Provérbios 4

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର।
1 Ouvi, filhos meus, a instrução de um pai; sede atentos, para adquirir a inteligência,
2 କାହିଁକି ? କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମାରେ ଆଦେଶ ପରିତ୍ଯାଗ କର ନାହିଁ।
2 porque é sã a doutrina que eu vos dou; não abandoneis o meu ensino.
3 ଏକଦା ମୁଁ ମଧ୍ଯ ମାରେ ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମାେ ମାଆଙ୍କର ସୁକୁମାର ଏବଂ ଏକ ବଳ ପୁତ୍ର ଥିଲି।
3 Fui um {verdadeiro} filho para meu pai, terno e amado junto de minha mãe.
4 ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।
4 Deu-me ele este conselho: Que teu coração retenha minhas palavras; guarda meus preceitos e viverás.
5 ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।
5 Adquire sabedoria, adquire perspicácia, não te esqueças de nada, não te desvies de meus conselhos.
6 ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହବେ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦ ରେ ରଖିବ।
6 Não abandones a sabedoria, ela te guardará; ama-a, ela te protegerá.
7 ଜ୍ଞାନ ହେଉଛି ସର୍ବଶ୍ ରେଷ୍ଠ ବିଷଯ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧିଅରେ ସୁବିବଚେନା ଲାଭ କର।
7 Eis o princípio da sabedoria: adquire a sabedoria. Adquire a inteligência em troca de tudo o que possuis.
8 ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତବେେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦବେ।
8 Tem-na em grande estima, ela te exaltará, glorificar-te-á quando a abraçares,
9 ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦବେ। ସେ ତୁମ୍ଭକୁ ଶାେଭାର ମୁକୁଟ ଅର୍ପଣ କରିବ।
9 colocará sobre tua fronte uma graciosa coroa, outorgar-te-á um magnífico diadema.
10 ହେ ମାରେ ପୁତ୍ର, ମାରେକଥା ଶୁଣ, ମାରେ କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାଯୁ ହବେ।
10 Ouve, meu filho, recebe minhas palavras e se multiplicarão os anos de tua vida.
11 ମୁଁ ତୁମ୍ଭକୁ ଜ୍ଞାନ ମାର୍ଗ ରେ ପରିଚାଳିତ କରୁଛି। ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇ ଅଛି।
11 É o caminho da sabedoria que te mostro, é pela senda da retidão que eu te guiarei.
12 ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।
12 Se nela caminhares, teus passos não serão dificultosos; se correres, não tropeçarás.
13 ଉପଦେଶମାନ ଦୃଢ଼ତା ରେ ଗ୍ରହଣ କର। ତାହାକୁ ପରିତ୍ଯାଗ କର ନାହିଁ। ଏହା ଉପ ରେ ନଜର ରଖ, କାରଣ ତାହା ତୁମ୍ଭର ଜୀବନ।
13 Aferra-te à instrução, não a soltes, guarda-a, porque ela é tua vida.
14 ମନ୍ଦ ଲୋକମାନଙ୍କର ପଥ ଅନୁସରଣ କର ନାହିଁ। ସମାନଙ୍କେ ପରି ବାସ କର ନାହିଁ। ସମାନଙ୍କେ ପରି ହବୋକୁ ଚେଷ୍ଟା କର ନାହିଁ।
14 Na estrada dos ímpios não te embrenhes, não sigas pelo caminho dos maus.
15 ସମାନଙ୍କେ ପଥରୁ ଦୂ ରଇେ ରୁହ, ତହିଁର ନିକଟକୁ ୟାଅ ନାହିଁ। ତହିଁରୁ ବିମୁଖ ହାଇେ ଚାଲିୟାଅ।
15 Evita-o, não passes por ele, desvia-te e toma outro,
16 ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।
16 Porque eles não dormiriam sem antes haverem praticado o mal, não conciliariam o sono se não tivessem feito cair alguém,
17 ମନ୍ଦ କି ଅସତ୍ଯ କାମ କରିବା ସମାନଙ୍କେର ଖାଦ୍ୟ ଓ ପାନୀଯ ! ଏହା ବ୍ଯତୀତ ସମାନେେ ବଞ୍ଚିପାରିବେ ନାହିଁ।
17 tanto mais que a maldade é o pão que comem e a violência, o vinho que bebem.
