Romanos 14
Oriya Bible (GL_ORIYA) vs ARC
1 ଯେଉଁ ଲୋକର ବିଶ୍ବାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତ ରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସହେି ଲୋକର ଭିନ୍ନ ମତ ପାଇଁ, ତା ସହିତ ୟୁକ୍ତିତର୍କ କର ନାହିଁ।
1 Ora, quanto ao que está enfermo na fé, recebei-o, não em contendas sobre dúvidas.
2 ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ବାସ କରିପା ରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ବାସ ଦୁର୍ବଳ, ସେ କବଳେ ଶାକାହାରୀ ଭୋଜନ ଖାଏ।
2 Porque um crê que de tudo se pode comer, e outro, que é fraco, come legumes.
3 ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇ ପା ରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସହେିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ବର ତାହାକୁ ଗ୍ରହଣ କରିଛନ୍ତି।
3 O que come não despreze o que não come; e o que não come não julgue o que come; porque Deus o recebeu por seu.
4 ତୁମ୍ଭେ ଅନ୍ୟ ଲୋକର ଚ୍ଭାକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କବଳେ ଜାଣି ପା ରେ ଯେ ଚ୍ଭାକରଟି ଭଲ କି ମନ୍ଦ। ଏବଂ ପରମେଶ୍ବରଙ୍କ ସବେକ ମାନେ ଯୋଗ୍ଯ, କାରଣ ପରମେଶ୍ବର ସମାନଙ୍କେୁ ଯୋଗ୍ଯ ବିବଚେିତ କରିଛନ୍ତି।
4 Quem és tu que julgas o servo alheio? Para seu próprio senhor ele está em pé ou cai; mas estará firme, porque poderoso é Deus para o firmar.
5 ଜଣେ ଲୋକ ବିଶ୍ବାସ କରିପା ରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶିଷ୍ଟ ଅଟେ। ସହେିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡିକ ସମାନ ମହତ୍ତ୍ବ ପ୍ରଦାନ କରିପା ରେ। ପ୍ରେତ୍ୟକକ ଲୋକ ନିଜର ବିଶ୍ବାସ ନଇେ ମନ ରେ ନିଶ୍ଚିତ ହବୋ ଉଚିତ।
5 Um faz diferença entre dia e dia, mas outro julga iguais todos os dias. Cada um esteja inteiramente seguro em seu próprio ânimo.
6 ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶଷେ ମହତ୍ତ୍ବ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯ ବାଦ ଜଣାଏ। ଯେଉଁ ଲୋକ କେତକେ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ, ଓ ତାହାଙ୍କୁ ଧନ୍ଯବାଦ ଜଣାଏ।
6 Aquele que faz caso do dia, para o Senhor o faz. O que come para o Senhor come, porque dá graças a Deus; e o que não come para o Senhor não come e dá graças a Deus.
7 ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୁତ୍ଯୁବରଣ କରୁ।
7 Porque nenhum de nós vive para si e nenhum morre para si.
8 ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ଯୁବରଣ କଲେ ମଧ୍ଯ ତାହାଙ୍କ ପାଇଁ ମୃତ୍ଯୁ ବରଣ କରୁ। ତା ହେଲେ ଜୀବିତ ରହୁ ବା ମୃତ୍ଯୁ ବରଣ କରୁ, ଆମ୍ଭେ ପରମେଶ୍ବରଙ୍କର ହିଁ ଅଟୁ।
8 Porque, se vivemos, para o Senhor vivemos; se morremos, para o Senhor morremos. De sorte que, ou vivamos ou morramos, somos do Senhor.
9 ସେଥିପାଇଁ ଖ୍ରଷ୍ଟ ମୃତ୍ଯୁ ବରଣ କଲେ ଓ ମୃତ୍ଯୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁ ମାନେ ମରି ସାରିଛନ୍ତି ଓ ଯେଉଁ ମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହାଇେ ପାରିବେ।
9 Foi para isto que morreu Cristo e tornou a viver; para ser Senhor tanto dos mortos como dos vivos.
10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ଯାୟବିଚ୍ଭାର ପାଇଁ ପରମେଶ୍ବରଙ୍କ ଆଗ ରେ ଠିଆ ହବୋ, ଓ ସେ ଆମ୍ଭର ବିଚ୍ବାର କରିବେ।
10 Mas tu, por que julgas teu irmão? Ou tu, também, por que desprezas teu irmão? Pois todos havemos de comparecer ante o tribunal de Cristo.
11 ଶାସ୍ତ୍ର ରେ ଲଖାେ ଅଛି:
11 Porque está escrito: Pela minha vida, diz o Senhor, todo joelho se dobrará diante de mim, e toda língua confessará a Deus.
