Provérbios 19
Oriya Bible (GL_ORIYA) vs NVT
1 ଗରିବ ହେଲେ ମଧ୍ଯ ସେ ସାଧୁତା, ସେ ମୂର୍ଖ, ମିଛୁଆ, ଠକଠାରୁ ନିଶ୍ଚିତ ଭଲ।
1 É melhor ser pobre e honesto que ser desonesto e tolo.
2 ଜ୍ଞାନହୀନ ଜୀଜ୍ଞାଷୁ ହବୋର ଭଲ ନୁହେଁ। ଯେଉଁମାନେ ହଠାତ୍ ପ୍ରବେଶ କରନ୍ତି ଭୁଲ କରିବସନ୍ତି।
2 De nada adianta o entusiasmo sem conhecimento; a pressa resulta em escolhas erradas.
3 ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।
3 O insensato arruína a própria vida e depois se ira contra o S
4 ଧନ ବହୁମିତ୍ର ଲାଭ କରେ, ମାତ୍ର ଦରିଦ୍ରତା ବନ୍ଧୁ ନାଶ କରେ।
4 A riqueza atrai muitos que se dizem amigos, mas a pobreza afasta todos eles.
5 ଯେଉଁ ଲୋକ ଅନ୍ୟ ବିରୁଦ୍ଧ ରେ ମିଥ୍ଯା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କ ହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ।
5 A testemunha falsa não ficará sem castigo; o mentiroso também não escapará.
6 ଅନକେ ଲୋକ ବଦାନ୍ଯ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରେତ୍ୟକକ ଲୋକ ସହେି ଲୋକର ବନ୍ଧୁ ହୁଅନ୍ତି ୟିଏ ଉପହାର ଦିଏ।
6 Muitos buscam o favor de quem governa; todos querem ser amigos daquele que dá presentes.
7 ଦରିଦ୍ର ଲୋକଙ୍କୁ ତା'ର ପରିବାର ମଧ୍ଯ ଭଲ ପାଏ ନାହିଁ। ତା'ର ମିତ୍ରମାନେ ତାଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସମାନଙ୍କେର ସାହାୟ୍ଯ ପାଇଁ ଭିକ୍ଷା କରେ, କିନ୍ତୁ ସମାନେେ ତା'ର ନିକଟକୁ ୟାଆନ୍ତି ନାହିଁ।
7 Se até os parentes do pobre o desprezam, quanto mais seus amigos o evitarão! Ainda que o pobre suplique, eles todos o abandonam.
8 ଯଦି ଜଣେ ଲୋକ ତା ନିଜକୁ ଅଧିକ ଭଲ ପାଏ, ସେ କଠିନ ପରିଶ୍ରମ କରି ଜ୍ଞାନୀ ହବେ। ଯେ ବିବଚେନା ପାଇଁ କଠିନ ପରିଶ୍ରମ କରେ, ସେ ପୁରସ୍କାର ପାଇବ।
8 Quem adquire bom senso ama a si mesmo; quem dá valor ao entendimento prospera.
9 ମିଥ୍ଯା ସାକ୍ଷୀ ଦଣ୍ଡିତ ହବେ। ମିଥ୍ଯାବାଦୀ ଧ୍ବଂସ ପାଇବ।
9 A testemunha falsa não ficará sem castigo; o mentiroso será destruído.
10 ମୂର୍ଖ ଲୋକ କବେେ ହେଲେ ଧନୀ ହାଇପୋରିବ ନାହିଁ। ଯେପରି ଅଧିପତି ଉପ ରେ ଦାସର କତ୍ତୃର୍ତ୍ବ।
10 Não é certo o tolo viver no luxo nem o escravo governar sobre príncipes.
11 ମନୁଷ୍ଯର ସୁବୁଦ୍ଧି ତାହାକୁ କୋର୍ଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ୟ୍ଯ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ।
11 O sensato não perde a calma, mas conquista respeito ao ignorar as ofensas.
12 ରାଜାର କୋର୍ଧ ସିଂହର ଗର୍ଜ୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପ ରେ ଥିବା କାକର ତୁଲ୍ଯ।
12 A ira do rei é como o rugido do leão, mas seu favor é como o orvalho sobre a grama.
13 ମୂର୍ଖ ପୁତ୍ର ତା'ର ପିତାର ଦୁଃଖର କାରଣ ହବେ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।
13 O filho tolo é uma desgraça para o pai; a esposa briguenta é irritante como uma goteira.
14 ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।
14 Os pais deixam casas e riquezas como herança para os filhos, mas apenas o S
15 ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।
15 O preguiçoso dorme profundamente, mas sua apatia o leva a passar fome.
16 ଆଜ୍ଞା ପାଳନକାରୀ ଆପଣା ପ୍ରାଣ ରକ୍ଷା କରେ। ମାତ୍ର ଆପଣା ପଥ ବିଷଯ ରେ ଯେ ଅସାବଧାନ ହୁଏ, ସେ ମରିବ।
