Provérbios 10

Oriya Bible (GL_ORIYA) vs VC

Sair da comparação
VC Versão Católica
1 ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।
1 O filho sábio é a alegria de seu pai; o insensato, porém, a aflição de sua mãe.
2 ଯଦି ଜଣେ କୁକର୍ମ କରି ଧନ ଅର୍ଜନ କରେ, ତବେେ ତାହା କାର୍ୟ୍ଯ ରେ ଲାଗେ ନାହିଁ। ଧାର୍ମିକତା ମୃତ୍ଯୁରୁ ରକ୍ଷା କରେ।
2 Tesouros mal adquiridos de nada servem, mas a justiça livra da morte.
3 ସଦାପ୍ରଭୁ ଧାର୍ମିକମାନଙ୍କର ଯତ୍ନ ନିଅନ୍ତି। ସେ ଆବଶ୍ଯକ ପରିମାରଣର ଖାଦ୍ୟ ଯୋଗନ୍ତି। କିନ୍ତୁ ସଦାପ୍ରଭୁ ଦୁଷ୍ଟମାନଙ୍କର କାମନା କ୍ଷୁର୍ଣ୍ଣ କରନ୍ତି।
3 O Senhor não deixa o justo passar fome, mas repele a cobiça do ímpio.
4 ଅଳସୁଆ ଦରିଦ୍ର ହବେ। ପରିଶ୍ରମୀ ଲୋକ ଧନୀ ହବେ।
4 A mão preguiçosa causa a indigência; a mão diligente se enriquece.
5 ବୁଦ୍ଧିମାନ ଲୋକ ଉତ୍ତମ ସମୟରେ ଶସ୍ଯ ସଂଗ୍ରହ କରେ, କିନ୍ତୁ ଯେଉଁ ବ୍ଯକ୍ତି ଏହି ସମୟରେ ଶାଇେପଡ଼େ, ତାହା ଲଜ୍ଜାଜନକ।
5 Quem recolhe no verão é um filho prudente; quem dorme na ceifa merece a vergonha.
6 ଧାର୍ମିକର ମସ୍ତକରେ ଆଶୀର୍ବାଦ ବର୍ଷେ, ମାତ୍ର ଦୁଷ୍ଟର ମୁଖ ଦୌରାତ୍ମ୍ଯ ରେ ପରିପୂର୍ଣ୍ଣ ହୁଏ।
6 As bênçãos descansam sobre a cabeça do justo, mas a boca dos maus oculta a injustiça.
7 ଧାର୍ମିକ ଲୋକମାନେ ଆଦର ସହକା ରେ ମନେ ରଖନ୍ତି କିନ୍ତୁ ଦୁଷ୍ଟ ବ୍ଯକ୍ତିର ନାମ ଦୁର୍ଗନ୍ଧ ବାସନା ପରି ହୁଏ।
7 A memória do justo alcança as bênçãos; o nome dos ímpios apodrecerá.
8 ଜ୍ଞାନୀ ଲୋକ ଆଜ୍ଞାସବୁ ମାନେ କିନ୍ତୁ ମୂର୍ଖ ଲୋକ ୟୁକ୍ତି କରେ ଓ ନିଜକୁ ବିପର୍ୟ୍ଯଯ ଆଡ଼କୁ ଟାଣିନିଏ।
8 O sábio de coração recebe os preceitos, mas o insensato caminha para a ruína.
9 ଜଣେ ସଚ୍ଚୋଟ ବ୍ଯକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିୟାଏ।
9 Quem anda na integridade caminha com segurança, mas quem emprega astúcias será descoberto.
10 ଜଣେ ୟିଏ ସତ୍ଯକୁ ଲୁଚାଏ, ସେ ଅସୁବିଧାର କାରଣ ଅଟେ। ଜଣେ ୟିଏ ଖାେଲାଖାଲିେ ଭାବରେ କଥା କୁ ହେ, ଶାନ୍ତି ବିରାଜିତ କରେ।
10 Quem pisca os olhos traz desgosto, mas o que repreende com franqueza procura a paz.
11 ଧାର୍ମିକ ଲୋକର ମୁଖ ଜୀବନର ନିର୍ଝର। କିନ୍ତୁ ଦୁଷ୍ଟ ଲୋକର ମୁଖ ଦୌରାତ୍ମ୍ଯ ବଢ଼ାଏ।
11 A boca do justo é uma fonte de vida; a do ímpio, porém, esconde injustiça.
12 ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।
12 O ódio desperta rixas; a caridade, porém, supre todas as faltas.
13 ବୁଦ୍ଧିମାନ୍ ଲୋକମାନଙ୍କର ଓଷ୍ଠ ରେ ଜ୍ଞାନ ଥାଏ। ମାତ୍ର ନିର୍ବୋଧର ପିଠି ପାଇଁ ବାଡ଼ି।
13 Nos lábios do sábio encontra-se a sabedoria; no dorso do insensato a correção.
14 ଜ୍ଞାନୀମାନେ ଜ୍ଞାନ ସଞ୍ଚଯ କରନ୍ତି। କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।
14 Os sábios entesouram a sabedoria, mas a boca do tolo é uma desgraça sempre ameaçadora.
15 ଧନୀ ଲୋକର ଧନ ତା'ର ଦୃଢ଼ ନଗର ସଦୃଶ। କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସମାନଙ୍କେର ବିନାଶ ଆଣେ।
