Números 6
Oriya Bible (GL_ORIYA) vs VC
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés: "Dirás aos israelitas o seguinte:
2 ଇଶ୍ରାୟେଲ ଲୋକମାନଙ୍କୁ ଏହିସବୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଉତ୍ସର୍ଗିତ ହବୋ ନିମନ୍ତେ ବିଶଷେ ନାସରୀଯ ପ୍ରତିଜ୍ଞା କରିବା ଉଚିତ୍।
2 quando um homem ou uma mulher fizer o voto de nazireu, separando-se para se consagrar ao Senhor,
3 ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।
3 abster-se-á de vinho e de bebida inebriante: não beberá vinagre de vinho, nem vinagre de uma outra bebida inebriante; não beberá suco de uva, não comerá nem uvas frescas, nem uvas secas.
4 ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳ ରେ ପ୍ରସ୍ତୁତ କୌଣସି ଦ୍ରବ୍ଯ କି ତହିଁରୁ ମଞ୍ଜିଠାରୁ ଚପୋ ପର୍ୟ୍ଯନ୍ତ କିଛି ଖାଇବ ନାହିଁ।
4 Durante todo o tempo de seu nazireato não comerá produto algum da vinha, desde as sementes até as cascas de uva.
5 ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।
5 Durante todo o tempo de seu voto de nazireato, a navalha não passará pela sua cabeça, até que se completem os dias, em que vive separado em honra do Senhor. Será santo, e deixará crescer livremente os cabelos de sua cabeça.
6 ନାସରୀଯ ପ୍ରତିଜ୍ଞା ପାଳନ ବେଳେ ସେ କୌଣସି ଶବ ନିକଟକୁ ୟିବା ଉଚିତ୍ ନୁହଁ। କାରଣ ସେ ନିଜକୁ ସମ୍ପୂର୍ଣ ରୂପେ ସଦାପ୍ରଭୁଙ୍କୁ ସମର୍ପଣ କରିଥାଏ।
6 Durante todo o tempo em que ele viver separado para o Senhor, não tocará em nenhum cadáver:
7 ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସମାନଙ୍କେୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ହବୋର ଚିହ୍ନ ତାହାର ମସ୍ତକରେ ଅଛି,
7 nem mesmo por seu pai, sua mãe, seu irmão ou sua irmã, que tiverem morrido, se contaminará, porque leva sobre sua cabeça o sinal de sua consagração ao seu Deus.
8 ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପବିତ୍ର।
8 Durante todo o tempo de seu nazireato ele é consagrado ao Senhor.
9 ଆଉ ଯଦି ନାସରୀଯ ବ୍ରତ ପାଳନ କରୁଥିବା ବ୍ଯକ୍ତିର ନିକଟରେ ରହୁଥିବା ବ୍ଯକ୍ତି ମ ରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତବେେ ସେ େଶୗଚ ଦିନ ରେ ଆପଣା ମସ୍ତକ ଲଣ୍ତା କରିବ।
9 Se alguém morrer de repente perto dele, e manchar assim a cabeça consagrada, ele rapará a sua cabeça no dia de sua purificação e o fará no sétimo dia.
10 ପୁଣି ଅଷ୍ଟମ ଦିନ ରେ ନାସରୀଯ ଦୁଇଟି କପୋତ କିମ୍ବା ପାରା ସମାଗମ ତମ୍ବୁ ଦ୍ବାର ରେ ଯାଜକ ନିକଟକୁ ଆଣିବ।
