Provérbios 7

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ହେ ମାରେ ପୁତ୍ର, ମାରେବାକ୍ଯକୁ ମନେ ରଖ, ମାରେ ଆଦେଶକୁ ଭୁଲ ନାହିଁ।
1 Meu filho, siga meu conselho; guarde meus mandamentos como um tesouro.
2 ମାରେ ଆଜ୍ଞାସବୁ ପାଳନ କରି ବଞ୍ଚ। ମାରେ ଶିକ୍ଷାକୁ ଜୀବନର ଶ୍ ରେଷ୍ଠ ଜିନିଷ ଭାବେ ଗ୍ରହଣ କର।
2 Obedeça a meus mandamentos e viva; cuide de minhas instruções como da menina de seus olhos.
3 ତାହାକୁ ଆଙ୍ଗୁଳି ରେ ବାନ୍ଧି ରଖ, ନିଜ ହୃଦଯ ରେ ଲେଖି ରଖ।
3 Amarre-as aos dedos como lembrança e escreva-as no fundo do coração.
4 ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବଚେନାକୁ ତୁମ୍ଭର ପରିବାରର ସଦସ୍ଯରୂପେ ଗ୍ରହଣ କର।
4 Ame a sabedoria como se fosse sua irmã e faça do discernimento um membro da família.
5 ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।
5 Eles o guardarão da mulher imoral, das palavras sedutoras da promíscua.
6 ଦିନେ ମୁଁ ମାରେ ଝରକା ଜାଲିପରଦା ଦଇେ ଚାହୁଁଥିଲି।
6 Enquanto estava à janela de minha casa e olhava pela cortina,
7 ମୁଁ ଅଜ୍ଞାନ ୟୁବାମାନଙ୍କ ମଧିଅରେ ଜଣେ ବୁଦ୍ଧିହୀନ ୟୁବକ ଦେଖିଲି।
7 vi alguns rapazes ingênuos e percebi um entre eles que não tinha juízo.
8 ସେ ବ୍ଯଭିଚାରିଣୀ ଗୃହ ନିକଟସ୍ଥ ଗଳି ଦଇେ, ୟିବା ବେଳେ ତା'ର ଗୃହକୁ ଥିବା ପଥରେ ଚାଲିଲା।
8 Ele atravessava a rua, perto da esquina onde morava certa mulher, e caminhava em direção à casa dela.
9 ଏହା ଥିଲା ସୂର୍ୟ୍ଯାସ୍ତ ହବୋ ସମୟର। ସନ୍ଧ୍ଯା ଆରମ୍ଭ ହେଉଥିଲା।
9 Era o crepúsculo, o anoitecer, quando caía a escuridão profunda.
10 ସହେି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ଯାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦଯ ରେ ଚତୁରୀ ଥିଲା।
10 A mulher se aproximou dele, com roupas provocantes e coração malicioso.
11 ସେ ବଡ଼ ତୁଣ୍ଡଇେ ଓ ଅବାଧ୍ଯା ଥଲା। ତା'ର ପାଦ ଆଦୌ ଗୃହ ରେ ରହୁ ନ ଥିଲା।
11 Era ousada e inquieta, do tipo que nunca para em casa.
12 ସେ କେତବେେଳେ ରାସ୍ତାର ଉପ ରେ ଥାଏ, କେତବେେଳେ ଛକରେ ଥାଏ। ସେ ପ୍ରେତ୍ୟକକ କଣ ରେ ଛଳନାର ସହିତ ଅପେକ୍ଷା କରେ।
12 Está sempre nas ruas e nos mercados, à espreita em cada esquina.
13 ସହେି ସ୍ତ୍ରୀ ଜଣକ ସହେି ୟୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖ ରେ କହିଲା,
13 Abraçou o rapaz e o beijou e, sem a menor vergonha, lhe disse:
14 ମଙ୍ଗଳାର୍ଥକ ବଳି ଅଛି। ଆଜି ମୁଁ ମାରେପ୍ରତିଜ୍ଞା ପୂର୍ଣ୍ଣ କରିଅଛି।
14 “Hoje apresentei uma oferta de paz e cumpri meus votos.
