Números 9
Oriya Bible (GL_ORIYA) vs NTLH
1 ଅନନ୍ତର ଲୋକମାନେ ମିଶର ଦେଶରୁ ବାହାରି ଆସିବାର ଦ୍ବିତୀୟ ବର୍ଷର ପ୍ରଥମ ମାସ ରେ ସୀନଯ ମରୁଭୂମିରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
1 No primeiro mês do segundo ano depois da saída do povo de Israel do Egito, o Senhor falou com Moisés no deserto do Sinai. Ele disse:
2 ଇଶ୍ରାୟେଲ ଲୋକମାନଙ୍କୁ କୁହ, ସମାନେେ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ।
2 — ausente —
3 ଏହିମାସ ଚତୁର୍ବ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭମାନେେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।
3 — ausente —
4 ତହୁଁ ମାଶାେ ଇଶ୍ରାୟେଲ ଲୋକମାନଙ୍କୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।
4 Portanto, Moisés mandou que os israelitas comemorassem a Páscoa.
5 ତହିଁରେ ସମାନେେ ପ୍ରଥମ ମାସ ଚତୁର୍ବ୍ଦଶ ଦିନ ରେ ଗୋଧଳି ସମୟରେ ସୀନଯ ମରୁଭୂମିରେ ନିସ୍ତାର ପର୍ବ ପାଳନ କଲେ, ସଦାପ୍ରଭୁ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ଇଶ୍ରାୟେଲର ଲୋକମାନେ ସବୁ କାର୍ୟ୍ଯ କଲେ।
5 Eles a comemoraram no dia catorze do primeiro mês, ao pôr do sol, no deserto do Sinai. Os israelitas fizeram tudo o que o Senhor havia ordenado a Moisés.
6 ମାତ୍ର କେତକେ ଲୋକ ମନୁଷ୍ଯର ଶବ ସ୍ପର୍ଶ କରି ଅଶୁଚି ହବୋରୁ ସହେିଦିନ ସମାନେେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ। ଏଥିପାଇଁ ସମାନେେ ସହେିଦିନ ମାଶାେ ଓ ହାରୋଣଙ୍କ ନିକଟକୁ ଆସିଲେ।
6 Porém alguns homens se tornaram impuros porque tocaram num morto e por isso não puderam comemorar a Páscoa naquele dia. Eles foram falar com Moisés e Arão
7 ଏହି ଲୋକମାନେ ମାଶାଙ୍କେୁ କହିଲେ, ଶବ ସ୍ପର୍ଶ କରି ଆମ୍ଭମାନେେ ଅଶୁଚି ହାଇେଅଛୁ। ତେଣୁ ସମସ୍ତ ଇଶ୍ରାୟେଲୀୟମାନଙ୍କ ସହିତ ସଦାପ୍ରଭୁଙ୍କୁ ନିର୍ଦ୍ଧାରିତ ସମୟରେ ଉପହାର କରିବା ପାଇଁ କାହିଁକି ଆମ୍ଭମାନଙ୍କୁ ଅନୁମତି ଦିଆ ନୟିବ?
7 e disseram: — Estamos impuros porque tocamos num morto. Será que não vamos poder apresentar a nossa oferta ao
8 ତବେେ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ରୁହ, ତୁମ୍ଭମାନଙ୍କ ବିଷଯ ରେ ସଦାପ୍ରଭୁ କି ଆଜ୍ଞା ଦବେେ, ମୁଁ ପଚା ରେ।
8 Então Moisés respondeu: — Esperem, que eu vou falar com o
9 ଅନନ୍ତର ମାଶାଙ୍କେୁ ସଦାପ୍ରଭୁ କହିଲେ,
9 Aí o Senhor disse a Moisés:
10 ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧିଅରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ଯତ ସନ୍ତାନଗଣ ମଧିଅରେ ଯବେେ କହେି ଶବ ଦ୍ବାରା ଅଶୁଚି ହୁଏ, କିମ୍ବା କହେି ଜଣେ ଯଦି ଦୂର ସ୍ଥାନ ରେ ପଥିକ ହୁଏ, ତଥାପି ସମାନେେ ନିସ୍ତାର ପର୍ବ ପାଳନ କରିପାରିବେ।
10 — Diga aos israelitas o seguinte: se algum de vocês ou dos seus descendentes estiver impuro por haver tocado num morto ou se estiver longe, viajando, mesmo assim poderá comemorar a Páscoa em honra de Deus, o Senhor .