15 A fortuna do rico é a sua cidade forte; a pobreza dos indigentes ocasiona-lhes ruína.
16 ଧାର୍ମିକର ପରିଶ୍ରମ ପୁଣ୍ଯଜନକ, ପୁଣି ଅଧାର୍ମିକର ଆଯ ପାପଜନକ।
16 O salário do justo é para a vida; o fruto do ímpio produz o pecado.
17 ଯେଉଁ ବ୍ଯକ୍ତି ଉପଦେଶ ଶୁଣେ, ସେ ଜୀବନ ପଥରେ ଆଗଇେ ଚାଲେ, କିନ୍ତୁ ଯେଉଁ ବ୍ଯକ୍ତି ଅନୁୟୋଗ ତ୍ଯାଗ କରେ, ସେ ଲୋକମାନଙ୍କୁ କୁପଥରେ ନିଏ।
17 O que observa a disciplina está no caminho da vida; anda errado o que esquece a repressão.
18 ଯେ ହିଂସା ଆଚରଣ କରେ, ତା'ର ଓଷ୍ଠାଧାର ମିଥ୍ଯାବାଦୀ, ପୁଣି ଯେ ଅପବାଦ ରଚନା କରେ ସେ ଅଜ୍ଞାନ।
18 Quem dissimula o ódio é um mistificador; um insensato o que profere calúnias.
19 ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।
19 Não pode faltar o pecado num caudal de palavras; quem modera os lábios é um homem prudente.
20 ଧାର୍ମିକ ପୁରୁଷମାନଙ୍କର ବାକ୍ଯଗୁଡ଼ିକ ମନୋନୀତ ରୂପାତୁଲ୍ଯ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ଯ ନ ଥାଏ।
20 A língua do justo é prata finíssima; o coração dos maus, porém, para nada serve.
21 ଧାର୍ମିକର ଓଷ୍ଠାଧାର, ଅନକଙ୍କେୁ ପ୍ରତିପାଳନ କରେ। ମାତ୍ର ଅଜ୍ଞାନମାନେ ନିର୍ବୋଧତା କାରଣରୁ ମୃତ୍ଯୁବରଣ କରନ୍ତି।
21 Os lábios dos justos nutrem a muitos; mas os néscios perecem por falta de inteligência.
22 ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ୍ କରେ, ପୁଣି ତାହା ଦୁଃଖ ନିବାରଣ କରେ।
22 É a bênção do Senhor que enriquece; o labor nada acrescenta a ela.
23 କୁକର୍ମ କରିବା ନିର୍ବୋଧର ଆନନ୍ଦ, ସହେିପରି ଜ୍ଞାନ ବୁଦ୍ଧିମାନ୍ ପୁରୁଷର।
23 É um divertimento para o ímpio praticar o mal; e para o sensato, ser sábio.
24 ଦୁଷ୍ଟ ଲୋକ ଯାହା ଭୟ କରେ, ତାହାହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆୟାଇଥାଏ।
24 O que receia o mal, este cai sobre ele. O desejo do justo lhe é concedido.
25 ଯେତବେେଳେ ଘୂର୍ଣ୍ଣିବାଯୁ ବ ହେ, ଦୁଷ୍ଟ ଲୋକ ଅନ୍ତର୍ଧାନ ହାଇଯେିବ। କିନ୍ତୁ ଧାର୍ମିକ ପୁରୁଷ ଅନନ୍ତକାଳସ୍ଥାଯୀ ସ୍ବରୂପ ରହେ।
25 Quando passa a tormenta, desaparece o perverso, mas o justo descansa sobre fundamentos duráveis.
26 ଯେପରି ଦନ୍ତକୁ କଟୁରସ ଓ ଚକ୍ଷୁକୁ ଧୂଆଁ ସହେିପରି ଆପଣା ପ୍ ରରକମାନଙ୍କେ ପ୍ରତି ଅଳସୁଆ,
26 Como o vinagre nos dentes e a fumaça nos olhos, assim é o preguiçoso para os que o mandam.
27 ସଦାପ୍ରଭୁଙ୍କ ବିଷଯକ ଭୟର ଦିନ ବଢ଼ାଏ ! ମାତ୍ର ଦୁଷ୍ଟର ବର୍ଷ ଶଷେ କରାୟିବ।
27 O temor do Senhor prolonga os dias, mas os anos dos ímpios serão abreviados.
28 ଧାର୍ମିକ ଲୋକମାନେ ଆଶା କରୁଥିବା ଆନନ୍ଦ ଆଣିଦିଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଆଶା ଧ୍ବଂସ ପାଇବ।
28 A expectativa dos justos causa alegria; a esperança dos ímpios, porém, perecerá.
29 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସୁରକ୍ଷା କରନ୍ତି, ମାତ୍ର କୁକର୍ମକାରୀମାନଙ୍କୁ ସେ ବିନାଶ କରନ୍ତି।
29 Para o homem íntegro o Senhor é uma fortaleza, mas é a ruína dos que fazem o mal.
30 ଧାର୍ମିକ ଲୋକମାନେ ନିରାପଦ ରେ ରହିବେ, କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଦେଶରୁ ବାହାର କରି ଦିଆୟିବ।
30 Jamais o justo será abalado, mas os ímpios não habitarão a terra.
31 ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ବା ଉଚ୍ଛିନ୍ନ ହବେ।
31 A boca do justo produz sabedoria, mas a língua perversa será arrancada.
32 ଧାର୍ମିକ ଲୋକମାନେ କଣ କହିବାକୁ ହବେ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧା ରେ ପକାଏ।
32 Os lábios do justo sabem dizer o que é agradável; a boca dos maus, o que é mal.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Provérbios 10, comparar traduções ou montar um estudo — tudo direto pelo WhatsApp.