Oséias 5

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।
1 Ouvi isto, ó sacerdotes, e escutai, ó casa de Israel, e dai ouvidos, ó casa do rei, porque contra vós se dirige este juízo, visto que fostes um laço para Mizpá, e rede estendida sobre o Tabor.
2 ତୁମ୍ଭମାନେେ ବହୁ ମନ୍ଦ କାର୍ୟ୍ଯ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।
2 Os revoltos se aprofundaram na matança; mas eu castigarei a todos eles.
3 ଆମ୍ଭେ ଇଫ୍ରଯିମକୁ ଜାଣୁ ଓ ଇଶ୍ରାୟେଲ ଯାହାସବୁ କରିଛି ତାହା ମଧ୍ଯ ଜାଣୁ। ହେ ଇଫ୍ରଯିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ୟ୍ଯ କରୁଛ। ଇଶ୍ରାୟେଲ ପାପ ରେ କଳୁଷିତ।
3 Eu conheço a Efraim, e Israel não se esconde de mim; porque agora te tens prostituído, ó Efraim, e Israel se contaminou.
4 ଇଶ୍ରାୟେଲର ଲୋକମାନେ ବହୁ ମନ୍ଦ କାର୍ୟ୍ଯ କରିଛନ୍ତି ଏବଂ ସହେିସବୁ ମନ୍ଦ କାର୍ୟ୍ଯ ସମାନଙ୍କେୁ ପରମେଶ୍ବରଙ୍କ ନିକଟକୁ ଫରେିବାଠାରୁ ଦୂ ରଇେ ଦଇେଛି। ସମାନେେ ସର୍ବଦା ପ୍ରତିମାଙ୍କ ପଛ ରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସମାନେେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାଁନ୍ତି।
4 Não querem ordenar as suas ações a fim de voltarem para o seu Deus, porque o espírito das prostituições está no meio deles, e não conhecem ao Senhor.
5 ଇଶ୍ରାୟେଲର ଗର୍ବ ସମାନଙ୍କେ ବିରୁଦ୍ଧ ରେ ସାକ୍ଷୀ ଦବେ। ତେଣୁ ଇଶ୍ରାୟେଲ ଓ ଇଫ୍ରଯିମ ସମାନଙ୍କେ ପାପ ଯୋଗୁଁ ପତିତ ହବେେ। ଯିହୁଦାର ମଧ୍ଯ ସମାନଙ୍କେର ସହିତ ପତନ ହବେ।
5 A soberba de Israel testificará no seu rosto; e Israel e Efraim cairão pela sua injustiça, e Judá cairá juntamente com eles.
6 ସହେି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ବଷେଣ ରେ ଗଲେ। ସମାନେେ ସମାନଙ୍କେ ସହିତ ' ମଷେ' ଓ 'ଗାଈମାନଙ୍କୁ' ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସମାନେେ ପାଇଲେ ନାହିଁ। କାହିଁକି ପାଇଲେ ନାହିଁ? କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଥିଲେ।
6 Então irão com os seus rebanhos, e com o seu gado, para buscarem ao Senhor, mas não o acharão; ele se retirou deles.
7 ସମାନେେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହାଇେଛନ୍ତି। ସମାନେେ ଅବୈଧ ସନ୍ତାନଙ୍କୁ ଜନ୍ମ ଦଇେଛନ୍ତି। ଏବଂ ବର୍ତ୍ତମାନ ସମାନେେ ଓ ସମାନଙ୍କେର ଦେଶଗୁଡିକୁ ଆସନ୍ତା ମାସ ରେ ଧ୍ବଂସ କରାୟିବ।
7 Aleivosamente se houveram contra o Senhor, porque geraram filhos estranhos; agora em um só mês os consumirá com as suas porções.
8 ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।
8 Tocai a buzina em Gibeá, a trombeta em Ramá; gritai altamente em Bete-Áven; depois de ti, ó Benjamim.
9 ଦଣ୍ତ ଦବୋ ସମୟରେ ଇଫ୍ରଯିମ ସର୍ବହରା ହାଇଯେିବ। ଆମ୍ଭେ ଇଶ୍ରାୟେଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ ସେସବୁ ପ୍ରକୃତ ରେ ଘଟିବ।
9 Efraim será para assolação no dia do castigo; entre as tribos de Israel manifestei o que está certo.
10 ଯିହୁଦାର ନତେୃବୃନ୍ଦ ଗ୍ଭରପରେି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭରେି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର କୋରଧକୁ ଜଳ ସଦୃଶ ଢାଳି ଦବୋ।
10 Os príncipes de Judá são como os que mudam os limites; derramarei, pois, o meu furor sobre eles como água.
11 ଇଫ୍ରଯିମ ଦଣ୍ତିତ ହବେ। ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହାଇଯେିବ। କାହିଁକି? କାରଣ ସେ କଳୁଷିତ ପଛ ରେ ଅନୁସରଣ କରିବାକୁ ସ୍ଥିର କରିଛି।
11 Efraim está oprimido e quebrantado no juízo, porque quis andar após o mandamento dos homens.
12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରଯିମକୁ ଧ୍ବଂସ କରିବା। ଆମ୍ଭେ ଯିହୁଦାକୁ ସଢାଇ ଦବୋ।
12 Portanto a Efraim serei como a traça, e para a casa de Judá como a podridão.
13 ଇଫ୍ରଯିମ ତା'ର ପୀଡିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରଯିମ ଅଶୂରକୁ ସାହାୟ୍ଯ ପାଇଁ ଗଲା। ସମାନେେ ସହେି ମହାରାଜାଙ୍କୁ ସମାନଙ୍କେର ସମସ୍ଯା ଜଣାଇଲେ। କିନ୍ତୁ ରାଜା ସମାନଙ୍କେୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସମାନଙ୍କେର କ୍ଷତଗୁଡିକୁ ଆରୋଗ୍ୟ କରିପାରିବେ ନାହିଁ।
13 Quando Efraim viu a sua enfermidade, e Judá a sua chaga, subiu Efraim à Assíria e enviou ao rei Jarebe; mas ele não poderá sarar-vos, nem curar a vossa chaga.
14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।
14 Porque para Efraim serei como um leão, e como um leãozinho à casa de Judá: eu, eu o despedaçarei, e irme-ei embora; arrebatarei, e não haverá quem livre.
15 ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।
15 Irei e voltarei ao meu lugar, até que se reconheçam culpados e busquem a minha face; estando eles angustiados, de madrugada me buscarão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Oséias 5, comparar traduções ou montar um estudo — tudo direto pelo WhatsApp.