Provérbios 14

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳ ରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା'ର ଅଜ୍ଞାନତା ରେ ସ୍ବହସ୍ତ ରେ ତା'ର ଗୃହକୁ ଧ୍ବଂସ କରେ।
1 A mulher sábia edifica o lar, mas a insensata o destrói com as próprias mãos.
2 ଯେଉଁ ଜନ ଆପଣା ସରଳତା ରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ। ମାତ୍ର ଅସାଧୁ ଲୋକ ସଦାପ୍ରଭୁଙ୍କୁ ଘୃଣା କରେ।
2 Quem anda pelo caminho reto teme o S enhor ; quem escolhe estradas tortuosas o despreza.
3 ଅଜ୍ଞାନର କଥା ସର୍ବଦା ସମସ୍ଯା ଆଣେ। କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।
3 A conversa arrogante do insensato se torna uma vara que o castiga, mas as palavras do sábio o protegem.
4 ଯଦି ଗୋରୁଗୁଡ଼ିକ ସଠାେ ରେ ନାହାନ୍ତି, କାର୍ୟ୍ଯ ପାଇଁ ଶସ୍ଯ ଘର ଶୂନ୍ଯ ଅଟେ। ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।
4 Um estábulo sem bois permanece limpo, mas é a força do boi que provê a colheita farta.
5 ବିଶ୍ବସ୍ତ ସାକ୍ଷୀ ମିଥ୍ଯା କ ହେ ନାହିଁ। ମାତ୍ର ମିଥ୍ଯାବାଦୀ ସାକ୍ଷୀ ମିଥ୍ଯାଚରଣ କରେ।
5 A testemunha honesta não mente; a testemunha falsa respira mentiras.
6 ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ। ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ଯା ସହଜ ଅଟେ।
6 O zombador procura sabedoria e nunca a encontra, mas para o que tem discernimento o conhecimento vem fácil.
7 ମୂର୍ଖ ଲୋକର ବନ୍ଧୁ ହୁଅ ନାହିଁ। ତା'ଠାରୁ ଶିକ୍ଷା ପାଇବାକୁ କିଛି ନ ଥାଏ।
7 Afaste-se do tolo, pois em seus lábios não achará conhecimento.
8 ଚତୁର ଲୋକମାନେ ଜ୍ଞାନୀ, କାରଣ ସମାନେେ ଯେପରି ଭାବରେ ରହନ୍ତି, ସପରେି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସହେି କଥା ଭାବନ୍ତି।
8 O prudente sabe para onde vai, mas os insensatos enganam a si mesmos.
9 ଅଜ୍ଞାନୀମାନେ ଦୋଷକୁ କୌତୁକ ବୋଲି ଗ୍ରହଣ କରନ୍ତି। ମାତ୍ର ସରଳ ଲୋକମାନଙ୍କ ନିକଟରେ ଅନୁଗ୍ରହ ଥାଏ।
