Provérbios 20

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଦ୍ରାକ୍ଷାରସ ଓ ମଦ୍ଯ ଲୋକମାନଙ୍କୁ ନିଯନ୍ତ୍ରଣ କରି ବାହାରକୁ ନଇୟୋଏ। ଯେ କହେି ସେଥି ରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହାଇପୋରିବ ନାହିଁ।
1 Zombeteiro é o vinho e amotinadora a cerveja: quem quer que se apegue a isto não será sábio.
2 ରାଜାଙ୍କର ରାଗ ସିଂହର ଗର୍ଜ୍ଜନ ପରି, ଯେ ତାଙ୍କର କୋରଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।
2 O furor do rei é como um rugido de leão: aquele que o provoca, prejudica-se a si mesmo.
3 ଯେ କୌଣସି ନିର୍ବୋଧ ସର୍ବଦା ୟୁକ୍ତି କରେ। ତେଣୁ ତୁମ୍ଭେ ସର୍ବଦା ସହେି ଲୋକକୁ ସମ୍ମାନ କର ଯେ ୟୁକ୍ତି କରିବାକୁ ବାରଣ କରେ।
3 É uma glória para o homem abster-se de contendas; o tolo, porém, é o único que as procura.
4 ଜଣେ ଅଳସୁଆ ତା'ର ଅଳସୁଆପଣ ଯୋଗୁଁ ଶସ୍ଯ ବୁଣେ ନାହିଁ। କିନ୍ତୁ ଫସଲ କଟା ସମୟରେ ସେ ଫସଲ ଖାଜେିଲେ ପାଏ ନାହିଁ।
4 Desde o outono o preguiçoso não trabalha: mendigará no tempo da colheita, mas não terá nada.
5 ମନୁଷ୍ଯ ମନର ଭାବନା ଗଭୀର କୂଅର ଜଳ ପରି। ମାତ୍ର ବୁଦ୍ଧିମାନ ଲୋକ ସହେି ଗଭୀର ଜଳକୁ କାଢ଼ି ପାରିବ।
5 Água profunda é o conselho no íntimo do homem; o homem inteligente sabe haurir dela.
6 ବହୁତ ଲୋକମାନଙ୍କ ମଧିଅରେ ଜଣେ ପ୍ରଭୁଭକ୍ତ ଖାଜେ, କିନ୍ତୁ କିଏ ଖାଜେି ପାରିବ ଜଣେ ଲୋକ ୟିଏକି ପ୍ରକୃତ ରେ ବିଶ୍ବାସନୀଯ।
6 Muitos homens apregoam a sua bondade, mas quem achará um homem verdadeiramente fiel?
7 ଯେଉଁ ଧାର୍ମିକ ଲୋକ ସରଳତା ରେ ବାସ କରେ, ତା' ଉତ୍ତା ରେ ତା'ର ପୁତ୍ରଗଣ, ସନ୍ତାନଗଣ ଧନ୍ଯ ହୁଅନ୍ତି।
7 O justo caminha na integridade; ditosos os filhos que o seguirem!
8 ଯେଉଁ ରାଜା ବିଚାର ସ୍ଥାନ ରେ ବ ସେ, ସେ ନିଜର ସ୍ବଚକ୍ଷୁ ରେ ଅସତ୍ଯ ବିଷଯସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।
8 O rei, que está sentado no trono da justiça, só com seu olhar dissipa todo o mal.
9 ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କହେି କହିପାରିବେ ନାହିଁ।
9 Quem pode dizer: Meu coração está puro, estou limpo de pecado?
10 ନାନା ପ୍ରକାର ମାପ ଓଜନ ରେ ଯେଉଁମାନେ ଠକନ୍ତି, ସମାନେେ ସଦାପ୍ରଭୁଙ୍କଠା ରେ ଘୃଣିତ।
10 Ter dois pesos e duas medidas é objeto de abominação para o Senhor.
11 ଏପରିକି ଜଣେ େଛାଟ ପିଲା କରୁଥିବା କର୍ମରୁ ଜଣାୟାଏ, ଯଦିବା ସେ ଯାହା କରେ ତାହା ନିର୍ମଳ ଏବଂ ସରଳ।
11 O menino manifesta logo por seus atos se seu proceder será puro e reto.
12 କାନ ରେ ଶୁଣିବା ଆଖି ରେ ଦେଖିବା ଏହି ଦୁହିଁଙ୍କୁ ସଦାପ୍ରଭୁ ନିର୍ମାଣ କରିଛନ୍ତି।
12 O ouvido que ouve, o olho que vê, ambas estas coisas fez o Senhor.
13 ନିଦ୍ରାକୁ ଭଲ ପାଅ ନାହିଁ। ନ ହେଲେ ତୁମ୍ଭେ ଦରିଦ୍ର ହବେ। ତୁମ୍ଭେ କର୍ମଦକ୍ଷ ହୁଅ, ତହିଁରେ ତୁମ୍ଭେ ଖାଦ୍ୟ ରେ ପରିତୃପ୍ତ ହବେ।
13 Não sejas amigo do sono, para que não te tornes pobre: abre os olhos e terás pão à vontade.
14 କିଣିବା ଲୋକ କ ହେ, ଭଲ ନୁହେଁ, ଭଲ ନୁହେଁ, ଏହାର ମୂଲ୍ଯ ବହୁତ ଅଧିକ। ମାତ୍ର ଆପଣା ବାଟରେ ଗଲା ବେଳେ ଦର୍ପ କରେ।