16 Quem guarda os mandamentos preserva a vida; quem os despreza morrerá.
17 ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶାଧେ କରିବେ।
17 Quem ajuda os pobres empresta ao S enhor ; ele o recompensará.
18 ଅପାଣା ପୁତ୍ରକୁ ଶାସନ କର, କାରଣ ଭରସା ଅଛି। ଯଦି ତୁମ୍ଭେ ଏହା କରିବ ନାହିଁ, ତୁମ୍ଭେ ତା'ର ବିନାଶର କାରଣ ହବେ।
18 Discipline seus filhos enquanto há esperança; do contrário, você destruirá a vida deles.
19 ଅତି ରାଗୀ ଲୋକ ଶାସ୍ତି ଭୋଗ କରିବ। ଯେ ହତେୁ ତୁମ୍ଭେ ତାକୁ ଥରେ ଉଦ୍ଧାର କଲେ ତାହା ତୁମ୍ଭକୁ ପୁନର୍ବାର କରିବାକୁ ହବେ।
19 A pessoa que se ira facilmente deve sofrer as consequências; se você a livrar uma vez, terá de fazê-lo novamente.
20 ଶଷୋବସ୍ଥା ରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।
20 Obtenha todo conselho e instrução que puder, e você será sábio para o resto da vida.
21 ମନୁଷ୍ଯର ମନ ରେ ନାନାପ୍ରକାର ଯୋଜନା ଥାଏ। ମାତ୍ର ସଦାପ୍ରଭୁଙ୍କର ଇଚ୍ଛା ପ୍ରକାଶ ହବେ।
21 É da natureza humana fazer planos, mas o propósito do S
22 ଜଣେ ଲୋକ ତାଙ୍କର ବିଶ୍ବାସ ଜରିଆ ରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ଯାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ ରେଷ୍ଠ। ୟିଏ ଯାହାକୁ ବିଶ୍ବାସ କରାୟାଇପା ରେ ନାହିଁ।
22 A lealdade torna a pessoa cativante; é melhor ser pobre que desonesto.
23 ସଦାପ୍ରଭୁ ବିଷଯକ ଭୟ ଜୀବନଦାୟକ, ତାହା ଯେଉଁ ଲୋକଠା ରେ ଥାଏ, ସେ ଶାନ୍ତି ରେ ବାସ କରିପାରିବ। ବିପଦ ତା'ର ନିକଟରେ ୟାଇ ପାରିବ ନାହିଁ।
23 O temor do S enhor conduz à vida; dá segurança e proteção contra o mal.
24 ଅଳସୁଆ ଆପଣା ଥାଳି ରେ ହାତ ବୁଡ଼ାଇଲେ ଆଉଥରେ ତା'ର ମୁହଁକୁ ନବୋକୁ ଇଚ୍ଛା କରେ ନାହିଁ।
24 O preguiçoso pega a comida na mão, mas não se dá o trabalho de levá-la à boca.
25 ନିନ୍ଦକକୁ ପ୍ରହାର କଲେ, ନିର୍ବୋଧ ଲୋକ ସତର୍କତା ଶିକ୍ଷା କରିବ। ଯଦି ତୁମ୍ଭେ ବୁଦ୍ଧିମାନ୍ ବ୍ଯକ୍ତିକୁ ଭର୍ତ୍ସନା କରିବ, ସେ ଅଧିକ ଶିକ୍ଷା ଲାଭ କରିବ।
25 Se você castigar o zombador, o ingênuo aprenderá uma lição; se corrigir o sábio, ele se tornará ainda mais sábio.
26 ଯେଉଁ ପୁତ୍ର ଆପଣା ପିତାର ଧନ ଚେୀରୀ କରେ ଏବଂ ଆପଣା ମାତାକୁ ତଡ଼ିଦିଏ ଗୋଟିଏ ଲଜ୍ଜ୍ଯାକର ଓ ଅପମାନ ଜନକ ପୁତ୍ର ଅଟେ।
26 O filho que maltrata o pai ou manda embora a mãe causa vergonha e desonra pública.
27 ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ବିଚ୍ଯୁତ କରେ, ତାହା ଶୁଣିବାରୁ ନିବୃତ୍ତ ହୁଅ।
27 Meu filho, se você deixar de ouvir a instrução, dará as costas para o conhecimento.
28 ପାଷାଣ୍ଡ ସାକ୍ଷୀ ନ୍ଯାଯ ବିଚାରକୁ ନିନ୍ଦା କରେ ଏବଂ ଦୁଷ୍ଟ ଲୋକର ମୁଖମଣ୍ଡଳ ଅନିଷ୍ଟ ରେ ପରିପୂର୍ଣ୍ଣ।
28 A testemunha corrupta zomba da justiça; a boca do perverso devora o mal.
29 ନିନ୍ଦୁକମାନଙ୍କ ପାଇଁ ଦଣ୍ଡାଜ୍ଞା ଓ ମୂର୍ଖମାନଙ୍କ ପିଠି ପାଇଁ ପ୍ରହାର ପ୍ରସ୍ତୁତ କରେ।
29 O castigo está preparado para os zombadores, assim como o açoite para as costas dos tolos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 19, comparar traduções ou montar um estudo — tudo direto pelo WhatsApp.