Romanos 8

Oriya Bible (GL_ORIYA) vs AAI

Sair da comparação
AAI TUR GEWASIN O BAIBASIT BOUBUN
1 ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛନ୍ତି, ସମାନେେ ଦଷେୀ ବୋଲି ବିଚାରିତ ହୁଅନ୍ତି ନାହିଁ।
1 Isanimih boun sabuw iyabowat Keriso Jesu wanawananamaim hikofan tema’am boro men hinakusairihimih.
2 ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।
2 Anayabin God Anunin ana fairamaim Keriso Jesu wanawananamaim yawas ebitit, i ayu bowabow kakafin ana fairane naatu morob ana fairane rufamu atit.
3 ଆମ୍ଭର ପାପପୂର୍ଣ ସ୍ବଭାବ ଦ୍ବରା ବ୍ଯବସ୍ଥା ଶକ୍ତି ହୀନ ହାଇପୋ ରେ। କିନ୍ତୁ ବ୍ଯବସ୍ଥା ଯାହା କରି ପାରି ନଥିଲା, ତାହା ପରମେଶ୍ବର କଲେ। ପରମେଶ୍ବର ନିଜ ପୁତ୍ରକୁ ସଇେ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମ ରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ବର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ଯବହାର କଲେ।
3 Ofafar men karam tasinaf, anayabin it biyat ana kakafinamaim iwa’an ofafar ririm. Baise God sinaf, taiyuwin Natun Ta’imon iyun ra’iy orot biyan kakafin bai iyaun, naatu bowabow kakafin ana siboromih matar. Naatu bowabow kakafih orot babin wanawanahimaim etei kusaisiren.
4 ବ୍ଯବସ୍ଥା ଆମ୍ଭକୁ ଯେପରି ହବୋ ପାଇଁ ଚା ହେଁ, ସହେି ଭଳି ହବୋ ପାଇଁ ପରମେଶ୍ବର ଏପରି କଲେ।ଆମ୍ଭେ ଏବେ ପାପପୂର୍ଣ ମାନବ ସ୍ବଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନ ଯାପନ କରୁଛୁ।
4 God iti bowabow sinaf, saise ofafar ana tur eo’o i hinan wanawanatamaim hinamatar, men biyat ana kokomaim tanama, baise Ayubin ana kokomaim tanama.
5 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ ଶରୀର ଅନୁସାରେ ଜୀବନ ଯାପନ କରନ୍ତି, ସମାନେେ ସବୁବେଳେ ତାହାଙ୍କ ପାପପୂର୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନ ଯାପନ କରନ୍ତି, ସମାନେେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି।
5 Sabuw iyab biyah ana naniyanamaim tema’am hai naniyan tutufin etei i nati’imaim ebobonawiyih. Baise sabuw iyab Anun Kakafiyin ana kokomaim tema’am, hai not tutufin etei Anun ana kokomaim tesisinaf.
6 ଯଦି ଜଣେ ଲୋକର ବିଚ୍ଭାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ଆତ୍ମିକ ମୃତ୍ଯୁ ହୁଏ। କିନ୍ତୁ ଯଦି ଜଣକର ବିଚ୍ଭାର ଆତ୍ମା ଦ୍ବାରା ନିୟନ୍ରିତ ହୁଏ, ତା ହେଲେ ସଠାେରେ ଜୀବନ ଓ ଶାନ୍ତି ଅଛି।
6 Turobe orot babin ana notamaim nabobonawiyi boro morob wan inayen. Baise Anun Kakafiyin ana notamaim nabobonawiy boro yawas naatu tufuw inab.
7 ଏହା କାହିଁକି ସତ୍ଯ? କାରଣ ଯଦି ଜଣେ ଲୋକର ବିଚାର ତାହାର ପାପପୂର୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହୁଏ, ତା ହେଲେ ସେ ଲୋକ ପରମେଶ୍ବରଙ୍କର ବିରୋଧୀ। ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବାକୁ ମନା କରେ।ପ୍ରକୃତ ରେ ସେ ଲୋକ ପରମେଶ୍ବରଙ୍କର ବ୍ଯବସ୍ଥା ମାନିବା ପାଇଁ ଅସମର୍ଥ।
7 Anayabin sabuw iyab biyah ana kokomaim kakafih ebobonawiyih i God ana kamabiy temamatar, naatu men karam boro God ana ofafar babanamaim hinama.
