Romanos 6
Oriya Bible (GL_ORIYA) vs BKJ
1 ତା' ହେଲେ ତୁମ୍ଭମାନେେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଚ଼ାଲି ଥିବା ଯାହା ପାଇଁ ପରମେଶ୍ବର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ?
1 O que diremos então? Permaneceremos em pecado, para que a graça possa abundar?
2 ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା' ହେଲେ ଆମ୍ଭେ ଆଉ ପାପ କରି ଚ଼ାଲିପାରିବା କି?
2 De forma alguma! Como nós, que estamos mortos para o pecado, viveremos ainda nele?
3 ତୁମ୍ଭମାନେେ କଣ ମନେ ରଖିଛ କି ଯେତବେେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତବେେଳେ ଯୀଶୁଖ୍ରୀଷ୍ଟଙ୍କର ଅଂଶ ହାଇଗେଲୁ। ଆମ୍ଭର ବାପ୍ତିଜିତ ହବୋ ରେ ଆମ୍ଭେ ତାହାଙ୍କର ମୃତ୍ଯୁର ମଧ୍ଯ ଭାଗୀଦାର ହେଲୁ।
3 Não sabeis que todos os que fomos batizados em Jesus Cristo fomos batizados na sua morte?
4 ଅତଏବ ଆମ୍ଭେ ଯେତବେେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ଭିତ ରେ ସମାଧି ପ୍ରପ୍ତ ହାଇଗେଲୁ ଓ ତାହାଙ୍କ ମୃତ୍ଯୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହବୋ ଦ୍ବାରା ଆମ୍ଭେ ପୁନରୁତ୍ଥିତ ହାଇେ ନୂତନ ଜୀବନ ଯାପନ କରିବା। ପରମପିତାଙ୍କର ଆଶ୍ଚର୍ୟ୍ଯ ଶକ୍ତି ଦ୍ବାରା ଯେପରି ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସହେିଭଳି ଏହା ଘଟିଲା।
4 Portanto, fomos sepultados com ele para morte pelo batismo, para que assim como Cristo foi ressuscitado dentre os mortos pela glória do Pai, assim também nós andemos em novidade de vida.
5 ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ ଓ ଆମ୍ଭେ ମଧ୍ଯ ମୃତ୍ଯୁ ଦ୍ବାରା ଖ୍ରୀଷ୍ଟଙ୍କ ସହିତ ସଂୟୁକ୍ତ ହାଇେଛୁ। ଖ୍ରୀଷ୍ଟ ମୃତ୍ଯୁରୁ ଜୀବିତ ହବୋ ଭଳି ଆମ୍ଭେ ମଧ୍ଯ ମୃତ୍ଯୁରୁ ଜୀବିତ ହାଇେ ତାହାଙ୍କ ସହିତ ସଂୟୁକ୍ତ ହବୋ।
5 Porque, se fomos plantados juntamente com ele na semelhança da sua morte, também o seremos na semelhança da sua ressurreição;
6 ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କୃଶ ଉପରେ ତାହାଙ୍କ ସହିତ ମୃତ ହାଇେ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ବ ନକରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହବେୁ ନାହିଁ।
6 sabendo isto, que o nosso velho homem foi crucificado com ele, para que o corpo do pecado pudesse ser destruído, para que não sirvamos mais ao pecado.
7 ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ବରୁ ମୁକ୍ତ ହାଇେ ଯାଇଛି।
7 Porque aquele que morreu está liberto do pecado.
8 ଆମ୍ଭେ ୟିଦ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁବରଣ କରିଛୁ, ତା' ହେଲେ ଜାଣୁ ଯେ ଆମ୍ଭେ ମଧ୍ଯ ତାହାଙ୍କ ସହିତ ଜୀବିତ ରହିବା।
8 Ora, se morremos com Cristo, cremos que também viveremos com ele;
9 ଖ୍ରୀଷ୍ଟ ମୃତ୍ଯୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ଯୁର ତାଙ୍କ ଉପରେ ଆଉ କୌଣସି କତ୍ତୃର୍ତ୍ବ ନାହିଁ।
9 sabendo que, tendo sido Cristo ressuscitado dentre os mortos, já não morre; a morte não tem mais domínio sobre ele.
