Provérbios 11

Oriya Bible (GL_ORIYA) vs VC

Sair da comparação
VC Versão Católica
1 ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।
1 A balança fraudulenta é abominada pelo Senhor, mas o peso justo lhe é agradável.
2 ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।
2 Vindo o orgulho, virá também a ignomínia, mas a sabedoria mora com os humildes.
3 ସତ୍ଯପ୍ରିଯ ଲୋକମାନଙ୍କର ସରଳତା ସମାନଙ୍କେୁ ପଥ ଦଖାଇବେ, କିନ୍ତୁ ବିଶ୍ବାସଘାତ ଲୋକମାନଙ୍କ କୁଟିଳାଚରଣ ସମାନଙ୍କେୁ ନାଶ କରିବ।
3 A integridade dos justos serve-lhes de guia; mas a perversidade dos pérfidos arrasta-os à ruína.
4 ପ୍ରଭୁଙ୍କ କୋରଧର ଦିନ ରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ଯୁରୁ ରକ୍ଷା ପାଇବ।
4 No dia da cólera a riqueza não terá proveito, mas a justiça salva da morte.
5 ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହବେ। କିନ୍ତୁ ଦୁଷ୍ଟର ଦରଜା ସମାନଙ୍କେ ଦୁଷ୍ଟତା ଦ୍ବାରା ଧ୍ବଂସ ହବେ।
5 A justiça do homem íntegro aplana-lhe o caminho, mas o ímpio se abisma em sua própria impiedade.
6 ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ସମାନଙ୍କେୁ ଉଦ୍ଧାର କରେ। କିନ୍ତୁ ବିଶ୍ବାସଘାତକ ଲୋକ ସମାନଙ୍କେ ଅଭିଳାଷ ଦ୍ବାରା ଧରା ପଡ଼ିବେ।
6 A justiça dos retos os salva, mas em sua própria cobiça os pérfidos se prendem.
7 ଯେତବେେଳେ ଦୁଷ୍ଟ ମ ରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ବଂସ ହୁଏ।
7 Morto o ímpio, desaparece sua esperança, a esperança dos iníquos perecerá.
8 ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।
8 O justo livra-se da angústia; em seu lugar cai o malvado.
9 ଜଣେ ଦୁଷ୍ଟ ମନୁଷ୍ଯ ତା'ର କୁବାକ୍ଯଗୁଡ଼ିକରେ ତା'ର କୁମୁଖ ରେ ପ୍ରତିବେଶୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସମାନଙ୍କେର ଜ୍ଞାନର ସହିତ ସମାନଙ୍କେୁ ରକ୍ଷା କରନ୍ତି।
9 Com os lábios, o hipócrita arruína o seu próximo, mas os justos serão salvos pela ciência.
10 ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜଯଧ୍ବନି ହୁଏ।
10 Com a felicidade dos justos, exulta a cidade; com a perdição dos ímpios solta brados de alegria.
11 ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତବେେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।
11 Uma cidade prospera pela bênção dos justos, mas é destruída pelas palavras dos maus.
12 ୟିଏ ଆପଣାର ପ୍ରତିବେଶୀକୁ ତାଛଲ୍ଯ ମନୋଭାବ ଦଖାେଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହାଇେ ରହେ।
12 Quem despreza seu próximo demonstra falta de senso; o homem sábio guarda silêncio.
13 କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।
13 O perverso trai os segredos, enquanto um coração leal os mantém ocultos.
14 ଗୋଟିଏ ଜାତି ଠିକ୍ ଦଖାେଶୁଣା ଅଭାବ ୟୋଗୁ ଧ୍ବଂସ ହାଇେଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ବାରା ସଫଳତା ଆସିଥାଏ।
14 Por falta de direção cai um povo; onde há muitos conselheiros, ali haverá salvação.
15 ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ଯ କ୍ଲେଶ ପାଏ। ମାତ୍ର ଲଗା ହବୋକୁ ଯେ ଘୃଣା କରେ ସେ ନିରାପଦ ରେ ଥାଏ।