8 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ ଶରୀର ଦ୍ବାରା ଶାସିତ ସମାନେେ ପରମେଶ୍ବରଙ୍କୁ ଖୁସି କରି ପାରିବେ ନାହିଁ।
8 Sabuw iyab biyah ana kokomaim ebobonawiyih men karam hiwa’an God niyasisir.
9 କିନ୍ତୁ ତୁମ୍ଭମାନେେ ନିଜର ପାପପୂର୍ଣ ଶରୀର ଦ୍ବାରା ଶାସିତ ନୁହଁ। ଯଦି ପ୍ରକୃତ ରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନେେ ଆତ୍ମା ଦ୍ବାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତ ରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।
9 Baise kwa i men biya ana kokomaim ebobonawiyi, baise Anun Kakafiyin. Anayabin God Anunin i kwa wanawanamaim ema’am. Orot yait Keriso Anunin men wanawananamaim ema’ama, i men Keriso nowan.
10 0ପାପ ହତେୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହଇେ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି, ତା' ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ଧାର୍ମିକ କରିଛନ୍ତି।
10 Baise Keriso kwa wanawanamaim ema’am, imih God buwi yawas kwama’am. Basit biya i boro namorob anayabin bowabow kakafin awan karatan, baise ayub i yawasin anayabin ayub ana yawas i mutufurin.
11 ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁରୁ ପର୍ନଜୀବିତ କରିଛନ୍ତି।ଓ ଯଦି ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତ ରେ ଅଛି, ତା' ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ଯ ସେ ତାହାଙ୍କର ଆତ୍ମାଙ୍କ ଦ୍ବରା ଜୀବନ ପ୍ରଦାନ କରିବେ।
11 Naatu God Anunin Jesu morobone biyawas kwa wanawanamaim ema’ama. Keriso morobone biyawas na’atube kwa auman boro i Anunin kwa wanawan ema’am imaim biya yawas nitin.
12 ସୁତରାଂ, ମାେ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ ଶରୀର ଦ୍ବାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ବର ପାପପୂର୍ଣ ଶରୀରର ଇଚ୍ଛା ଅଧୀନ ରେ ନୋହୁଁ।
12 Isanimih, taituwou, it i bowabow hitit, baise men biyat ana kokomaim tanasinafumih.
13 ଯଦି ତୁମ୍ଭମାନେେ ତୁମ୍ଭ ପାପପୂର୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ଯବହାର କର, ତା ହେଲେ ତୁମ୍ଭମାନେେ ଆତ୍ମିକ ରୂପରେ ମରିୟିବ। କିନ୍ତୁ ଯଦି ତୁମ୍ଭମାନେେ ଆତ୍ମାଙ୍କୁ ଶରୀର ମାଧ୍ଯମ ରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ଯବହାର କର, ତା' ହେଲେ ତୁମ୍ଭମାନେେ ପ୍ରକୃତ ଜୀବନ ପାଇବ।
13 Anayabin kwa biya ana kokomaim kwanama’am na’at boro kwanamorob. Baise Anun Kakafiyin ana kokomaim kwanama’am na’at, biya ana kokok kakafih etei boro nimuruben. Naatu kwa boro yawas kwanama,
14 ଯେଉଁମାନେ ନିଜ ଜୀବନ ରେ ପରମେଶ୍ବରଙ୍କର ଆତ୍ମାକୁ ନତେୃତ୍ବ ନିଅନ୍ତି ସମାନେେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ।
14 anayabin sabuw iyab God Ayubin ebobonawiyih i God natunatun.
15 ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହବୋକୁ ଦବେେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହବେେ ନାହିଁ। ଆମ୍ଭ ଭିତ ରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ବରଙ୍କର ସନ୍ତାନ କରି ଦିଅନ୍ତି। ଓ ସହେି ଆତ୍ମାଙ୍କ ସହିତ ଆମ୍ଭେ କହୁ, 'ପିତା, ପ୍ରିୟ ପିତା।'
15 Anayabin God Ayubin kwabaib i men kwa niwa’ani bir ana fairamaim nabonawiy isan kwani’akiramih. Baise Ayubin kwabaib i natunatun anababatun matar isan kwabai, saise imaim fair tanab isan tanarerey tanao, “Abba! Tamaiya!”
