Provérbios 31

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଏହା ହେଉଛି ରାଜା ଲମୁଯଲଙ୍କେର ଉପଦେଶ ପୂର୍ଣ୍ଣ ବାକ୍ଯ। ଯାହାକି ସେ ତାଙ୍କର ମାତାଙ୍କଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ।
1 Palavras do rei Lemuel, de Massá, as quais lhe ensinou sua mãe.
2 ତୁମ୍ଭେ ହେଉଛ ମାରେ ପୁତ୍ର, ମୁଁ ଯାହାକୁ ଭଲପାଏ, ତୁମ୍ଭେ ହେଉଛ ସହେି ପୁତ୍ର ଯାହାକୁ ପାଇବା ପାଇଁ ମୁଁ ପ୍ରାର୍ଥନା କରିଥିଲି।
2 Que te direi, filho meu? Ó filho do meu ventre? Que te direi, ó filho dos meus votos?
3 ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସମାନେେ ରାଜାମାନଙ୍କୁ ଧ୍ବଂସ କଲେ।
3 Não dês às mulheres a tua força, nem os teus caminhos, às que destroem os reis.
4 ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।
4 Não é próprio dos reis, ó Lemuel, não é próprio dos reis beber vinho, nem dos príncipes desejar bebida forte.
5 ଯଦି ସମାନେେ ପାନ କରନ୍ତି, ସମାନେେ ସବୁ ନିଯମ ଭୁଲି ୟାଆନ୍ତି ଏବଂ ଗରୀବ ଲୋକମାନଙ୍କ ବିପକ୍ଷ ରେ ନ୍ଯାଯ କରନ୍ତି।
5 Para que não bebam, e se esqueçam da lei, e pervertam o direito de todos os aflitos.
6 ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
6 Dai bebida forte aos que perecem e vinho, aos amargurados de espírito;
7 ସେ ଲୋକ ପାନକରି ଆପଣା ଦରିଦ୍ରତା ପାଶୋରନ୍ତୁ ଏବଂ ଆପଣା କ୍ଲେଶ ଭୁଲି ୟାଆନ୍ତୁ।
7 para que bebam, e se esqueçam da sua pobreza, e de suas fadigas não se lembrem mais.
8 ତୁମ୍ଭର ପାଟି ଫିଟାଅ ଓ ସମାନଙ୍କେ ପାଇଁ କୁହ, ଯେଉଁମାନେ ସମାନଙ୍କେ ପାଇଁ କହିପାରିବେ ନାହିଁ, କଷ୍ଟ ରେ ଥିବା ଲୋକମାନଙ୍କର ଅଧିକାର ପାଇଁ କୁହ।
8 Abre a boca a favor do mudo, pelo direito de todos os que se acham desamparados.
9 ମୁଖ ଫିଟାଇ ଯଥାର୍ଥ ବିଚାର କର। ଦୁଃଖୀ ଓ ଦରିଦ୍ରମାନଙ୍କର ସୁବିଚାର କର।
9 Abre a boca, julga retamente e faze justiça aos pobres e aos necessitados.
10 ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।
10 Mulher virtuosa, quem a achará? O seu valor muito excede o de finas joias.
11 ତା'ର ସ୍ବାମୀର ହୃଦଯ ତାଠା ରେ ନିର୍ଭର କରେ। ସେ କଦାପି ଦରିଦ୍ର ହବେ ନାହିଁ।
11 O coração do seu marido confia nela, e não haverá falta de ganho.
12 ସେ ଜୀବନସାରା ସ୍ବାମୀର ମଙ୍ଗଳ କରେ। ସେ ତାଙ୍କୁ କବେେ ଅସୁବିଧା ରେ ପକାଏ ନାହିଁ।
12 Ela lhe faz bem e não mal, todos os dias da sua vida.
13 ସେ ମଷେଲୋମ ମସିନା ଖାଜେି ସନ୍ତାଷେ ରେ ଆପଣା ହସ୍ତ ରେ କର୍ମ କରେ।
13 Busca lã e linho e de bom grado trabalha com as mãos.
14 ସେ ବାଣିଜ୍ଯ ଜାହାଜ ପରି, ଦୂରରୁ ଆପଣା ଆହାର ଆଣେ।
14 É como o navio mercante: de longe traz o seu pão.
15 ସେ ରାତ୍ର ଥାଉଥାଉ ଉେଠ, ଆପଣା ପରିଜନକଙ୍କୁ ଖାଦ୍ୟ ଓ ଦାସୀଗଣଙ୍କୁ ନିରୂପିତ କର୍ମ ଦିଏ।
15 É ainda noite, e já se levanta, e dá mantimento à sua casa e a tarefa às suas servas.
