Provérbios 8
Oriya Bible (GL_ORIYA) vs VC
1 ଶୁଣ ! ଜ୍ଞାନ ତାଙ୍କଠାରୁ ଶୁଣିବାକୁ ଡ଼ାକୁଛନ୍ତି।
1 Por ventura não clama a Sabedoria e a inteligência não eleva a sua voz?
2 ମାେ ପଥ ପାଶର୍ବସ୍ଥ ଉଚ୍ଚସ୍ଥାନ ରେ ଠିଆ ହୁଏ। ସେ ପ୍ରେତ୍ୟକକ ସଂୟୋଗ ରାସ୍ତା ରେ ଠିଆ ହୁଏ।
2 No cume das montanhas posta-se ela, e nas encruzilhadas dos caminhos.
3 ସେ ନଗରଦ୍ବାର ନିକଟରେ ଠିଆ ହୁଏ ଏବଂ ଡାକେ।
3 Alça sua voz na entrada das torres, junto às portas, nas proximidades da cidade.
4 ଜ୍ଞାନୀ କ ହେ, ହେ ମନୁଷ୍ଯଗଣ ମୁଁ ତୁମ୍ଭମାନଙ୍କୁ ଡ଼ାକୁଅଛି। ମୁଁ ପ୍ରେତ୍ୟକକ ଲୋକଙ୍କୁ ଡାକେ।
4 É a vós, ó homens, que eu apelo; minha voz se dirige aos filhos dos homens.
5 ଯଦି ତୁମ୍ଭମାନଙ୍କର ଅଭିଜ୍ଞତା ନାହିଁ, ତୁମ୍ଭେ ଜ୍ଞାନୀ ହୁଅ। ହେ ନିର୍ବୋଧମାନେ, ତୁମ୍ଭମାନେେ ସୁବିବଚେନା କର।
5 Ó simples, aprendei a prudência, adquiri a inteligência, ó insensatos.
6 ଶୁଣ, କାରଣ ମୁଁ ତୁମ୍ଭକୁ ଉତ୍କୃଷ୍ଟ ବିଷଯ କହିବି। ଏବଂ ମୁଁ ତୁମ୍ଭମାନଙ୍କୁ ଉଚିତ୍ କଥା କହିବି। ଯାହା ମାେ ପାଟିରୁ ବାହାରିବ।
6 Prestai atenção, pois! Coisas magníficas vos anuncio, de meus lábios só sairá retidão,
7 ମାରେବାକ୍ଯସବୁ ସତ୍ଯ ଅଟେ। ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।
7 porque minha boca proclama a verdade e meus lábios detestam a iniqüidade.
8 ମୁଁ ଯାହା କ ହେ, ତାହା ସତ୍ଯ ଓ ଯଥାର୍ଥ। ମାରେ ବାକ୍ଯ ରେ ମିଥ୍ଯା କିମ୍ବା କୁଟିଳତା ନ ଥାଏ।
8 Todas as palavras de minha boca são justas, nelas nada há de falso nem de tortuoso.
9 ଯେ ତାହା ସବୁ ବୁଝେ ସେସବୁ ତାପାଇଁ ସ୍ପଷ୍ଟ। ଯେଉଁ ବ୍ଯକ୍ତିର ଜ୍ଞାନ ଅଛି, ସେ ସବୁ ବୁଝେ।
9 São claras para os que as entendem e retas para o que chegou à ciência.
10 ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।
10 Recebei a instrução e não o dinheiro. Preferi a ciência ao fino ouro,
11 ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।
11 pois a Sabedoria vale mais que as pérolas e jóia alguma a pode igualar.
12 ମୁଁ ହେଉଛି ଜ୍ଞାନ, ମୁଁ ସାବଧାନତାର ସହିତ ବାସ କରିଛି। ମୁଁ ଜ୍ଞାନ ଓ ଉତ୍ତମ ପରିଣାମ ସହିତ ପାଇଥାଏ।
12 Eu, a Sabedoria, sou amiga da prudência, possuo uma ciência profunda.
13 ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।
13 O temor do Senhor é o ódio ao mal. Orgulho, arrogância, caminho perverso, boca mentirosa: eis o que eu detesto.
14 ମନ୍ତ୍ରଣା ଓ ତତ୍ତ୍ବଜ୍ଞାନ ମାଠାେ ରେ ଥାଏ। ମୁଁ ହିଁ 'ସୁବିବଚେନା' ମାଠାେ ରେ ବଳ ଅଛି।
14 Meu é o conselho e o bom êxito, minha a inteligência, minha a força.
15 ମାେ ମାଧ୍ଯମ ରେ ରାଜାମାନେ ରାଜତ୍ବ କରନ୍ତି। ଶାସନକର୍ତ୍ତାମାନେ ମାେ ଦ୍ବାରା ଯଥାର୍ଥ ବିଚାର କରନ୍ତି।
15 Por mim reinam os reis e os legisladores decretam a justiça;
16 ମାେ ଦ୍ବାରା ରାଜକୁମାରୀ ଏବଂ ଶ୍ ରେଷ୍ଠଗଣ ଶାସନ କରନ୍ତି, ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
16 por mim governam os magistrados e os magnatas regem a terra.
