Números 8
Oriya Bible (GL_ORIYA) vs NVI
1 ଅନନ୍ତର ମାଶାଙ୍କେୁ ସଦାପ୍ରଭୁ କହିଲେ,
1 Disse também o Senhor a Moisés:
2 ହାରୋଣଙ୍କୁ କୁହ, ମୁଁ ଦଖାଇେଥିବା ସ୍ଥାନ ରେ ସାତାଟେି ପ୍ରଦୀପ ରଖିବେ। ଯାହାଫଳ ରେ ସାତାଟେି ପ୍ରଦୀପ ଦୀପ ବୃକ୍ଷର ସମ୍ମୁଖ ଭାଗ ରେ ଆଲୁଅ ଦବେ।
2 "Diga o seguinte a Arão: Quando você preparar as sete lâmpadas, estas deverão iluminar a área da frente do candelabro".
3 ହାରୋଣ ସହେିପରି କଲେ, ଯେପରି ତାଙ୍କୁ ନିର୍ବ୍ଦେଶ ଦଇେଥିଲେ। ସେ ପ୍ରଦୀପଗୁଡିକୁ ସଜାଡି଼ଲେ, ଯେଉଁଥିପାଇଁ ସଗେୁଡିକ ଦୀପରୁଖାର ସମ୍ମୁଖ ସ୍ଥାନକୁ ଆଲୋକିତ କରିପାରିବେ।
3 Arão assim fez; dispôs as lâmpadas de modo que estivessem voltadas para a frente do candelabro, como o Senhor tinha ordenado a Moisés.
4 ସହେିସବୁ ଦୀପରୂଖା ଆଧାର ଓ ତା'ର ଉପରର ଫୁଲଗୁଡିକ ପିଟା ସୁବର୍ଣ୍ଣ ରେ ନିର୍ମିତ ହାଇେଥିଲା। ସଦାପ୍ରଭୁ ମାଶାଙ୍କେୁ ନିର୍ବ୍ଦେଶ ମୁତାବକ ମାଶାେ ଦୀପରୂଖା ନିର୍ମାଣ କଲେ।
4 O candelabro foi feito da seguinte maneira: de ouro batido do pedestal às flores, conforme o modelo que o Senhor tinha mostrado a Moisés.
5 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
5 O Senhor disse a Moisés:
6 ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ ଲବେୀୟମାନଙ୍କୁ ନଇେ ଶୂଚି କର।
6 "Separe os levitas do meio dos israelitas e os purifique.
7 ସମାନଙ୍କେ ଶୂଚି କରିବାକୁ ଏହିରୂପେ କର। ସମାନଙ୍କେ ଉପରେ ଶୂଦ୍ଧ ଜଳ ସିଞ୍ଚନ କର ଓ ସମାନେେ ନିଜ ନିଜ ସମଗ୍ର ଶରୀର େକ୍ଷୗର କର ଏବଂ ବସ୍ତ୍ର ଧୋଇବେ। ଏହିପରି ସମାନେେ ନିଜକୁ ନିଜେ ଶୂଚି କରନ୍ତୁ।
7 A purificação deles será assim: você aspergirá a água da purificação sobre eles; fará com que rapem o corpo todo e lavem as roupas, para que se purifiquem.
8 ତା'ପରେ ସମାନେେ ଏକ ଗୋବତ୍ସ ଓ ତା ସହିତ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ।
8 Depois eles trarão um novilho com a oferta de cereal da melhor farinha amassada com óleo; e você trará um segundo novilho como oferta pelo pecado.
9 ତହୁଁ ତୁମ୍ଭେ ଲବେୀୟମାନଙ୍କୁ ସମାଗମ ତମ୍ବୁ ସମ୍ମୁଖ ରେ ଉପସ୍ଥିତ କରାଇବ। ତା'ପରେ ସମସ୍ତ ଇଶ୍ରାୟେଲ ସନ୍ତାନଗଣ ମଣ୍ତଳିକି ଏକତ୍ର କରିବ।
9 Você levará os levitas para a frente da Tenda do Encontro e reunirá toda a comunidade de Israel.
10 ଆଉ ତୁମ୍ଭେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବା ଉଚିତ୍। ଇଶ୍ରାୟେଲର ଲୋକମାନେ ଲବେୀୟମାନଙ୍କ ଉପରେ ସମାନଙ୍କେର ହସ୍ତ ରଖିବେ।
10 Levará os levitas à presença do Senhor, e os israelitas imporão as mãos sobre eles.
11 ଆଉ ହାରୋଣ ଇଶ୍ରାୟେଲ-ସନ୍ତାନଗଣ ପକ୍ଷ ରେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସମାନେେ ସଦାପ୍ରଭୁଙ୍କର ସବୋ କରିବେ।
11 Arão apresentará os levitas ao Senhor como oferta ritualmente movida da parte dos israelitas: eles serão dedicados ao trabalho do Senhor.