11 ଦ୍ବିତୀୟ ମାସର ଚତୁର୍ବ୍ଦଶ ଦିନ ଗୋଧୂଳି ସମୟରେ ସମାନେେ ତାହା ପାଳନ କରିବେ; ସମାନେେ ତାଡିଶୂନ୍ଯ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ।
11 Vocês a comemorarão um mês depois, no dia catorze do segundo mês, quando anoitecer. Nessa ocasião vocês comerão o animal com pães sem fermento e com ervas amargas.
12 ସମାନେେ ପ୍ରଭାତ ପର୍ୟ୍ଯନ୍ତ ତହିଁରୁ କିଛି ରଖିବେ ନାହିଁ। ସମାନେେ ମଷେ ବତ୍ସର କୌଣସି ହାଡ ଭାଗିଂବେ ନାହିଁ, ଆଉ ସମାନେେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
12 Não deixem sobrar nada da comida para o dia seguinte e não quebrem nenhum osso do animal. Façam a comemoração de acordo com todas as leis da Páscoa.
13 ମାତ୍ର ଯେ କହେି ଶୁଚି ଥାଇ ଓ ପଥିକ ନ ହାଇେ ନିସ୍ତାର ପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ଯରୁ ବହିଷ୍କାର କରାୟିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସହେି ମନୁଷ୍ଯ ଆପଣା ପାପ ବହିବ।
13 Mas pode acontecer que alguém esteja puro e não esteja viajando; se essa pessoa não comemorar a Páscoa, será expulsa do meio do povo, pois não me apresentou a oferta no tempo certo. E será castigada por causa do seu pecado.
14 ଆଉ ଯବେେ ତୁମ୍ଭମାନଙ୍କେ ମଧିଅରେ ପ୍ରବାସକାରୀ କୌଣସି ବିଦେଶୀଯ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତବେେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ବଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହବେ।
14 — Se algum estrangeiro que mora no meio de vocês quiser comemorar a Páscoa, terá de obedecer às leis e às ordens a respeito dessa festa. A mesma lei será para todos, tanto para os nascidos no país como para os estrangeiros.
15 ଯେଉଁଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସହେିଦିନ ମେଘ ନିଯମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ଯା ସମୟରୁ ପ୍ରଭାତ ପର୍ୟ୍ଯନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ଯ ଦଖାଗେଲା।
15 No dia em que foi armada a Tenda Sagrada , veio uma nuvem e a cobriu. De noite a nuvem parecia fogo.
16 ଏହା ସବୁ ସମୟରେ ଘଟେ। ମେଘ ପବିତ୍ର ତମ୍ବୁକୁ ଆଚ୍ଛାଦନ କଲା ଏବଂ ରାତି ରେ ଏହା ଅଗ୍ନିତୁଲ୍ଯ ଦଖାଗେଲା।
16 Era sempre assim: de dia a nuvem cobria a Tenda e de noite parecia fogo.
17 ପୁଣି ଯେତବେେଳେ ସହେି ମେଘ ପବିତ୍ର ତମ୍ବୁ ଉପରୁ ଗତି କଲା, ସେତବେେଳେ ଇଶ୍ରାୟେଲର ଲୋକମାନେ ୟାତ୍ରା କଲେ, ପୁଣି ସହେି ମେଘ ଯେଉଁଠା ରେ ରହିଲା, ଇଶ୍ରାୟେଲର ଲୋକମାନେ ସହେିଠା ରେ ଛାଉଣୀ ସ୍ଥାପନ କଲେ।
17 Quando a nuvem se levantava de cima da Tenda, os israelitas começavam a caminhar. No lugar onde a nuvem parava, aí eles acampavam.
