Obadias 1

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଏହା ଓବଦିଯଙ୍କର ଦର୍ଶନ ଅଟେ। ମାରେ ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷଯ ରେ ଯାହା କହନ୍ତି।
1 Esta é a mensagem que o Senhor Deus deu a Obadias a respeito do país de Edom. O e nós ouvimos a sua mensagem: “Preparem-se! Vamos lutar contra Edom!”
2 ଇଦୋମ, ଆମ୍ଭେ ତୁମ୍ଭକୁ ଏକ କ୍ଷୁଦ୍ରତମ ରାଜ୍ଯ କରିବି। ପ୍ରେତ୍ୟକକ ତୁମ୍ଭକୁ ଅତ୍ଯଧିକ ଘୃଣା କରିବେ।
2 O Senhor diz a Edom: “Eu vou fazer de você uma nação fraca, e ninguém o respeitará.
3 ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'
3 O seu orgulho o enganou. Você vive nas cavernas das rochas, lá no alto das montanhas, e por isso pensa assim: ‘Ninguém é capaz de me derrubar daqui.’
4 ସଦାପ୍ରଭୁ ଏହା କୁହନ୍ତି, ଏପରିକି ତୁମ୍ଭେ ଯଦିଓ ଚିଲ ପକ୍ଷୀ ପରି ଉଚ୍ଚ ରେ ଉଡ ଏବଂ ତାରକା ଗହଳ ରେ ବସା ରଖ ତଥାପି ଆମ୍ଭେ ତୁମ୍ଭକୁ ସଠାରୁେ ନିମ୍ନକୁ ନଇେ ଆସିବା।
4 Ainda que você voe tão alto como a águia e faça o seu ninho entre as estrelas, eu o derrubarei dali.
5 ତୁମ୍ଭେ ପ୍ରକୃତ ରେ ଧ୍ବଂସ ହବେ। ଗ୍ଭରମାନେେ ତୁମ୍ଭ ନିକଟକୁ ଆସିବେ, ଡକାଯତମାନେ ରାତ୍ରି ରେ ଆସିବେ ଏବଂ ସହେି ଗ୍ଭରମାନେେ ଯାହାସବୁ ଇଚ୍ଛା କରିବେ ତାହାସବୁ ନଇେଯିବେ। ଯେତବେେଳେ ଶ୍ରମିକମାନେ ତୁମ୍ଭ କ୍ଷତେ ରେ ଦ୍ରାକ୍ଷାଫଳ ସଂଗ୍ରହ କରନ୍ତି, ସମାନେେ ଅଳ୍ପ କିଛି ଅଙ୍ଗୁର ପଛ ରେ ଛାଡିଥାନ୍ତି।
5 “Quando ladrões chegam de noite, levam apenas o que lhes interessa. Quando alguém colhe uvas, sempre deixa algumas nas Mas os seus inimigos destruíram você completamente!
6 କିନ୍ତୁ ଶତୃ ଏଷୌଙ୍କର ଗୁପ୍ତଭଣ୍ତାରକୁ ତନ୍ନ ତନ୍ନ କରି ଅନ୍ନଷେଣ କରିବେ ଏବଂ ସହେି ସମସ୍ତ ସମାନେେ ପାଇଯିବେ।
6 Povo de Edom, todos os seus bens foram roubados; levaram embora todos os seus tesouros.
7 ସହେି ସମସ୍ତେ, ଯେଉଁମାନେ କି ତୁମ୍ଭର ପ୍ରକୃତ ବନ୍ଧୁ, ତୁମ୍ଭକୁ ବଳପୂର୍ବକ ତୁମ୍ଭର ଭୂମିରୁ ତଡି ଦବେେ। ତୁମ୍ଭର ବନ୍ଧୁ ତୁମ୍ଭକୁ ପ୍ରଲୋଭନ ଦଖାଇବେେ ଏବଂ ତୁମ୍ଭକୁ ଭୂଲ୍ କାର୍ୟ୍ଯ କରିବାକୁ ବାଧ୍ଯ କରିବେ। ତୁମ୍ଭର ବନ୍ଧୁ ଯେଉଁମାନଙ୍କ ସହିତ ମିଶି ସଂଗ୍ରାମ କରିଛ ଓ ଯେଉଁମାନଙ୍କ ସହିତ ମିଶି ଖାଅ, ସମାନେେ ତୁମ୍ଭ ପାଦତଳେ ଏକ ଫାଶ ବସାଇବା ପାଇଁ ଯୋଜନା କରନ୍ତି। ସମାନେେ କୁହା କୁହି ହୁଅନ୍ତି, ' ସେ କୌଣସି ବସ୍ତୁକୁ ସନ୍ଦହେ କରନ୍ତି ନାହିଁ।'
7 Os seus aliados o traíram e o expulsaram do seu próprio país. Povos com quem você tinha Os seus amigos mais chegados fizeram planos contra você. Eles dizem: ‘Os edomitas são uns tolos!’ ”
8 ସଦାପ୍ରଭୁ କୁହନ୍ତି, ସହେିଦିନ ଆମ୍ଭେ ଇଦୋମରୁ ଜ୍ଞାନୀ ଲୋକମାନଙ୍କୁ ଧ୍ବଂସ କରିବା। ଆମ୍ଭେ ଏଷୌ ପର୍ବତ ରେ ବୁଦ୍ଧିମାନ ଲୋକମାନଙ୍କୁ ଧ୍ବଂସ କରିବା।
8 O Senhor Deus diz: “No dia em que eu castigar Edom, acabarei com todos os seus sábios; não ficará uma só pessoa inteligente no país.