12 ଲବେୀୟମାନଙ୍କୁ କୁହ ଏହି ଦୁଇ ଷଣ୍ତର ମସ୍ତକରେ ସମାନଙ୍କେର ହସ୍ତ ରଖିବେ। ତହୁଁ ତୁମ୍ଭେ ଲବେୀୟମାନଙ୍କ ନିମନ୍ତେ ପ୍ରାଯଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହାମାେର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
12 "Depois que os levitas impuserem as mãos sobre a cabeça dos novilhos, você oferecerá um novilho como oferta pelo pecado e o outro como holocausto ao Senhor, para fazer propiciação pelos levitas.
13 ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖ ରେ ଲବେୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀଯ ନବୈେଦ୍ଯରୂପେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗ କରିବ।
13 Disponha os levitas em frente de Arão e dos filhos dele e apresente-os como oferta movida ao Senhor.
14 ଏହିରୂପେ ତୁମ୍ଭେ ଲବେୀୟମାନଙ୍କୁ ଇଶ୍ରାୟେଲ ସନ୍ତାନମାନଙ୍କଠାରୁ ପୃଥକ କରିବ। ସମାନେେ ମାରେ ହବେେ।
14 Dessa maneira você separará os levitas do meio dos israelitas, e os levitas serão meus.
15 ପୁଣି ତୁମ୍ଭେ ସମାନଙ୍କେୁ ଶୁଚି କରି ଦୋଳନୀଯ ନବୈେଦ୍ଯ ରୂପେ ଉତ୍ସର୍ଗ କରିବ, ତା'ପରେ ସମାନେେ ସବୋକରିବା ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କରିବେ।
15 "Depois que você purificar os levitas e os apresentar como oferta movida, eles entrarão na Tenda do Encontro para ministrar.
16 କାରଣ ସମାନେେ ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ ଆମ୍ଭ ଉବ୍ଦେଶ୍ଯ ରେ ସମ୍ପୂର୍ଣରୂପେ ଦତ୍ତ ଲୋକ, ଆମ୍ଭେ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ ସମସ୍ତ ପ୍ରଥମ ଜାତ ସନ୍ତାନ ବଦଳ ରେ ସମାନଙ୍କେୁ ଆପଣା ନିମନ୍ତେ ଗ୍ରହଣ କଲୁ।
16 Eles são os israelitas que deverão ser inteiramente dedicados a mim. Eu os separei para serem meus em lugar dos primogênitos, do primeiro filho homem de cada mulher israelita.
17 ସହେିଦିନ ମୁଁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲି, ମୁଁ ଇଶ୍ରାୟେଲର ପ୍ରଥମଜାତ ସନ୍ତାନଙ୍କୁ ମାେ ନିମନ୍ତେ ପବିତ୍ର କଲି। ଏଣୁ ସମସ୍ତ ଇଶ୍ରାୟେଲର ପ୍ରଥମଜାତ ଉଭୟ ମନୁଷ୍ଯ ଓ ପଶୁଗୁଡିକ ମାରେ ହବେ।
17 Todo primogênito em Israel, entre os homens ou entre os rebanhos, é meu. Eu os separei para mim quando feri todos os primogênitos no Egito
18 ପୁଣି ଇଶ୍ରାୟେଲ ଲୋକମାନେ ସମସ୍ତ ପ୍ରଥମଜାତ ବଦଳ ରେ ଆମ୍ଭେ ଲବେୀୟମାନଙ୍କୁ ଗ୍ରହଣ କଲୁ।
18 e escolhi os levitas em lugar de todos os primogênitos em Israel.
