Provérbios 23
Oriya Bible (GL_ORIYA) vs VC
1 ଯେତବେେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନ ରେ ବସ ସେତବେେଳେ ତୁମ୍ଭ ସମ୍ମୁଖ ରେ କିଏ ଅଛି, ତାହା ଯତ୍ନପୂର୍ବକ ବିବଚେନା କର।
1 Quando te assentares à mesa com um grande, considera com atenção quem está diante de ti:
2 ଯବେେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳା ରେ ଛୁରି ଆପେ ରଖ।
2 põe uma faca na tua garganta, se tu sentes muito apetite;
3 ତାହାର ସୁସ୍ବାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେ ହତେୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ।
3 não cobices seus manjares que são alimentos enganosos.
4 ଧନୀ ହବୋକୁ ନିଜକୁ କ୍ଲାନ୍ତ କର ନାହିଁ। କେତବେେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ।
4 Não te afadigues para te enriqueceres, evita aplicar a isso teu espírito.
5 ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।
5 Mal fixas os olhos nos bens, e nada mais há, porque a riqueza tem asas como a águia que voa para o céu.
6 ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ୟିଏ କୃପଣ ଏବଂ ତାହାର ସୁସ୍ବାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ।
6 Não comas com homem invejoso, não cobices seus manjares,
7 ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ଯ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପା ରେ, ଖାଅ ପିଅ କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ।
7 porque ele se mostra tal qual se calculou em si mesmo. Ele te diz: Come e bebe, mas seu coração não está contigo.
8 ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉଦ୍ଗାର କରିବ ଏବଂ ତୁମ୍ଭର ତା ପ୍ରତି ପ୍ରଶଂସା ବକୋର ହାଇଯେିବ।
8 Comido o bocado, tu o vomitarás e desperdiçarás tuas amabilidades.
9 ମୂର୍ଖର କର୍ଣ୍ଣଗୋଚର ରେ କଥା କୁହ ନାହିଁ। ଯେ ହତେୁ ସେ ତୁମ୍ଭ ବାକ୍ଯର ବିଜ୍ଞତା ତୁଚ୍ଛ କରିବ।
9 Não fales aos ouvidos do insensato porque ele desprezaria a sabedoria de tuas palavras.
10 ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ।
10 Não toques no marco antigo, não penetres na terra dos órfãos
11 କାରଣ ସମାନଙ୍କେ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସମାନଙ୍କେ ବିବାଦର ପ୍ରତିବାଦ କରିବେ।
11 porque seu vingador é poderoso e defenderá sua causa contra ti.
12 ଉପଦେଶ ରେ ତୁମ୍ଭର ହୃଦଯ ଓ କର୍ଣ୍ଣ ଦ୍ବାରା ଜ୍ଞାନର ବାକ୍ଯକୁ ଗ୍ରହଣ କର।
12 Aplica teu coração à instrução e teus ouvidos às palavras da ciência.
13 ପିଲାକୁ ଶାସ୍ତି ଦବୋକୁ ତୃଟି କର ନାହିଁ। ତୁମ୍ଭେ ତାହାକୁ ବାଡ଼ି ରେ ବାଡ଼ଇେଲେ ହେଁ ସେ ମରିବ ନାହିଁ।
13 Não poupes ao menino a correção: se tu o castigares com a vara, ele não morrerá,
14 ତୁମ୍ଭେ ତାକୁ ବାଡ଼ି ରେ ମାରିବ ଓ ପାତାଳରୁ ତାହାର ପ୍ରାଣ ରକ୍ଷା କରିବ।
14 castigando-o com a vara, salvarás sua vida da morada dos mortos.
15 ହେ ମାରେ ପୁତ୍ର, ତୁମ୍ଭର ମନ ଜ୍ଞାନୀ ହେଲେ, ମାରେ ବିଶଷେ ରେ ମାରେ ମନ ହୃଷ୍ଟ ହବେ।
15 Meu filho, se o teu espírito for sábio, meu coração alegrar-se-á contigo!
16 ତୁମ୍ଭେ ଯଥାର୍ଥ କଥା କହିଲେ ମାରେ ହୃଦଯ ଆନନ୍ଦିତ ହବେ।
16 Meus rins estremecerão de alegria, quando teus lábios proferirem palavras retas.
17 ପାପୀଗଣଙ୍କ ପ୍ରତି ଇର୍ଷାଳୁ ହୁଅ ନାହିଁ। ତୁମ୍ଭର ଜୀବନର ସମସ୍ତ ଦିନଗୁଡ଼ିକ ସଦାପ୍ରଭୁଙ୍କ ପ୍ରତି ଇର୍ଷାପରାଯଣ ଭାବରେ ସମ୍ମାନ ଓ ଭୟ କର।
17 Que teu coração não inveje os pecadores, mas permaneça sempre no temor do Senhor
18 ଯେ ହତେୁ ତୁମ୍ଭର ସର୍ବଦା ଭବିଷ୍ଯତ ଅଛି, ତୁମ୍ଭର ଭରସା ଉଚ୍ଛନ୍ନ ହବେ ନାହିଁ।
18 porque {então} haverá certamente um futuro e tua esperança não será frustrada.
19 ହେ ମାରେ ପୁତ୍ର, ଶୁଣ, ଜ୍ଞାନୀ ହୁଅ। ପୁଣି ତୁମ୍ଭ ମନକୁ ସତ୍ଯପଥରେ କଢ଼ାଇ ନିଅ।
19 Ouve, meu filho: sê sabio, dirige teu coração pelo caminho reto,
20 ସହେି ଜଣଙ୍କ ପରି ହୁଅ ନାହିଁ, ୟିଏ ଦ୍ରାକ୍ଷାରସ ପାନ କରେ ଆସକ୍ତ ଓ ପଟେୁ ମାଂସ ଭକ୍ଷକ ଅଟେ।
20 não te ajuntes com os bebedores de vinho, com aqueles que devoram carnes,
21 ମାତାଲମାନେ ଓ ପଟେୁ ଦରିଦ୍ର ପିଡ଼ୀତ ହବେ। ପୁଣି ସମାନଙ୍କେୁ ଚିରା ବସ୍ତ୍ର ରେ ଘାଡ଼ୋଇ ଦିଏ।
21 pois o ébrio e o glutão se empobrecem e a sonolência veste-se com andrajos.
