ।
21 Assim, o nome do S enhor será proclamado em Sião, seu louvor, em Jerusalém,
22 ସମସ୍ତ ଜାତି ଏକତ୍ରୀତ ହବେେ ଓ ସକଳ ରାଜ୍ଯ ସଦାପ୍ରଭୁଙ୍କର ସବୋପାଇଁ ଆସିବେ।
22 quando os povos se reunirem e os reinos vierem para servir ao S
23 ମାରେ ଜୀବନର ମଝିରେ ସଦାପ୍ରଭୁ ମାରେ ବଳକୁ ହ୍ରାସ କରି, ସେ ମାରେ ଆଯୁ ଊଣା କରିଛନ୍ତି।
23 No meio de minha vida, ele me tirou as forças e me encurtou os dias.
24 ତଣେୁ ମୁଁ କହିଲି, ମାେ ପରମେଶ୍ବର ୟୁବାବସ୍ଥାରେ ମାରେ ପ୍ରାଣ ନିଅ ନାହିଁ। ତୁମ୍ଭେ ଚିରଦିନ ଆମର।
24 Mas eu clamei a ele: “Ó meu Deus, que vive para sempre, não tires minha vida enquanto ainda sou jovem!”.
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
25 Muito tempo atrás, lançaste os fundamentos da terra e com as tuas mãos formaste os céus.
26 ପୃଥିବୀ ଓ ଆକାଶ ଦିନେ ଶଷେ ହବେ। କିନ୍ତୁ ତୁମ୍ଭେ ନିତ୍ଯ ବିରାଜିତ। ତାହାସବୁ ବସ୍ତ୍ରପରି ସେସବୁ ବଦଳାଇ ଦବେ।
26 Eles deixarão de existir, mas tu permanecerás para sempre; eles se desgastarão, como roupa velha. Tu os trocarás, como se fossem vestuário, e os jogarás fora.
27 କିନ୍ତୁ ତୁମ୍ଭେ ପରମେଶ୍ବର, କବେେ ପରିବର୍ତ୍ତନ ହବେ ନାହିଁ। ତୁମ୍ଭେ ଚିରକାଳ ରହିବ।
27 Tu, porém, és sempre o mesmo; teus dias jamais terão fim.
28 ଆମ୍ଭମାନେେ ତୁମ୍ଭର ଦାସ ଅଟୁ ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ। ଏବଂ ସମାନଙ୍କେର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।
28 Os filhos de teus servos viverão em segurança, e seus descendentes prosperarão em tua presença.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 102, comparar traduções ou montar um estudo — tudo direto pelo WhatsApp.