Números 5

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés:
2 ଏକ ମନୁଷ୍ଯକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମହେ ଓ ୟିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚଯ ଛାଉଣୀରୁ ବାହାରକୁ ୟିବ, ଇଶ୍ରାୟେଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।
2 "Ordene aos israelitas que mandem para fora do acampamento todo aquele que tiver lepra, ou que tiver um fluxo, ou que se tornar impuro por tocar um cadáver.
3 ପୁରୁଷ ବା ସ୍ତ୍ରୀ ୟିଏ ହେଉନା କାହିଁକି ଛାଉଣୀର ବାହା ରେ ତୁମ୍ଭେ ସମାନଙ୍କେୁ ରଖିବ। ୟଦ୍ବାରା ଯେଉଁ ଛାଉଣୀ ମଧିଅରେ ଆମ୍ଭେ ବାସ କରୁ, ତାହା ସମାନେେ ଅଶୁଚି କରିବେ ନାହିଁ।
3 Mande-os para fora do acampamento tanto homens como mulheres, para que não contaminem o seu próprio acampamento, onde habito entre eles".
4 ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ଇଶ୍ରାୟେଲ ସନ୍ତାନଗଣ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ ଓ ସମାନଙ୍କେୁ ଛାଉଣୀର ବାହା ରେ ରଖିଲେ।
4 Os israelitas assim fizeram e os mandaram para fora do acampamento, como o Senhor tinha ordenado a Moisés.
5 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
5 E o Senhor disse a Moisés:
6 ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ଯଦି କୌଣସି ବ୍ଯକ୍ତି ବିରୁଦ୍ଧ ରେ ଅପରାଧ କରେ, ତବେେ ସମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ମଧ୍ଯ ଅପରାଧ କରିଛନ୍ତି। ସମାନେେ ଦୋଷୀ।
6 "Diga aos israelitas: Quando um homem ou uma mulher prejudicar outra pessoa e, portanto, ofender ao Senhor, será culpado.
7 ତେଣୁ ସେ ଲୋକ ଆପଣାକୃତ ପାପ ସ୍ବୀକାର କରିବ ଓ ସମ୍ପୂର୍ଣରୂପେ ଆପଣା ପାଇଁ କ୍ଷତିପୂରଣ ଦବେ ଓ ତହିଁରେ ପାଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧ ରେ ଦୋଷ କରିଛି ତାକୁ ପରିଶାଧେ କରିବ।
7 Confessará o pecado que cometeu, fará restituição total, acrescentará um quinto a esse valor e entregará tudo isso a quem ele prejudicou.
8 ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦବୋ କଥା ସେ ଯଦି ମୃତ ହାଇେଥାଏ ଓ ତାହାର ଜ୍ଞାତି ରେ କହେି ନଥାନ୍ତି, ତବେେ ସେ ସଦାପ୍ରଭୁଙ୍କୁ ପରିଶାଧେ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦବେ, ତାହା ଯାଜକର ହବେ ଓ ତାହା ସହିତ ସହେି ମନୁଷ୍ଯ ତା'ର ପ୍ରାଯଶ୍ଚିତ ପାଇଁ ଏକ ମଷେ ବଳି ଉସର୍ଗ କରିବ।
8 Mas, se o prejudicado não tiver nenhum parente próximo para receber a restituição, esta pertencerá ao Senhor e será entregue ao sacerdote, juntamente com o carneiro com o qual se faz propiciação pelo culpado.
9 ଇଶ୍ରାୟେଲ ଲୋକମାନେ ନିଜନିଜ ପବିତ୍ର-ବସ୍ତୁ ମଧ୍ଯରୁ ଯାହା ଯାହା ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହବେ।
9 Todas as contribuições, ou seja, todas as dádivas sagradas que os israelitas trouxerem ao sacerdote, pertencerão a ele.
10 ପ୍ରେତ୍ୟକକ ମନୁଷ୍ଯର ଅଧିକାର ରେ ଥିବା ସବୁ କିଛି ତା'ର ନିଜର ହାଇେ ରହିଥାଏ, ଯେ ପର୍ୟ୍ଯନ୍ତ ସେ ତାହା ଅର୍ପଣ କରିନାହିଁ। ଯାହା ଜଣେ ମନୁଷ୍ଯ ଯାଜକଙ୍କୁ ଦିଅନ୍ତି ତାହା ଯାଜକର ହବେ।
