Provérbios 17

Oriya Bible (GL_ORIYA) vs VC

Sair da comparação
VC Versão Católica
1 ବିବାଦୟୁକ୍ତ ଭୋଜି ରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।
1 Mais vale um bocado de pão seco, com a paz, do que uma casa cheia de carnes, com a discórdia.
2 ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜ୍ଯାଜନକ ପୁତ୍ର ଉପ ରେ କତ୍ତୃର୍ତ୍ବ କରେ। ପୁଣି ଭାଇମାନଙ୍କ ସଙ୍ଗ ରେ ସମ୍ପତ୍ତି ବାଣ୍ଟ ପାଏ।
2 Um escravo prudente vale mais que um filho desonroso, e partilhará da herança entre os irmãos.
3 ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।
3 Um crisol para a prata, um forno para o ouro; é o Senhor, porém, quem prova os corações.
4 କୁକ୍ରିଯାକାରୀ ଲୋକ ଦୁଷ୍ଟ କଥା ଶୁଣେ। ପୁଣି ମିଥ୍ଯାବାଦୀ ଅନ୍ୟ ଲୋକର ମିଥ୍ଯା ରେ କର୍ଣ୍ଣପାତ କରେ।
4 O mau dá ouvidos aos lábios iníquos; o mentiroso presta atenção à língua perniciosa.
5 ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
5 Aquele que zomba do pobre insulta seu criador; quem se ri de um infeliz não ficará impune.
6 ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସମାନଙ୍କେ ପିତୃଗଣ।
6 Os filhos dos filhos são a coroa dos velhos, e a glória dos filhos são os pais.
7 ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସହେିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।
7 Uma linguagem elevada não convém ao néscio, quanto mais, a um nobre, palavras mentirosas.
8 ଗୋଟିଏ ଉତ୍କୋଚ ଗୋଟିଏ ୟାଦୁ ପଥର ପରି, ଏହା ଜଣେ ଦଇେଥିବାର ଆଖି ରେ ଅଟେ, ସେ ଯେଉଁ ଦିଗ ରେ ଘୂ ରେ, ସେ କୃପାଲାଭ କରେ।
8 Um presente parece uma gema preciosa a seu possuidor; para qualquer lado que ele se volte, logra êxito.
9 ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତବେେ ସେ ତୁମ୍ଭର ବନ୍ଧୁ ହବେ। ମାତ୍ର ତା'ର ଦୋଷକୁ ଯବେେ ତୁମ୍ଭେ ମନେ ପକାଇବ, ତବେେ ତୁମ୍ଭର ବନ୍ଧୁତ୍ବ ନଷ୍ଟ ହବେ।
9 Aquele que dissimula faltas promove amizade; quem as divulga, divide amigos.
10 ମୂର୍ଖକୁ ଶ ହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁୟୋଗ ଅଧିକ କାଟେ।
10 Uma repreensão causa mais efeito num homem prudente do que cem golpes num tolo.
11 ଦୁର୍ଜନ କବଳେ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦବୋ ପାଇଁ ଜଣେ କଠାେର ହୃଦଯ ଦୂତକୁ ପଠାୟିବ।
11 O perverso só busca a rebeldia, mas será enviado contra ele um mensageiro cruel.
12 ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ଯକୁ ପେଛ ଭଟେୁ ମାତ୍ର ନିଜ ଅଜ୍ଞାନନା ରେ ମଗ୍ନ ମୂର୍ଖ ନ ଭଟେୁ।
12 Antes encontrar uma ursa privada de seus filhotes do que um tolo em crise de loucura.
13 ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।
13 A desgraça não deixará a casa daquele que retribui o mal pelo bem.
14 ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।
14 Começar uma questão é como soltar as águas; desiste, antes que se exaspere a disputa.
15 ଯେ ଦୁଷ୍ଟକୁ ନିର୍ ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୃଢ଼ ହିଁ ସଦାପ୍ରଭୁଙ୍କଠା ରେ ସମାନ ଭାବେ ଘୃଣିତ।
15 Quem declara justo o ímpio e perverso o justo, ambos desagradam ao Senhor.
16 ଜ୍ଞାନ କ୍ରଯ କରିବା ନିମନ୍ତେ ମୂର୍ଖ ହାତ ରେ ଧନ ଥିଲେ ତାହା ମୂଲ୍ଯହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳ ରେ ଜ୍ଞାନ କ୍ରଯ କରିପା ରେ ନାହିଁ।
16 Para que serve o dinheiro na mão do insensato? Para comprar a sabedoria? Ele não tem critério.
17 ବନ୍ଧୁ ସର୍ବଦା ପ୍ ରମେ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।
17 O amigo ama em todo o tempo: na desgraça, ele se torna um irmão.
18 ନିର୍ ବୋଧ ଲୋକ ହାତ ଦଇେ ଆପଣା ପ୍ରତିବେଶୀ ସାକ୍ଷାତ ରେ ଲଗା ହୁଏ।
18 É destituído de senso o que aceita compromissos e que fica fiador para seu próximo.
19 ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେ କହେି ଆପଣା ଦ୍ବାର ଉଚ୍ଚ କରେ, ସେ ବିନାଶ ଖୋଜେ।
19 O que ama as disputas ama o pecado; quem ergue sua porta busca a ruína.
20 ଯାହାର ହୃଦଯ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ଯ ଖରାପ ସେ ବିପଦ ରେ ପଡ଼େ।
20 O homem de coração falso não encontra a felicidade; o de língua tortuosa cai na desgraça.
21 ମୂର୍ଖର ଜନ୍ମଦାତା ଆପଣାର ଶାେକ ସଞ୍ଚଯ କରେ, ଏବଂ ମୃଢର ପିତା ଆନନ୍ଦ ପାଇବ ନାହିଁ।
21 Quem gera um tolo terá desventura; nem alegria terá o pai de um imbecil.
22 ଆନନ୍ଦିତ ହୃଦଯ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅଗ୍ନି ସବୁକୁ ଶୁଷ୍କ କରେ।
22 Coração alegre, bom remédio; um espírito abatido seca os ossos.
23 ଦୁଷ୍ଟ ଲୋକ ନ୍ଯାଯରୁ ବଞ୍ଚିବାକୁ ଲୁଚଇେ କରି ଉତ୍କୋଚ ନିଏ।
23 O ímpio aceita um presente ocultamente para desviar a língua da justiça.
24 ବୁଦ୍ଧିମାନର ସମ୍ମୁଖ ରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତ ରେ ଥାଏ।
24 Ante o homem prudente está a sabedoria; os olhos do insensato vagueiam até o fim do mundo.
25 ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।
25 Um filho néscio é o pesar de seu pai e a amargura de quem o deu à luz.
26 ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦବୋ କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦବୋ ଯଥାର୍ଥ ନୁହେଁ।
26 Não convém chamar a atenção do justo e ferir os homens honestos por causa de sua retidão.
27 ଯେ ଅଳ୍ପ କଥା କ ହେ, ତାହାର ଜ୍ଞାନ ଥାଏ। ଯାହାର ଶାନ୍ତ ଆତ୍ମା ସେ ବୁଦ୍ଧିମାନ।
27 O que mede suas palavras possui a ciência; quem é calmo de espírito é um homem inteligente.
28 ଅଜ୍ଞାନମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।
28 Mesmo o insensato passa por sábio, quando se cala; por prudente, quando fecha sua boca.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 17, comparar traduções ou montar um estudo — tudo direto pelo WhatsApp.