10 No oitavo dia trará ao sacerdote, à entrada da tenda de reunião, duas rolas ou dois pombinhos.
11 ଆଉ ଯାଜକ ତହିଁରୁ ଗୋଟିଏକୁ ପାପାର୍ଥକ ନବୈେଦ୍ଯ ରୂପେ ଓ ଅନ୍ୟଟି ହାମବେଳି ରୂପେ ଉତ୍ସର୍ଗ କରିବ। ସେ ଶବ ସମନ୍ଧ ରେ ଯେଉଁ ପାପ ନାସରୀଯ କଲା, ତହିଁ ଲାଗି ପ୍ରାଯଶ୍ଚିତ କରିବ ଓ ସେ ସହେିଦିନ ପୁନର୍ବାର ତା'ର ମସ୍ତକ ପବିତ୍ର କରିବ।
11 O sacerdote oferecerá um em sacrifício pelo pecado e outro em holocausto, e fará por ele a expiação do pecado que cometeu, manchando-se com a presença do morto. E consagrará naquele dia a sua cabeça.
12 ତହୁଁ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପୃଥକ ହାଇେ ରହିବା ଦିନମାନ ପୃଥକ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀଯ ଗୋଟିଏ ମଷେବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହବେ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।
12 Recomeçará os dias de seu nazireato para o Senhor e oferecerá um cordeiro de um ano em sacrifício de reparação: não se contam os dias precedentes em que seu nazireato foi manchado.
13 ସହେି ମନୁଷ୍ଯ ଆଉ ପୃଥକ ରହିବା ଦିନ ସମ୍ପୂର୍ଣ ହେଲେ ନାସରୀଯ ପ୍ରତିଜ୍ଞା ବ୍ଯବସ୍ଥା ଅନୁସାରେ ବ୍ରତକାରୀ ସମାଗମ ତମ୍ବୁ ଦ୍ବାର ନିକଟକୁ ଆସିବ।
13 Eis a lei do nazireu: findo o seu nazireato, será conduzido à entrada da tenda de reunião,
14 ପୁଣି ସେ ସଦାପ୍ରଭୁଙ୍କ ପାଇଁ ତାହାର ଭଟେି ଆଣିବ ଗୋଟିଏ ଏକବର୍ଷୀଯ ହୃଷ୍ଟପୃଷ୍ଟ ଫୁ ମଷେ ହାମବେଳି ପାଇଁ ଆଣିବ। ଗୋଟିଏ ହୃଷ୍ଟପୃଷ୍ଟ ମଷେ ପାପାର୍ଥକ ବଳି ନିମନ୍ତେ ଓ ଗୋଟିଏ ହୃଷ୍ଟପୃଷ୍ଟ ଅଣ୍ତିରା ମେଣ୍ତା ମଙ୍ଗଳାର୍ଥକ ନବୈେଦ୍ଯକୁ ରୂପେ ଉତ୍ସର୍ଗ କରିବ।
14 onde apresentará a sua oferta ao Senhor: um cordeiro de um ano, sem defeito, em holocausto; uma ovelha de um ano, sem defeito, em sacrifício pelo pecado, e um carneiro sem defeito em sacrifício pacífico,
15 ସେ ଉତ୍ସର୍ଗ କରିବ, ଏକ ଡାଲା ତାଡିଶୂନ୍ଯ ରୋଟୀ ଭଲ ମଇଦା ରେ, ତଲେ ମିଶାଇ ବନାଇବ ଏବଂ ତାଡିଶୂନ୍ଯ ସରୁ ପିଠା ତଲେ ତାହା ଉପରେ ଦଇେ ବନା ହବେ। ଓ ତହିଁର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।
15 bem como uma cesta de pães sem fermento, bolos de farinha amassados com azeite, bolachas sem fermento untadas com óleo, com a oblação e as libações habituais.
16 ତା'ପରେ ଯାଜକ ହାମବେଳି ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଆଗ ରେ ଉତ୍ସର୍ଗ କରିବା ଉଚିତ୍।
16 O sacerdote os apresentará ao Senhor, e oferecerá seu sacrifício pelo pecado e o seu holocausto.
17 ଏହାପରେ ସେ ତାଡିଶୂନ୍ଯ ରୋଟୀର ଡାଲା ଏବଂ ମଷେକୁ ମଙ୍ଗଳାର୍ଥକ ନବୈେଦ୍ଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
17 Oferecerá o carneiro ao Senhor em sacrifício pacífico, bem como a cesta de pães sem fermento, e fará sua oblação com sua libação.
