Romanos 16

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ମୁଁ, ତୁମ୍ଭକୁ କେଙ୍କ୍ ରଯୋ ନଗରୀର ମଣ୍ତଳୀର ବିଶଷେ ସବେିକା, ଆମ୍ଭର ଧର୍ମ ଭଉଣୀ ଫବୈୀଙ୍କୁ ସୁପାରିଶ କରୁଛି।
1 Recomendo-lhes a nossa irmã Febe, que está servindo na igreja de Cencreia,
2 ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।
2 para que vocês a recebam no Senhor como convém aos santos e a ajudem em tudo o que de vocês vier a precisar; porque ela tem sido protetora de muitos, inclusive de mim.
3 ପ୍ରୀସ୍କା ଓ ଆକ୍ବିଲାଙ୍କୁ ମାରେନମସ୍କାର। ସମାନେେ ଖ୍ରୀଷ୍ଟ ଯୀଶୁଙ୍କ କାମ ରେ ମାରେ ସହକର୍ମୀ ଅଟନ୍ତି।
3 Saúdem Priscila e Áquila, meus cooperadores em Cristo Jesus,
4 ସମାନେେ ମାରେ ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦ ରେ ପକାଇ ଥିଲେ। ମୁଁ ସମାନଙ୍କେ ପ୍ରତି କୃତଜ୍ଞ। କବଳେ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ଯ ସମାନଙ୍କେ ପ୍ରତି କୃତଜ୍ଞ।
4 os quais pela minha vida arriscaram a sua própria cabeça; e isto lhes agradeço, não somente eu, mas também todas as igrejas dos gentios.
5 ତାଙ୍କ ଘ ରେ ହେଉଥିବା ମଣ୍ତଳୀକୁ ମଧ୍ଯ ନମସ୍କାର।
5 Saúdem igualmente a igreja que se reúne na casa deles. Saúdem meu querido Epêneto, primeiro fruto da fé em Cristo na província da Ásia.
6 ମରିୟମଙ୍କୁ ନମସ୍କାର। ସେ ତୁମ୍ଭମାନଙ୍କ ପାଇଁ ବହୁତ କାମ କରିଛନ୍ତି।
6 Saúdem Maria, que muito trabalhou por vocês.
7 ଆନ୍ଦ୍ରନିକ ଓ ୟୂନିଯାଙ୍କୁ ନମସ୍କାର। ସମାନେେ ମାରେ ଜ୍ଞାତି, ଓ ସମାନେେ ମାେ ସହିତ ବନ୍ଦୀ ହାଇେ କାରଗା ରେ ଥିଲେ। ସମାନେେ ପରମେଶ୍ବରଙ୍କ ଅତି ପ୍ରସିଦ୍ଧ କାର୍ୟ୍ଯକର୍ତ୍ତା ଓ ମାଠାରୁେ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସୀ ଥିଲେ।
7 Saúdem Andrônico e Júnias, meus parentes e companheiros de prisão, os quais são bem conhecidos entre os apóstolos e estavam em Cristo antes de mim.
8 ପ୍ରଭୁଙ୍କ ଠା ରେ ସ୍ଥିତ ମାରେ ପ୍ରିୟ ମାତ୍ର ଆମ୍ପ୍ଲିଯାତାଙ୍କୁ ନମସ୍କାର।
8 Saúdem Amplíato, meu querido amigo no Senhor.
9 ଖ୍ରୀଷ୍ଟଙ୍କ ସବୋ ବିଷୟ ରେ ଆମ୍ଭର ସହକର୍ମୀ ଉର୍ବୀଣ ଓ ମାରେ ପ୍ରିୟତମ ମିତ୍ର ଆରିସ୍ତାଖୁଙ୍କୁ ମାରେ ନମସ୍କାର।
9 Saúdem Urbano, que é nosso cooperador em Cristo, e também meu amado Estáquis.
10 ଆପେଲ୍ଲଙ୍କୁ ମାରେ ନମସ୍କାର, ୟିଏ ଖ୍ରୀଷ୍ଟଙ୍କ ସବୋ ରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମାରେ ନମସ୍କାର।
