Provérbios 25

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତାପଦେେଶ। ଏହି ହିତାପଦେେଶ ଗୁଡ଼ିକ ୟିହୂଦାର ରାଜା ହିଷ୍କୀଯର ଲୋକମାନେ ଲେଖି ଥିଲେ।
1 Ainda alguns provérbios de Salomão, recolhidos pelos homens de Ezequias, rei de Judá.
2 ବିଷଯ ଗୋପନ କରିବା ପରମେଶ୍ବରଙ୍କ ଗୌରବ। ଏହି ବିଷଯ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।
2 A glória de Deus é ocultar uma coisa; a glória dos reis é esquadrinhá-la.
3 ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନ ରେ କ'ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।
3 A altura dos céus, a profundeza da terra são impenetráveis, bem como o coração dos reis.
4 ରୂପାର ଖାଦ କାଢ଼ି ପକାଅ, ତବେେ ସୁନାରି ଏକ ପାତ୍ର ତିଆରି କରିପାରିବ।
4 Tira as escórias da prata e terás um vaso para o ourives;
5 ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତା ହେଲେ ତାଙ୍କର ସିଂହାସନ ଧାର୍ମିକତା ରେ ସ୍ଥାପିତ ହବେ।
5 afasta o mau de presença do rei e seu trono se firmará na justiça.
6 ରାଜାର ଛାମୁ ରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହ ରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ।
6 Não te faças de pretensioso diante do rei, não te ponhas no lugar dos grandes.
7 ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁ ରେ ତୁମ୍ଭର ନୀଚୀକୃତ ହବୋ ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
7 É melhor que te digam: Sobe aqui!, do que seres humilhado diante de um personagem. O que teus olhos viram,
8 ବିବାଦ କରିବାକୁ ହଠାତ୍ ବାହାରକୁ ୟାଅ ନାହିଁ। ଯଦି କହେି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତବେେ ତୁମ୍ଭେ ଲଜ୍ଜିତ ହବେ।
8 não o descubras com precipitação numa contenda, pois, no final das contas, que farás tu quando o outro te houver confundido?
9 ଯଦି ପ୍ରତିବେଶୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀଯତାକୁ ପ୍ରକଟ କର ନାହିଁ।
9 Trata teu negócio com teu próximo de maneira a não revelar o segredo de outro,
10 ଯଦି ତୁମ୍ଭେ କୌଣସି ଲୋକର ଗୋପନୀଯତାକୁ ପ୍ରକାଶ କର, ତବେେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କବେେ ଦୂର ହବେ ନାହିଁ।
10 para que não sejas repreendido por aquele que o ouviu nem incorras em descrédito irreparável.
11 ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।
11 Maçãs de ouro sobre prata gravada: tais são as palavras oportunas.
12 ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ଯାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ଯାନ୍ଯ ଅଳଙ୍କାରଠାରୁ ମୂଲ୍ଯବାନ ଅଟେ।
12 Anel de ouro, jóia de ouro fino: tal é o sábio que admoesta um ouvido atento.
13 ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।
13 Frescor de neve no tempo da colheita, tal é um mensageiro fiel para quem o envia: ele restaura a alma de seu senhor.
14 ବୃଷ୍ଟିହୀନ ମେଘ ଓ ବାଯୁ ଯେପରି ଅଟେ, ଦାନ ଦବୋ ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦବୋ ହେଉଛି ଠିକ୍ ସହେିପରି।
14 Nuvens e vento sem chuva: tal é o homem que se gaba falsamente de dar.
15 ର୍ଧୈୟ୍ଯ କଥାବାର୍ତ୍ତା ମାଧ୍ଯମ ରେ ଜଣେ ଶାସକ ଶାନ୍ତି ଦବେ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
15 Pela paciência o juiz se deixa aplacar: a língua que fala com brandura pode quebrantar ossos.
16 ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ଯକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତବେେ ତୁମ୍ଭେ ଅସୁସ୍ଥ ହବେ।
16 Achaste mel? Come o que for suficiente: se comeres demais, tu o vomitarás.
17 ଠିକ୍ ସହେିପରି, ତୁମ୍ଭର ପ୍ରତିବେଶୀ ଗୃହକୁ ଅଧିକ ୟାଅ ନାହିଁ। ଯଦି ତୁମ୍ଭେ ଏପରି କର ତବେେ ସେ ତୁମ୍ଭକୁ ଘୃଣା କରିବ।
17 Põe raramente o pé na casa do vizinho: enfastiado de ti, ele te viria a aborrecer.
18 ଜଣେ ୟିଏ ତା'ର ପଡ଼ୋଶୀ ବିପକ୍ଷ ରେ ମିଥ୍ଯା ସାକ୍ଷ୍ଯ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ବାଣ ସ୍ବରୂପ ଭୟଙ୍କର ଅଟେ।
18 Clava, espada, flecha penetrante: tal é o que usa de falso testemunho contra seu próximo.
19 ଦୁର୍ଦ୍ଦଶା ସମୟରେ ବିଶ୍ବାସଘାତକ ଲୋକଠା ରେ ପ୍ରତ୍ଯଯେ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ଯ।
19 Dente arruinado, pé que resvala: tal é a confiança de um pérfido no dia da desventura.
20 ଦୁଃଖିପୂର୍ଣ୍ଣ ଲୋକ ନିକଟରେ ଖୁସି ଗୀତ ଗାଇବା ଶୀତକାଳ ରେ ବସ୍ତ୍ର କାଢ଼ିନବୋ ଓ ସୋଢା ଉପ ରେ ଅମ୍ଳରସ ମିଶାଇବା ପରି ଅଟେ।
20 Tirar a capa num dia de frio, derramar vinagre numa ferida: isso faz aquele que canta canções a um coração atribulado.
21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
21 Tem o teu inimigo fome? Dá-lhe de comer. Tem sede? Dá-lhe de beber:
22 ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ବଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦବେେ।
22 assim amontoarás brasas ardentes sobre sua cabeça e o Senhor te recompensará.
23 ଯେପରି ଉତ୍ତରୀଯ ବାଯୁ ବୃଷ୍ଟିର ଉତ୍ପାଦକ, ସହେିପରି ଖଚୁଆର ଜିହ୍ବା କୋରଧ ଦୃଷ୍ଟିର ଉତ୍ପାଦକ।
23 O vento norte traz chuva e a língua detratora anuvia os semblantes.
24 କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।
24 É melhor habitar um canto do terraço do que viver com uma mulher impertinente.
25 ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।
25 Água fresca para uma garganta sedenta: tal é uma boa nova vinda de terra longínqua.
26 ଗୋଳିଆ ଜଳାଶଯ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗ ରେ ବିଚଳିତ ଧାର୍ମିକ ଠିକ୍ ସହେିପରି ଅଟେ।
26 Fonte turva e manancial contaminado: tal é o justo que cede diante do ímpio.
27 ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସହେିପରି ମନୁଷ୍ଯମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।
27 Comer mel em demasia não é bom: usa de moderação nas palavras elogiosas.
28 ଜଣେ ୟିଏ ନିଜକୁ ଆଯତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ଯ ଅଟେ।
28 Como uma cidade desmantelada, sem muralhas: tal é o homem que não é senhor de si.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 25, comparar traduções ou montar um estudo — tudo direto pelo WhatsApp.