Provérbios 5
Oriya Bible (GL_ORIYA) vs VC
1 ହେ ମାରେ ପୁତ୍ର, ମାେ' ଜ୍ଞାନ ରେ ମନ ଦିଅ। ମାରେ ବୁଦ୍ଧି ପାଇଁ କାନ ଡ଼ରେ।
1 Meu filho, atende à minha sabedoria, presta atenção à minha razão,
2 ତବେେ ତୁମ୍ଭେ ଚତୁର ହବେ ଓ ତୁମ୍ଭ ଓଷ୍ଠାଧର ଜ୍ଞାନ କଥା କହିବ।
2 a fim de conservares o sentido das coisas e guardares a ciência em teus lábios.
3 ପର ସ୍ତ୍ରୀ ସୁନ୍ଦର ହାଇପୋ ରେ, ତା'ର ମୁଖରୁ ମଧୁର ବାକ୍ଯ ଶୁଣାୟାଏ।
3 Porque os lábios da mulher alheia destilam o mel; seu paladar é mais oleoso que o azeite.
4 କିନ୍ତୁ ଶଷେ ରେ ସେ ତିକ୍ତତା ଓ ୟନ୍ତ୍ରଣା ଆଣିବ। ୟନ୍ତ୍ରଣା ଯାହା ବିଷତୁଲ୍ଯ ଓ ତୀକ୍ଷ୍ମ ଖଣ୍ଡାତୁଲ୍ଯ ଆଘାତ କରେ।
4 No fim, porém, é amarga como o absinto, aguda como a espada de dois gumes.
5 ସେ ହେଉଛି ମୃତ୍ଯୁର ପଥ, ସେ ତୁମ୍ଭକୁ ସିଧା କବର ପାଖକୁ ନଇୟିବେ।
5 Seus pés se encaminham para a morte, seus passos atingem a região dos mortos.
6 ତା'ର ପଥ ଅନୁସରଣ କର ନାହିଁ। କାରଣ ସେ ଜାଣେ ନାହିଁ ଯେ ସେ ନିଜେ ପଥ ହରାଉଛି। ସାବଧାନ ! ତୁମ୍ଭେ ଜୀବନର ପଥକୁ ଅନୁସରଣ କର।
6 Longe de andarem pela vereda da vida, seus passos se extraviam, sem saber para onde.
7 ବର୍ତ୍ତମାନ ପୁତ୍ରମାନେ, ମାରେ ବାକ୍ଯ ଶ୍ରବଣ କର। ମାରେ ବାକ୍ଯ ପାଶୋର ନାହିଁ।
7 Escutai-me, pois, meus filhos, não vos aparteis das palavras de minha boca.
8 ସହେି ସ୍ତ୍ରୀଠାରୁ ତୁମ୍ଭେ ଦୂ ରଇେ ରୁହ। ଏପରିକି ତା'ର ଗୃହର ଦ୍ବାର ନିକଟକୁ ମଧ୍ଯ ୟାଅ ନାହିଁ।
8 Afasta dela teu caminho, não te aproximes da porta de sua casa,
9 ଯଦି ତୁମ୍ଭେ ତାହା କର, ତବେେ ତୁମ୍ଭେ ପାଇବା ସମ୍ମାନ ଅନ୍ୟମାନେ ପାଇବେ। ଏବଂ ନିର୍ଦ୍ଦଯ ଲୋକମାନେ ସବୁକିଛି ନଇେଯିବେ, ଯାହା ତୁମ୍ଭେ ବର୍ଷ ସାରା କାର୍ୟ୍ଯ କରି ସଂଗ୍ରହ କରିଥିବ।
9 para que não seja entregue a outros tua fortuna e tua vida a um homem cruel;
10 ଅପରିଚିତ ଲୋକମାନେ ତୁମ୍ଭ ବଳ ରେ ବଳୀଯାନ ହବେେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ।
10 para que estranhos não se fartem de teus haveres e o fruto de teu trabalho não passe para a casa alheia;
11 ଜୀବନର ଶଷେ ଭାଗ ରେ ତୁମ୍ଭର ମାଂସ ଓ ଶରୀର କ୍ଷଯ ପାଇବ। ତୁମ୍ଭେ ସେତବେେଳେ ବିଳାପ କରିବ।
11 para que não gemas no fim, quando forem consumidas tuas carnes e teu corpo
12 ସେତବେେଳେ ତୁମ୍ଭେ କହିବ, କାହିଁକି ମୁଁ ମାରେପିତାଙ୍କ କଥା ଶୁଣିଲି ନାହିଁ।
12 e tiveres que dizer: Por que odiei a disciplina, e meu coração desdenhou a correção?
