Oséias 14

Oriya Bible (GL_ORIYA) vs BKJ

Sair da comparação
1 ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।
1 Ó Israel, converte-te ao SENHOR teu Deus; porque caíste pela tua iniquidade.
2 କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,
2 Tomai convosco palavras, e converte-te ao SENHOR; diz a ele: Tira toda a iniquidade, e nos receba graciosamente; e ofereceremos os novilhos dos nossos lábios.
3 ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ। ଆମ୍ଭମାନେେ ୟୁଦ୍ଧ ଅଶ୍ବ ରେ ଆରୋହଣ କରିବୁ ନାହିଁ। ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡିକୁ 'ଆମ୍ଭର ପରମେଶ୍ବର' ବୋଲି ଆମ୍ଭେ ପୁଣି କହିବୁ ନାହିଁ। କାରଣ ତୁମ୍ଭେ ହେଉଛ ସହେି ପରମେଶ୍ବର ୟିଏକି ଅନାଥକୁ ଦୟା ଦଖାେଅ ଏବଂ ଆମ୍ଭମାନଙ୍କୁ ଦୟା କରିବ।
3 A Assíria não nos salvará; não iremos montados em cavalos, e já não diremos mais à obra das nossas mãos: tu és o nosso deus; porque em ti o órfão encontra misericórdia.
4 ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।
4 Eu sararei a sua apostasia, eu os amarei voluntariamente; porque a minha ira se apartou dele.
5 ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।
5 Eu serei como o orvalho para Israel. Ele crescerá como o lírio e lançará as suas raízes como o Líbano.
6 ଇଶ୍ରାୟେଲ ଶାଖାଗୁଡିକ ବଢିବେ ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହବେ। ଲିବାନୋନର ଦବଦୋରୁ ଗଛଗୁଡିକ ସୁବାସ ବିତରଣ କଲାପରି ସେ ହବେ।
6 Os seus galhos se estenderão, e a sua beleza será como a da oliveira, e o seu perfume como o do Líbano.
7 ଇଶ୍ରାୟେଲ ଲୋକମାନେ ପୁନର୍ବାର ମାରେ ସୁରକ୍ଷା ରେ ବଞ୍ଚିବେ। ସମାନେେ ଶସ୍ଯ ସଦୃଶ ବଢିବେ, ସମାନେେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ। ସମାନେେ ଲିବାନୋନର ଦ୍ରାକ୍ଷାରସ ପରି ସମୃଦ୍ଧ ହବେେ।
7 Os que habitam debaixo da sua sombra retornarão; serão vivificados como o grão, e crescerão como a videira; a sua fama será como o vinho do Líbano.
8 ଇଫ୍ରଯିମ କହିବ, ପ୍ରତିମାଗୁଡିକରେ ମାରେ କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦବୋ, ଆମ୍ଭେ ସହେି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପ ରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦବଦୋରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆ ସେ।
8 Efraim dirá: Que mais tenho eu com os ídolos? Eu o tenho ouvido e observado; eu sou como o abeto verde; de mim é achado o teu fruto.
9 ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।
9 Quem é sábio, para que entenda estas coisas? Quem é prudente, para que as saiba? Porque os caminhos do SENHOR são retos, e os justos andarão neles, mas os transgressores neles cairão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Oséias 14, comparar traduções ou montar um estudo — tudo direto pelo WhatsApp.