10 As dádivas sagradas de cada pessoa pertencem a ela, mas o que ela der ao sacerdote pertencerá ao sacerdote".
11 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
11 Então o Senhor disse a Moisés:
12 ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସୀ ମନୁଷ୍ଯର ସ୍ତ୍ରୀ ଯବେେ ବିପଥଗାମିନୀ ହାଇେ ତାହା ବିରୁଦ୍ଧ ରେ ସତ୍ଯ ଲଘଂନ କରେ,
12 "Diga o seguinte aos israelitas: Se a mulher de alguém se desviar e lhe for infiel,
13 ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା'ର ସ୍ବାମୀର ଦୃଷ୍ଟି ଅଗୋଚର ରେ ଦୈହିକ ସଂପର୍କ ରେଖ। ସେ ଯଦି ସେ କଳୁଷିତ ହାଇେଥାଏ, ତା ବିରୁଦ୍ଧ ରେ କହେି ସାକ୍ଷୀ ନଥାଏ କିମ୍ବା ସେ କର୍ମ ବେଳେ ଧରା ପଡିନଥାଏ,
13 e outro homem deitar-se com ela, e isso estiver oculto de seu marido, e a impureza dela não for descoberta, por não haver testemunha contra ela nem tiver ela sido pega no ato;
14 ଆଉ ଯବେେ ତା'ର ସ୍ବାମୀ ସନ୍ଦହେ କରେ, ଯେତବେେଳେ ସେ ନିଜକୁ କଳୁଷିତ କରିଥାଏ, ସେ ତାକୁ ସନ୍ଦହେ କରେ ଯେତବେେଳେ ସେ କଳୁଷିତ କର୍ମ କରିନଥାଏ।
14 e se o marido dela tiver ciúmes e suspeitar de sua mulher, esteja ela pura ou impura,
15 ତବେେ ସହେି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥି ରେ ସଂୟୋଗ କରିବ ନାହିଁ, କାରଣ ତାହା ଇର୍ଷାର ଶସ୍ଯ ନବୈେଦ୍ଯ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରାଗଲା।
15 ele a levará ao sacerdote, com uma oferta de um jarro de farinha de cevada em favor dela. Não derramará azeite nem porá incenso sobre a farinha, porque é uma oferta de cereal pelo ciúme, para que se revele a verdade sobre o pecado.
16 ତା'ପରେ ଯାଜକ ସେ ସ୍ତ୍ରୀଲୋକକୁ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଛିଡା କରାଇବ।
16 "O sacerdote trará a mulher e a colocará perante o Senhor.
17 ଯାଜକ ଗୋଟିଏ ମାଟି ପାତ୍ର ରେ ପବିତ୍ର ଜଳ ନବେ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନଇେ ପାଣି ରେ ପକାଇବ।
17 Então apanhará um pouco de água sagrada num jarro de barro e colocará na água um pouco do pó do chão do tabernáculo.
18 ତହୁଁ ଯାଜକ ସହେି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରିବ ଓ ସହେି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସହେି ଭକ୍ଷ୍ଯ ନବୈେଦ୍ଯ, ଅର୍ଥାତ୍ ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ଯାହା ତା'ର ଦୋଷକୁ ଅନାବୃତ କରେ, ତାହାର ହସ୍ତ ରେ ଦବେ; ପୁଣି ଯାଜକ ଆପଣା ହସ୍ତ ରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ।
18 Depois de colocar a mulher perante o Senhor, o sacerdote soltará o cabelo dela e porá nas mãos dela a oferta memorial, a oferta pelo ciúme, enquanto ele mesmo terá em sua mão a água amarga que traz maldição.
19 ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
19 Então o sacerdote fará a mulher jurar e lhe dirá: Se nenhum outro homem se deitou com você e se você não foi infiel nem se tornou impura enquanto casada, que esta água amarga que traz maldição não lhe faça mal.
20 ମାତ୍ର ଯବେେ ତୁମ୍ଭେ ସ୍ବାମୀଙ୍କ ବିବାହ କରିବା ବେଳେ ବିପଥଗାମିନୀ ହାଇେଥାଅ ଓ ସ୍ବାମୀକୁ ଛାଡି ଅନ୍ୟ ପୁରୁଷ ସହିତ ଶଯନ କରିଥାଅ, ତବେେ ତୁମ୍ଭେ କଳୁଷିତ ହାଇେଛ।
20 Mas, se você foi infiel enquanto casada e se contaminou por ter se deitado com um homem que não é seu marido —
21 ତଦନନ୍ତର ଯାଜକ ସେ ସ୍ତ୍ରୀକୁ ଅଭିଶାପର ଶପଥ କରାଇବ।
21 então o sacerdote fará a mulher pronunciar este juramento com maldição — que o Senhor faça de você objeto de maldição e de desprezo no meio do povo fazendo que a sua barriga inche e que você jamais tenha filhos.
22 ତହିଁରେ 'ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ୟିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡିୟିବାର କାରଣ ହବେ, ଏବଂ ସହେି ସ୍ତ୍ରୀ କହିବ ଆମେନ୍! ଆମେନ୍!
22 Que esta água que traz maldição entre em seu corpo, inche a sua barriga e a impeça de ter filhos. "Então a mulher dirá: ‘Amém. Assim seja’.
23 ତା'ପରେ ଯାଜକ ସହେି ଅଭିଶାପଗୁଡିକ ଏକ ନଳାକାର ପୁସ୍ତକରେ ଲେଖିବ ଏବଂ ସହେି ଶାପଗୁଡିକ ପାଣି ରେ ଧୋଇଦବେ।
23 "O sacerdote escreverá essas maldições num documento e depois as lavará na água amarga.