18 ଧାର୍ମିକ ଲୋକମାନେ ପ୍ରଭାତର ସୂର୍ୟ୍ଯକିରଣ ପରି। ସୂର୍ େଯ୍ଯାଦଯ ପ ରେ ମଧ୍ଯାହ୍ନ ରେ ସୂର୍ୟ୍ଯ ଯେପରି ତଜେସ୍ବୀ ହାଇେ ଉେଠ,
18 Mas a vereda dos justos é como a aurora, cujo brilho cresce até o dia pleno.
19 କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ଯ, ସମାନେେ କାହିଁ ରେ ଝୁଣ୍ଟି ପଡ଼ନ୍ତି, ତାହା ସମାନେେ ଜାଣନ୍ତି ନାହିଁ।
19 A estrada dos iníquos é tenebrosa, não percebem aquilo em que hão de tropeçar.
20 ହେ ମାରେ ପୁତ୍ର, ତୁମ୍ଭେ ମାରେ ବାକ୍ଯ ପ୍ରତି ଆକୃଷ୍ଟ ହୁଅ। ତୁମ୍ଭେ କର୍ଣ୍ଣ ଦଇେ ମାେ କଥା ଶୁଣ।
20 Meu filho, ouve as minhas palavras, inclina teu ouvido aos meus discursos.
21 ମାରେ ବାକ୍ଯ ପ୍ରତି ବିମୁଖ ହୁଅ ନାହିଁ। ମାରେ ବାକ୍ଯସବୁ ସର୍ବଦା ସ୍ମରଣ କର।
21 Que eles não se afastem dos teus olhos, conserva-os no íntimo do teu coração,
22 ମାରେ ବାକ୍ଯ ଯେଉଁମାନେ ଗ୍ରହଣ କରନ୍ତି, ସମାନେେ ଧନ୍ଯ। ସମାନେେ ସ୍ବଚ୍ଛତା ଦ୍ବାରା ଅଙ୍ଗକୁ ସ୍ବାସ୍ଥ୍ଯ ପ୍ରଦାନ କରନ୍ତି।
22 pois são vida para aqueles que os encontram, saúde para todo corpo.
23 ତୁମ୍ଭର ହୃଦଯକୁ ଅତି ଯତ୍ନର ସହ ପରିଚାଳିତ କର। ଯେ ହତେୁ ତହିଁରୁ ଜୀବନର ପ୍ରବାହ ଜନ୍ମ ଲାଭ କରେ।
23 Guarda teu coração acima de todas as outras coisas, porque dele brotam todas as fontes da vida.
24 ତୁମ୍ଭର ମୁଖରୁ ଅସତ୍ଯ ବାକ୍ଯ ବାହାରି ନ ଆସୁ। ମିଥ୍ଯା କୁହ ନାହିଁ।
24 Preserva tua boca da malignidade, longe de teus lábios a falsidade!
25 ଲକ୍ଷ୍ଯସ୍ଥଳ ପାଇଁ ତୁମ୍ଭର ଚକ୍ଷୁଦ୍ବଯକୁ ଆଗକୁ ଦେଖିବା ପାଇଁ ରଖ, ସର୍ବଦା ସିଧା ଦେଖ।
25 Que teus olhos vejam de frente e que tua vista perceba o que há diante de ti!
26 ଧାର୍ମିକଠାରୁ ତୁମ୍ଭକୁ ଦୂ ରଇେ ନିଅ ନାହିଁ। ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ।
26 Examina o caminho onde colocas os pés e que sejam sempre retos!
27 ସଳଖପଥ ପରିତ୍ଯାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂର ରେ ରୁହ।
27 Não te desvies nem para a direita nem para a esquerda, e retira teu pé do mal.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 4, comparar traduções ou montar um estudo — tudo direto pelo WhatsApp.