Rute 4
Oriya Bible (GL_ORIYA) vs NAA
1 ବୋୟଜ ନଗର ଦ୍ବାରକକ୍ସ୍ଟ ଗଲା ଏବଂ ସଠାେରେ ବସିଲା, ସେ କହିଥିବା ନିକଟ ସଐର୍କୀଯକକ୍ସ୍ଟ ଯାଉଥିବାର ଦେଖିଲା। ତେଣୁ ସେ ତାହାକକ୍ସ୍ଟ ଡାକି କହିଲେ, ଆସ ଏବଂ ଏହିଠା ରେ ବସ! ତେଣୁ ସେ ଲୋକଟି ଆସିଲା ଓ ସହେିଠା ରେ ବସିଲା।
1 Boaz foi até o portão da cidade e sentou-se ali. Eis que o resgatador de que Boaz havia falado ia passando. Então ele o chamou: — Ó fulano, chegue até aqui e sente-se. Ele foi e se sentou.
2 ଏହାପରେ ବୋୟଜ କେତକେ ସାକ୍ଷୀ ଠୂଳ କଲେ। ସମାନେେ ନଗରର ଦଶଜଣ ବଯୋଜେଷ୍ଠ ଥିଲେ। ସେ ସମାନଙ୍କେୁ କହିଲେ, ଏହିଠା ରେ ବସ, ତେଣୁ ସମାନେେ ସଠାେରେ ବସିଲେ।
2 Então Boaz chamou dez homens dos anciãos da cidade e disse: — Sentem-se aqui. E eles se sentaram.
3 ବୋୟଜ ସମାନଙ୍କେର ରକ୍ଷାକର୍ତ୍ତାକକ୍ସ୍ଟ କହିଲା, ନୟମୀ ପର୍ବତମଯ ଦେଶ ମାୟୋବରକ୍ସ୍ଟ ଫରେିଅଛି। ଏବଂ ସେ ତା'ର ଭୂମିକକ୍ସ୍ଟ ବିକ୍ରି କରିବାର ଥିଲା, ଯାହାକି ଏଲିମଲକରେ ଥିଲା ।
3 Boaz disse ao resgatador: — Noemi, que voltou da terra dos moabitas, pôs à venda aquele pedaço de terra que foi de nosso parente Elimeleque.
4 ଏଠା ରେ ଥିବା ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ଓ ମାରେ ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମକ୍ସ୍ଟଖ ରେ ମୁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକକ୍ସ୍ଟ କିଣିବାକକ୍ସ୍ଟ ଗ୍ଭହଁ, ତବେେ ଏହାକକ୍ସ୍ଟ କିଣ! ଯଦି ଏହା ତୁମ୍ଭେ କିଣିବାକକ୍ସ୍ଟ ନଗ୍ଭହଁ, ତବେେ ମାେତେ କକ୍ସ୍ଟହ ଓ ମୁ ଏହାକକ୍ସ୍ଟ କିଣିବି କାରଣ ଯେ ହତେକ୍ସ୍ଟ ତୁମ୍ଭେ ଜାଣ, ତୁମ୍ଭେ ପରେ ମୁ ଯଥାର୍ଥ ଲୋକ ଯାହାର ଏହି ଜାଗାକକ୍ସ୍ଟ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକକ୍ସ୍ଟ ଗ୍ଭହଁ ନାହିଁ, ତବେେ ମୁ ଏହାକକ୍ସ୍ଟ କିଣିବି।
4 Então resolvi informá-lo disso e dizer a você: compre essas terras na presença dos que estão sentados aqui e na presença dos anciãos do povo. Se você quer resgatá-las, faça isto; se não, diga, para que eu o saiba. Porque não há outro que possa resgatá-las a não ser você; e, depois de você, eu. Então ele respondeu: — Eu vou resgatar essas terras.
5 ଏହାପରେ ବୋୟଜ କହିଲା, ଯବେେ ତୁମ୍ଭେ ନୟମୀଠାରକ୍ସ୍ଟ ଏହି ଜମି କିଣିଛ, ତବେେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମାୟୋବୀଯ ଋତକକ୍ସ୍ଟ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକକ୍ସ୍ଟ ବିବାହ କରିବା ଉଚିତ୍। ଏହିପରି ଭାବରେ ସହେି ଜମି ମୃତ ଲୋକର ନାମ ରେ ରହିୟିବ।
5 Boaz, porém, lhe disse: — No dia em que você receber essas terras da mão de Noemi, também terá de receber Rute, a moabita, já viúva, para perpetuar o nome do esposo falecido na herança dele.
