Números 4

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
1 O Senhor disse a Moisés e a Arão:
2 ତୁମ୍ଭମାନେେ ଲବେୀର ସନ୍ତାନଗଣ ମଧ୍ଯରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ପୁରୁଷମାନଙ୍କୁ ଗଣନା କର।
2 — Levantem o censo dos filhos de Coate, do meio dos filhos de Levi, pelas suas famílias, segundo a casa de seus pais;
3 ତିରିଶ ବର୍ଷଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ, ଯେଉଁମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିବାକୁ ୟୋଗ୍ଯ ସମାନଙ୍କେୁ ଗଣନା କର।
3 da idade de trinta anos para cima até os cinquenta será todo aquele que entrar neste serviço, para exercer algum encargo na tenda do encontro.
4 ସମାଗମ ତମ୍ବୁ ରେ ମହାପବିତ୍ର ଦ୍ରବ୍ଯାଦିର ଯତ୍ନ ନବୋ କହାତ ପରିବାରବର୍ଗର କାର୍ୟ୍ଯ ଅଟେ।
4 É este o serviço dos filhos de Coate na tenda do encontro, nas coisas santíssimas.
5 ଯେତବେେଳେ ଛାଉଣୀ ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦା ରେ ପବିତ୍ର ନିଯମ ସିନ୍ଦୁକକୁ ଢାଙ୍କିବେ।
5 — Quando o arraial partir, Arão e seus filhos virão, tirarão o véu de cobrir, e, com ele, cobrirão a arca do testemunho;
6 ସମାନେେ ପୁନର୍ବାର ତାହାକୁ ଶିଶୁକ ଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦବେେ, ତା'ପରେ ସମାନେେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗି ଲଗାଇବେ।
6 por cima, lhe porão uma cobertura de peles finas e, sobre ela, estenderão um pano, todo azul, e passarão os cabos pelas argolas.
7 ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।
7 Também sobre a mesa da proposição estenderão um pano azul; e, sobre ela, porão os pratos, os recipientes do incenso, as taças e as jarras; também o pão contínuo estará sobre ela.
8 ତା'ପରେ ସେ ସମସ୍ତ ଉପରେ ସମାନେେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଏବଂ ତା'ପରେ ଶିଶୁକଚର୍ମ ରେ ଆଚ୍ଛାଦନ କରିବେ। ତା'ପରେ ସମାନେେ ସହେି ସାଙ୍ଗି କଡା ଭିତ ରେ ପୁରାଇବେ।
8 Depois, estenderão, em cima deles, um pano de carmesim, e, com a cobertura de peles finas, o cobrirão, e passarão os cabos pelas argolas.
9 ଏହାପରେ ସମାନେେ ଏକ ନୀଳବର୍ଣ୍ଣ ବସ୍ତ୍ର ନଇେ ଆ ଲୋକର ଦ୍ବପରୂଖା, ତାହାର ପ୍ରଦୀପ, ତାହାର ଅଗାଂରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଛାଦନ କରିବା ଉଚିତ୍।
9 Tomarão um pano azul e cobrirão o candelabro da iluminação, as suas lâmpadas, as suas tesouras de cortar pavios, os seus apagadores e todos os seus vasos de azeite com que o servem.
10 ପୁଣି ସମାନେେ ତାକୁ ଓ ତହିଁର ସମସ୍ତ ସରଞ୍ଜାମ ଏକ ଶିଶୁକଚର୍ମର ମଧିଅରେ ରଖିବେ ଏବଂ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।
10 E envolverão a ele e todos os seus utensílios na cobertura de peles finas e o porão sobre os cabos.
11 ପୁଣି ସମାନେେ ସ୍ବର୍ଣ୍ଣମଯ ବଦେି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମ ରେ ଢାଙ୍କିବେ ଏବଂ କଡା ମଧିଅରେ ସାଙ୍ଗୀ ପୁରାଇବେ।
11 Sobre o altar de ouro estenderão um pano azul, e, com a cobertura de peles finas, o cobrirão, e passarão os cabos pelas argolas.
