Rute 3

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଏହାପରେ ନୟମୀ ଋତର ଶାଶୂ ତାଙ୍କୁ କହିଲେ, ହେ ମାରେ କନ୍ଯା, ମୁ ତକ୍ସ୍ଟମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହବେ।
1 Depois lhe disse Noêmi, sua sogra: Minha filha, não te hei de buscar descanso, para que fiques bem?
2 ହାଇପୋ ରେ ବୋୟଜ ହେଉଛନ୍ତି ଉପୟକ୍ସ୍ଟକ୍ତ ପ୍ରସ୍ତାବ। ବୋୟଜ ହେଉଛି ଆମର ଦୂର ସଐର୍କୀଯ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣ ଖଳା ରେ ରାତ୍ରି ସମୟରେ ଜବ ଝାଡକ୍ସ୍ଟଅଛି।
2 Ora pois, não é Boaz, com cujas moças estiveste, de nossa parentela. Eis que esta noite ele vai joeirar a cevada na eira.
3 ତୁମ୍ଭେ ସ୍ନାନ କରି ସକ୍ସ୍ଟନ୍ଦର ପୋଷାକ ପିନ୍ଧି ସହେି ଖଳାକକ୍ସ୍ଟ ୟାଅ। ମାତ୍ର ସହେି ମନକ୍ସ୍ଟଷ୍ଯ ଭୋଜନ ପାନ ନସାରିବା ପର୍ୟ୍ଯନ୍ତ ତାକକ୍ସ୍ଟ ଆପଣାର ପରିଚଯ ଦିଅନାହିଁ।
3 Lava-te pois, unge-te, veste os teus melhores vestidos, e desce à eira; porém não te dês a conhecer ao homem, até que tenha acabado de comer e beber.
4 ଖାଇ ସାରିବାପରେ ସେ ଯେତବେେଳେ ଶଯନ କରିବାକୁ ଯିବେ, ସହେି ସ୍ଥାନକକ୍ସ୍ଟ ଆଗଇେ ୟାଅ, ତାଙ୍କର ପାଦରକ୍ସ୍ଟ ଆବରଣ କାଢି ସଠାେରେ ପଡିରକ୍ସ୍ଟହ। ତହିଁରେ ତୁମ୍ଭକୁ କ'ଣ କରିବାକୁ ହବେ ତାହା ସେ ଜଣାଇବେ।
4 E quando ele se deitar, notarás o lugar em que se deita; então entrarás, descobrir-lhe-ás os pés e te deitarás, e ele te dirá o que deves fazer.
5 ଏହାପରେ ଋତ ଉତ୍ତର ଦଲୋ, ତୁମ୍ଭେ ଯାହା କହିଲ, ମୁ ତାହା ନିଶ୍ଚିତ କରିବି।
5 Respondeu-lhe Rute: Tudo quanto me disseres, farei.
6 ଏଣୁ ଋତ ସହେି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା ରେ କାର୍ୟ୍ଯମାନ କଲା।
6 Então desceu à eira, e fez conforme tudo o que sua sogra lhe tinha ordenado.
7 ପକ୍ସ୍ଟଣି ଖାଇପିଇ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖ ରେ ଶଯନ କରିବାକୁ ଗଲେ। ତହିଁରେ ଋତ ଧୀ ରେ ଧୀ ରେ ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା।
7 Havendo, pois, Boaz comido e bebido, e estando já o seu coração alegre, veio deitar-se ao pé de uma meda; e vindo ela de mansinho, descobriu-lhe os pés, e se deitou.
8 ମଧ୍ଯରାତ୍ର ସମୟରେ ସହେି ଲୋକ ପଡିଉଠି ଆଶ୍ଚର୍ୟ୍ଯ ହାଇେ ଅନାଇ ଦେଖିଲା ତା'ର ପାଦ ନିକଟରେ ଏକ ସ୍ତ୍ରୀ ଶଯନ କରିଛି।
8 Ora, pela meia-noite, o homem estremeceu, voltou-se, e viu uma mulher deitada aos seus pés.
9 ବୋୟଜ ପଗ୍ଭରିଲା, ଆପଣ କିଏ?ା
9 E perguntou ele: Quem és tu? Ao que ela respondeu: Sou Rute, tua serva; estende a tua capa sobre a tua serva, porque tu és o remidor.
10 ଏହାପରେ ବୋୟଜ କହିଲା, ହେ ୟକ୍ସ୍ଟବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ତୁମ୍ଭେ ମାେ ପ୍ରତି ଅନକେ ଦୟା ଦଖାଇେଛ। ତୁମ୍ଭର ମାେ' ପ୍ରତି ଦୟା ପୂର୍ବରକ୍ସ୍ଟ ନୟମୀକକ୍ସ୍ଟ ଦଖାଇେଥିବା ଦୟାଠାରକ୍ସ୍ଟ ଆହକ୍ସ୍ଟରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ୟକ୍ସ୍ଟବକକକ୍ସ୍ଟ ଠିକ୍ କରି ବିବାହ କରିପାରିଥାନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।
10 Então disse ele: Bendita sejas tu do Senhor, minha filha; mostraste agora mais bondade do que dantes, visto que após nenhum mancebo foste, quer pobre quer rico.