18 ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ଇଶ୍ରାୟେଲ ଲୋକମାନେ ମେଘର ଗତିକୁ ଲକ୍ଷ୍ଯକରି ୟାତ୍ରା କଲେ ଓ ଛାଉଣୀ ସ୍ଥାପନ କଲେ, ଯେ ପର୍ୟ୍ଯନ୍ତ ସହେି ମେଘ ପବିତ୍ର ତମ୍ବୁଉପରେ ରହିଲା, ସେ ପର୍ୟ୍ଯନ୍ତ ସମାନେେ ଛାଉଣୀ ସ୍ଥାପନ କରି ରହିଲେ।
18 Eles começavam a caminhar ou acampavam de acordo com a ordem de Deus, o Senhor . E ficavam acampados ali durante o tempo em que a nuvem estava parada sobre a Tenda.
19 ପୁଣି ଯେତବେେଳେ ସହେି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତବେେଳେ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ୟାତ୍ରା କଲେ ନାହିଁ।
19 Quando ela ficava muito tempo sobre a Tenda, os israelitas obedeciam à ordem do Senhor e não saíam dali.
20 କବେେ କବେେ ସହେି ମେଘ ପବିତ୍ର ତମ୍ବୁ ଉପରେ ଅଳ୍ପ ସମୟ ରହିଲା, ସେ ସମୟରେ ସମାନେେ ଛାଉଣୀ କରି ରହିଲେ ଓ ମେଘର ଗତି ଅନୁସାରେ ଗତି କଲେ।
20 Às vezes a nuvem ficava poucos dias sobre a Tenda; assim, conforme a ordem do Senhor , eles continuavam acampados ou começavam a caminhar.
21 ବେଳେ ବେଳେ ପବିତ୍ର ତମ୍ବୁ ଉପରେ ମେଘ ସନ୍ଧ୍ଯାଠାରୁ ପ୍ରଭାତ ପର୍ୟ୍ଯନ୍ତ ରହିଲା ଓ ପ୍ରଭାତ ରେ ମେଘ ଗତିକଲା। ତେଣୁ ଇଶ୍ରାୟେଲ ଲୋକମାନେ ମଧ୍ଯ ଗତି କଲେ। ସହେି ଦିନ ରେ କିମ୍ବା ରାତି ରେ ମେଘ ଗତି କରୁଥିଲା, ଇଶ୍ରାୟେଲର ଲୋକମାନେ ୟାତ୍ର ଆରମ୍ଭ କଲେ।
21 Às vezes a nuvem ficava parada somente desde a tarde até a manhã do dia seguinte; quando ela se levantava de manhã, eles começavam a caminhar. Sempre que a nuvem se levantava, fosse de dia ou fosse de noite, os israelitas começavam a caminhar.
22 ଯଦି ସହେି ମେଘ ପବିତ୍ର ତମ୍ବୁ ଉପରେ ଦୁଇଦିନ, ଏକ ମାସ କିମ୍ବା ବହୁ ସମୟ ଧରି ରହିଲା ଲୋକମାନେ ୟାତ୍ରା ବନ୍ଦ କରି ଛାଉଣୀ ରେ ରହିଲେ, ପୁଣି ମେଘ ଯେତବେେଳେ ଗତି କରୁଥିଲା, ସମାନେେ ୟାତ୍ରା କଲେ।
22 Mas, se ela ficava sobre a Tenda dois dias, ou um mês, ou mesmo um ano, enquanto estivesse parada, os israelitas continuavam acampados e não começavam a caminhar. Porém, quando ela se levantava, eles partiam.
23 ସମାନେେ ସଦାପ୍ରଭୁଙ୍କ ଆଜ୍ଞା ରେ ଛାଉଣୀ ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞା ରେ ୟାତ୍ରା କଲେ। ସମାନେେ ମାଶାଙ୍କେ ଦ୍ବାରା ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ।
23 De acordo com a ordem do Senhor , eles acampavam ou começavam a caminhar. Os israelitas faziam isso obedecendo ao que o Senhor ordenava por meio de Moisés.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 9, comparar traduções ou montar um estudo — tudo direto pelo WhatsApp.