16 ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ବଲେି କହିବା ଲାଗି ସହେି ଆତ୍ମା ଆମ୍ଭ ଆତ୍ମା ସହିତ ଯଡେି ହୁଅନ୍ତି।
16 I Ayubin it ayubit bairi hita’imon teo’orereb it i God natunatun.
17 ଆମ୍ଭେ ଯଦି ପରମେଶ୍ବରଙ୍କର ସନ୍ତାନ, ତା ହେଲେ ପରମେଶ୍ବର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ବରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ଯ ଏହି ଆଶୀର୍ବାଦ ପାଇବୁ। କାନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହା ହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ଯ ମହିମାର ଅଧିକାରୀ ହବୋ।
17 It i natunatun imih sawar abisa i ana sabuw isah ebobotan boro bairi tanab yaun. Naatu abisa God Keriso isan ebobotan boro bairi tanab yaun. Keriso ana biyababan bairi tanafafaram na’at ana marakaw boro bairi tanafaram.
18 ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ଯତ ରେ ମିଳିବ ତା ତୁଳନା ରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ।
18 Anababatun au’uwi, biyababan iti boun tabai tabi’akir, mar boro ana marakaw nabirerereb hairi tanafufufun, nati marakaw i ra’at kwanekwan men biyababan hairi ta’imon.
19 ପରମେଶ୍ବର ଯାହା କିଛି ସୃଷ୍ଟି କରିଛନ୍ତି, ସହେି ସବୁ ବଡ ଆଶା ରେ ସହେି ସମୟକୁ ଅପେକ୍ଷା କରିଚନ୍ତି ଯେ କେତବେେଳେ ପରମେଶ୍ବର ସଂସାରକୁ ଜଣାଇ ଦବେେ ଯେ, କେଉଁ ମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଚ୍ଭାହି ରହିଛି।
19 Anayabin baimataren sawar tutufin etei God natunatun bow tit bairerereb isan, yah kusikus iwa’an hima hi’uroron tinuwanuw.
20 ପରମେଶ୍ବର ଯାହା କିଛି ସୃଷ୍ଟି କରିଥିଲେ ତାହା ଅସାର ହାଇଗେଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ବର ଏହା କରିବା ପାଇଁ ସ୍ଥିର କରି ଥିଲେ। କିନ୍ତୁ ଏହି ଭରଷା ଥିଲା:
20 Orot ta’imon ana kakafinamaim baimataren sawar tutufin etei higabiyoy, men i akisih hai kokomaim baise God ana kokomaim sinaf.
21 ଯେପରି ପରମେଶ୍ବର ସୃଷ୍ଟି କରିଥିବା ପ୍ରେତ୍ୟକକ ବସ୍ତୁ ବିନାଶରୁ ମୁକ୍ତ ହବେ। ଏହି ଭରସା ଥିଲା ଯେ ପରମେଶ୍ବରଙ୍କ ସନ୍ତାନମାନଙ୍କ ପାଇଁ ଯାହା କିଛି ନିର୍ମିତ ହାଇେଛି ସଗେୁଡିକ ସହେି ସ୍ବାଛନ୍ଦ ଓ ମହିମାର ଭାଗୀ ହବେେ।
21 Iti baimataren sawar etei veya ta hai bai’akirane hibat timunumun boro hinabotaitih hinatit God natunatun bairi marakaw gewasin hinafaram.
22 ଆମ୍ଭେ ଯାଣୁ ଯେ ପରମେଶ୍ବରଙ୍କ ନିର୍ମିତ ପ୍ରେତ୍ୟକକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦବୋ ପ୍ରସବ ବଦନୋ ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷା ରେ ଅଛି।
22 It taso’ob baimataren sawar tutufin kek tufuwamih ebotukwar ana biyababan tebaib na’atube, aneika hima hitef hirererey tana boun tatit.
23 କବଳେ ଜଗତ ନୁହେଁ, ଆମ୍ଭେ ମଧ୍ଯ ସହେିପରି ବଦନୋପୂର୍ବକ ଅପେକ୍ଷା ରେ ଅଛୁ। ପରମେଶ୍ବରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ବରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥି-ପାଇଁ ଅପେକ୍ଷା କରିଛୁ ଯେ , ପରମେଶ୍ବର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭମାନେେ ଶରୀରଗୁଡିକ ମୁକ୍ତି ପାଇଁ ଅପେକ୍ଷା କରିଛୁ।
23 Men baimataren sawar akisin hima hitef tererereyamih, baise it auman wanawanatamaim hamenamo erererey auman tama takakaif, God nan ni’obaiyit it i natunatun.
