Oséias 4
Oriya Bible (GL_ORIYA) vs NVI
1 ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।
1 Israelitas, ouçam a palavra do Senhor, porque o Senhor tem uma acusação contra vocês que vivem nesta terra: "A fidelidade e o amor desapareceram desta terra, como também o conhecimento de Deus.
2 ଏହି ଲୋକମାନେ ଶପଥ, ମିଥ୍ଯା, ହତ୍ଯା ଓ ଗ୍ଭରେି କରନ୍ତି। ସମାନେେ ବ୍ଯଭିଗ୍ଭରିତାର ପାପ ଦ୍ବାରା ସନ୍ତାନ ଲାଭ କରନ୍ତି। ସମାନେେ ବାରମ୍ବାର ନରହତ୍ଯା କରନ୍ତି।
2 Só se vêem maldição, mentira e assassinatos, roubo e mais roubo, adultério mais adultério; ultrapassam todos os limites! E o derramamento de sangue é constante.
3 ତେଣୁ ଦେଶଟି ବ୍ଯକ୍ତି ପରି ମୃତ୍ଯୁ ରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହାଇପଡେନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ଯ ମୃତ୍ଯୁବରଣ କରନ୍ତି।
3 Por causa disso a terra pranteia, e todos os seus habitantes desfalecem; os animais do campo, as aves do céu e os peixes do mar estão morrendo.
4 କୌଣସି ବ୍ଯକ୍ତି ଅନ୍ୟ ସହିତ ୟୁକ୍ତି କି ଅନ୍ୟକୁ ଦୋଷ ଦବୋ ଉଚିତ୍ ନୁହେଁ।
4 "Mas, que ninguém discuta, que ninguém faça acusação, pois sou eu quem acusa os sacerdotes.
5 ତୁମ୍ଭ ଯାଜକମାନଙ୍କର ଦିନ ରେ ସ୍ଖଳନ ଘଟିବ ଓ ରାତ୍ରି ରେ ଭବିଷ୍ଯତ୍ବକ୍ତାମାନଙ୍କର ମଧ୍ଯ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଆଙ୍କୁ ବିନାଶ କରିବା।
5 Vocês tropeçam dia e noite, e os profetas tropeçam com vocês. Por isso destruirei sua mãe.
6 ଜ୍ଞାନ ଅଭାବ ୟୋଗୁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭମାନେେ ଜ୍ଞାନରୁ ବିମୁଖ ହାଇେଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହବୋକୁ ବାରଣ କରିବା। ତୁମ୍ଭମାନେେ ତୁମ୍ଭ ପରମେଶ୍ବରଙ୍କ ନିଯମକୁ ଭୁଲିୟାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା।
6 Meu povo foi destruído por falta de conhecimento. "Uma vez que vocês rejeitaram o conhecimento, eu também os rejeito como meus sacerdotes; uma vez que vocês ignoraram a lei do seu Deus, eu também ignorarei seus filhos.
7 ସମାନଙ୍କେର ସଂଖ୍ଯା ଓ ଶକ୍ତି ଯେତେ ଯେତେ ବଢେ, ସମାନେେ େସତେ ଅଧିକ ଆମ୍ଭ ବିରୁଦ୍ଧ ରେ ପାପ କରନ୍ତି। ତେଣୁ ସମାନଙ୍କେର ଗୌରବକୁ ଆମ୍ଭେ ଲଜ୍ଜା ରେ ପରିଣତ କରିବା।
7 Quanto mais aumentaram os sacerdotes, mais eles pecaram contra mim; trocaram a Glória deles por algo vergonhoso.
8 ଆମ୍ଭର ଲୋକମାନଙ୍କ ପାପଗୁଡିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସମାନେେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବା ରେ ଲୋଭୀ।
8 Eles se alimentam dos pecados do meu povo e têm prazer em sua iniqüidade.
9 ତେଣୁ ଯାଜକମାନେ ଜୀବନ ଶୈଳୀ ରେ ସହେି ଲୋକମାନଙ୍କ ପରି ହେଲେ। ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସମାନଙ୍କେର ମନ୍ଦକାର୍ୟ୍ଯ ଲାଗି ଆମ୍ଭେ ସମାନଙ୍କେୁ ଫଳ ଦବୋ।
9 Portanto, castigarei tanto o povo quanto os sacerdotes por causa dos seus caminhos, e lhes retribuirei seus atos.
10 ସମାନେେ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ ହବେେ ନାହିଁ। ସମାନେେ ୟୌନଭୋଗ ପାପ କରିବେ କିନ୍ତୁ ସନ୍ତାନ ଲାଭ କରିବେ ନାହିଁ। କାହିଁକି? କାରଣ ସମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଥିଲେ ଓ ଗଣିକା ପରି ହାଇେଥିଲେ।
10 "Eles comerão, mas não terão o suficiente; eles se prostituirão, mas não aumentarão a prole, porque abandonaram o Senhor para se entregarem
11 ୟୌନ ଭୋଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କରେ।
11 à prostituição, ao vinho velho e ao novo, o que prejudica o discernimento do meu povo.