9 ତୈମନ, ତୁମ୍ଭର ଶକ୍ତିଶାଳୀ ଲୋକମାନେ ଭୟଭୀତ ହବେେ। ଏଷୌ ପର୍ବତର ସମସ୍ତ ଲୋକ ଧ୍ବଂସ ପାଇବେ। ଅନକେ ଲୋକ ନିହତ ହବେେ।
9 Os soldados de Temã tremerão de medo; todos os guerreiros de Edom serão mortos.”
10 ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
10 O Senhor diz ao povo de Edom: “Vocês maltrataram e mataram os seus irmãos , os descendentes de Jacó. Por isso, vocês serão destruídos, e a desgraça os acompanhará para sempre.
11 ତୁମ୍ଭେ ଇଶ୍ରାୟେଲର ଶତୃମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇଶ୍ରାୟେଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀ ମାନେ ୟିରୁଶାଲମ ନଗରଦ୍ବାର ଦଇେ ପ୍ରବେଶ କଲେ। ସହେି ବିଦେଶୀମାନେ ୟିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସମାନଙ୍କେ ମଧ୍ଯରୁ ଜଣେ ହେଲ।
11 Quando o inimigo derrubou os portões de Jerusalém, entrou na cidade e tirou todas as coisas de valor, vocês não se importaram com isso. Quando aqueles estrangeiros tiraram a sorte para ver quem ficava com as riquezas, vocês fizeram a mesma coisa.
12 ତୁମ୍ଭେ ତୁମ୍ଭର ଭାଇର ଦୁଃଖ ରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ ନଥିଲା। ଯେତବେେଳେ ଯିହୁଦା ଧ୍ବଂସ ହେଲା, ତୁମ୍ଭେ ଖୁସି ହେଲ। ତାହା ମଧ୍ଯ ତୁମ୍ଭର କରିବା ଉଚିତ୍ ନଥିଲା। ତୁମ୍ଭେ ସମାନଙ୍କେ ଦୁଃଖ ରେ ଯେଉଁ ବଡିମା ଦଖାଇେଲ ତାହା ତୁମ୍ଭର କରିବା ଉଚିତ୍ ନଥିଲା।
12 “Mas vocês não deviam ter ficado alegres com a desgraça dos seus irmãos de Judá; não deviam ter olhado com prazer quando eles foram destruídos; não deviam ter zombado deles quando eles estavam aflitos.
13 ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ବାର ଦଇେ ପ୍ରବେଶ କଲ ଏବଂ ଆମ୍ଭ ଲୋକମାନଙ୍କର ସମସ୍ଯା ରେ ଉପହାସ କଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। ସମାନଙ୍କେର ଦୁଃଖ ସମୟରେ ତୁମ୍ଭେ ସମାନଙ୍କେର ଧନସମ୍ପଦ ନଲେ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
13 Quando o meu povo foi derrotado, vocês não deviam ter entrado em Jerusalém, nem deviam ter ficado alegres com a desgraça deles. Quando eles sofreram a derrota, vocês não deviam ter roubado os seus bens;
14 ତୁମ୍ଭେ ରାସ୍ତାର ଛକମାନଙ୍କ ରେ ଦଣ୍ତାଯମାନ ହାଇେଥିଲ ଏବଂ ନିର୍ବାସିତମାନଙ୍କୁ ଧ୍ବଂସ କରୁଥିଲ। ଜୀବନ ରକ୍ଷା ପାଇଁ ପଳାଯନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସମାନଙ୍କେର ଅନୁଧାବନକାରୀମାନଙ୍କୁ ହସ୍ତଗତ କରି ଦେଲେ। ଯାହାକି ତୁମ୍ଭ ପକ୍ଷେ ଠିକ୍ ନଥିଲା।
14 não deviam ter esperado nas encruzilhadas para matar os que procuravam fugir, nem deviam ter entregado ao inimigo os que escaparam com vida.”
15 ସବୁଦେଶ ପ୍ରତି ସଦାପ୍ରଭୁଙ୍କ ଦିନ ଆସି ଯାଉଛି। ତୁମ୍ଭମାନେେ ଯେଉଁସବୁ ମନ୍ଦକାର୍ୟ୍ଯ କରିଥିଲ, ତାହା ତୁମ୍ଭମାନଙ୍କ ପକ୍ଷ ରେ ଘଟିବ। ସହେି ଏକା ପ୍ରକାର ମନ୍ଦ ଜିନିଷ ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫରେି ଆସିବ।
15 O Senhor Deus diz: “Está chegando o dia em que eu vou julgar todas as nações. Aí vocês, edomitas, pagarão pelas suas maldades; aquilo que vocês fizeram com outros será feito com vocês.
