Oséias 3

Oriya Bible (GL_ORIYA) vs BKJ

Sair da comparação
1 ତା'ପ ରେ ସଦାପ୍ରଭୁ ପୁନର୍ବାର ମାେତେ କହିଲେ, ଗୋମରର ଅନକେ ପ୍ ରମେିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାହିଁକି? କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସମାନେେ ଅନ୍ୟ ଦବେତାଙ୍କୁ ପୂଜାକରି ଗ୍ଭଲନ୍ତି।
1 Então o SENHOR me disse: Vai outra vez, ama uma mulher, amada de seu amigo, portanto, uma adúltera, de acordo com o amor do SENHOR pelos filhos de Israel, que olham para outros deuses, e amam os bolos de uvas.
2 ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରେ ୗପ୍ୟ ଓ ଏକ ହୋମର ବାର୍ଲି ଦଇେ କିଣିଲି।
2 Então a comprei para mim por quinze peças de prata, e por um ômer, e meio ômer de cevada.
3 ତା'ପ ରେ ମୁଁ ତାକୁ କହିଲି, ତୁମ୍ଭେ ମାେ ସହିତ ଗୃହ ରେ ବହୁଦିନ ପର୍ୟ୍ଯନ୍ତ ରହିବ। ତୁମ୍ଭେ ବ୍ଯଭିଗ୍ଭରିଣୀ ପରି ହବେନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ବାମୀ ହବେି।
3 E disse a ela: Tu ficarás comigo muitos dias; não te prostituirás, nem serás de outro homem; assim também eu esperarei por ti.
4 ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।
4 Porquanto os filhos de Israel ficarão por muitos dias sem um rei, e sem um príncipe, e sem um sacrifício, e sem uma imagem, e um sem éfode, e sem terafins.
5 ତା'ପ ରେ ଇଶ୍ରାୟେଲର ଲୋକମାନେ ଫରେି ଆସିବେ। ତା'ପ ରେ ସମାନେେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଓ ରାଜା ଦାଉଦଙ୍କୁ ଖାଜେିବେ। ଶଷଦେିବସ ରେ, ସମାନେେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦବୋକୁ ଆସିବେ।
5 Depois, os filhos de Israel retornarão, e buscarão ao SENHOR seu Deus, e a Davi, seu rei; e temerão ao SENHOR, e à sua bondade, nos últimos dias.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Oséias 3, comparar traduções ou montar um estudo — tudo direto pelo WhatsApp.