9 Os insensatos zombam da própria culpa, mas os justos a reconhecem e buscam reconciliação.
10 ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।
10 Cada coração conhece sua própria amargura, e ninguém pode compartilhar de toda a sua alegria.
11 ଦୁଷ୍ଟମାନଙ୍କର ଗୃହ ନିପାଦ ହବେ। ମାତ୍ର ସରଳ ଲୋକମାନଙ୍କର ଗୃହ ଉନ୍ନତ ହବେ।
11 A casa dos perversos será destruída, mas a tenda dos justos florescerá.
12 ମନୁଷ୍ଯର ଦୃଷ୍ଟି ରେ ଯେ କୌଣସି ପଥ ସରଳ ଦଖାୟୋଏ ତାହା ଶଷେ ରେ ମୃତ୍ଯୁର ପଥ ହାଇେଥାଏ।
12 Há caminhos que a pessoa considera corretos, mas que acabam levando à estrada da morte.
13 ଏପରିକି ହସୁଥିବା ବେଳେ ହୃଦଯ ବ୍ଯଥା କରିପା ରେ ଏବଂ ଖୁସିର ସମାପ୍ତି ଦୁଃଖର ହାଇପୋ ରେ।
13 O riso pode esconder o coração aflito, mas, quando a alegria se extingue, a dor permanece.
14 ଦୁଷ୍ଟ ଲୋକମାନେ ତାଙ୍କର କର୍ମଫଳ ଅନୁସାରେ ଦଣ୍ଡ ଭୋଗ କରିବେ। ମାତ୍ର ଧାର୍ମିକ ଲୋକେ ତାଙ୍କର ଉତ୍ତମ କାର୍ୟ୍ଯ ପାଇଁ ପୁରସ୍କୃତ ହବେେ।
14 O desleal recebe o que merece, mas a pessoa de bem é recompensada.
15 ନିର୍ ବୋଧ ଯାହାସବୁ ଶୁଣେ, ବିଶ୍ବାସ କରେ। ମାତ୍ର ଜ୍ଞାନୀମାନେ ପ୍ରେତ୍ୟକକ କଥାକୁ ଅନୁଶୀଳନ କରନ୍ତି।
15 O ingênuo acredita em tudo que ouve; o prudente examina seus passos com cuidado.
16 ଜ୍ଞାନୀ ଲୋକମାନେ ସଦାପ୍ରଭୁଙ୍କୁ ସମ୍ମାନ କରନ୍ତି ଏବଂ କୁକର୍ମକୁ ଘୃଣା କରନ୍ତି। ମାତ୍ର ଅଧାର୍ମିକମାନେ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
16 O sábio é cauteloso e evita o perigo; o tolo confia demais em si mesmo e se precipita.
17 ଜଣେ ୟିଏ ହଠାତ୍ କୋରଧିତ ହୁଏ, ମୂର୍ଖାମୀର କାର୍ୟ୍ଯ କରେ, କିନ୍ତୁ ଜଣେ ବ୍ଯକ୍ତି ୟିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।
17 Quem se ira com facilidade faz coisas tolas; quem trama o mal é odiado.
18 ଅନଭିଜ୍ଞ ଲୋକମାନେ ନିର୍ବୋଧ ହାଇେ ରହିବେ। କିନ୍ତୁ ଜ୍ଞାନୀ ଲୋକମାନେ ଜ୍ଞାନ ରେ ବିଭୂଷିତ ହବେେ।
18 Os ingênuos são revestidos de insensatez, enquanto os prudentes são coroados de conhecimento.
19 ମନ୍ଦ ଲୋକମାନେ ଉତ୍ତମ ଲୋକମାନଙ୍କ ଆଗ ରେ ପରାସ୍ତ ହାଇେ ମଥାନତ କରିବେ ଏବଂ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କ ଆଗ ରେ ମଥାନତ କରିବେ।
19 Os maus se prostrarão diante dos bons; os perversos se curvarão à porta dos justos.
20 ଦରିଦ୍ର ଆପଣା ପ୍ରତିବେଶୀ ରେ ହିଁ ଘୃଣିତ ହୁଅନ୍ତି। ମାତ୍ର ଧନବାନର ଅନକେ ବନ୍ଧୁ ଥା'ନ୍ତି।
20 Os pobres são desprezados pelos vizinhos, enquanto os ricos têm muitos amigos.
21 ଯେଉଁଲୋକ ପ୍ରତିବେଶୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ଯ।
21 É pecado desprezar o próximo; feliz o que ajuda os pobres.