12 ତା'ପରେ ସମାନେେ ସବୋର୍ଥକ ସମସ୍ତ ପବିତ୍ର ପାତ୍ର ନଇେ ନୀଳବର୍ଣ୍ଣ ବସ୍ତ୍ର ମଧିଅରେ ଗୁଡାଇ ରଖିବେ। ସମାନେେ ତାହାକୁ ଶିଶୁକଚର୍ମର ଆଛାଦନ କରିବେ ଏବଂ ତା'ପରେ ତାହାକୁ ଗୋଟିଏ ଖୁଣ୍ଟ ରେ ରଖିବେ।
12 Pegarão todos os utensílios do serviço com os quais servem no santuário e os envolverão num pano azul; então os cobrirão com uma cobertura de peles finas e os porão sobre os cabos.
13 ପୁଣି ସମାନେେ ୟଜ୍ଞବଦେୀରୁ ଭସ୍ମ କାଢି ନଇେ ତହିଁ ଉପରେ ବାଇଗଣି ରଗଂର ବସ୍ତ୍ର ବିଛାଇବେ।
13 Do altar tirarão as cinzas e, por cima dele, estenderão um pano de púrpura.
14 ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।
14 Sobre ele porão todos os seus utensílios com que o servem: os braseiros, os garfos, as pás e as bacias, todos os utensílios do altar; e, por cima dele, estenderão uma cobertura de peles finas e passarão os cabos pelas argolas.
15 ଏହି ରୂପେ ଯେତବେେଳେ ଛାଉଣୀ ଅଗ୍ରସର ହବୋ ବେଳେ ହାରୋଣ ଓ ତାଙ୍କର ପୁତ୍ରଗଣ ପବିତ୍ରସ୍ଥାନ ଓ ପବିତ୍ର ସମସ୍ତ ଆସବାବ ଦ୍ରବ୍ଯ ଢାଙ୍କି ଦବେେ। ତାହାପରେ କହାତ ପୁତ୍ରଗଣ ତାହା ବହନ କରିବା ପାଇଁ ଆସିବା ଉଚିତ୍। ସେଥିପାଇଁ ସମାନେେ ନିଶ୍ଚଯ କୌଣସି ପବିତ୍ର ବସ୍ତ୍ର ସ୍ପର୍ଶ କରିବେ ନାହିଁ ନ ହେଲେ ସମାନେ ମୁତ୍ଯୁବରଣ କରିବେ। ପବିତ୍ର ତମ୍ବୁ ରେ ଏହାହିଁ କହାତ ପୁତ୍ରଗଣର କର୍ତ୍ତବ୍ଯ ହବେ।
15 Quando Arão e seus filhos tiverem acabado de cobrir o santuário e todos os móveis dele, e o arraial estiver pronto para partir, os filhos de Coate virão para levá-lo. Mas não tocarão nas coisas santas, para que não morram. São estas as coisas da tenda do encontro que os filhos de Coate devem levar.
16 ଆଉ ସମସ୍ତ ଆବାସର, ତତ୍ତ୍ବାବଧାନ ସହେି ପବିତ୍ର ତମ୍ବୁ ଏବଂ ତନ୍ମଧ୍ଯସ୍ଥିତ ସମସ୍ତ ପବିତ୍ରସ୍ଥାନ ଏବଂ ସମସ୍ତ ଦ୍ରବ୍ଯ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ଯ, ନିତ୍ଯଭକ୍ଷ୍ଯ ନବୈେଦ୍ଯ ଓ ଅଭିଷକୋର୍ଥକ ତୈଳ, ଏହି ସବୁର ତତ୍ତ୍ବାବଧାନ କାର୍ୟ୍ଯ ହାରୋଣର ପୁତ୍ର ଇଲିଯାସର ଯାଜକର ହବେ।
16 — Eleazar, filho de Arão, o sacerdote, terá a seu encargo o azeite da iluminação, o incenso aromático, a oferta contínua de cereais e o óleo da unção; sim, terá a seu encargo todo o tabernáculo e tudo o que nele há, o santuário e os móveis.