24 ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା' ହେଲେ ତାହା ପ୍ରକୃତ ରେ ଭରସା ନୁହେଁ। ମଣିଷ, ଯାହା ତା' ପାଖ ରେ ଏବେ ଅଛି, ସେ ଗୁଡିକ ପାଇଁ ଭରସା କରେ ନାହିଁ।
24 Anayabin it nuhifotamaim iyawasit. Abisa isan nuhit fot tama’am i tabaika, aisim boro ibanak sawar tabo isan nuhit nafot tanama tanakaif.
25 କିନ୍ତୁ ଯାହା ଆମ୍ଭ ପାଖ ରେ ଏବେ ସୁଦ୍ଧା ନାହିଁ ତା ପାଇଁ ଆମ୍ଭେ ଭରସା ରେ ଅଛୁ। ଆମ୍ଭେ ଏହା ପାଇଁ ଧେ ୗର୍ୟପୁର୍ବକ ଅପେକ୍ଷା କରି ରହିଛୁ।
25 Baise sawar abisa men tai’itin nuhit nafot tanama tanakakaif na’at, it boro yatet nanub tanama tanakaif.
26 ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।
26 Ef nati ta’imon it ata ririm ana veya i Ayubin ena it baibais ebitit. Anayabin it mi’itube o yoyoban isan ana ef men taso’ob. Baise i Ayubin it isat tef rerey eyoyoyoban wainit, turamaim men karam boro tanao.
27 ଲୋକମାନଙ୍କର ହୃଦୟ ରେ କ'ଣ ଅଛି ପରମେଶ୍ବର ତାହା ଦେଖି ପାରନ୍ତି। ପରମେଶ୍ବର ଆତ୍ମାର ମନ ରେ କ'ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ବର ଜପରେି ଇଚ୍ଛା କରନ୍ତି, ସହେି ଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।
27 Naatu God dogorot nutitiy i’itin, Ayubin ananot i so’ob, anayabin Ayubin God ana sabuw isah eyoyoyoban i God ana kokomaim esisinaf.
28 ଆମ୍ଭେ ଜାଣୁ ଯେ, ଯେଉଁ ମାନେ ତାହାଙ୍କୁ ପ୍ ରମେ କରନ୍ତି ସମାନଙ୍କେ ପାଇଁ ପରମେଶ୍ବର ପ୍ରତକେ ବିଷୟ ରେ ମଙ୍ଗଳ ଜନ୍ମାନ୍ତି।ପରମେଶ୍ବର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହାହିଁ ତାଙ୍କର ଯୋଜନା ଥିଲା।
28 Naatu taso’ob, sawar etei God esisinaf i gewasih sabuw iyab tibiyabuw isah, sabuw iyab i ana kokomaim ea’afih isah.
29 ପରମେଶ୍ବର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ବର ନିର୍ଣୟ କରିଥିଲେ ଯେ ସହେି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା ହେଲେ ଯୀଶୁ ଅନକେ ଭାଇ ଭଉଣୀ ମାନଙ୍କ ଭିତ ରେ ପ୍ରଥମଜାତ ବୋଲି ଧରା ହବେେ।
29 Sabuw iyab God erurubinih i so’obabo erurubinih. I akisin yasairih hina i Natun ana’itinabe himatar, saise i Natun i baitumatumayah etei tuwah hai ain na’atube.
30 ପରମେଶ୍ବରଙ୍କ ଯଜେନା ସମାନଙ୍କେ ପାଇଁ ହେଲା ଯେ ସମାନେେ ତାହାଙ୍କର ପୁତ୍ର ଭଳି ହବେେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ବର ସମାନଙ୍କେୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ବର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସହେି ଲୋକମାନଙ୍କୁ ମହିମାନ୍ବିତ କଲେ।
30 Naatu iyab yayasairih i eafih, naatu iyab ea’afih i yamutufurih, naatu iyab yayamutufurih i ana marakaw bairi faram isan buwih.
31 ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।
31 Sawar iti sisinaf isan boro mi’itube tanao? God it isat nabatabat na’at yait boro nagam na’uwit? En anababatun.
32 ପରମେଶ୍ବର ଆମ୍ଭ ପାଇଁ ସବୁ କିଛି
32 God taiyuwin Natun men eoharihar, baise it etei siwarit, Natun ta’imonam ata siwar yai. Imih kwanotanot sawar afa’am boro asire baitita’e nama?