14 Mau, mau! diz o comprador. Mas se gloria ao se retirar.
15 ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ଯବାନ୍ ଅଟେ।
15 Há ouro, há pérola em abundância; jóia rara é a boca sábia.
16 ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେ କହେି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।
16 Toma-lhe a roupa, porque ele respondeu por outrem; exige dele um penhor em proveito dos estranhos.
17 ମିଥ୍ଯା ଅର୍ଜିତ ଆହାର ମନୁଷ୍ଯକୁ ମିଠା ଲାଗେ। ମାତ୍ର ପଛ ରେ ତା'ର ପାଟି ଗୋଡ଼ି ରେ ପୂର୍ଣ୍ଣ ହବେ।
17 Saboroso é para o homem o pão defraudado, mas depois terá a boca cheia de cascalhos.
18 ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।
18 Os projetos triunfam pelo conselho; é com prudência que deve ser dirigida a guerra.
19 ଯେ ଖଚୁଆ ହାଇେ ବୁଲେ, ସେ ଗୁପ୍ତକଥା ପ୍ରକାଶ କରେ। ଏଥିପାଇଁ ତା' ସଙ୍ଗେ କୌଣସି ପ୍ରକାର ସମ୍ବନ୍ଧ ରଖ ନାହିଁ। ଯେ ଗପିବାକୁ ଭଲ ପାଏ।
19 O mexiriqueiro trai os segredos: não te familiarizes com um falador.
20 ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘାରେ ଅନ୍ଧକାର ରେ ତା'ର ପ୍ରଦୀପ ଲିଭିୟିବ।
20 Quem amaldiçoa seu pai ou sua mãe {verá} apagar-se sua luz no meio de densas trevas.
21 ଧନ ସମ୍ପତ୍ତି ହଠାତ୍ ମିଳିପା ରେ ଓ ସହଜ ରେ ଲାଭ ହୁଏ, ପୁଣି ଶଷେ ରେ ଆଶୀର୍ବାଦୟୁକ୍ତ ହବେ ନାହିଁ।
21 Herança muito depressa adquirida no princípio não será abençoada no fim.
22 ମୁଁ ତାଙ୍କୁ ଫରୋଇ ଦବେି ଏହିପରି ଚିନ୍ତା କର ନାହିଁ, ଯଦି କହେି କିଛି ତୁମ୍ଭ ବିରୁଦ୍ଧ ରେ କରେ, ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କର, ସେ ତୁମ୍ଭକୁ ଉଦ୍ଧାର କରିବେ।
22 Não digas: Eu me vingarei! Coloca tua esperança no Senhor, ele te salvará.
23 ଲୋକମାନଙ୍କୁ ଓଜନ ଓ ମାପ ରେ ଠକି ସଦାପ୍ରଭୁଙ୍କ ଘୃଣାର ବିଷଯ, ଅର୍ଥାତ ଦଣ୍ଡି ରେ ଠକିବା ନିତାନ୍ତ ଖରାପ।
23 Ter dois pesos é abominação para o Senhor; uma balança falsa não é coisa boa.
24 ସଦାପ୍ରଭୁଙ୍କଠାରୁ ମନୁଷ୍ଯର ପାଦଗତି ହୁଏ, ତେଣୁ ମନୁଷ୍ଯ ଆପଣା ବାଟ ଠିକ୍ ରୂପେ ବୁଝିପା ରେ ନାହିଁ।
24 O Senhor é quem dirige os passos do homem: como poderá o homem compreender seu caminho?
25 ବିନା ଚିନ୍ତା କରି ପ୍ରତିଜ୍ଞା କଲେ ଏହା ଭୟଜନକ ଅଟେ, ମୁଁ ଏହି ଉପହାର ପରମେଶ୍ବରଙ୍କୁ ଉତ୍ସର୍ଗ କରିବ। ଏବଂ ତା'ପ ରେ ସହେି ପ୍ରତିଜ୍ଞା ପୁନଃବିଚାର କରାୟାଏ।
25 É um laço dizer inconsideradamente: Consagrado! e não refletir antes de ter emitido um voto.
26 ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ଯରୁ ଅଗାଡ଼ି ଅଲଗା କଲାପରି ତା' ଉପ ରେ ସେ ଚକ୍ର ବୁଲାଏ।
26 O rei sábio joeira os ímpios, faz passar sobre eles a roda.
27 ମନୁଷ୍ଯର ଆତ୍ମା ସଦାପ୍ରଭୁଙ୍କ ପାଇଁ ପ୍ରଦୀପପରି ଏହା ଆତ୍ମାର ସମସ୍ତ ଅନ୍ତରାଳ ବିଷଯ ପରିପ୍ରକାଶ କରେ।
27 O espírito do homem é uma lâmpada do Senhor: ela penetra os mais íntimos recantos das entranhas.
28 ଦୟା ଓ ସତ୍ଯତା ରାଜାଙ୍କୁ ରକ୍ଷା କରେ। ପୁଣି ଦୟାଦ୍ବାରା ତାହାର ସିଂହାସନ ସ୍ଥିର ହୁଏ।
28 Bondade e fidelidade montam guarda ao rei; pela justiça firma-se seu trono.
29 ୟୁବକମାନଙ୍କ ବଳ ସମାନଙ୍କେର ଭୂଷଣ। ବୃଦ୍ଧମାନଙ୍କର ପକ୍ବ କେଶ ସମାନଙ୍କେର ଶାେଭା।
29 A força é o ornato dos jovens; o ornamento dos anciãos são os cabelos brancos.
30 ଅସତ ମାର୍ଗ କ୍ଷତିଜନକ ପ୍ରହାର ରେ ପରିଷ୍କାର କରେ, ଆଘାତ ନିଜ ଅନ୍ତରାଳଯକୁ ପ୍ରଭାବିତ କରେ।
30 A ferida sangrenta cura o mal; também os golpes, no mais íntimo do corpo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 20, comparar traduções ou montar um estudo — tudo direto pelo WhatsApp.