18 ପୁଣି ନାସରୀଯ ବ୍ରତ ରେ ଥିବା ସମୟରେ ସହେି ବ୍ଯକ୍ତି ସମାଗମ ତମ୍ବୁର ସମ୍ମୁଖ ରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନଇେ ମଙ୍ଗଳାର୍ଥକ ନବୈେଦ୍ଯକୁ ଦଗ୍ଧ କରୁଥିବା ଅଗ୍ନି ରେ ପକାଇବ।
18 Então será rapada ao nazireu sua cabeça consagrada à entrada da tenda de reunião; o sacerdote tomará os seus cabelos consagrados e os porá no fogo que está por baixo do sacrifício pacífico.
19 ନାସରୀଯ ବ୍ରତ ରେ ଥିବା ବ୍ଯକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସହେି ମଷେର ରନ୍ଧା ହାଇେଥିବା ସ୍କନ୍ଧ, ଗୋଟିଏ ତାଡିଶୂନ୍ଯ ପିଠା ସହେି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦବେ।
19 Colocará nas mãos do nazireu, depois de lhe ter sido rapada a cabeça consagrada, a espádua cozida do carneiro, um bolo sem fermento tirado da cesta e uma bolacha sem fermento.
20 ତା'ପରେ ଯାଜକ ଦୋଳନୀଯ ନବୈେଦ୍ଯ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଟକେିବ, ସହେି ଛାତି ଓ ଗୋଡ ନବୈେଦ୍ଯ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା'ପରେ ସହେି ନାସରୀଯ ବ୍ରତ କରିଥିବା ବ୍ଯକ୍ତି ଦ୍ରାକ୍ଷାରସ ପାନ କରିପାରିବ।
20 O sacerdote os agitará diante do Senhor: é uma coisa santa que pertence ao sacerdote, como também o peito agitado e a coxa oferecida. Somente depois disso o nazireu poderá beber vinho.
21 ଏହି ହେଉଛି ବ୍ଯବସ୍ଥା, ଯେଉଁ ଲୋକ ବିଶଷେ ନାସରୀଯ ବ୍ରତ କରେ। ସେ ଏହି ନବୈେଦ୍ଯ ଆଣିବ, ଏତଦ୍ ବ୍ଯତିତ ଯଦି ସେ ଅନ୍ୟକିଛି ନଇେପାରିବ, ସେ ନିଶ୍ଚଯ ଯାହା ପ୍ରତିଜ୍ଞା କରିଛି ତାହା କରିବ।
21 Esta é a lei para aquele que fez voto de nazireato, e a oferta que ele deve fazer ao Senhor, além do que ele puder oferecer espontaneamente. Procederá conforme o voto que tiver feito, de acordo com a lei de seu nazireato."
22 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
22 O Senhor disse a Moisés:
23 ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
23 "Dize a Aarão e seus filhos o seguinte: eis como abençoares os filhos de Israel:
24 ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦ ରେ ରଖନ୍ତୁ।
24 O Senhor te abençoe e te guarde!
25 ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
25 O Senhor te mostre a sua face e conceda-te sua graça!
26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ।
26 O Senhor volva o seu rosto para ti e te dê a paz!
27 ତା'ପରେ ସଦାପ୍ରଭୁ କହିଲେ, ଏହିରୂପେ ହାରୋଣ ଓ ତାଙ୍କର ସନ୍ତାନଗଣ ଇଶ୍ରାୟେଲୀୟମାନଙ୍କ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସମାନଙ୍କେୁ ଆଶୀର୍ବାଦ କରିବା।
27 E assim invocarão o meu nome sobre os filhos de Israel e eu os abençoarei".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 6, comparar traduções ou montar um estudo — tudo direto pelo WhatsApp.