19 ମୁଁ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଲବେୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦଲେି। ସମାନେେ ସମାଗମ ତମ୍ବୁ ନିକଟରେ ଇଶ୍ରାୟେଲୀୟ ଲୋକ ବଦଳ ରେ ସବୋ ଓ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କିରିବେ। ଏହି ପ୍ରକା ରେ ଇଶ୍ରାୟେଲର ଲୋକମାନେ ପବିତ୍ରସ୍ଥାନ ନିକଟକୁ ଆସିଲା ବେଳେ କୌଣସି ମହାମାରୀ ଆସିବ ନାହିଁ।
19 Dentre todos os israelitas, dediquei os levitas como dádivas a Arão e aos seus filhos; eles ministrarão na Tenda do Encontro em nome dos israelitas e farão propiciação por eles, para que nenhuma praga atinja os israelitas quando se aproximarem do santuário".
20 ତେଣୁ ମାଶାେ, ହାରୋଣ ଓ ସମସ୍ତ ଇଶ୍ରାୟେଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇଶ୍ରାୟେଲର ଲୋକମାନେ ଲବେୀୟମାନଙ୍କ ପ୍ରତି କଲେ।
20 Moisés, Arão e toda a comunidade de Israel fizeram com os levitas como o Senhor tinha ordenado a Moisés.
21 ପୁଣି ଲବେୀୟମାନେ ନିଜକୁ ଶୈାଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସମାନଙ୍କେୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯରୂପେ ଉତ୍ସର୍ଗ କଲେ ଓ ହାରୋଣ ସମାନଙ୍କେୁ ଶୁଚି କିବା ପାଇଁ ପ୍ରାଯଶ୍ଚିତ କଲେ।
21 Os levitas se purificaram e lavaram suas roupas; e Arão os apresentou como oferta ritualmente movida perante o Senhor e fez propiciação por eles para purificá-los.
22 ତା'ପରେ ଲବେୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖ ରେ ଆପଣା ଆପଣା ସବୋକାର୍ୟ୍ଯ ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କଲେ। ସଦାପ୍ରଭୁ ଲବେୀୟମାନଙ୍କ ବିଷଯ ରେ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ସମାନଙ୍କେ ପ୍ରତି କଲେ।
22 Depois disso os levitas passaram a ministrar na Tenda do Encontro sob a supervisão de Arão e dos seus filhos. Fizeram com os levitas como o Senhor tinha ordenado a Moisés.
23 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
23 O Senhor disse ainda a Moisés:
24 ଏହା ହେଉଛି ଲବେୀୟମାନଙ୍କ ବ୍ଯବସ୍ଥା ପାତ୍ର। ପଚିଶ ବର୍ଷରୁ ଅଧିକ ଲବେୀୟମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହବେେ।
24 "Isto diz respeito aos levitas: os homens de vinte e cinco anos para cima, aptos para servir, tomarão parte no trabalho que se faz na Tenda do Encontro,
25 ପୁଣି ସମାନେେ ପଚାଶବର୍ଷ ବଯସ୍କ ହେଲେ ସବୋ କର୍ମରୁ ଅବସର ନଇେ ଆଉ ସବୋକରିବେ ନାହିଁ।
25 mas aos cinqüenta anos deverão afastar-se do serviço regular e nele não mais trabalharão.
26 ତଥାପି ସମାନେେ ପଚାଶବର୍ଷ ବଯସ ରେ ମଧ୍ଯ ସମାଗମ ତମ୍ବୁ ରେ ଆପଣା ଭ୍ରାତାମାନଙ୍କୁ ସବୋକାର୍ୟ୍ଯ ରେ ସାହାୟ୍ଯ କରିବେ। କିନ୍ତୁ ସମାନେେ ନିଜ ମତାମତ ଅନୁସାରେ କାର୍ୟ୍ଯ କରିବା ଉଚିତ୍ ନୁହେଁ। ଏହି ରୂପେ ତୁମ୍ଭେ ଲବେୀୟମାନଙ୍କ ରକ୍ଷଣୀଯ ବିଷଯ ରେ ସମାନଙ୍କେ ପ୍ରତି ଉଚିତ୍ କରିବ।
26 Poderão ajudar seus companheiros de ofício na responsabilidade de cuidar da Tenda do Encontro, mas eles mesmos não deverão fazer o trabalho. Assim você designará as responsabilidades dos levitas".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 8, comparar traduções ou montar um estudo — tudo direto pelo WhatsApp.