17 ଯେଉଁମାନେ ମାେତେ ପ୍ ରମେ ପରନ୍ତି, ମୁଁ ସମାନଙ୍କେୁ ପ୍ ରମେ କରେ। ଯେଉଁମାନେ ଚେଷ୍ଟା କରନ୍ତି, ମାରେ ଅନ୍ବଷେଣ କରନ୍ତି, ସମାନେେ ମାେତେ ପାଆନ୍ତି।
17 Amo os que me amam. Quem me procura, encontra-me.
18 ମାେ ସହିତ ଧନସମ୍ପଦ ଓ ସମ୍ମାନ ଅଛି। ମୁଁ ସତ୍ଯର ସମ୍ପତ୍ତି ଓ ଧାର୍ମିକତା ଦେଉଛି।
18 Comigo estão a riqueza e a glória, os bens duráveis e a justiça.
19 ମାରେ ଫଳ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ଅଟେ। ମାରେ ଆଯୁ ରୂପା ଅପେକ୍ଷା ଉତ୍ତମ ଅଟେ।
19 Mais precioso que o mais fino ouro é o meu fruto, meu produto tem mais valor que a mais fina prata.
20 ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।
20 Sigo o caminho da justiça, no meio da senda da eqüidade.
21 ଯେଉଁମାନେ ମାେତେ ପ୍ ରମେ କରନ୍ତି, ସମାନଙ୍କେୁ ସବୁ ସମ୍ପତ୍ତିର ଅଧିକାରୀ କରେ। ସମାନଙ୍କେ ଭଣ୍ଡାର ପୂର୍ଣ୍ଣ କରେ।
21 Deixo os meus haveres para os que me amam e acumulo seus tesouros.
22 ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।
22 O Senhor me criou, como primícia de suas obras, desde o princípio, antes do começo da terra.
23 ଅନାଦିକାଳରୁ ଅବା ଆଦ୍ଯ କାଳାବଧି, ଅବା ପୃଥିବୀର ମୂଳ ସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି।
23 Desde a eternidade fui formada, antes de suas obras dos tempos antigos.
24 ଯେତବେେଳେ ଗଭୀର ସମୁଦ୍ର ନ ଥିଲା ଏବଂ ଯେତବେେଳେ ନିର୍ଝର ସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମ ହାଇେଥିଲି।
24 Ainda não havia abismo quando fui concebida, e ainda as fontes das águas não tinham brotado.
25 ପର୍ବତଗଣ ଓ ଉପପର୍ବତ ଗଣ ସ୍ଥାପିତ ହବୋ ପୂର୍ବରୁ, ମୁଁ ଜନ୍ମ ହାଇେଥିଲି।
25 Antes que assentados fossem os montes, antes dos outeiros, fui dada à luz;
26 ସେସମୟରେ ଭୂମି କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ।
26 antes que fossem feitos a terra e os campos e os primeiros elementos da poeira do mundo.
27 ଯେଉଁ ସମୟରେ ସେ ସ୍ବର୍ଗ ସ୍ଥାପନ କଲେ, ସମୁଦ୍ରର ସୀମା ସ୍ଥିର କଲେ। ସେ ସମୟରେ ମୁଁ ସଠାେ ରେ ଥିଲି।
27 Quando ele preparava os céus, ali estava eu; quando traçou o horizonte na superfície do abismo,
28 ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
28 quando firmou as nuvens no alto, quando dominou as fontes do abismo,
29 ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଜଳସମୁହ ଯେପରି ତାଙ୍କର ଆଜ୍ଞା ଲଙ୍ଘନ କରି ନ ପା ରେ, ଯେଉଁ ସମୟରେ ଜଗତର ମୂଳଦୁଆସବୁ ତିଆରି କଲେ।
29 quando impôs regras ao mar, para que suas águas não transpusessem os limites, quando assentou os fundamentos da terra,
30 ସହେି ସମୟରେ ମୁଁ ତାଙ୍କ ନିକଟରେ କର୍ମକର୍ତ୍ତା ଥିଲି। ମୁଁ ପ୍ରତିଦିନ ଆନନ୍ଦଦାଯୀ ହାଇେ ତାଙ୍କ ସମ୍ମୁଖ ରେ ସର୍ବଦା ଆନନ୍ଦ ପ୍ରଦାନ କରୁଥିଲି।
30 junto a ele estava eu como artífice, brincando todo o tempo diante dele,
31 ସେ ସୃଷ୍ଟି କରିଥିବା ପୃଥିବୀ ରେ ମୁଁ ଉପଭୋଗ କଲି। ମାରେ ଆନନ୍ଦ ଲୋକମାନଙ୍କ ସହିତ ଥିଲା।
31 brincando sobre o globo de sua terra, achando as minhas delícias junto aos filhos dos homens.
32 ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।
32 E agora, meus filhos, escutai-me: felizes aqueles que guardam os meus caminhos.
33 ମାରେ ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ। ତାହାକୁ ଅଗ୍ରାହ୍ଯ କର ନାହିଁ।
33 Ouvi minha instrução para serdes sábios, não a rejeiteis.
34 ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।
34 Feliz o homem que me ouve e que vela todos os dias à minha porta e guarda os umbrais de minha casa!
35 ଯେଉଁ ଲୋକ ମାେତେ ପାଏ, ସେ ଜୀବନ ପାଏ। ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହବେ।
35 Pois quem me acha encontra a vida e alcança o favor do Senhor.
36 କିନ୍ତୁ ଯେ ମାରେ ବିରୁଦ୍ଧ ରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ। ଯେଉଁ ସବୁ ଲୋକ ମାେତେ ଘୃଣା କରନ୍ତି, ସମାନେେ ମୃତ୍ଯୁକୁ ଭୟ କରନ୍ତି।
36 Mas quem me ofende, prejudica-se a si mesmo; quem me odeia, ama a morte.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 8, comparar traduções ou montar um estudo — tudo direto pelo WhatsApp.