6 ରକ୍ଷାକର୍ତ୍ତା କହିଲା, ମୁ ଏହାକକ୍ସ୍ଟ କ୍ରଯ କରିପାରିବି ନାହିଁ। ଯଦିଓ ଏହା ମାରେଅଧିକାର ଅଟେ, ମୁ ଏହାକକ୍ସ୍ଟ ପାରିବି ନାହିଁ। ଯଦି ମୁ ଏହା କରେ, ମୁ ମାରେ ଜମି ହକ୍ସ୍ଟଏତ ହରାଇପା ରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।
6 Então o resgatador disse: — Nesse caso, não poderei fazer o resgate, para não prejudicar a minha própria herança. Faça você uso desse meu direito, porque eu não poderei fazê-lo.
7 ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ଯେତବେେଳେ ଲୋକମାନେ ସମାନଙ୍କେର କଠଉ ଅନ୍ୟକକ୍ସ୍ଟ ଦିଅନ୍ତି, ଏହା ଇଶ୍ରାୟେଲ ରେ ବନ୍ଧକ ସଐତ୍ତି ମକ୍ସ୍ଟକକ୍ସ୍ଟଳାଇବାର ସାକ୍ଷୀ ଅଟେ।
7 Este era, antigamente, o costume em Israel, quanto a resgates e permutas: quem queria confirmar um negócio tirava a sandália do pé e a entregava ao outro. Era assim que se confirmava um negócio em Israel.
8 ମକ୍ସ୍ଟକ୍ତିକର୍ତ୍ତା ଜ୍ଞାତି ଯେତବେେଳେ ବୋୟଜକକ୍ସ୍ଟ ସହେି ଭୂମି କିଣିବାକକ୍ସ୍ଟ କହିଲା। ସେ ତା'ର ପାଦକ୍ସ୍ଟକା କାଢି ତାଙ୍କୁ ଦଲୋ।
8 Por isso, quando o resgatador disse a Boaz: “Faça você o resgate”, tirou a sandália do pé.
9 ଏହାପରେ ବୋୟଜ, ପ୍ରାଚୀନବର୍ଗ ଓ ସଠାେରେ ଥିବା ସମସ୍ତ ଲୋକଙ୍କକ୍ସ୍ଟ କହିଲା, ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁ ଆଜି ନୟମୀଠାରକ୍ସ୍ଟ ସମସ୍ତ କିଣକ୍ସ୍ଟଅଛି। ଯାହା କି ଥିଲା ସବୁ ଏଲିମଲକେ, କିଲିୟୋନ ଏବଂ ମହଲୋନ୍ର ଥିଲା।
9 Então Boaz disse aos anciãos e a todo o povo: — Hoje vocês são testemunhas de que comprei de Noemi tudo o que pertencia a Elimeleque, a Quiliom e a Malom.
10 ମୁ ମଧ୍ଯ ମାୟୋବ ଦେଶୀଯ ମୃତ ମହଲୋନର ବିଧବା ସ୍ତ୍ରୀ ଋତକକ୍ସ୍ଟ ମାରେ ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳ ରେ ମୃତ ବ୍ଯକ୍ତିର ଜମିଜମା ସବୁ ତା'ର ପରିବାର ରେ ରହିବ। ଏହି ପ୍ରକାର ରେ ମୃତ ଲୋକର ନାମ ପୁରାପୁରି ଭୂଲି ହବେନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।
10 E também tomo por mulher Rute, a moabita, que foi esposa de Malom, para perpetuar o nome deste sobre a sua herança, para que este nome não seja exterminado dentre seus irmãos e do portão da sua cidade. Hoje vocês são testemunhas disso.
11 ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସମାନେେ କହିଲେ, ରାହେଲ ଓ ଲୟୋପରି ୟିଏ କି ଇଶ୍ରାୟେଲର ଗୃହ ନିର୍ମାଣ କଲେ, ସହେିପରି ସଦାପ୍ରଭୁ ଏହି ସ୍ତ୍ରୀ ଲୋକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍ଭେ ଏଫ୍ରାଥା ରେ ଶକ୍ତିଶାଳୀ ଓ ବୈଥଲହମେ ରେ ପ୍ରସିଦ୍ଧ ହକ୍ସ୍ଟଅ।
11 Todo o povo que estava no portão e os anciãos disseram: — Somos testemunhas. E disseram a Boaz: — Que o
12 ସଦାପ୍ରଭୁ ଏହି ୟକ୍ସ୍ଟବତୀ ଦ୍ବାରା ତୁମ୍ଭକୁ ଯେଉଁ ସନ୍ତାନ ଦବେେ, ତାହା ଦ୍ବାରା ତୁମ୍ଭର ବଂଶ ତାମର ଗର୍ଭ ରେ ୟକ୍ସ୍ଟହକ୍ସ୍ଟଦା ରେ ଜନ୍ମିତ ପରେସର ବଂଶ ତକ୍ସ୍ଟଲ୍ଯ ହେଉ।