22 ଯେଉଁମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି, ସମାନେେ ପଥଭ୍ରଷ୍ଟ ହୁଅନ୍ତି। କିନ୍ତୁ ଯେଉଁମାନେ ଅନ୍ୟର ଭଲ ଚିନ୍ତା କରନ୍ତି ସଠାେ ରେ ସତ୍ଯ ଓ ଦୟା ଥାଏ।
22 Os que tramam fazer o mal se perdem, mas os que planejam fazer o bem encontram amor e fidelidade.
23 ପ୍ରେତ୍ୟକକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ଯକ୍ତି କବଳେ କଥା କହିବା ଚାଲୁରେଖ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗଇେ ନିଏ।
23 O trabalho árduo produz lucro, mas a conversa fiada leva à pobreza.
24 ଜ୍ଞାନୀମାନଙ୍କ ମୁକୁଟ ସମାନଙ୍କେର ଧନ, ପୁଣି ମୂର୍ଖମାନଙ୍କର ଅଜ୍ଞାନତା କବଳେ ଅଜ୍ଞାନତା।
24 A riqueza é coroa para os sábios, mas a insensatez dos tolos só resulta em mais insensatez.
25 ସତ୍ଯ ସାକ୍ଷୀ ତା'ର ପ୍ରାଣ ରକ୍ଷା କରେ। ମାତ୍ର ମିଥ୍ଯା ପ୍ରବଞ୍ଚନା ଜନକ।
25 A testemunha confiável salva vidas, mas a testemunha falsa é traidora.
26 ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।
26 Quem teme o S enhor está seguro; ele é refúgio para seus filhos.
27 ସଦାପ୍ରଭୁଙ୍କର ସମ୍ମାନ ଜୀବନର ଝର ସ୍ବରୂପ। ଏହା ମୃତ୍ଯୁର ଫାନ୍ଦରୁ ଲୋକଙ୍କୁ ରକ୍ଷା କରେ।
27 O temor do S enhor é fonte de vida; ajuda a escapar das armadilhas da morte.
28 ଅଧିକ ଜନସଂଖ୍ଯା ରାଜାଙ୍କର ଗୌରବ ଅଟେ। ପ୍ରଜାମାନଙ୍କର ଅଭାବ ରାଜାଙ୍କର ବିନାଶ ଆଣେ।
28 Uma população que cresce é a glória do rei, mas a falta de súditos é a ruína do príncipe.
29 ଯେ କୋରଧ ରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ୟିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।
29 Quem tem entendimento controla sua raiva; quem se ira facilmente demonstra grande insensatez.
30 ଶାନ୍ତ ଅନ୍ତଃକରଣ ଦହରେ ଜୀବନ ସ୍ବରୂପ, ପୁଣି ଇର୍ଷା ହାଡ଼ର କ୍ଷଯ ସ୍ବରୂପ।
30 O contentamento dá saúde ao corpo; a inveja é como câncer nos ossos.
31 ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ୟିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ଯକ୍ତି ହୁଏ।
31 Quem oprime o pobre insulta seu Criador, mas quem ajuda o necessitado honra a Deus.
32 ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।
32 O perverso é destruído por sua maldade, mas o justo encontra refúgio mesmo na hora da morte.
33 ଜ୍ଞାନ ବୁଦ୍ଧମାନର ହୃଦଯ ରେ ଥାଏ। ମାତ୍ର ମୂର୍ଖମାନଙ୍କ ମଧିଅରେ ଏହା ନ ଥାଏ।
33 A sabedoria é preservada no coração sensato; não
34 ଧାର୍ମିକତା ରାଜ୍ଯକୁ ଉନ୍ନତି ଆଣିଥାଏ, ମାତ୍ର ପାପ ଯେକୌଣସି ଦେଶର ଅପମାନ ଅଟେ।
34 A justiça engrandece a nação, mas o pecado é vergonha para qualquer povo.
35 ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର। ପୁଣି ଯେ ଲଜ୍ଜ୍ଯା ଜନ୍ମାଏ ତାହା ପ୍ରତି ସେ କୋରଧ କରନ୍ତି।
35 O rei se alegra em seus servos prudentes, mas se enfurece contra os que o envergonham.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 14, comparar traduções ou montar um estudo — tudo direto pelo WhatsApp.