Provérbios 16
Oriya Bible (GL_ORIYA) vs NVT
1 ମନୁଷ୍ଯ କଳ୍ପନା କରେ। କିନ୍ତୁ ନିର୍ଣ୍ଣଯ ସଦାପ୍ରଭୁଙ୍କ ପାଖରୁ ଆ ସେ।
1 É da natureza humana fazer planos, mas a resposta certa vem do S
2 ଜଣେ ଲୋକ ଭାବେ ସେ ଯାହା କହୁଛି, ତାହା ଠିକ୍। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ପରୀକ୍ଷା କରନ୍ତି।
2 Ainda que as pessoas se considerem puras, o S
3 ସଦାପ୍ରଭୁଙ୍କଠା ରେ ତୁମ୍ଭର ସମସ୍ତ କାର୍ୟ୍ଯ ସମର୍ପଣ କର। ତବେେ ତୁମ୍ଭେ ସବୁ କାର୍ୟ୍ଯ ରେ ଜଯୟୁକ୍ତ ହବେ।
3 Confie ao S enhor tudo que você faz, e seus planos serão bem-sucedidos.
4 ସଦାପ୍ରଭୁ ପ୍ରେତ୍ୟକକ ବିଷଯକୁ ତହିଁର ନିଜ ଉଦ୍ଦେଶ୍ଯ ସାଧନ ନିମନ୍ତେ କରିଅଛନ୍ତି। ସଦାପ୍ରଭୁଙ୍କ ବିଚାର ରେ ଦୁଷ୍ଟମାନେ ବିନାଶ ହବେେ।
4 O S enhor fez tudo com propósito, até mesmo o perverso para o dia da calamidade.
5 ସଦାପ୍ରଭୁ ସହେିମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଭାବନ୍ତି ସେ ସମସ୍ତଙ୍କଠାରୁ ଶ୍ ରେଷ୍ଠତର। ସଦାପ୍ରଭୁ ଏହିପରି ଗର୍ବୀ ଲୋକମାନଙ୍କୁ ନିଃସନ୍ଦହେ ରେ ଦଣ୍ଡିତ କରିବେ।
5 Os orgulhosos são detestáveis para o S enhor ; certamente serão castigados.
6 ଦୟା ଓ ସତ୍ଯତା ରେ ପାପର ପ୍ରାଯଶ୍ଚିତ ହୁଏ। ସଦାପ୍ରଭୁ ବିଷଯକ ଭୟ ଦ୍ବାରା ମନୁଷ୍ଯମାନେ କୁକ୍ରିଯା ତ୍ଯାଗ କରନ୍ତି।
6 Amor e fidelidade fazem expiação pelo pecado; o temor do S
7 ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
7 Quando a vida de uma pessoa agrada o S enhor , até seus inimigos vivem em paz com ela.
8 ଅନ୍ଯାଯ ରେ ପ୍ରଚୁର ରୋଜଗାର, ଧାର୍ମିକତା ରେ ଅଳ୍ପ ରୋଜଗାର ହିଁ ଭଲ ଅଟେ।
8 É melhor ter pouco com justiça que ser rico com desonestidade.
9 ମନୁଷ୍ଯର ମନ ଆପଣାର ପଥ ବିଷଯ ରେ କଳ୍ପନା କରେ, ମାତ୍ର ସଦାପ୍ରଭୁ ତାହାର ଚାଲିବାକୁ ନିର୍ଦ୍ଦେଶ କରନ୍ତି।
9 É da natureza humana fazer planos, mas é o S
10 ଯେତବେେଳେ ରାଜା ଯାହା କହନ୍ତି ତାହା ନିଯମ ହାଇୟୋଏ। ତେଣୁ ତା'ର ବିଚାର ସ୍ବଚ୍ଛ ହବୋ ଉଚିତ୍।
10 As decisões do rei têm grande autoridade; ele nunca deve julgar de modo injusto.
11 ଓଜନ ଓ ଦଣ୍ଡି ସଦାପ୍ରଭୁଙ୍କର ଅଟେ, କିନ୍ତୁ ସଦାପ୍ରଭୁ ଯାହା ଓଜନ ପାଇଁ ବ୍ଯବହାର କରିବାକୁ ବଟକରାସବୁ ତିଆରି କଲେ।
11 O S enhor exige balanças e pesos exatos; ele determina os padrões da imparcialidade.
12 କୁକର୍ମ କରିବା ରାଜାଙ୍କ ନିମନ୍ତେ ଘୃଣାର ବିଷଯ, ଯେ ହତେୁ ଧାର୍ମିକତା ରେ ସିଂହାସନ ସ୍ଥିରୀକୃତ ହୁଏ।
12 A maldade é detestável para o rei, pois seu governo é estabelecido sobre a justiça.
13 ଧର୍ମୟୁକ୍ତ କଥା ରାଜାଙ୍କ ପାଇଁ ତୁଷ୍ଟିକର। ସମାନେେ ଯଥାର୍ଥ କରନ୍ତି ଯେଉଁମାନେ ପ୍ ରମେ କରନ୍ତି।
13 O rei se agrada de palavras que vêm de lábios justos e ama quem fala o que é certo.
14 ରାଜାଙ୍କର କୋରଧ ମୃତ୍ଯୁର ଦୂତପରି। ମାତ୍ର ଜ୍ଞାନୀଲୋକ ତାହା ଶାନ୍ତ କରେ।
14 A ira do rei é como uma sentença de morte, mas o sábio procura acalmá-lo.
15 ରାଜାର ପ୍ରସନ୍ନ ବଦନ ରେ ଜୀବନ ଥାଏ। ତାଙ୍କର ଅନୁଗ୍ରହ ଶଷେ ବର୍ଷାର ମେଘସ୍ବରୂପ।
15 Quando o rei sorri, há vida; seu favor refresca como chuva de primavera.
16 ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।
16 É melhor adquirir sabedoria que ouro, e é melhor obter discernimento que prata.