10 ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ଯୁ କଲେ, ଏହା ସବୁ ଦିନ ପାଇଁ ୟଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନ ଯାପନ କରନ୍ତି ତାହା ପରମେଶ୍ବରଙ୍କ ପାଇଁ କରନ୍ତି।
10 Pois quanto ao morrer, ele morreu uma só vez para o pecado; mas quanto ao viver, vive para Deus.
11 ସହେି ଭଳି ତୁମ୍ଭମାନେେ ମଧ୍ଯ ପାପର ଶକ୍ତି ବିଷୟ ରେ ନିଜକୁ ମୃତ ବୋଲି ଭାବିବା ଉଚ଼ିତ। ତୁମ୍ଭମାନେେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
11 Assim também vós, considerai-vos mortos de fato para o pecado, mas vivos para Deus em Jesus Cristo nosso Senhor.
12 କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।
12 Não reine, portanto, o pecado em vosso corpo mortal, para lhe obedecerdes em seus desejos.
13 ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।
13 Nem tampouco apresenteis os vossos membros como instrumentos de injustiça ao pecado; mas apresentai-vos a Deus, como os que são vivos dentre mortos, e os vossos membros como instrumentos de justiça a Deus.
14 ପାପ ତୁମ୍ଭମନଙ୍କର ସ୍ବାମୀ ହବେ ନାହିଁ। କାରଣ ତୁମ୍ଭମାନେେ ବ୍ଯବସ୍ଥାର ବନ୍ଧନ ରେ ନୁହଁ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କ ଅନୁଗ୍ରହ ରେ ଜୀବିତ ଅଛ।
14 Porque o pecado não terá domínio sobre vós, pois não estais debaixo da lei, mas debaixo da graça.
15 ତା' ହେଲେ ଆମ୍ଭେ କ'ଣ କରିବା ଉଚ଼ିତ? ଆମ୍ଭେ ବ୍ଯବସ୍ଥାର ଅଧିନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧିନ ବୋଲି କଣ ପାପ କରି ଚ଼ାଲିଥିବା? ଅବଶ୍ଯ ନୁହେଁ!
15 Pois quê? Pecaremos porque não estamos debaixo da lei, mas debaixo da graça? De forma alguma!
16 ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।
16 Não sabeis vós que a quem vos apresentardes como servos para obedecer-lhe, servos sois daquele a quem obedeceis, seja do pecado para a morte, ou da obediência para a justiça?
17 ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।
17 Mas graças a Deus, que fostes servos do pecado, mas obedecestes de coração à forma de doutrina à qual fostes entregues.
18 ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରା ହେଲା ଓ ଏବେ ତୁମ୍ଭମାନେେ ଧାମିର୍କତାର ଦାସ ହାଇେଛ।
18 E, tendo sido libertados do pecado, tornastes servos da justiça.
19 ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦଇେ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହାଇେଥିବା କାରଣରୁ ମୁଁ ଏହି ଭଳି ବୁଝାଉଛି। ଅତୀତ ରେ ତୁମ୍ଭମାନେେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହବୋକୁ ଓ ମନ୍ଦ କର୍ମ ରେ ନିୟୁକ୍ତ କରିଥିଲ। ଫଳ ସ୍ବରୂପ ତୁମ୍ଭମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନ ଯାପନ କରୁଥିଲ। ଠିକ୍ ସହେି ଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତବେେ ତୁମ୍ଭମାନେେ କବଳେ ପରମେଶ୍ବରଙ୍କ ପାଇଁ ବଞ୍ଚିବ।
19 Eu falo segundo a maneira dos homens, por causa da fraqueza da vossa carne; pois assim como apresentastes os vossos membros para servirem à imundícia, e à iniquidade para iniquidade, assim apresentai agora os vossos membros para servirem à justiça para santificação.
20 ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନଥିଲା।
20 Porque, quando éreis servos do pecado, estáveis livres da justiça.
21 ତୁମ୍ଭମାନେେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭମାନେେ ସଭେଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କଣ ତୁମ୍ଭମାନଙ୍କୁ ସାହାୟ୍ଯ କଲା? ନା, ସେ କର୍ମ ଗୁଡ଼ିକ କବଳେ ଆଧ୍ଯାତ୍ମିକ ମୃତ୍ଯୁ ଆଣିଥାଏ।
21 E que frutos tínheis então das coisas de que agora vos envergonhais? Porque o fim dessas coisas é a morte.
22 କିନ୍ତୁ ଏବେ ତୁମ୍ଭମାନେେ ପାପରୁ ମୁକ୍ତ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କର ଦାସ ଓ ଏହା କବଳେ ପରମେଶ୍ବରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦବେ। ତା'ପରେ ତୁମ୍ଭମାନେେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ।
22 Mas agora, tendo sido libertados do pecado, e tendo-vos tornado servos de Deus, tendes o vosso fruto para santificação, e por fim a vida eterna.
23 ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।
23 Porque o salário do pecado é a morte, mas o dom de Deus é a vida eterna, por Jesus Cristo nosso Senhor.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 6, comparar traduções ou montar um estudo — tudo direto pelo WhatsApp.