Oséias 8

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ ରେ ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାୟେଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସମାନେେ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି।
1 “Toque a trombeta! Ele vem como a águia contra a casa do porque transgrediram a minha aliança e se rebelaram contra a minha lei.
2 ସମାନେେ ଆମ୍ଭକୁ ଚିତ୍କାର କରି କହନ୍ତି, ' ହେ ପରମେଶ୍ବର ଆମ୍ଭେ ଇଶ୍ରାୟେଲବାସୀ ତୁମ୍ଭକୁ ଜାଣୁ।'
2 Eles me invocam, dizendo: ‘Nosso Deus! Nós, Israel, te conhecemos.’
3 କିନ୍ତୁ ଇଶ୍ରାୟେଲ ଭଲ ଜିନିଷ ଗ୍ରହଣ କରି ନଥିଲା। ତେଣୁ ଶତୃମାନେ ତାକୁ ଆକ୍ରମଣ କରୁଛନ୍ତି।
3 Mas Israel rejeitou o que é bom; o inimigo o perseguirá.”
4 ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।
4 “Eles estabeleceram reis, mas não da minha parte; constituíram príncipes, mas eu não o soube. Com a sua prata e com o seu ouro fizeram ídolos para si, para a sua própria destruição.
5 ହେ ଶମରିଯା, ସଦାପ୍ରଭୁ ତୁମ୍ଭ ଦ୍ବାରା ପୂଜିତ ହେଉଥିବା ବାଛୁରୀ ମୂର୍ତ୍ତିକୁ ପ୍ରତ୍ଯାଖ୍ଯାନ କଲେ। ପରମେଶ୍ବର କହନ୍ତି, 'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପ ରେ ଅତ୍ଯନ୍ତ କୋର୍ଧାନ୍ବିତ।' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ତିତ ହବେେ।
5 O seu bezerro, ó Samaria, é rejeitado. A minha ira se acende contra eles. Até quando eles serão incapazes da inocência?
6 କେତକେ ଶ୍ରମିକ ସହେି ମୂର୍ତ୍ତି ନିର୍ମାଣ କରିଥିଲେ। ସମାନେେ କିନ୍ତୁ ଈଶ୍ବର ନୁହଁନ୍ତି। ଶମରିଯାର ବାଛୁରୀ ମୂର୍ତ୍ତିଗୁଡିକ ଖଣ୍ତ ବିଖଣ୍ତ ହାଇେ ଭାଙ୍ଗିୟିବ।
6 Porque esse bezerro vem de Israel; é obra de artífice, não é Deus. Esse bezerro de Samaria será quebrado em pedaços.”
7 ଇଶ୍ରାୟେଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସମାନେେ ବାଯୁ ରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସମାନେେ କବଳେ ହିଁ ଦୁଃଖ ପାଇବେ। ସମାନେେ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କଲେ। ଜମି ରେ ଉତ୍ପନ୍ନ ହେଉଥିବା ଶସ୍ଯ ଖାଦ୍ୟ ଯୋଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତବେେ ତାକୁ ଅଜଣା ଲୋକ ଭକ୍ଷଣ କରିବେ।
7 “Porque semeiam ventos e colherão tempestades. O cereal que estiver por ser colhido não terá espigas, e não haverá farinha; e, se houver, os estrangeiros a comerão.
8 ଇଶ୍ରାୟେଲ ଧ୍ବଂସ ହାଇୟୋଇଛି। କହେି ବ୍ଯବହାର କରିବାକୁ ଗ୍ଭହୁଁନଥିବା ଅଦରକାରୀ ୟନ୍ତ୍ର ପରି ଇଶ୍ରାୟେଲର ଲୋକମାନେ ଦେଶର ଗ୍ଭରିଆଡେ ବିଛାଡି ହାଇଗେଲେ।