17 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ,
17 O Senhor disse a Moisés e a Arão:
18 ତୁମ୍ଭମାନେେ ଲବେୀୟମାନଙ୍କ ମଧ୍ଯରୁ କହାତ ବଂଶୀଯ ଗୋଷ୍ଠୀକି ଅଲଗା କରିଦିଅ ନାହିଁ।
18 — Não deixem que a tribo das famílias dos coatitas seja eliminada do meio dos levitas.
19 ମାତ୍ର ସମାନେେ ମହାପବିତ୍ର ସ୍ଥାନ ରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲା ବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେ ମାନେ ସମାନଙ୍କେ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତର ୟାଇ ସମାନଙ୍କେର ପ୍ରେତ୍ୟକକ ଜଣକୁ ଆପଣା ଆପଣା ସବୋ ରେ ଓ ଭାର ବହନ ରେ ନିୟୁକ୍ତି କରିବେ।
19 Para que eles fiquem vivos e não morram, quando se aproximarem das coisas santíssimas, façam o seguinte: Arão e seus filhos entrarão e lhes designarão a cada um o seu serviço e a sua carga.
20 ସମାନେେ ପବିତ୍ର ବସ୍ତ୍ରକୁ ଦେଖିବା ଉଚିତ୍ ନୁହେଁ, ସମାନେେ ଯେତବେେଳେ ୟିବା ପାଇଁ ସଜାଡୁଛନ୍ତି। କାରଣ ଯଦି ସମାନେେ ତାହା କରନ୍ତି, ତବେେ ସମାନେେ ମରିଯିବେ।
20 Porém os coatitas não entrarão, nem por um instante, para ver as coisas santas, para que não morram.
21 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
21 O Senhor disse ainda a Moisés:
22 ସମାନଙ୍କେର ପିତୃଗୃହ ଓ ପରିବାରବର୍ଗ ଅନୁସାରେ ଗେର୍ଶୋନ ପରିବାରକୁ ଗଣନା କର।
22 — Levante o censo dos filhos de Gérson, segundo a casa de seus pais, segundo as suas famílias.
23 ଯେଉଁମାନେ ତିରିଶ ବର୍ଷଠାରୁ ପଚାଶବର୍ଷ ମଧିଅରେ ଓ ସମାଗମ ତମ୍ବୁ ରେ ସବୋ କରି ପାରିବେ, ସମାନଙ୍କେୁ ଗଣନା କର।
23 Da idade de trinta anos para cima até os cinquenta conte todo aquele que entrar neste serviço, para exercer algum encargo na tenda do encontro.
24 ସବୋ କରିବା ଓ ଭାର ବହିବା କାର୍ୟ୍ଯ ମଧିଅରେ ଗେର୍ଶୋନ ବଂଶର ସବୋ ଏହି।
24 É este o serviço das famílias dos gersonitas para servir e levar cargas:
25 ସମାନେେ ପବିତ୍ର ତମ୍ବୁର ପରଦା ସକଳ, ତହିଁର ଆଚ୍ଛାଦନ, ତହିଁର ଉପରିସ୍ଥିତ ଶିଶୁକଚର୍ମର ଛାତ ଓ ସମାଗମ ତମ୍ବୁର ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର ବହନ କରିବେ।
25 levarão as cortinas do tabernáculo, a tenda do encontro, sua cobertura, a cobertura de peles finas, que está sobre ele, o cortinado da porta da tenda do encontro,
26 ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ୟଜ୍ଞବଦେୀ, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସବୋର୍ଥକ ସମସ୍ତ ଦ୍ରବ୍ଯ ବହନ କରିବେ ଓ ସହେି ସବୁ ରେ ଯେଉଁ କାର୍ୟ୍ଯ କରିବାକୁ ହୁଏ ତାହାସବୁ କରିବା ଉଚିତ୍।
26 as cortinas do pátio, o cortinado da porta do pátio, que rodeia o tabernáculo e o altar, as suas cordas e todos os objetos do seu serviço; e servirão em tudo o que diz respeito a estas coisas.
