Oséias 12
Oriya Bible (GL_ORIYA) vs NAA
1 ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।
1 Efraim apascenta o vento e persegue o vento leste o dia inteiro. Multiplica mentiras e destruição. Faz aliança com a Assíria, mas o azeite é levado para o Egito.”
2 ସଦାପ୍ରଭୁ କୁହନ୍ତି, ଆମ୍ଭର ଯିହୁଦା ବିପକ୍ଷ ରେ ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦ କାର୍ୟ୍ଯ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହବେ।
2 “O Senhor tem uma controvérsia com Judá e castigará Jacó segundo a sua conduta; ele lhe dará o que merece por seus atos.
3 ଯାକୁବ ମାତୃଗର୍ଭ ରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ୟୁବକ ଥିଲା ଏବଂ ସେତବେେଳେ ସେ ପରମେଶ୍ବରଙ୍କ ସହିତ ଲଢୁଥିଲା।
3 No ventre, Jacó pegou no calcanhar de seu irmão; no vigor da sua idade, lutou com Deus.
4 ଯାକୁବ ପରମେଶ୍ବରଙ୍କ ଦୂତ ସହିତ ମଲ୍ଲୟୁଦ୍ଧ କରୁଥିଲା ଏବଂ ଜିତୁଥିଲା। ସେ ଚିତ୍କାର କରି ପ୍ରଭୁକୃପା ମାଗୁଥିଲା। ଏହା ବୈଥଲ୍ ରେ ଘଟିଥିଲା। ସହେିସ୍ଥାନ ରେ ସେ ପରମେଶ୍ବରଙ୍କୁ ପାଇଲା ଓ ତାଙ୍କ ସହିତ କଥା ହେଲା।
4 Lutou com o anjo e venceu; chorou e pediu que o abençoasse. Em Betel, encontrou Deus, e ali Deus falou com ele.
5 ହଁ, ସଦାପ୍ରଭୁ ସୈନ୍ଯବାହିନୀର ପରମେଶ୍ବର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ।
5 O Senhor , o Deus dos Exércitos, o
6 ତେଣୁ ତୁମ୍ଭମାନେେ ସହେି ପରମେଶ୍ବରଙ୍କ ନିକଟକୁ ଫରେିଆସ। ତାଙ୍କ ପ୍ରତି ବିଶ୍ବସ୍ତ ହୁଅ। ଠିକ୍ କାର୍ୟ୍ଯ କର। ସର୍ବଦା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ।
6 Quanto a você, volte para o seu Deus, siga o amor e a justiça, e espere sempre no seu Deus.”
7 ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।
7 “Como mercador que tem nas mãos uma balança desonesta e ama a opressão,
8 ଇଫ୍ରଯିମ କହିଲେ, 'ମୁଁ ଧନୀ, ମୁଁ ପ୍ରକୃତ ଧନ ଲାଭ କରିଛି। କୌଣସି ବ୍ଯକ୍ତି ମାରେ ଅପରାଧ ଜାଣିବ ନାହିଁ। କହେି ମଧ୍ଯ ମାରେ ପାପ ଜାଣିପାରିବ ନାହିଁ।'
8 Efraim diz: ‘Certamente fiquei rico! Encontrei muitas riquezas! Em todos esses meus esforços, não encontrarão em mim nenhum delito, nada que seja pecado.’
9 ମିଶର ରେ ଥିଲା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ତୁମ୍ଭମାନେେ ଉତ୍ସବ ଦିନ ରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁ ରେ ରଖିବା।
9 Mas eu sou o Senhor , seu Deus, desde a terra do Egito; eu ainda os farei habitar em tendas, como nos dias da festa.”
10 ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭମାନଙ୍କୁ ଏବଂ ସମାନଙ୍କେୁ ବହୁ ଦର୍ଶନ ଦଲେୁ। ଆମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦଲେୁ।
10 “Falei aos profetas e multipliquei as visões; e, pelo ministério dos profetas, propus símiles.
11 ଯେ ହତେୁ ଗିଲିଯଦ ରେ ସମାନେେ ବହୁତ ଦୁଷ୍ଟ, ସମାନେେ କିଛି ହାଇପୋରିବେ ନାହିଁ। କାରଣ ଗିଲ୍ଗିଲ ରେ ସମାନେେ ଷଣ୍ତକୁ ବଳିଦାନ ଦିଅନ୍ତି। ଖାେଲା ପଡିଆ ରେ ପଥର ଗଦା ପରି ସମାନଙ୍କେର ୟଜ୍ଞବଦେୀଗୁଡିକ ହବେ।
11 Será que há transgressão em Gileade? Eles são pura vaidade! Em Gilgal sacrificam bois; os seus altares serão como montões de pedra nos sulcos dos campos.
12 ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।
12 Jacó fugiu para a terra da Síria; ali Israel trabalhou para conseguir uma esposa e por ela guardou o gado.
13 କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।
13 Mas o Senhor , por meio de um profeta, tirou Israel do Egito e, por um profeta, cuidou do seu povo.
14 କିନ୍ତୁ ଇଫ୍ରଯିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରଯିମ ବହୁ ଲୋକଙ୍କୁ ହତ୍ଯା କଲା। ତେଣୁ ସେ ତା'ର ଦୋଷ ପାଇଁ ଦଣ୍ତିତ ହବେ। ସମାନଙ୍କେର ମୁନିବ ପରମେଶ୍ବର ସହେି ଅପମାନ ସମାନଙ୍କେୁ ସହ୍ଯ କରାଇବେ।
14 Efraim amargamente o provocou à ira; por isso, o seu Senhor fará com que ele pague pelo sangue que derramou e lhe retribuirá pelas suas afrontas.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Oséias 12, comparar traduções ou montar um estudo — tudo direto pelo WhatsApp.