11 ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।
11 Agora, pois, minha filha, não temas; tudo quanto disseres te farei, pois toda a cidade do meu povo sabe que és mulher virtuosa.
12 ଏହା ସତ୍ଯ ଯେ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ୟିଏକି ମାଠାେରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ।
12 Ora, é bem verdade que eu sou remidor, porém há ainda outro mais chegado do que eu.
13 ଆଜି ରାତି ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ସକାଳେ ମୁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହକ୍ସ୍ଟଅନ୍ତି ତବେେ ଉତ୍ତମ କଥା। ଯବେେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମ ରେ ପ୍ରତିଜ୍ଞା କରୁଅଛି, ମୁ ତୁମ୍ଭକୁ ବିବାହ କରିବି ଏବଂ ଏଲିମଲକରେ ଭୂମି ଫରୋଇ ଆଣିବି। ତେଣୁ ସକାଳ ପର୍ୟ୍ଯନ୍ତ ଏହିଠା ରେ ଶଯନ କର।
13 Fica-te aqui esta noite, e será que pela manhã, se ele cumprir para contigo os deveres de remidor, que o faça; mas se não os quiser cumprir, então eu o farei tão certamente como vive o Senhor; deita-te até pela manhã.
14 ତେଣୁ ଋତ ସକାଳ ପର୍ୟ୍ଯନ୍ତ ବୋୟଜର ପାଦତଳେ ଶଯନ କଲା। ଅନ୍ଧାର ଥାଉଁ ଥାଉଁ ଲୋକମାନେ ଚିହ୍ନିବା ପୂର୍ବରକ୍ସ୍ଟ ଋତ ଉଠି ପଡିଲେ।
14 Ficou, pois, deitada a seus pés até pela manhã, e levantou-se antes que fosse possível a uma pessoa reconhecer outra; porquanto ele disse: Não se saiba que uma mulher veio à eira.
15 ଏହାପରେ ବୋୟଜ ଋତଙ୍କକ୍ସ୍ଟ କହିଲେ, ତୁମ୍ଭର ଗ୍ଭଦର ମଲୋଇ ଧର।
15 Disse mais: Traze aqui a capa com que te cobres, e segura-a. Segurou-a, pois, e ele as mediu seis medidas de cevada, e lhas pôs no ombro. Então ela foi para a cidade.
16 ଯେତବେେଳେ ଋତ ଘରକକ୍ସ୍ଟ ଆସିଲା, ତା'ର ଶାଶୂ ତାକକ୍ସ୍ଟ ପଚାରିଲେ, ହେ ମାରେ କନ୍ଯା ସବୁକିଛି କମେିତି ହେଲା?
16 Quando chegou à sua sogra, esta lhe perguntou: Como te houveste, minha filha? E ela lhe contou tudo quanto aquele homem lhe fizera.
17 ତା'ପରେ ସେ (ସ୍ତ୍ରୀ) କହିଲା, ବୋୟଜ ଏହି ୟବ ଉପହାର ଦଇେଛନ୍ତି। ବୋୟଜ କହିଲେ, ବିନା ଉପହାର ରେ ତୁମ୍ଭେ ତକ୍ସ୍ଟମ୍ଭ ଶାଶୂଙ୍କ ନିକଟକକ୍ସ୍ଟ ୟିବା ଉଚିତ୍ ନକ୍ସ୍ଟ ହେଁ।
17 Disse mais: Estas seis medidas de cevada ele mas deu, dizendo: Não voltarás vazia para tua sogra.
18 ନୟମୀ କହିଲା, ହେ, କନ୍ଯା ଏହି ବିଷଯ କ'ଣ ହବେ, ଏହା ତୁମ୍ଭେ ଜାଣିବା ପର୍ୟ୍ଯନ୍ତ, ର୍ଧୈୟ୍ଯ ଧର, କାରଣ ସହେି ମନକ୍ସ୍ଟଷ୍ଯ କାର୍ୟ୍ଯ ଶଷେ ନକଲା ପର୍ୟ୍ଯନ୍ତ ବସିପାରିବ ନାହିଁ। ଆମ୍ଭମାନେେ ଜାଣକ୍ସ୍ଟ ଯେ ଦିନ ସରିବା ପୂର୍ବରକ୍ସ୍ଟ କ'ଣ ହବେ।
18 Então disse Noêmi: Espera, minha filha, até que saibas como irá terminar o caso; porque aquele homem não descansará enquanto não tiver concluído hoje este negócio.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Rute 3, comparar traduções ou montar um estudo — tudo direto pelo WhatsApp.