15 Quem fica por fiador de um estranho cairá na desventura; o que evita os laços viverá tranqüilo.
16 ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରେଖ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।
16 Uma mulher graciosa obtém honras, mas os laboriosos alcançam fortuna.
17 ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।
17 O homem liberal faz bem a si próprio, mas o cruel prejudica a sua própria carne.
18 ଦୁଷ୍ଟଲୋକ ମିଥ୍ଯା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।
18 O ímpio obtém um lucro falaz, mas o que semeia justiça receberá uma recompensa certa.
19 ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।
19 Quem pratica a justiça o faz para a vida, mas quem segue o mal corre para a morte.
20 ଜଣେ ପ୍ରବଞ୍ଚକ ମନୁଷ୍ଯ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ହୁଏ, କିନ୍ତୁ ୟିଏ ନିଷ୍ଠାପର ଜୀବନ ୟାପନ କରେ, ପ୍ରଭୁ ତା'କୁ ଭଲ ପାଆନ୍ତି।
20 Os homens de coração perverso são odiosos ao Senhor; os de conduta íntegra são objeto de seus favores.
21 ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।
21 Na verdade, o iníquo não ficará impune, mas a posteridade dos justos será salva.
22 ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସହେିପରି ଯେପରି ଘୁଷୁରିର ଥୋମଣି ରେ ସୁବର୍ଣ୍ଣ ଥାଏ।
22 Um anel de ouro no focinho de um porco: tal é a mulher formosa e insensata.
23 ଧାର୍ମିକମାନଙ୍କର ବାଞ୍ଛାର ଫଳ କବଳେ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କୋର୍ଧ ଅଟେ।
23 O desejo dos justos é unicamente o bem; o que espera os ímpios é a cólera.
24 କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।
24 Há quem dá com liberalidade e obtém mais. Outros poupam demais e vivem na indigência.
25 ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସମାନେେ ଉନ୍ନତି କରିବେ ଏବଂ ସେ ୟିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା'ର ଶୋଷ ମେଣ୍ଟା ହବେ।
25 A alma generosa será cumulada de bens; e o que largamente dá, largamente receberá.
26 ଜଣେ ବ୍ଯକ୍ତି ୟିଏ ତା'ର ଶସ୍ଯ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦବେେ। କିନ୍ତୁ ଯେକହେି ଶସ୍ଯ ବିକ୍ରଯ କରେ ଇଚ୍ଛା ଏବଂ ନ୍ଯାଯ ସହିତ ତା'ର ମସ୍ତକକୁ ଆଶୀର୍ବାଦ ମିଳେ।
26 O povo amaldiçoa o que esconde o trigo, mas a bênção virá sobre a cabeça dos que o vendem.
27 ଯେଉଁ ବ୍ଯକ୍ତି ଯତ୍ନ ରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଚା ହେଁ, ତା' ପ୍ରତି ସହେିପରି ଘଟେ।
27 Quem investiga o bem busca o favor; o que busca o mal será por ele oprimido.
28 ଆପଣା ଧନ ରେ ଯେ ନିର୍ଭର ରେଖ, ସେ ସତଜେ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତଜେ ପତ୍ରପରି ପ୍ରଫୁଲ୍ଲ ହବେ।
28 Quem confia em sua riqueza cairá, enquanto os justos reverdecerão como a folhagem.
29 ଜଣେ ୟିଏ ଆପଣା ପରିବାରକୁ ସମସ୍ଯାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ଯକ୍ତିର ଦାସ ହବେ।
29 O que perturba sua casa herda o vento, e o néscio será escravo do sábio.
30 ଧାର୍ମିକ ବ୍ଯକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ୟିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।
30 O fruto do justo é uma árvore de vida; o que conquista as almas é sábio.
31 ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।
31 Se o justo recebe na terra sua recompensa, quanto mais o perverso e o pecador!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 11, comparar traduções ou montar um estudo — tudo direto pelo WhatsApp.