Romanos 12
Oriya Bible (GL_ORIYA) vs NAA
1 ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।
1 Portanto, irmãos, pelas misericórdias de Deus, peço que ofereçam o seu corpo como sacrifício vivo, santo e agradável a Deus. Este é o culto racional de vocês.
2 ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
2 E não vivam conforme os padrões deste mundo, mas deixem que Deus os transforme pela renovação da mente, para que possam experimentar qual é a boa, agradável e perfeita vontade de Deus.
3 ପରମେଶ୍ବର ମାେତେ ବିଶଷେ ଅନୁଗ୍ରହ ପ୍ରଦାନ କରୁଥିବାରୁ ମାରେ ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ବର ଯେଉଁ ପ୍ରକାରର ବିଶ୍ବାସ ତୁମ୍ଭକୁ ଦଇେଛନ୍ତି, ସହେି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।
3 Porque, pela graça que me foi dada, digo a cada um de vocês que não pense de si mesmo além do que convém. Pelo contrário, pense com moderação, segundo a medida da fé que Deus repartiu a cada um.
4 ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀର ରେ ଅନକେ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡିକ ଏକା ଭଳି କାମ କରନ୍ତି ନାହିଁ।
4 Porque assim como num só corpo temos muitos membros, mas nem todos os membros têm a mesma função,
5 ସହେି ଭଳି ଆମ୍ଭେ ସଂଖ୍ଯା ରେ ଅନକେ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ଆମ୍ଭେ ଏକ ଶରୀରର ବିଭିନ୍ନ ଭଳି ଆମ୍ଭେ ପ୍ରେତ୍ୟକକ ଅନ୍ୟର ପରିପୂରକ।
5 assim também nós, embora sejamos muitos, somos um só corpo em Cristo e membros uns dos outros.
6 ଏହି ଭଳି ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହରୁ, ବିଭିନ୍ନ ସବୁ ଅନୁଗ୍ରହ ଦାନମାନ ମିଳିଛି। ଜଣେ ତା'ଠା ରେ ଥିବା ବିଶ୍ବାସ ଅନୁସାରେ ତାହାକୁ ବ୍ଯବହାର କରୁ। ଯଦି କାହାକୁ ଭବିଷ୍ଯଦ୍ ବାଣୀର ଦାନ ମିଳିଛି, ତା' ହେଲେ ସେ ନିଜର ବିଶ୍ବାସ ଅନୁସାରେ ଭବିଷ୍ଯଦ୍ ବାଣୀ କରୁ।
6 Temos, porém, diferentes dons segundo a graça que nos foi dada: se é profecia, seja segundo a proporção da fé;
7 ଯଦି କାହାକୁ ସବୋ କରିବା ପାଇଁ ଅନୁଗ୍ରହ ଦାନ ମିଳିଛି ତବେେ ସେ ନିଜକୁ ସବୋ ପାଇଁ ଅର୍ପଣ କରୁ। ଯଦି କାହାକୁ ଶିକ୍ଷା ବା ଉପଦେଶ ଦବୋ ଅନୁଗ୍ରହ ଦାନ ମିଳିଛି, ତା ହେଲେ ସେ ନିଜକୁ ପ୍ରଚ୍ଭାର କାର୍ୟ୍ଯ ରେ ଲଗାଇ ଦେଉ।
7 se é ministério, dediquemo-nos ao ministério; o que ensina dedique-se ao ensino;
8 ଯଦି କାହାକୁ ଅନ୍ୟ ଲୋକମାନଙ୍କୁ ସାନ୍ତ୍ବନା ଦବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ଲୋକମାନଙ୍କୁ ସାନ୍ତ୍ବନା ଦେଉ। ଯଦି କାହାକୁ ଦାନ ଦବୋ ଅନୁଗ୍ରହ ଦାନ ମିଳିଛ ତା' ହେଲେ ସେ ଖାେଲା ମନ ରେ ଦାନ କରୁ। ଯଦି କାହାକୁ ନତେୃତ୍ବ ନବୋର ଅନୁଗ୍ରହ ଦାନ ମିଳିଛି, ତା' ହେଲେ ସେ ମନ ପ୍ରାଣ ଢାଳି ନତେୃତ୍ବ ଦେଉ। ଯଦି କାହାକୁ ଅନ୍ୟମାନଙ୍କୁ ଦୟା ଦଖାଇବୋ ଅନୁଗ୍ରହ ଦାନ ମିଳିଛି ତା' ହେଲେ ସେ ଆନନ୍ଦ ମନ ରେ ଦୟା ଦଖାେଉ।
8 o que exorta faça-o com dedicação; o que contribui, com generosidade; o que preside, com zelo; quem exerce misericórdia, com alegria.