17 ଧାର୍ମିକ ଲୋକମାନଙ୍କର ଚଳଣି ଅଧର୍ମର ବହୁତ ଦୂର ରେ। ଯେଉଁ ଲୋକ ଆପଣା ପଥ ଜଗି ଚାଲେ, ସେ ଆପଣା ପ୍ରାଣ ରକ୍ଷା କରେ।
17 O caminho dos justos os afasta do mal; quem segue esse caminho está seguro.
18 ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।
18 O orgulho precede a destruição; a arrogância precede a queda.
19 ଅହଙ୍କାରୀମାନଙ୍କ ସହିତ ଲୁଟିତ ଦ୍ରବ୍ଯ ଭାଗ କରିବା ଅପେକ୍ଷା ଦରିଦ୍ରତାର ସହିତ ନମ୍ର ହବୋ ଭଲ।
19 É melhor viver humildemente com os pobres que repartir o despojo com os orgulhosos.
20 ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କରେ, ସେ ସାଫଲ୍ଯ ଅର୍ଜନ କରେ। ପୁଣି ସହେି ଲୋକ ଧନ୍ଯ ଯେ ସଦାପ୍ରଭୁଙ୍କଠା ରେ ନିର୍ଭର କରେ।
20 Quem ouve a instrução prospera; quem confia no S
21 କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣିପାରିବେ। ବାକ୍ଯର ମିଷ୍ଟତା ପାଣ୍ଡିତ୍ଯ ବଢ଼ାଏ।
21 O sábio é conhecido por seu discernimento; palavras agradáveis são convincentes.
22 ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।
22 A sensatez é fonte de vida para quem a possui, mas é desperdício disciplinar os insensatos.
23 ଜ୍ଞାନବାନର ହୃଦଯ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ଯ ପାଣ୍ଡିତ୍ଯ ବଢ଼ାଏ।
23 Da mente sábia vêm conselhos sábios; as palavras dos sábios são convincentes.
24 ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ।
24 Palavras bondosas são como mel: doces para a alma e saudáveis para o corpo.
25 ମନୁଷ୍ଯର ଦୃଷ୍ଟି ରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ଯୁ ରେ ହିଁ ଶଷେ ହୁଏ।
25 Há caminhos que a pessoa considera corretos, mas acabam levando à estrada da morte.
26 ପରିଶ୍ରମକାତର କ୍ଷୁଧା ତାକୁ ପରିଶ୍ରମ କରିବାକୁ ବାଧ୍ଯ କରେ। ତା'ର ଭୋକିଲା ପାଟି କଠିନ ପରିଶ୍ରମ ପାଇଁ ଅଭିୟାନ କରନ୍ତି।
26 É bom que os trabalhadores tenham apetite; o estômago vazio os impulsiona.
27 ପାପାଧାମ ଲୋକ ଅନିଷ୍ଟ କଳ୍ପନା କରେ। ଏବଂ ତାହାର ବାକ୍ଯଗୁଡ଼ିକ ଅଗ୍ନିପରି ଜଳେ।
27 A pessoa sem caráter cria problemas; suas palavras são fogo destruidor.
28 କୁଟିଳ ମନୁଷ୍ଯ ବିବାଦ ବୁଣେ। କାନକୁହା ଲୋକମାନେ ବନ୍ଧୁତ୍ବ ନଷ୍ଟ କରନ୍ତି।
28 O perverso semeia discórdia; o difamador separa até os melhores amigos.
29 ଅତ୍ଯାଚାରୀ ଆପଣା ମିତ୍ରଗଣକୁ ଭୁଲିୟାଏ। ଏବଂ ପ୍ରତିବେଶୀକୁ କୁପଥରେ କଢ଼ାଇ ନିଏ।
29 A pessoa violenta engana os companheiros e os leva para o mau caminho.
30 ଯେଉଁ ଲୋକ ଆପଣା ଆଖି ମିଞ୍ଜି ମିଞ୍ଜି କରେ, ସେ କୁଟିଳ ବିଷଯ କଳ୍ପନା କରେ, ଏବଂ ଯେ ଆପଣା ଓଷ୍ଠ ଜାବୁଡ଼ି ଧ ରେ, ମନ୍ଦକର୍ମ ସିଦ୍ଧ କରୁଥାଏ।
30 Com olhos semicerrados as pessoas tramam o mal; com sorriso malicioso o põem em prática.
31 ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।
31 Os cabelos brancos são coroa de glória, para quem andou nos caminhos da justiça.
32 ଯେ କୋରଧ ରେ ଧୀର, ସେ ବୀର ଅପେକ୍ଷା ଶ୍ ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପ ରେ କତ୍ତୃର୍ତ୍ବ କରେ, ସେ ନଗର ବିଜଯୀଠାରୁ ଭଲ।
32 É melhor ser paciente que poderoso; é melhor ter autocontrole que conquistar uma cidade.
33 ନିଷ୍ପତ୍ତି ପାଇଁ ଗୁଳିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆ ସେ।
33 As pessoas podem lançar as sortes, mas quem determina o resultado é o S
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Provérbios 16, comparar traduções ou montar um estudo — tudo direto pelo WhatsApp.