Provérbios 3

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ମାରେ ପୁତ୍ର, ମାରେଶିକ୍ଷା ପାଶୋର ନାହିଁ। ମାରେ ଆଜ୍ଞାମାନ ମନେପକାଅ।
1 Meu filho, não te esqueças de meu ensinamento e guarda meus preceitos em teu coração
2 ମାରେ ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମଯ ଓ ଶାନ୍ତି ପ୍ରଦାୟକ ହବେ।
2 porque, com longos dias e anos de vida, assegurar-te-ão eles a felicidade.
3 ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।
3 Oxalá a bondade e a fidelidade não se afastem de ti! Ata-as ao teu pescoço, grava-as em teu coração!
4 ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହବେ, ପରମେଶ୍ବର ଓ ମନୁଷ୍ଯମାନଙ୍କଠାରୁ ସୁବିବଚେନା ଲାଭ କରିବ।
4 Assim obterás graça e reputação aos olhos de Deus e dos homens.
5 ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।
5 Que teu coração deposite toda a sua confiança no Senhor! Não te firmes em tua própria sabedoria!
6 ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।
6 Sejam quais forem os teus caminhos, pensa nele, e ele aplainará tuas sendas.
7 ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର : ମନ୍ଦଠାରୁ ଦୂ ରଇେ ରୁହ।
7 Não sejas sábio aos teus próprios olhos, teme o Senhor e afasta-te do mal.
8 ଯଦି ତୁମ୍ଭେ ଏପରି କର, ତବେେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାଜ ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହାଇେ ତୁମ୍ଭକୁ ଶକ୍ତିଶାଳୀ କରିବ।
8 Isto será saúde para teu corpo e refrigério para teus ossos.
9 ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।
9 Honra o Senhor com teus haveres, e com as primícias de todas as tuas colheitas.
10 ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହବେ ଓ ତୁମ୍ଭ କୁଣ୍ଡ ରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
10 Então, teus celeiros se abarrotarão de trigo e teus lagares transbordarão de vinho.
11 ହେ ମାରେ ପୁତ୍ର, େ ବେଳବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦଖାଇେ ଶାସ୍ତିବିଧାନ କରନ୍ତି। ସେଥି ରେ ତୁମ୍ଭେ କୋରଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର।
11 Meu filho, não desprezes a correção do Senhor, nem te espantes de que ele te repreenda,
12 କାହିଁକି ? ସଦାପ୍ରଭୁ ଯେଉଁମାନଙ୍କୁ ଭଲପା'ନ୍ତି, ସମାନଙ୍କେୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସହେିପରି ଶାସ୍ତିବିଧାନ କରନ୍ତି।
12 porque o Senhor castiga aquele a quem ama, e pune o filho a quem muito estima.
13 ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ଯ।
13 Feliz do homem que encontrou a sabedoria, daquele que adquiriu a inteligência,
14 ରୂପାର ବାଣିଜ୍ଯଠାରୁ ଜ୍ଞାନ ଅଧିକ ଲାଭଦାୟକ, ସୁନା ବ୍ଯବସାଯଠାରୁ ବିଦ୍ଯା ମଧ୍ଯ ଅଧିକ ଲାଭଦାୟକ।
14 porque mais vale este lucro que o da prata, e o fruto que se obtém é melhor que o fino ouro.
15 ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ଯବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ଯ ହବୋକୁ ଯୋଗ୍ଯ ନୁହେଁ।
15 Ela é mais preciosa que as pérolas, jóia alguma a pode igualar.
16 ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।
16 Na mão direita ela sustenta uma longa vida; na esquerda, riqueza e glória.
17 ଜ୍ଞାନୀ ଲୋକମାନେ ସୁଖ ଶାନ୍ତି ରେ ବାସ କରନ୍ତି।
17 Seus caminhos estão semeados de delícias. Suas veredas são pacíficas.
18 ଜ୍ଞାନ ହେଉଛି ଜୀବନଦାୟକ ବୃକ୍ଷ ସ୍ବରୂପ। ଯେଉଁମାନେ ତା'ର ଆଶ୍ରଯ ନିଅନ୍ତି ସମାନେେ ଜୀବନ ପାଆନ୍ତି। ସହେିମାନେ ବାସ୍ତବ ରେ ଧନ୍ଯ।
18 É uma árvore de vida para aqueles que lançarem mãos dela. Quem a ela se apega é um homem feliz.