15 ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି।
15 Por isso, estava à sua procura; saí para encontrá-lo, e agora o achei!
16 ମୁଁ ସୃଜନୀ ଓ ମିସ୍ରୀଯ ସୂକ୍ଷ୍ମ ସୂତ୍ରର ଡ଼ୋରିଆ ବସ୍ତ୍ର ଆପଣା ପଲଙ୍କ ରେ ବିଛାଇ ଅଛି।
16 Estendi lindas cobertas sobre minha cama e lençóis coloridos de linho egípcio.
17 ଗନ୍ଧରସ ଓ ଅଗୁରୁ ଚିନି ରେ, ମାହେର ଶୟ୍ଯା ସୁବାସିତ କରିଅଛି।
17 Perfumei minha cama com mirra, aloés e canela.
18 ଆସ ଆମ୍ଭମାନେେ ପ୍ରଭାତୟାଏ କାମରସ ରେ ମତ୍ତ ଓ ପ୍ ରମେ ରେ ଭୋଳ ହବୋ।
18 Venha, vamos nos embriagar de amor até o amanhecer! Vamos desfrutar as carícias um do outro,
19 ମାରେ ସ୍ବାମୀ ଘ ରେ ନାହାଁନ୍ତି, ସେ ଦୂର ୟାତ୍ରା କରିଛନ୍ତି।
19 pois meu marido não está em casa. Ele partiu numa longa viagem;
20 ସେ ତୋଡ଼ାଏ ଟଙ୍କା ସାଙ୍ଗ ରେ ନଇେ ୟାଇଛନ୍ତି। ସେ ପୂର୍ଣ୍ଣିମା ଦିନ ରେ ଫରେିବେ।
20 levou consigo uma bolsa cheia de dinheiro e só voltará no fim do mês”.
21 ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।
21 Assim ela o seduziu com palavras agradáveis e com elogios doces o atraiu.
22 ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂ ସଇଖାନୋକୁ ୟାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଚାଲି ଯାଉଥିଲା।
22 Ele a acompanhou de imediato, como boi que vai para o matadouro, como cervo que caiu na armadilha
23 ଯମେିତି ପକ୍ଷୀଟିଏ ଶିକାରୀ ତୀର ଦ୍ବାରା, ତା'ର ଛାତିକୁ ଲକ୍ଷ୍ଯଭଦେ କରୁଛି, ତାହା ଜାଣିପାରି ନ ଥାଏ।। ଠିକ୍ ସହେିପରି ସେ ୟୁବପୁରୁଷ ବିପଦ ରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।
23 à espera da flecha que lhe atravessará o coração, como o pássaro que voa direto para o laço, sem saber que lhe custará a vida.
24 ଏଣୁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ମାେ କଥା ରେ ମନୋନିବେଶ କର।
24 Portanto, meu filho, ouça-me; preste atenção às minhas palavras.
25 ତୁମ୍ଭର ହୃଦଯ ସହେି ବେଶ୍ଯାମାନଙ୍କର ପଛ ରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ।
25 Não deixe que seu coração se desvie para ela, não se perca em seus caminhos tortuosos.
26 ସେ ଅନକଙ୍କେୁ କ୍ଷତବିକ୍ଷତ କରିଅଛି। ସେ ମଧ୍ଯ ଅନକଙ୍କେୁ ହତ୍ଯା କରିଅଛି।
26 Pois ela causou a ruína de muitos; não são poucas as suas vítimas.
27 ତା'ର ଗୃହ ସିଧାସଳଖ କବରକୁ ୟିବା ପାଇଁ ବାଟ। ଯାହା ମୃତ୍ଯୁର ଆଳଯକୁ ୟାଏ।
27 Sua casa é o caminho para a sepultura, seu quarto é a câmara da morte.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 7, comparar traduções ou montar um estudo — tudo direto pelo WhatsApp.