24 ତା'ପରେ ଯାଜକ ସହେି ସ୍ତ୍ରୀକୁ ଶାପଜନକ ତିକ୍ତଜଳ ପିଆଇବ। ତହିଁରେ ସହେି ଶାପଜନକ ତିକ୍ତଜଳ ତା'ର ଉଦର ରେ ପ୍ରବେଶକରିବ ଏବଂ କଷ୍ଟ ଦବୋର କାରଣ ହବେ, ଯଦି ସେ ଦୋଷୀ।
24 Ele a fará beber a água amarga que traz maldição, e essa água entrará nela, causando-lhe amargo sofrimento.
25 ଆଉ ଯାଜକ ସହେି ସ୍ତ୍ରୀର ହସ୍ତରୁ ସହେି ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉଠାଇବ, ଏବଂ ବଦେୀ ଉପରକୁ ଆଣିବ।
25 O sacerdote apanhará das mãos dela a oferta de cereal pelo ciúme, a moverá ritualmente perante o Senhor e a trará ao altar.
26 ତହୁଁ ଯାଜକ ସହେି ଭକ୍ଷ୍ଯ ନବୈେଦ୍ଯରୁ ମୁଠାଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନଇେ ବଦେି ଉପରେ ଦଗ୍ଧ କରିବ ଓ ତହିଁ ଉତ୍ତା ରେ ସହେି ସ୍ତ୍ରୀକୁ ସହେି ଜଳ ପାନ କରାଇବ।
26 Então apanhará um punhado da oferta de cereal como oferta memorial e a queimará sobre o altar; depois disso fará a mulher beber a água.
27 ଯବେେ ସହେି ସ୍ତ୍ରୀ ଭ୍ରଷ୍ଟ ଚରିତ୍ର ଏବଂ ତା'ର ସ୍ବାମୀ ପ୍ରତି ଅବିଶ୍ବସ୍ତ ହାଇେଥାଏ, ତବେେ ସହେି ଶାପଜନକ ଜଳ ତାହା ମଧିଅରେ ପ୍ରବେଶ କରି ୟନ୍ତ୍ରଣା ଦବେ। ତାହାର ପ୍ରଜନନ ଅଗଂ ଫୁଲିବ ଏବଂ ଓହଳି ପଡିବ। ଆଉ ସହେି ସ୍ତ୍ରୀ ଆପଣା ଲୋକଙ୍କ ମଧିଅରେ ଶାପ ସ୍ବରୂପ ହବେ।
27 Se ela houver se contaminado, sendo infiel ao seu marido, quando o sacerdote fizer que ela beba a água que traz maldição, essa água entrará nela e causará um amargo sofrimento; sua barriga inchará e ela, incapaz de ter filhos, se tornará objeto de maldição entre o seu povo.
28 କିନ୍ତୁ ଯଦି ସହେି ସ୍ତ୍ରୀ ଅସତ୍ଯ ବ୍ଯବହାର ନକରିଥାଏ କିନ୍ତୁ ପବିତ୍ର, ତବେେ ସହେି ଅଭିଶାପରୁ ମୁକ୍ତ ହବେ ଏବଂ ଗର୍ଭଧାରଣ କରିବ।
28 Se, porém, a mulher não houver se contaminado, mas estiver pura, não sofrerá punição e será capaz de ter filhos.
29 ଏହା ଇର୍ଷାଜନକ ବ୍ଯବସ୍ଥା, ଯଥା: ସ୍ତ୍ରୀ ସ୍ବାମୀର ଅଧୀନ ରେ ଥାଉ ଥାଉ ବିପଥଗାମୀ ହାଇେ ଅଶୁଚି ହେଲେ।
29 "Esse é, pois, o ritual quanto ao ciúme, quando uma mulher for infiel e se contaminar enquanto casada,
30 ଯଦି ଜଣେ ମନୁଷ୍ଯ ଏହି ବିଷଯ ରେ ତା'ର ସ୍ତ୍ରୀକୁ ସନ୍ଦହେ କରେ, ସେ ସହେି ସ୍ତ୍ରୀ କି ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବ, ପୁଣି ଯାଜକ ସହେି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ଯବସ୍ଥା ପାଳନ କରିବ।
30 ou quando o ciúme se apoderar de um homem porque suspeita de sua mulher. O sacerdote a colocará perante o Senhor e a fará passar por todo esse ritual.
31 ତହିଁରେ ସହେି ପୁରୁଷ ଅପରାଧରୁ ମୁକ୍ତ ହବେ ଓ ସେ ସ୍ତ୍ରୀ ଅପରାଧ ବହନ କରିବ।
31 Se a suspeita não se confirmar, o marido estará inocente, do contrário a mulher sofrerá as conseqüências da sua iniqüidade".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 5, comparar traduções ou montar um estudo — tudo direto pelo WhatsApp.