10 Saúdem Apeles, aprovado em Cristo. Saúdem os da casa de Aristóbulo.
11 ମାରେ ଜ୍ଞାତି ହରେୋଦିଯୋନଙ୍କୁ ମାରେ ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁ ମାନେ ପ୍ରଭୁଙ୍କର ଅଟନ୍ତି।
11 Saúdem meu parente Herodião. Saúdem os da casa de Narciso, que estão no Senhor.
12 ପ୍ରଭୁଙ୍କର ପରିଶ୍ରମୀ କୀର୍ୟ୍ଯ କର୍ତ୍ତା କୁଫଣୋ ଓ କୁଫୋସାଙ୍କୁ ନମସ୍କାର। ମାରେପ୍ରିୟ ପ୍ରଭୁଙ୍କ ସବୋ ରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।
12 Saúdem Trifena e Trifosa, as quais trabalham no Senhor. Saúdem a querida Pérside, que também muito trabalhou no Senhor.
13 ପ୍ରଭୁଙ୍କର ବିଶିଷ୍ଟ ସବେକ ରୂପେ ଓ ତାହାଙ୍କର ମା'ଙ୍କୁ ଯେ ମାରେ ମାତା ଭଳି ତାହାଙ୍କୁ ମାରେ ନମସ୍କାର।
13 Saúdem Rufo, eleito no Senhor, e igualmente a mãe dele, que também tem sido mãe para mim.
14 ଅସୁଙ୍କ୍ରିତ, ଫ୍ଲଗେୋନ, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସମାନଙ୍କେ ଭାଇମାନଙ୍କୁ ଯେଉଁ ମାନେ ସମାନଙ୍କେ ସହ ଅଛନ୍ତି ନମସ୍କାର।
14 Saúdem Asíncrito, Flegonte, Hermes, Pátrobas, Hermas e os irmãos que se reúnem com eles.
15 ଫିଲଲଗ, ୟୁଲିଯା, ନୀରୂସ୍ ଓ ତାହାଙ୍କ ଭଉଣୀ, ଅଲୁମ୍ପା ଓ ସମାନଙ୍କେ ସହିତ ଥିବା ସମସ୍ତ ସାଧୁ-ସନ୍ଥମାନଙ୍କୁ ନମସ୍କାର।
15 Saúdem Filólogo, Júlia, Nereu e sua irmã, Olimpas e todos os santos que se reúnem com eles.
16 ତୁମ୍ଭମାନେେ ସମସ୍ତେ ପବିତ୍ର ଚୁମ୍ବନ ଦଇେ ଏକା ରକେକୁ ଅଭିବାଦନ ଜଣାଅ। ଖ୍ରୀଷ୍ଟଙ୍କର ସମସ୍ତ ମଣ୍ତଳୀ ବା ବିଶ୍ବାସୀ ସମୂହ ତୁମ୍ଭମାନଙ୍କୁ ଅଭିବାଦନଜଣାଉଛନ୍ତି।
16 Saúdem uns aos outros com um beijo santo. Todas as igrejas de Cristo mandam saudações.
17 ଭାଇ ଓ ଭଉଣୀମାନେ! ମୁଁ ତିମ୍ଭମାନଙ୍କୁ କହିବାକୁ ଇଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତ ରେ ଦଳଭଦେ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସମାନଙ୍କେ ଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ବାସକୁ ଭାଗିଂବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧ ରେ ଥାଆନ୍ତି।
17 Irmãos, peço que notem bem aqueles que provocam divisões e escândalos, em desacordo com a doutrina que vocês aprenderam. Afastem-se deles,
18 ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।
18 porque esses tais não servem a Cristo, nosso Senhor, e sim a seu próprio ventre. Com suaves palavras e lisonjas, enganam o coração das pessoas simples.