16 ସେ କ୍ଷେତ୍ରର ବିଷଯ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦଇେ ଦ୍ରାକ୍ଷାକ୍ଷେତ୍ର ରୋପଣ କରେ।
16 Examina uma propriedade e adquire-a; planta uma vinha com as rendas do seu trabalho.
17 ସେ ଜଣେ ବଳବାନ୍ କାର୍ୟ୍ଯକାରୀ ସ୍ତ୍ରୀ ସେ ସବୁ ସମୟ କଠିନ ପରିଶ୍ରମ କରେ।
17 Cinge os lombos de força e fortalece os braços.
18 ଆପଣା ବ୍ଯାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରି କାଳ ରେ ତାହାର ପ୍ରଦୀପ ଲିଭିୟାଏ ନାହିଁ।
18 Ela percebe que o seu ganho é bom; a sua lâmpada não se apaga de noite.
19 ସେ ନୋଟିକି ହାତ ବଢ଼ାଏ, ପୁଣି ତା'ର ହସ୍ତ ତାହା ପାଇଁ ବସ୍ତ୍ର ବୁଣେ।
19 Estende as mãos ao fuso, mãos que pegam na roca.
20 ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦଖାେଏ।
20 Abre a mão ao aflito; e ainda a estende ao necessitado.
21 ସେ କବେେ ହେଲେ ନିଜର ପରିବାର ବିଷଯ ରେ ଶୀତ ଋତୁ ରେ ଦୁଃଖିନୀ ହୁଏ ନାହିଁ। ଯେତବେେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି।
21 No tocante à sua casa, não teme a neve, pois todos andam vestidos de lã escarlate.
22 ସେ ଆପଣା ନିମନ୍ତେ ଚିତ୍ରବିଚିତ୍ର ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରେ। ସେ ଶୁଭ୍ର କ୍ଷୌମବସ୍ତ୍ର ପିନ୍ଧେ।
22 Faz para si cobertas, veste-se de linho fino e de púrpura.
23 ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ।
23 Seu marido é estimado entre os juízes, quando se assenta com os anciãos da terra.
24 ସେ ଜଣେ ଉତ୍ତମ ବ୍ଯବସାଯୀ ସ୍ତ୍ରୀ ଅଟେ। ସେ ଲୁଗା ଓ ବେଲ୍ଟ୍ ପ୍ରସ୍ତୁତ କରେ ଓ ତାକୁ ବ୍ଯବସାଯୀମାନଙ୍କୁ ବିକେ।
24 Ela faz roupas de linho fino, e vende-as, e dá cintas aos mercadores.
25 ସେ ପ୍ରଶଂସା ରେ ଯୋଗ୍ଯା, ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ସେ ନୀର୍ଭିକ ଭାବେ ତା'ର ଭବିଷ୍ଯତ୍ ଦେଖିପା ରେ।
25 A força e a dignidade são os seus vestidos, e, quanto ao dia de amanhã, não tem preocupações.
26 ସେ ଜ୍ଞାନପୂର୍ଣ୍ଣ କଥା କ ହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ।
26 Fala com sabedoria, e a instrução da bondade está na sua língua.
27 ସେ କବେେ ଅଳସୁଆ ହୁଏ ନାହିଁ। ସେ ତା'ର ଗୃହର ପ୍ରେତ୍ୟକକ ଦ୍ରବ୍ଯର ଯତ୍ନ ନିଏ।
27 Atende ao bom andamento da sua casa e não come o pão da preguiça.
28 ତା'ର ସନ୍ତାନମାନେ ତାକୁ ଧନ୍ଯ ବୋଲି କହନ୍ତି। ତା'ର ସ୍ବାମୀ ତା'ର ପ୍ରଶଂସା କରେ।
28 Levantam-se seus filhos e lhe chamam ditosa; seu marido a louva, dizendo:
29 ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି। କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।
29 Muitas mulheres procedem virtuosamente, mas tu a todas sobrepujas.
30 ଲାବଣ୍ଯ ପ୍ରବଞ୍ଚନା ଜନକ ଓ ସୌନ୍ଦର୍ୟ୍ଯ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହବେ।
30 Enganosa é a graça, e vã, a formosura, mas a mulher que teme ao
31 ସେ ପାଇବାର ଉପୟୁକ୍ତ ପୁରସ୍କାର ତାକୁ ଦିଅ। ତାକୁ ତା' ନିଜର କର୍ମ କରିବାକୁ ଛାଡ଼ିଦିଅ। ସେ ଯାହା କରିୟାଇଛି ଲୋକମାନଙ୍କ ନଗର ଦ୍ବାର ରେ ତାହାର ପ୍ରଶଂସା ଆଣିଦିଏ।
31 Dai-lhe do fruto das suas mãos, e de público a louvarão as suas obras.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 31, comparar traduções ou montar um estudo — tudo direto pelo WhatsApp.