12 ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସମାନେେ ଭାବନ୍ତି ସହେି କାଠଖଣ୍ତଗୁଡିକ ସମାନଙ୍କେୁ ଉତ୍ତର ଦବେ। କାରଣ, ସମାନେେ ଗଣିକାମାନଙ୍କପରି ମିଥ୍ଯାପ୍ରତିମାଙ୍କ ପଛ ରେ ଅନୁଧାବନ କରିଛନ୍ତି। ସମାନେେ ପରମେଶ୍ବରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହାଇୟୋଇଥିଲେ।
12 Eles pedem conselhos a um ídolo de madeira, e de um pedaço de pau recebem resposta. Um espírito de prostituição os leva a desviar-se; eles são infiéis ao seu Deus.
13 ସମାନେେ ପର୍ବତର ଅଗ୍ରଭାଗ ରେ ବଳି ଦିଅନ୍ତି ଓ ପାହାଡ ଉପ ରେ ଥିବା ଆଲୋନ, ଲିବ୍ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସହେି ଗଛଗୁଡିକର ଛାଯା ତରୁଣ ଦଖାୟୋଏ। ତେଣୁ ତୁମ୍ଭର କନ୍ଯାମାନେ ଗଣିକା ପରି ସହେି ଗଛତଳେ ପଡି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ୟୌନଭୋଗ ପାପ କରନ୍ତି।
13 Sacrificam no alto dos montes e queimam incenso nas colinas, debaixo de um carvalho, de um estoraque ou de um terebinto, onde a sombra é agradável. Por isso as suas filhas se prostituem e as suas noras adulteram.
14 ଆମ୍ଭେ ତୁମ୍ଭର ସହେି ଗଣିକା କନ୍ଯାମାନଙ୍କୁ କି ୟୌନ ଭୋଗୀ ପାପିଣୀ ବୋହୂମାନଙ୍କୁ ଦୋଷ ଦଇେ ପାରୁନାହୁଁ। ଲୋକମାନେ ୟାଇ ଗଣିକାମାନଙ୍କ ସହିତ ଶଯନ କରନ୍ତି। ସମାନେେ ସହେି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିର ରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।
14 "Não castigarei suas filhas por se prostituírem, nem suas noras por adulterarem, porque os próprios homens se associam a meretrizes e participam dos sacrifícios oferecidos pelas prostitutas cultuais — um povo sem entendimento precipita-se à ruína!
15 ଇଶ୍ରାୟେଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ ରେ ଶପଥ କରନାହିଁ। ' ଯେ ହତେୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।'
15 "Embora você adultere, ó Israel, que Judá não se torne culpada! "Deixem de ir a Gilgal; não subam a Bete-Áven. E não digam: ‘Juro pelo nome do Senhor! ’
16 ଇଶ୍ରାୟେଲ ଏକ ଜିଦ୍ଖୋର ବାଛୁରୀ ତୁଲ୍ଯ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖାେଲା ପଡିଆ ରେ ଥିବା ଗୋଟିଏ ମେଣ୍ତାଛୁଆ ପରି ଗ୍ଭରଣ ଭୂମିକୁ ନଇେ ଗଲେ।
16 Os israelitas são rebeldes como bezerra indomável. Como pode o Senhor apascentá-los como cordeiros na campina?
17 ଇଫ୍ରଯିମ ପ୍ରତିମା ପୂଜା ରେ ଯୋଗ ଦଇେଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡନ୍ତି।
17 Efraim está ligado a ídolos; deixem-no só!
18 ମାତାଲ ହାଇଗେଲା ପ ରେ ସମାନେେ ବ୍ଯଭିଗ୍ଭରିଣୀ ପରି ବ୍ଯବହାର କରନ୍ତି। ସମାନେେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସମାନଙ୍କେର ଶାସକଗଣ ସମାନଙ୍କେର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି।
18 Mesmo quando acaba a bebida, eles continuam em sua prostituição; seus governantes amam profundamente os caminhos vergonhosos.
19 ଘୂର୍ଣ୍ଣିବାଯୁ ଦ୍ବାରା ସମାନେେ ପତିତ ହାଇେଛନ୍ତି। ସମାନେେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହବେେ।
19 Um redemoinho os varrerá para longe, e os seus altares lhes trarão vergonha.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Oséias 4, comparar traduções ou montar um estudo — tudo direto pelo WhatsApp.