9 ତୁମ୍ଭର ପ୍ ରମେ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।
9 O amor seja sem hipocrisia. Odeiem o mal e apeguem-se ao bem.
10 ଭଲ କାର୍ୟ୍ଯ ରେ ଜଡିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ ରମେ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଚ୍ଭାହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।
10 Amem uns aos outros com amor fraternal. Quanto à honra, deem sempre preferência aos outros.
11 ପରମେଶ୍ବରଙ୍କ କାମ କରିବା ରେ ଉତ୍ସାହ ପ୍ରକାଶ କର। ତାଙ୍କ ସବୋ କାର୍ୟ୍ଯ ରେ ଆଳସ୍ଯ କର ନାହିଁ। ପରମେଶ୍ବରଙ୍କୁ ସବୋ କଲା ବେଳେ ଆତ୍ମିକ ଭାବରେ ଉଦ୍ ଯୋଗ ହୁଅ।
11 Quanto ao zelo, não sejam preguiçosos. Sejam fervorosos de espírito, servindo o Senhor.
12 ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।
12 Alegrem-se na esperança, sejam pacientes na tribulação e perseverem na oração.
13 ପରମେଶ୍ବରଙ୍କ ନିଜ ଲକମାନଙ୍କେର କାମ ରେ ସାହାୟ୍ଯ କର। ଯେଉଁ ମାନଙ୍କୁ ସାହାୟ୍ଯ ଦରକାର ସମାନଙ୍କେ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସମାନଙ୍କେୁ ଅତିଥି ଭାବରେ ସ୍ବାଗତ କର।
13 Ajudem a suprir as necessidades dos santos. Pratiquem a hospitalidade.
14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସମାନଙ୍କେ ପ୍ରତି ତୁମ୍ଭେ ଭଲ ଆଚରଣ କର। ସମାନଙ୍କେୁ ଅଭିଶାପ ଦିଅ ନାହିଁ, ବରଂ ସମାନଙ୍କେୁ ଭଲ କଥା କୁହ।
14 Abençoem aqueles que perseguem vocês; abençoem e não amaldiçoem.
15 ଯେତବେେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭମାନେେ ସମାନଙ୍କେ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭମାନେେ ତାହାଙ୍କ ସହିତ ଦୁଃଖିତ ହୁଅ।
15 Alegrem-se com os que se alegram e chorem com os que choram.
16 ନିଜ ଭିତ ରେ ମିଳିମିଶି ଶାନ୍ତି ରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟ ରେ ମହତ୍ତ୍ବପୂର୍ଣ୍ଣ ନୁହଁନ୍ତି, ସମାନଙ୍କେ ସହିତ ସାଙ୍ଗ ହବୋ ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।
16 Tenham o mesmo modo de pensar de uns para com os outros. Em vez de serem orgulhosos, sejam solidários com os humildes. Não sejam sábios aos seus próprios olhos.
17 ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।
17 Não paguem a ninguém mal por mal; procurem fazer o bem diante de todos.
18 ଲୋକଙ୍କ ସହିତ ଶାନ୍ତି ରେ ରହିବା ପାଇଁ ଯଥାସାଧ୍ଯ ଚେଷ୍ଟା କର।
18 Se possível, no que depender de vocês, vivam em paz com todas as pessoas.
19 ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।
19 Meus amados, não façam justiça com as próprias mãos, mas deem lugar à ira de Deus, pois está escrito: “A mim pertence a vingança; eu é que retribuirei, diz o Senhor.”
20 କିନ୍ତୁ ତୁମ୍ଭମାନେେ ଏପରି କରିବା ଉଚିତ୍: ଯଦି ତୁମ୍ଭର ଶତୃ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତୃ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ।
20 Façam o contrário: “Se o seu inimigo tiver fome, dê-lhe de comer; se tiver sede, dê-lhe de beber; porque, fazendo isto, você amontoará brasas vivas sobre a cabeça dele.”
21 ମନ୍ଦ ଦ୍ବାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।
21 Não se deixe vencer pelo mal, mas vença o mal com o bem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 12, comparar traduções ou montar um estudo — tudo direto pelo WhatsApp.