19 ସଦାପ୍ରଭୁ ଜ୍ଞାନ ରେ ଭରପୁର ପୃଥିବୀ ସ୍ଥାପନ କଲେ। ସେ ତାଙ୍କ ଜ୍ଞାନ ରେ ଆକାଶ ମଣ୍ଡଳ ସୃଷ୍ଟି କଲେ।
19 Foi pela sabedoria que o Senhor criou a terra, foi com inteligência que ele formou os céus.
20 ସଦାପ୍ରଭୁ ତାଙ୍କ ଜ୍ଞାନ ରେ ସମୁଦ୍ରଗୁଡ଼ିକୁ ଓ ମେଘ ସୃଷ୍ଟି କଲେ, ଯାହା ଆମ୍ଭକୁ ବର୍ଷା ଦିଏ।
20 Foi pela ciência que se fenderam os abismos, por ela as nuvens destilam o orvalho.
21 ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
21 Meu filho, guarda a sabedoria e a reflexão, não as percas de vista.
22 ତାହା ତୁମ୍ଭ ପ୍ରାଣର ଜୀବନ ଓ କଣ୍ଠର ଭୂଷଣ ହବେ।
22 Elas serão a vida de tua alma e um adorno para teu pescoço.
23 ତବେେ ତୁମ୍ଭେ ଆପଣା ପଥରେ ନିର୍ଭୟ ରେ ଚାଲିବ। ତୁମ୍ଭେ କେଉଁଠା ରେ ଝୁଣ୍ଟିବ ନାହିଁ।
23 Então caminharás com segurança, sem que o teu pé tropece.
24 ଶଯନ ସମୟରେ ତୁମ୍ଭର ଭୟ ହବେ ନାହିଁ। ତୁମ୍ଭେ ଶଯନ କରିବ ଓ ତୁମ୍ଭର ନିଦ୍ରା ସୁଖଜନକ ହବେ।
24 Se te deitares, não terás medo. Uma vez deitado, teu sono será doce.
25 ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।
25 Não terás a recear nem terrores repentinos, nem a tempestade que cai sobre os ímpios,
26 କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ପାଦକୁ ଫାନ୍ଦରୁ ପଡ଼ିବା ପୂର୍ବରୁ ରକ୍ଷା କରିବେ।
26 porque o Senhor é tua segurança e preservará teu pé de toda cilada.
27 ଯେତବେେଳେ ତୁମ୍ଭେ ପାରିବ, ସେତବେେଳେ ତୁମ୍ଭେ ଅନ୍ୟମାନଙ୍କର ଉପକାର କର।
27 Não negues um benefício a quem o solicita, quando está em teu poder conceder-lho.
28 ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭକୁ କିଛି ପଦାର୍ଥ ମାଗେ ଏବଂ ତାହା ଯଦି ତୁମ୍ଭ ନିକଟରେ ଥାଏ ତବେେ ତାକୁ ସାଙ୍ଗେ ସାଙ୍ଗେ ଦିଅ। କାଲି ଆସ, ଏପରି କୁହ ନାହିଁ।
28 Não digas ao teu próximo: Vai, volta depois! Eu te darei amanhã, quando dispões de meios.
29 ଯେତବେେଳେ ତୁମ୍ଭର ପଡ଼ୋଶୀ ସେ ବିଶ୍ବାସ କରି ତୁମ୍ଭ ପାଖ ରେ ବାସ କରେ। ତୁମ୍ଭେ ପଡ଼ୋଶୀଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କର ନାହିଁ।
29 Não maquines o mal contra teu vizinho, quando ele habita com toda a confiança perto de ti.
30 ବିନା କାରଣ ରେ ତୁମ୍ଭର ପଡ଼ୋଶୀକୁ ବିଚାରାଳଯକୁ ନିଅ ନାହିଁ। ସେ ଯଦି ନିର୍ଦ୍ ଦୋଷ ହାଇେଥାଏ, ତବେେ ତାଙ୍କ ପ୍ରତି ଏପରି କର ନାହିଁ।
30 Não litigues com alguém sem ter motivo, se esse alguém não te fez mal algum.
31 କିଛି ଲୋକ ଅଛନ୍ତି ଯେଉଁମାନେ ସହଜ ରେ ରାଗିୟାନ୍ତି ଓ ଶୀଘ୍ର କୁକର୍ମମାନ କରି ବସନ୍ତି। ତୁମ୍ଭେ ସପରେି ହୁଅ ନାହିଁ।
31 Não invejes o homem violento, nem adotes o seu procedimento,
32 କାହିଁକି ? କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ ରମେ କରନ୍ତି କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।
32 porque o Senhor detesta o que procede mal, mas reserva sua intimidade para os homens retos.
33 ସଦାପ୍ରଭୁ କୁକର୍ମ ଲୋକମାନଙ୍କ ଗୃହ ବିରୁଦ୍ଧ ରେ ଥାଆନ୍ତି। କିନ୍ତୁ ଧାର୍ମିକ ଲୋକମାନଙ୍କର ଗୃହକୁ ଆଶୀର୍ବାଦ କରନ୍ତି।
33 Sobre a casa do ímpio pesa a maldição divina, a bênção do Senhor repousa sobre a habitação do justo.
34 ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
34 Se ele escarnece dos zombadores, concede a graça aos humildes.
35 ଜ୍ଞାନବାନ୍ଙ୍କର ଜୀବନ ସମାନଙ୍କେୁ ସମ୍ମାନ ଦିଏ। ମାତ୍ର ଅଜ୍ଞାନମାନଙ୍କର ଜୀବନ ସମାନଙ୍କେୁ ଲଜ୍ଯା ଦିଏ।
35 A glória será o prêmio do sábio, a ignomínia será a herança dos insensatos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 3, comparar traduções ou montar um estudo — tudo direto pelo WhatsApp.