Provérbios 29
Oriya Bible (GL_ORIYA) vs NVT
1 ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।
1 Quem sempre se recusa a aceitar a repreensão será destruído de repente, sem que possa se recuperar.
2 ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କତ୍ତୃର୍ତ୍ବ ପାଇଲେ, ଲୋକମାନେ ଆର୍ତ୍ତସ୍ବର କରନ୍ତି।
2 Quando os justos governam, o povo se alegra; quando os perversos estão no poder, o povo geme.
3 ଯେଉଁ ପୁତ୍ର ଜ୍ଞାନକୁ ସ୍ନହେ କରେ, ସେ ଆପଣା ପିତାକୁ ଖୁସି ରେଖ। ମାତ୍ର ଯେ ବେଶ୍ଯାମାନଙ୍କଠା ରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
3 O homem que ama a sabedoria alegra seu pai, mas o que anda com prostitutas desperdiça sua riqueza.
4 ରାଜା ସୁବିଚାର ଦ୍ବାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ୟିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ବଂସ କରେ।
4 O rei justo dá estabilidade à nação, mas o que exige subornos a destrói.
5 ଯେଉଁଲୋକ ଆପଣା ପ୍ରତିବେଶୀର ଚାଟୁବାଦ କରେ, ସେ ତା'ର ପାଦ ପାଇଁ ଫାନ୍ଦ ବିଛାଏ।
5 Quem bajula os amigos prepara uma armadilha para os pés deles.
6 ମନ୍ଦ ଲୋକର ଅଧର୍ମ ରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।
6 A pessoa má é pega no laço do próprio pecado, mas o justo escapa e grita de alegria.
7 ଧାର୍ମିକ ଲୋକ ଦରିଦ୍ର ଲୋକର ନ୍ଯାଯ ପାଇଁ ଯତ୍ନବାନ୍ ଥାନ୍ତି। ମାତ୍ର ତାହା ଜାଣିବା ପାଇଁ ମୂର୍ଖ ଲୋକର ବୁଦ୍ଧି ନାହିଁ।
7 O justo se preocupa com os direitos dos pobres, mas o perverso não dá a mínima atenção para isso.
8 ନିନ୍ଦକ ମନୁଷ୍ଯ ନଗର ରେ ଅସୁବିଧା ପ୍ରଜ୍ଜ୍ବଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ଯମାନେ କୋରଧକୁ ଶାନ୍ତ କରନ୍ତି।
8 Os zombadores alvoroçam a cidade inteira, mas os sábios acalmam a ira.
9 ଯେତବେେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗ ରେ ବିଚାରାଳଯକୁ ୟାଏ, ମୂର୍ଖ ଲୋକ ରାଗି ୟାଏ ଏବଂ ୟୁକ୍ତି କରେ ଏବଂ ସଠାେ ରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ।
9 Se o sábio levar o insensato ao tribunal, haverá tumulto e zombaria, mas nada se resolverá.
10 ରକ୍ତପାତ ପ୍ରିଯ ଲୋକମାନେ, ସିଦ୍ଧ ବ୍ଯକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ଯାଯବାନ ଲୋକ ତା'ର ଜୀବନକୁ ରକ୍ଷା କରେ।
10 Os sanguinários odeiam o íntegro, mas os justos procuram ajudá-lo.
11 ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
11 O tolo mostra toda a sua ira, mas o sábio a controla em silêncio.
12 ଶାସନକର୍ତ୍ତା ଯଦି ମିଥ୍ଯାକୁ ଶୁଣନ୍ତି, ତବେେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହବେେ।
12 Se um governante der atenção aos mentirosos, todos os seus conselheiros serão perversos.
13 ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି।
13 O pobre e o opressor têm isto em comum: o S
14 ଯେଉଁ ରାଜା ବିଶ୍ବସ୍ତ ରୂପେ ଦୀନହୀନମାନଙ୍କର ବିଚାର କରେ ତାହାର ସିଂହାସନ ସଦାକାଳ ପାଇଁ ସୁସ୍ଥିର ହବେ।
14 Se o rei julgar os pobres com justiça, seu trono durará para sempre.
15 ବାଡ଼ି ଓ ଅନୁୟୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା'ର ଇଚ୍ଛା ରେ ଛାଡ଼ି ଦେଲେ, ସେ ତା'ର ମାତାକୁ ଲଜ୍ଜ୍ଯା ଦିଏ।
15 A criança que é corrigida se torna sábia, mas o filho indisciplinado envergonha sua mãe.
16 ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ। ମାତ୍ର ଧାର୍ମିକମାନେ ସମାନଙ୍କେର ନିପାଦ ଦେଖିବେ।
16 Quando os perversos estão no poder, o pecado se multiplica, mas os justos verão sua queda.
17 ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦବେ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦବେ।
17 Discipline seus filhos, e eles darão paz a seu espírito e alegria a seu coração.
18 ଯଦି ଏକ ଜାତି ପରମେଶ୍ବରଙ୍କର ପ୍ରକାଶିତବାକ୍ଯ ଦ୍ବାରା ନ ଚାଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କର ନିଯମ ମାନି ଚଳେ, ସେ ଆଶୀର୍ବାଦ ପାଏ।
18 O povo que não aceita a orientação divina se corrompe, mas quem obedece à lei é feliz.
19 ମାତ୍ର କଥା ରେ ସବେକକୁ ସଂଶୋଧିତ କରାୟାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିଯା କରେ ନାହିଁ।
19 Para corrigir o servo é preciso mais que palavras; ainda que ele as entenda, não obedecerá.
20 ଯଦି ଜଣେ କିଛି ଚିନ୍ତା ନ କରି କିଛି କ ହେ, ତା ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠା ରେ ଭରସା ରଖିଲେ ଭଲ।
20 Há mais esperança para o tolo que para alguém que fala sem pensar.
21 ଯଦି ତୁମ୍ଭେ ତୁମ୍ଭ ସବେକକୁ ତା'ର ବାଲ୍ଯକାଳରୁ ଅଧିକ ପ୍ରଶ୍ରଯ ଦିଅ, ସେ ଜିଦ୍ଖୋର୍ ସବେକ ହାଇଯେିବ।
21 O servo mimado desde a infância se tornará rebelde.
22 ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।
22 A pessoa irada provoca conflitos; quem perde a calma facilmente comete muitos pecados.
23 ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।
23 O orgulho termina em humilhação, mas a humildade alcança a honra.
24 ଚୋରର ଭାଗିଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଚାରାଳଯ ରେ ବାଧ୍ଯ ହୁଏ କହିବାକୁ, ତବେେ ସେ ସତ୍ଯ କହିବାକୁ ବହୁତ ଭୟ କରିବ।
24 Quem ajuda o ladrão prejudica a si mesmo; sob juramento, não ousa testemunhar.
25 ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।
25 Temer as pessoas é uma armadilha perigosa, mas quem confia no S
26 ଅନକେ ଶାସନକର୍ତ୍ତାର ପାଖରୁ ନ୍ଯାଯ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ଯର ପ୍ରକୃତ ବିଚାର ସଦାପ୍ରଭୁଙ୍କଠାରୁ ଆସିଥାଏ।
26 Muitos buscam o favor do governante, mas a justiça vem do S
27 ଅଧର୍ମକାରୀ ଲୋକ ଧାର୍ମିକର ଘୃଣାର ବିଷଯ, ପୁଣି ସରଳ ପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷଯ ହୁଏ।
27 O justo despreza o injusto; o perverso despreza o íntegro.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 29, comparar traduções ou montar um estudo — tudo direto pelo WhatsApp.