19 ତୁମ୍ଭମାନେେ ବାଧ୍ଯ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସି। କିନ୍ତୁ ମୁଁ ଇଛା କରେ ଯେ ତୁମ୍ଭମାନେେ ଭଲ ପାଇଁ ବୁଦ୍ଧିମାନ ହାଇେ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ।
19 Pois a obediência de vocês é conhecida por todos; por isso, me alegro por causa de vocês. Quero que sejam sábios no que diz respeito ao bem e simples no que diz respeito ao mal.
20 ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
20 E o Deus da paz, em breve, esmagará Satanás debaixo dos pés de vocês. A graça de nosso Senhor Jesus esteja com vocês.
21 ମାରେସହକାରୀ ତୀମଥି ଓ ମାରେ ସ୍ବଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
21 Timóteo, meu cooperador, manda saudações, assim como Lúcio, Jasom e Sosípatro, meus parentes.
22 ଏହି ପତ୍ରର ଲେଖକ ମୁଁ ତର୍ତ୍ତିୟ ଅଟେ। ମୁଁ ମଧ୍ଯ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନାମ ରେ ନମସ୍କାର କରୁଅଛି।
22 Eu, Tércio, que escrevi esta carta, mando saudações no Senhor.
23 ମାେତେ ଓ ସମଗ୍ର ମଣ୍ତଳୀକୁ ଆତିଥ୍ଯ ପ୍ରଦାନ କରିଥିବା ଗାୟ ତୁମ୍ଭମାନଙ୍କୁ ପ୍ରମାଣ ଜଣାଉଛନ୍ତି।
23 Gaio, meu hospedeiro e de toda a igreja, manda saudações. Também mandam saudações Erasto, tesoureiro da cidade, e o irmão Quarto.
24 ଏ ରୀଷ୍ଟ୍ର ନାମକ, ଏହି ନଗରର କୋଷଧ୍ଯକ୍ଷ ଓ କ୍ବାର୍ତ୍ତ ନାମକ ଜଣେ ଭାଇ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
24 [A graça de nosso Senhor Jesus Cristo esteja com todos vocês. Amém!]
25 ପରମେଶ୍ବର ହିଁ ତୁମ୍ଭକୁ ଦୃଢ କରି ପାରନ୍ତି। ମୁଁ ତୁମ୍ଭମାନଙ୍କୁ ଦୃଢ ଦବୋ ପାଇଁ ଯେଉଁ ସମାଗ୍ଭର ପ୍ରଗ୍ଭର କରୁଛି ସହେି ସତ୍ଯ ସୃଷ୍ଟି ଆରମ୍ଭରୁ ଗୁପ୍ତ ଭାବରେ ଥିଲା।
25 Ora, ao Deus que é poderoso para confirmar vocês segundo o meu evangelho e a pregação de Jesus Cristo, conforme a revelação do mistério guardado em silêncio desde os tempos eternos,
26 ପରମେଶ୍ବର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦଇେଛନ୍ତି। ଏହି ଗୁପ୍ତ ସତ୍ଯ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ଯଦ୍ବକ୍ତାମାନଙ୍କର ଲଖାେ ଦ୍ବାରା ତାହା ପ୍ରକାଶିତ ହେଲା। ଏହା ଦ୍ବାରା ସମସ୍ତ ଲୋକମାନଙ୍କର ପରମେଶ୍ବରଙ୍କ ପାଇଁ ବିଶ୍ବାସ ଓ ଆଜ୍ଞାକାରିତା ବଢି ପାରିବ।
26 e que, agora, tornou-se manifesto e foi dado a conhecer por meio das Escrituras proféticas, segundo o mandamento do Deus eterno, para a obediência da fé, entre todas as nações,
27 ଯୀଶୁ ଖ୍ରୀଷ୍ଟଙ୍କ ଜରିଆ ରେ ଏକ ମାତ୍ର ଜ୍ଞାନବାନ ପରମେଶ୍ବରଙ୍କର ମହିମା ଅନନ୍ତ କାଳ ପାଇଁ ବ୍ଯାପ୍ତ ରହୁ। ଆମେନ୍।
27 a este Deus único e sábio seja dada glória, por meio de Jesus Cristo, para sempre. Amém!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Romanos 16, comparar traduções ou montar um estudo — tudo direto pelo WhatsApp.