12 ଅତଏବ ପ୍ରେତ୍ୟକକ ଲୋକକୁ ପରମେଶ୍ବରଙ୍କ ସାମନା ରେ ନିଜ ଜୀବନର ହିସାବ ଦବୋକୁ ହବେ।
12 De maneira que cada um de nós dará conta de si mesmo a Deus.
13 ତା ହେଲେ ଆମ୍ଭେ ଏକା ରକେକୁ ଦୋଷ ଦବୋ ବନ୍ଦ କରିବା ଉଚିତ। ଆମ୍ଭେ ଏପରି ସଂକଳ୍ପ ନବୋ ଦରକାର, ଯେପରି ଆମ୍ଭର କାର୍ୟ୍ଯ ଦ୍ବାରା ନିଜ ଭାଇ କି ଭଉଣୀ ପାପରେ ପଡିବେ ନାହିଁ।
13 Assim que não nos julguemos mais uns aos outros; antes, seja o vosso propósito não pôr tropeço ou escândalo ao irmão.
14 ମୁଁ ପ୍ରଭୁ ଯୀଶୁଙ୍କଠା ରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ୟଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ବାସ କରେ, ସହେି ଖାଦ୍ୟ ତା ପାଇଁ ଅଶୁଚି ହୁଏ।
14 Eu sei e estou certo, no Senhor Jesus, que nenhuma coisa é de si mesma imunda, a não ser para aquele que a tem por imunda; para esse é imunda.
15 ତାହାକୁ ସେ ଗ୍ରହଣ କରିବାଅନୁଚିତ। ତୁମ୍ଭ ଖାଦ୍ୟ ଦ୍ବାରା ତୁମ୍ଭେ ଯଦି ତୁମ୍ଭର ଭାଇ ବିଶ୍ବାସକୁ ଆଘାତ ଦେଉଛ, ତା ହେଲେ ତୁମ୍ଭେ ପ୍ରକୃତ ରେ ପ୍ ରମେ ଦ୍ବାରା ପରିଚ୍ଭାଳିତ ବ୍ଯକ୍ତି ଭଳି ବ୍ଯବହାର କରୁ ନାହିଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା'ର ବିଶ୍ବାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ଯ ପ୍ରାଣ ତ୍ଯାଗ କରିଥିଲେ।
15 Mas, se por causa da comida se contrista teu irmão, já não andas conforme o amor. Não destruas por causa da tua comida aquele por quem Cristo morreu.
16 ତୁମ୍ଭ ଦ୍ବାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ।
16 Não seja, pois, blasfemado o vosso bem;
17 ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।
17 porque o Reino de Deus não é comida nem bebida, mas justiça, e paz, e alegria no Espírito Santo.
18 ଯେଉଁ ମାନେ ଖ୍ରୀଷ୍ଟଙ୍କ ସବୋ ରେ ରହି ଏହିପ୍ରକାର ଜୀବନଯାପନ କରୁଛନ୍ତି, ସମାନେେ ପରମେଶ୍ବରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ଯ ସହେି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।
18 Porque quem nisto serve a Cristo agradável é a Deus e aceito aos homens.
19 ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ୟ୍ଯଗୁଡିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାୟ୍ଯ ପ୍ରଦାନ କରୁଥିବା କାର୍ୟ୍ଯମାନ କରିବା।
19 Sigamos, pois, as coisas que servem para a paz e para a edificação de uns para com os outros.
20 ଖାଦ୍ୟ ଯେପରି ପରମେଶ୍ବରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ଯ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍ , ଯଦି ତାହା ଅନ୍ୟ ଜଣକୁ ପାପରେ ପଡିୟିବାର କାରଣ ହାଇେଥାଏ।
20 Não destruas por causa da comida a obra de Deus. É verdade que tudo é limpo, mas mal vai para o homem que come com escândalo.
21 ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ବାରା, ପାପକର୍ମ କରିବାକୁ ବାଧ୍ଯ କରେ, ତା ହେଲେ ତୁମ୍ଭେ ମାଂସ ନଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।
21 Bom é não comer carne, nem beber vinho, nem fazer outras coisas em que teu irmão tropece, ou se escandalize, ou se enfraqueça.
22 ନିଜର ଏହି ଭଳି ବିଶ୍ବାସଗୁଡିକୁ ପରମେଶ୍ବର ଓ ତୁମ୍ଭ ନିଜ ଭିତ ରେ ଗୋପନୀୟ ଭାବେ ରଖ। ଯେଉଁ ଲୋକ ନିଜେ ବିଶ୍ବାସ କରୁଥିବା କର୍ମମାନ କଲା ବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସହେି ଲୋକ ବାସ୍ତବ ରେ ସୁଖୀ ଓ ଧନ୍ଯ।
22 Tens tu fé? Tem- na em ti mesmo diante de Deus. Bem-aventurado aquele que não se condena a si mesmo naquilo que aprova.
23 କିନ୍ତୁ ଯଦି ଜଣେ, ସେ ଠିକ କାମକରୁଛି ବୋଲି ନିଶ୍ଚିତ ଭାବରେ ନଜାଣି ଭୋଜନ କରେ, ତା' ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ବାସ ରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ ନୁହେଁ ବୋଲି ଜାଣିପାରି ମଧ୍ଯ କୌଣସି କାମ କରେ, ତା ହେଲେ ସେ ପାପ କରୁଛି।
23 Mas aquele que tem dúvidas, se come, está condenado, porque não come por fé; e tudo o que não é de fé é pecado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 14, comparar traduções ou montar um estudo — tudo direto pelo WhatsApp.