33 ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।
33 God taiyuwin ana roubinen sabuw gewasih rouw bowabow yait boro baifuwenamaim nagam na’uwih? En anababatun!
34 କିଏ କହି ପାରିବ ଯେ ପରମେଶ୍ବରଙ୍କ ଲୋକମାନେ ଦୋଷୀ? କହେି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ଯୁ କଲେ, କିନ୍ତୁ ତାହାହିଁ ସବୁ କିଛି ନୁହେଁ। ସେ ମୃତ୍ଯୁରୁ ମଧ୍ଯ ଜୀବିତ ହେଲେ। ସେ ଏବେ ପରମେଶ୍ବରଙ୍କ ଡାହାଣ ପଟ ରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ବରଙ୍କୁ ନିବଦନକରେୁଛନ୍ତି।
34 Yait boro God ana sabuw ubar nitih nagam na’uwih? En anababatun! Jesu Keriso akisinamo morob, naatu morobone misir maiye Tamah ana asukwafune mare isat ma eyoyoyoban.
35 ଖ୍ରୀଷ୍ଟଙ୍କର ପ୍ ରମେ ଠାରୁ ଆମ୍ଭକୁ କିଏ କ'ଣ ଅଲଗା କରି ପା ରେ? ନା! କଷ୍ଟ କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ?ନା! ସମସ୍ଯା ବା ତାଡନା କ'ଣ ଖ୍ରୀଷ୍ଟଙ୍କର ଶତୃମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା! ଯଦି ଆମ୍ଭ ପାଖ ରେ ଖାଦ୍ୟ ବା ଲୁଗାପଟା ନାହିଁ, ତା ହେଲେ ତାହା କ'ଣ ଖ୍ରୀଷ୍ଟଙ୍କର ପ୍ ରମରେୁ ଆମ୍ଭକୁ ଅଲଗା କରିପା ରେ? ନା! ବିପଦ ବା ମୁତ୍ଯୁ ହେଉନା କାହିଁକି ତାହା କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା!
35 Imih yait boro Keriso ana yabowane nakusibit, yare men karam nakusibit, o yawas fokarih, roukoukuwen, baimar kakafin, sawar en, obiruwen, o morob?
36 ଶାସ୍ତ୍ର ରେ ଏହିପରି ଲଖାେ ଅଛି:
36 Buk Atamaninamaim eo na’atube,
37 କିନ୍ତୁ ଏସବୁ ରେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶିତ କରିଥିବା ପରମେଶ୍ବରଙ୍କ ଦ୍ବାରା ଆମ୍ଭେ ପୂର୍ଣ ବିଜଯୀ।
37 En baise, Keriso aki biyabuwi i wanawananamaim sawar etei hai fair aki aisnowaten.
38 ହଁ,ମୁଁ ଜାଣେ ଯେ କୌଣସି ବିଷୟ ଆମ୍ଭକୁ ପରମେଶ୍ବରଙ୍କ ପ୍ ରମରେୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ଯୁ ନୁହେଁ, ଜୀବନ ନୁହେଁ, ସ୍ବର୍ଗଦୂତମାନେ ନୁହଁନ୍ତି, ଆତ୍ମିକ ଶକ୍ତି ଗୁଡିକ ନୁହଁନ୍ତି, ଏବେ କିଛି ନୁହେଁ, ଭବିଷ୍ଯତ ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ,
38 Imih ayu aso’ob anababatun men karam boro sawar ta imaim Keriso ana yabowane nakusibitamih, men morob, men yawas, men tounamatar, men Demon, men mar iti boun, men mar boro enan, men fair
39 ଉଚ୍ଚ ରେ କିଛି ନୁହେଁ, ଗଭୀର ରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତ ରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠା ରେ ଥିବା ପରମାତ୍ମାଙ୍କ ପ୍ ରମେ ଠାରୁ ଆମ୍ଭକୁ କହେି ଅଲଗା କରି ପାରିବେ ନାହିଁ।
39 men yate mar, men me baban, men sawar ta himamatar wanawanahimaim boro God ana yabow ata Regah Jesu Keriso wanawananamaim ema’am nakusibit tanatitamih, en anababatun.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Romanos 8, comparar traduções ou montar um estudo — tudo direto pelo WhatsApp.