22 ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ।
22 Dá ouvidos a teu pai, àquele que te gerou e não desprezes tua mãe quando envelhecer.
23 ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।
23 Adquire a verdade e não a vendas, adquire sabedoria, instruções e inteligência.
24 ଧାର୍ମିକର ପିତା ଅତିଶଯ ଆନନ୍ଦ କରେ। ପୁଣି ଜ୍ଞାନୀ ସନ୍ତାନର ଜନ୍ମଦାତା ତାହା ହତେୁ ହୃଷ୍ଟ ହୁଏ।
24 O pai do justo exultará de alegria; aquele que gerou um sábio alegrar-se-á nele.
25 ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହୁଅନ୍ତୁ। ତୁମ୍ଭର ମାତା ଆନନ୍ଦ କରୁ।
25 Que teu pai se alegre por tua causa, que viva na alegria aquela que te deu à luz!
26 ହେ ମାରେ ପୁତ୍ର, ତୁମ୍ଭର ହୃଦଯ ମାେତେ ଦିଅ। ତୁମ୍ଭର ଚକ୍ଷୁ ମାେ ପଥରେ ତୁଷ୍ଟ ହେଉ।
26 Meu filho, dá-me teu coração. Que teus olhos observem meus caminhos,
27 ବେଶ୍ଯା ହେଉଛି ଗଭୀର ଖାତ ତୁଲ୍ଯ। ଜଣେ ବ୍ଯଭିଚାରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ଯ ଅଟେ।
27 pois a meretriz é uma fossa profunda e a entranha, um poço estreito:
28 ଜଣେ ଖରାପ ସ୍ତ୍ରୀ ଲୋକ ଚୋର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ଯମାନଙ୍କ ମଧିଅରେ ଅବିଶ୍ବାସୀମାନଙ୍କର ସଂଖ୍ଯା ବଢ଼ାଏ।
28 como um salteador ele fica de emboscada e, entre os homens, multiplica os infiéis.
29 ଯେଉଁମାନେ ଅତ୍ଯନ୍ତ ମଦ୍ଯପ ଏବଂ ସବୁ ସମୟ ମଦ୍ଯ ପାନ ରେ ଉପ ଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ।
29 Para quem os ah? Para quem os ais? Para quem as contendas? Para quem as queixas? Para quem as feridas sem motivo? Para quem o vermelho dos olhos?
30 ସହେିମାନଙ୍କର ବହୁତ ଝଗଡ଼ା ଓ ୟୁକ୍ତି ହୁଏ। ତାହାର ଆଖି ରକ୍ତବର୍ଣ୍ଣ ଦଖାୟୋଏ। ସେ ନିଜେ ନିଜେ ତା'ର କ୍ଷତବିକ୍ଷତ କରେ। ଏଥିରୁ କ୍ଷାନ୍ତ ହୁଅ।
30 Para aqueles que permanecem junto ao vinho, para aqueles que vão saborear o vinho misturado.
31 ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ର ରେ ଚକମକ ଦଖାୟୋଏ ଓ ସହଜ ରେ ଗଳାଧଃକରଣ ହେଲେ ମଧ୍ଯ ତୁମ୍ଭେ ତାକୁ ଅନାଅ ନାହିଁ।
31 Não consideres o vinho: como ele é vermelho, como brilha no copo, como corre suavemente!
32 ଶଷେ ରେ ତାହା ସର୍ପପରି କାମୁଡ଼େ ଓ କାଳସର୍ପ ପରି ଦଂଶନ କରେ।
32 Mas, no fim, morde como uma serpente e pica como um basilisco!
33 ତୁମ୍ଭର ଚକ୍ଷୁ ବିପରୀତ ବିଷଯ ଦେଖିବ, ତୁମ୍ଭର ମନ ଏବଂ ଭାଷଣ ଦ୍ବନ୍ଦପୂର୍ଣ୍ଣ ହବେ।
33 Os teus olhos verão coisas estranhas, teu coração pronunciará coisas incoerentes.
34 ତୁମ୍ଭେ ସମୁଦ୍ର ମଧିଅରେ ଶଯନକାରୀ ଅବା ଜାହାଜର ମାସ୍ତୁଲ ଉପ ରେ ଶଯନକାରୀ ଲୋକତୁଲ୍ଯ ହବେ।
34 Serás como um homem adormecido no fundo do mar, ou deitado no cimo dum mastro:
35 ତୁମ୍ଭେ କହିବ, ସମାନେେ ମାେତେ ମାରିଲେ, ମାତ୍ର ମାରେ କ୍ଷତି ହାଇେ ନାହିଁ। ସମାନେେ ମାେତେ ପ୍ରହାର କଲେ ମାତ୍ର ମୁଁ କିଛି ଜାଣି ନାହିଁ। ମୁଁ ବର୍ତ୍ତମାନ ଉଠିପାରିବି ନାହିଁ। ମୁଁ ଆଉ ପିଇବା ପାଇଁ ଚା ହେଁ।
35 Feriram-me, dirás tu; e não sinto dor! Bateram-me... e não sinto nada. Quando despertei eu? Quero mais ainda!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 23, comparar traduções ou montar um estudo — tudo direto pelo WhatsApp.