16 କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପ ରେ ରକ୍ତ ପାନ କରିଥିଲ। ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ। ତୁମ୍ଭର ସମାପ୍ତି ଘଟିବ ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
16 O meu povo já foi duramente castigado no meu monte santo . Todas as nações vizinhas sofrerão um castigo ainda mais duro; serão castigadas e desaparecerão.”
17 କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ଯରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରୀତ କରିବା ଏବଂ ସିୟୋନ ପର୍ବତକୁ ଫରୋଇ ଆଣିବା। ସମାନେେ ସିୟୋନ ପର୍ବତ ରେ ଚିରଦିନ ବାସ କରିବେ। ଯାକୁବ ତାଙ୍କର ରାଜ୍ଯ ଫରେି ପାଇବେ।
17 O Senhor diz: “Mas no monte O povo de Israel possuirá de novo a terra que eu lhe dei.
18 ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହବେ ଓ ଯୋଷଫଙ୍କେ ରାଜ୍ଯ ଅଗ୍ନି ଶିଖା ସଦୃଶ ହବେ। କିନ୍ତୁ ଏଷୌଙ୍କ ରାଜ୍ଯ ପାଉଁଶ ହାଇଯେିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦବେେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ବଂସ କରି ଦବେେ। ତା'ପ ରେ ଏଷୌ ରାଜ୍ଯ ରେ କହେି ତିଷ୍ଠି ରହିବେ ନାହିଁ। କାହିଁକି ରହିବେ ନାହିଁ? କାରଣ ସଦାପ୍ରଭୁ ପରମେଶ୍ବର ଏହା କହିଛନ୍ତି।
18 Os povos de Judá e de Israel serão como labaredas de fogo. Eles destruirão os descendentes de Esaú, como o fogo devora a palha; nenhum dos edomitas escapará. Eu, o
19 ଦକ୍ଷିଣର ଲୋକେ ଏଷୌର ପର୍ବତ ଉପ ରେ ବଞ୍ଚି ରହିବେ। ପାହାଡର ପାଦ ଦେଶ ରେ ଥିବା ଲୋକେ ପଲେଷ୍ଟୀୟ ରାଜ୍ଯ ଦଖଲ କରିବେ। ସହେି ଲୋକମାନେ ଇଫ୍ରଯିମ ଓ ଶମରିଯାର ରାଜ୍ଯ ରେ ବାସ କରିବେ। ବିନ୍ଯାମୀନ ଗିଲିଯଦ ଅଧିକାର କରିବେ।
19 Os israelitas do sul de Judá conquistarão o país de Edom, e os que moram nas planícies de Judá tomarão posse do território dos filisteus. Os israelitas conquistarão o território de Efraim e de Samaria, e o povo da tribo de Benjamim tomará a região de Gileade.
20 ଇଶ୍ରାୟେଲର ଲୋକମାନେ ସମାନଙ୍କେର ଗୃହ ପରିତ୍ଯାଗ କରିବାକୁ ବାଧ୍ଯ ହାଇେଥିଲେ। କିନ୍ତୁ ସହେି ଲୋକମାନେ ସାରିଫତ୍ର ବାଟରେ ଥିବା କନାନୀଯ ରାଜ୍ଯକୁ ଅଧିକାର କରିବେ। ଯିହୁଦାର ଲୋକମାନେ ୟିରୁଶାଲମ ଛାଡିବାକୁ ବାଧ୍ଯ ହାଇେଥିଲେ ଏବଂ ସଫାରଦ ରେ ବାସ କଲେ। କିନ୍ତୁ ସମାନେେ ଦକ୍ଷିଣର ନଗରଗୁଡିକୁ ଅଧିକାର କରିବେ।
20 Os que foram levados como prisioneiros para fora do Reino de Israel voltarão e conquistarão a região da Fenícia até a cidade de Sarepta, no Norte; e os que foram levados de Jerusalém e que estão em Sefarade conquistarão a região do sul de Judá.
21 ବିଜତାକୋରୀମାନେ ସିୟୋନ ପର୍ବତ ଉପରକୁ ଯିବେ ଏବଂ ଏଷୌ ପର୍ବତ ବାସ କରୁଥିବା ଲୋକମାନଙ୍କୁ ଶାସନ କରିବେ ଏବଂ ରାଜ୍ଯ ସଦାପ୍ରଭୁଙ୍କର ଅଧିକୃତ ହବେ।
21 O povo de Deus, vitorioso, subirá o monte Sião e dali governará o povo de Edom. E o Senhor será o Rei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Obadias 1, comparar traduções ou montar um estudo — tudo direto pelo WhatsApp.