13 ମୁଁ କାହିଁକି ମାରେ ଶିକ୍ଷକମାନଙ୍କର କଥା ଶୁଣିଲି ନାହିଁ, ମୁଁ ଶାସନାଧୀନ ହବୋକୁ ମନା କଲି, ମୁଁ ନିଜକୁ ସଂଶୋଧିତ କରିବା ପାଇଁ ମନା କଲି।
13 Por que não ouvi a voz de meus mestres, nem dei ouvido aos meus educadores?
14 ଶୀଘ୍ର ମୁଁ ସବୁପ୍ରକାର ଅସୁବିଧା, ଅପମାନ, ୟନ୍ତ୍ରଣା ଜନସମାବେଶ ଆଗ ରେ ପଡ଼ିଲି।
14 Por pouco eu chegaria ao cúmulo da desgraça no meio da assembléia do povo.
15 ତୁମ୍ଭ ନିଜ କୂଅରୁ ଜଳପାନ କର। ତୁମ୍ଭର ଶାରୀରିକ ସମ୍ପର୍କ ତୁମ୍ଭର ସ୍ତ୍ରୀ ସହିତ ରଖ।
15 Bebe a água do teu poço e das correntes de tua cisterna.
16 ଯଦି ନାହିଁ, ତୁମ୍ଭର ଝରଣା ରାସ୍ତା ବାହାରକୁ ବହିୟିବ। ଅନ୍ୟମାନେ ତୁମ୍ଭର ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବେ।
16 Derramar-se-ão tuas fontes por fora e teus arroios nas ruas?
17 ତୁମ୍ଭର ଝରଣା ତୁମ୍ଭର ହେଉ, ଏବଂ ଅନ୍ୟମାନଙ୍କ ସହ ଭାଗ କର ନାହିଁ।
17 Sejam eles para ti só, sem que os estranhos neles tomem parte.
18 ତୁମ୍ଭର ନିର୍ଝର ଆଶୀର୍ବାଦ ରେ ପ୍ରାପ୍ତ ହେଉ। ତୁମ୍ଭେ ସହେି ସ୍ତ୍ରୀକୁ ଉପଭୋଗ କର ଯାହାକୁ ୟୌବନକାଳ ରେ ବିବାହ କରିଥିଲ।
18 Seja bendita a tua fonte! Regozija-te com a mulher de tua juventude,
19 ସେ ପ୍ ରମେିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ ରମେ ରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।
19 corça de amor, serva encantadora. Que sejas sempre embriagado com seus encantos e que seus amores te embriaguem sem cessar!
20 ହେ ମାେ ପୁତ୍ର ପରକୀଯା ସ୍ତ୍ରୀ ଠା ରେ ପାଗଳ ହୁଅ ନାହିଁ। ବ୍ଯଭିଚାରିଣୀର ଘନିଷ୍ଠତାକୁ ଆଲିଙ୍ଗନ କର ନାହିଁ।
20 Por que hás de te enamorar de uma alheia e abraçar o seio de uma estranha?
21 ସଦାପ୍ରଭୁ ମନୁଷ୍ଯର ସମସ୍ତ ଗତି ଦେଖନ୍ତି। ସଦାପ୍ରଭୁ ତୁମ୍ଭର ପ୍ରେତ୍ୟକକ ପଥକୁ ସମାନ କରନ୍ତି।
21 Pois o Senhor olha os caminhos dos homens e observa todas as suas veredas.
22 ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ।
22 O homem será preso por suas próprias faltas e ligado com as cadeias de seu pecado.
23 ସେ ତା'ର ନିର୍ବୋଧତା ଦ୍ବାରା ବିପଥଗାମୀ ହବେ। ସେ ଶୃଙ୍ଖଳାର ଅଭାବ ୟୋଗୁ ମୃତ୍ଯୁବରଣ କରିବ।
23 Perecerá por falta de correção e se desviará pelo excesso de sua loucura.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 5, comparar traduções ou montar um estudo — tudo direto pelo WhatsApp.