12 Que, com os filhos que o Senhor lhe der dessa jovem, a sua casa seja como a de Perez, o filho que Tamar deu a Judá.
13 ଏହିପରି ଭାବରେ ବୋୟଜ ଋତକକ୍ସ୍ଟ ବିବାହ କଲେ। ସଦାପ୍ରଭୁ ଋତକକ୍ସ୍ଟ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପକ୍ସ୍ଟତ୍ର ସନ୍ତାନ ଜନ୍ମ ଦଲୋ।
13 Assim Boaz recebeu Rute, e ela passou a ser a sua mulher. Ele teve relações com ela, e o Senhor concedeu que ela ficasse grávida e tivesse um filho.
14 ସହରର ସ୍ତ୍ରୀ ଲୋକମାନେ ନୟମୀକକ୍ସ୍ଟ କହିଲେ, ଧନ୍ଯ ସହେି ସଦାପ୍ରଭୁ, ୟିଏ ତୁମ୍ଭକୁ ଏହି ସନ୍ତାନ ଦଇେଛନ୍ତି। ସେ ଇଶ୍ରାୟେଲ ଦେଶ ରେ ବିଖ୍ଯାତ ହବେ।
14 Então as mulheres disseram a Noemi: — Bendito seja o
15 ବୃଦ୍ଧାବସ୍ଥା ରେ ସେ ତୁମ୍ଭକୁ ସାନ୍ତ୍ବନା ଦବେ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତଟି ପକ୍ସ୍ଟତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ ରମେ କରିବ।
15 Nele você terá renovação da vida e consolo na velhice, pois a sua nora, que ama você, o deu à luz, e para você ela é melhor do que sete filhos.
16 ନୟମୀ ସହେି ବାଳକକକ୍ସ୍ଟ କୋଳାଇ ନଲୋ ଏବଂ ତା'ର ପ୍ରତିପାଳନ କଲା।
16 Noemi pegou o menino no colo e passou a cuidar dele.
17 ସହେି ସ୍ତ୍ରୀ ଲୋକମାନେ କହିଲେ, ବର୍ତ୍ତମାନ ନୟମୀର ଏକ ପକ୍ସ୍ଟତ୍ର ଅଛି। ତେଣୁ ସମାନେେ ତା'ର ନାମ ଦେଲେ, ଓବେଦ୍। ସେ ଥିଲା ୟିଶଯର ପିତା ଏବଂ ୟିଶଯ ଥିଲା ରାଜା ଦାଉଦଙ୍କର ପିତା।
17 As vizinhas lhe deram nome, dizendo: — Nasceu um filho para Noemi! E o chamaram de Obede. Este veio a ser o pai de Jessé, pai de Davi.
18 ପରେସର ବଂଶାବଳୀ ଏହି ପ୍ରକାର, ପରେସର ପକ୍ସ୍ଟତ୍ର ହିଷ୍ରୋଣ,
18 E estas são as gerações de Perez: Perez gerou Esrom,
19 ହିଷ୍ରୋଣର ପକ୍ସ୍ଟତ୍ର ଅରାମ ଓ ଅରାମର ପକ୍ସ୍ଟତ୍ର ଅମ୍ମୀନାଦବ,
19 Esrom gerou Rão, Rão gerou Aminadabe,
20 ଅମ୍ମୀନାଦବର ପକ୍ସ୍ଟତ୍ର ନ ହଶାେନ୍ ଓ ନ ହଶାେନର ପକ୍ସ୍ଟତ୍ର ସଲ୍ମୋନ,
20 Aminadabe gerou Naassom, Naassom gerou Salmom,
21 ସଲ୍ମୋନର ପକ୍ସ୍ଟତ୍ର ବୋୟଜ ଓ ବୋୟଜର ପକ୍ସ୍ଟତ୍ର ଓବଦେ,
21 Salmom gerou Boaz, Boaz gerou Obede,
22 ଓବଦରେ ପକ୍ସ୍ଟତ୍ର ୟିଶଯ ଓ ୟିଶଯର ପକ୍ସ୍ଟତ୍ର ଦାଉଦ।
22 Obede gerou Jessé, e Jessé gerou Davi.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Rute 4, comparar traduções ou montar um estudo — tudo direto pelo WhatsApp.