8 Israel foi devorado. Agora está entre as nações como coisa de que ninguém se agrada.
9 ଗୋଟିଏ ବନ୍ଯ ଗଧ ନିଜ ସାଥି ଖାଜେିବାକୁ ଗଲାପରି, ଇଫ୍ରଯିମ ଅଶୂରକୁ ୟାଇଛନ୍ତି। ସମାନେେ ନିଜ ପାଇଁ 'ପ୍ ରମେିକମାନଙ୍କୁ' ଭଡା ରେ ଆଣିଛନ୍ତି।
9 Porque foram pedir ajuda à Assíria, como um jumento selvagem que segue o seu próprio rumo. Efraim contratou amantes.
10 ୟଦ୍ଯପି ଇଶ୍ରାୟେଲ ଅନ୍ୟ ରାଷ୍ଟ୍ରମାନଙ୍କରୁ 'ପ୍ ରମେିକମାନଙ୍କୁ' ଭଡା ରେ ଆଣିଲେ। ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରୀତ କରିବା। ସମାନେେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ ଖୁବ୍ ଶୀଘ୍ର ହଇରାଣ ଓ ଅତ୍ଯାଗ୍ଭରିତ ହବେେ।
10 Todavia, ainda que contratem amantes entre as nações para socorrê-los, eu os reunirei para juízo. Já começaram a definhar sob a opressão do poderoso rei.”
11 ଇଫ୍ରଯିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ ଅଧିକରୁ ଅଧିକ ୟଜ୍ଞବଦେୀ ନିର୍ମାଣ କଲା। ତା' ପାଇଁ ଏଗୁଡିକ ପାପ କରିବାର ୟଜ୍ଞବଦେୀ ହାଇେଛି।
11 “Visto que Efraim multiplicou altares para pecar, estes altares lhe serviram para pecar.
12 ଏପରିକି ଆମ୍ଭେ ଇଫ୍ରଯିମ ପାଇଁ 10,000 ନିଯମ ଲେଖିଲେ ମଧ୍ଯ ସେ ସଗେୁଡିକ ଅଜଣା ଦ୍ରବ୍ଯ ପରି ବିବଚେନା କରିବ।
12 Embora eu lhe escreva a minha lei em dez mil preceitos, estes seriam tidos como coisa estranha.
13 ଇଶ୍ରାୟେଲୀୟମାନେ ବଳିଦାନକୁ ଭଲ ପାଆନ୍ତି। ସେ ମାଂସ ଅର୍ପଣ କରି ତାକୁ ଭକ୍ଷଣ କରନ୍ତି। ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଗ୍ରହଣ କରନ୍ତି ନାହିଁ। ସେ ସମାନଙ୍କେର ପାପକୁ ମନେ ରଖନ୍ତି। ଏଥିପାଇଁ ସେ ସମାନଙ୍କେୁ ଦଣ୍ତ ଦବେେ ଏବଂ ସମାନେେ ବନ୍ଦୀ ଭାବରେ ମିଶରକୁ ପ୍ ରରେିତ ହବେେ।
13 Amam o sacrifício; por isso, sacrificam, pois gostam de carne e a comem, mas o Agora ele se lembrará da iniquidade deles e castigará os pecados que cometeram. Vou mandá-los de volta para o Egito!
14 ଇଶ୍ରାୟେଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ବର୍ତ୍ତମାନ ଯିହୁଦା ସୁଦୃଢ ଦୁର୍ଗ ନିର୍ମାଣ କରିବ ଯାହାକୁ ଆମ୍ଭେ ଅଗ୍ନି ପଠାଇ ସହେି ସୁଦୃଢ ଦୁର୍ଗକୁ ପୋଡି଼ ଧ୍ବଂସ କରିବା।
14 Porque Israel se esqueceu do seu Criador e edificou palácios, e Judá multiplicou cidades fortificadas; mas eu enviarei fogo contra as suas cidades, fogo que consumirá os seus palácios.”

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Oséias 8, comparar traduções ou montar um estudo — tudo direto pelo WhatsApp.