Provérbios 9
Oriya Bible (GL_ORIYA) vs VC
1 ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି।
1 A Sabedoria edificou sua casa, talhou sete colunas.
2 ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମଜେ ରେ ଖାଦ୍ୟ ସଜାଇ ଅଛି।
2 Matou seus animais, preparou seu vinho e dispôs a mesa.
3 ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡ଼ାକି କ ହେ,
3 Enviou servas, para que anunciassem nos pontos mais elevados da cidade:
4 ଯେଉଁ ଲୋକର ଅଭିଜ୍ଞତା ନାହିଁ ମାେ ପାଖକୁ ଆସୁ, ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କ ହେ।
4 Quem for simples apresente-se! Aos insensatos ela disse:
5 ଆସ ମାରେ ଖାଦ୍ୟକୁ ଭକ୍ଷଣ କର ଏବଂ ମାରେଦ୍ରାକ୍ଷାରସ ପାନ କର।
5 Vinde comer o meu pão e beber o vinho que preparei.
6 ଅ ବୋଧ ଲୋକମାନଙ୍କର ସାଙ୍ଗ ପରିତ୍ଯାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବଚେନାର ପଥରେ ଚାଲ।
6 Deixai a insensatez e vivereis; andai direito no caminho da inteligência!
7 ଜଣେ ୟିଏ ଗୋଟିଏ ମନୁଷ୍ଯକୁ ଭତ୍ସନା କରେ, ୟିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।
7 Quem censura um mofador, atrai sobre si a zombaria; o que repreende o ímpio, arrisca-se a uma afronta.
8 ନିନ୍ଦକକୁ ଅନୁ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁୟୋଗ କର, ତହିଁରେ ସେ ତୁମ୍ଭକୁ ପ୍ ରମେ କରିବ।
8 Não repreendas o mofador, pois ele te odiará. Repreende o sábio e ele te amará.
9 ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ।
9 Dá ao sábio: tornar-se-á ele mais sábio ainda, ensina ao justo e seu saber aumentará.
10 ସଦାପ୍ରଭୁ ବିଷଯକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ବରୂପଙ୍କ ବିଷଯକ ଜ୍ଞାନର ସୁବିବଚେନା ଅଟେ।
10 O temor do Senhor é o princípio da Sabedoria, e o conhecimento do Santo é a inteligência,
11 କାରଣ ମାେଦ୍ବାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବି ହବେ।
11 porque por mim se multiplicarão teus dias e ser-te-ão acrescentados anos de vida.
12 ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।
12 Se tu és sábio, é para teu bem que o és, mas se tu és um mofador, só tu sofrerás as conseqüências.
13 ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ବର ରେ ନିର୍ବୋଧ ବିଷଯ ରେ କ ହେ। ସେ କିଛି ବୁଝିପା ରେ ନାହିଁ।
13 A senhora Loucura é irrequieta, uma tola que não sabe nada.
14 ସେ ଆପଣା ଗୃହଦ୍ବାର ନିକଟରେ ଓ ନଗର ରେ ଉଚ୍ଚ ସ୍ଥାନ ରେ ଆସନ ପାରି ବସିବ।
14 Ela se assenta à porta de sua casa, numa cadeira, nos pontos mais altos da cidade,
15 ଯେତବେେଳେ ଲକମାନେେ ନିଜ ନିଜ ପଥରେ ସଳଖ କରିୟା'ନ୍ତି, ସହେି ପଥିକମାନଙ୍କୁ ଡ଼ାକି କ ହେ,
15 para convidar os viandantes que seguem direito seu caminho.
16 ଯେ ଅବୋଧ ସେ ଏଠାକୁ ଆସୁ, ସେ ମୂର୍ଖ ଲୋକକୁ ଏହି କଥା କ ହେ।
16 Quem for simples venha para cá! Aos insensatos, ela diz:
17 କିନ୍ତୁ ସେ କ ହେ, ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।
17 As águas furtivas são mais doces e o pão tomado às escondidas é mais delicioso.
18 ସହେି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ ରତାେତ୍ମା ତା'ର ଗୃହ ରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନ ରେ ଅଛନ୍ତି ବୋଲି।
18 Ignora ele que ali há sombras e que os convidados {da senhora Loucura} jazem nas profundezas da região dos mortos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 9, comparar traduções ou montar um estudo — tudo direto pelo WhatsApp.