27 ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ନିର୍ବ୍ଦେଶ ଅନୁସାରେ ଗେର୍ଶୋନର ଲୋକମାନେ ନିଜ ନିଜର କାର୍ୟ୍ଯ ଓ ସବୋ ସମ୍ବନ୍ଧୀଯ ସମସ୍ତ କର୍ମ କରିବା ଉଚିତ୍। ତୁମ୍ଭେ ସମାନଙ୍କେୁ, ଯାହାସବୁ ଦାଯୀତ୍ବ ବହନ କରନ୍ତି ସହେି କାର୍ୟ୍ଯ ଭାର ଦବୋ ଉଚିତ୍।
27 Todo o serviço dos filhos dos gersonitas, toda a sua carga e tudo o que devem fazer será segundo o mandado de Arão e de seus filhos; e vocês lhes determinarão tudo o que devem carregar.
28 ସମାଗମ ତମ୍ବୁ ରେ ଗେର୍ଶୋନୀଯ ପରିବାରବର୍ଗ ଏହି ସବୋ ଦାଆୟାଏ। ଇଥାମର ଯାଜକ ହାରୋଣଙ୍କ ପୁତ୍ର ସମାନଙ୍କେ ଉପରେ ପର୍ୟ୍ଯବେକ୍ଷଣ କରିବେ।
28 Este é o serviço das famílias dos filhos dos gersonitas na tenda do encontro; o seu cargo estará sob a direção de Itamar, filho de Arão, o sacerdote.
29 ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।
29 — Quanto aos filhos de Merari, faça a contagem segundo as suas famílias e segundo a casa de seus pais.
30 ତିରିଶ ବର୍ଷଠାରୁ ପଚାଶ ବର୍ଷ ପର୍ୟ୍ଯନ୍ତ ବଯସ୍କ ଯେଉଁ ମାନେ ସମାଗମ ତମ୍ବୁ ରେ କାର୍ୟ୍ଯ କରିପାରିବେ, ସମାନଙ୍କେୁ ଗଣନା କରିବ।
30 Da idade de trinta anos para cima até os cinquenta conte todo aquele que entrar neste serviço, para exercer algum encargo na tenda do encontro.
31 ଏହି ଦାଯିତ୍ବ ସମାନେେ ବହନ କରିପାରିବେ, ସମାନେେ ସମାଗମ ତମ୍ବୁର କାଠପଟା ସବୁ, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗିସକଳ ବହନ କରିବା ଉଚିତ୍।
31 Isto é o que eles terão de levar, segundo todo o seu serviço, na tenda do encontro: as tábuas do tabernáculo, os seus cabos, as suas colunas e as suas bases;
32 ସମାନେେ ପ୍ରାଙ୍ଗଣର ବାଡର ଖମ୍ବକୁ, ସଗେୁଡିକର ଭିତ୍ତିକୁ, ସଗେୁଡିକର ଖିଲକୁ, ସଗେୁଡିକର ରଜ୍ଜକୁ, ତାହା ସହିତ ସଂୟୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ନିର୍ଦ୍ଧିଷ୍ଟ କାର୍ୟ୍ଯଭାର ବହନ କରିବାକୁ ଦବୋ ଉଚିତ୍।
32 as colunas do pátio ao redor, as suas bases, as suas estacas e as suas cordas, com todos os seus utensílios e com tudo o que pertence ao seu serviço; e vocês designarão, nome por nome, os objetos que eles devem levar.
33 ସମାଗମ ତମ୍ବୁ ରେ ମରାରି ସନ୍ତାନମାନଙ୍କ ବଂଶର ସମସ୍ତ ସବୋ ସମ୍ବନ୍ଧୀଯ ଏହି କାର୍ୟ୍ଯ; ଏସବୁ ହାରୋଣ ଯାଜକର ପୁତ୍ର ଈଥାମରର ଦଖାେ ରଖାେ କରିବାର ଦାଯିତ୍ବ ହବେ।
33 Este é o encargo das famílias dos filhos de Merari, segundo todo o seu serviço, na tenda do encontro, sob a direção de Itamar, filho de Arão, o sacerdote.
34 ଅନନ୍ତର ମାଶାେ, ହାରୋଣ ଓ ଇଶ୍ରାୟେଲର ନେତାଗଣ କାହାତୀଯ ଲୋକମାନଙ୍କୁ ସମାନଙ୍କେର ପରିବାର ଓ ପିତୃଗୃହ ଅନୁସାରେ ଗଣନା କଲେ,
34 Moisés, Arão e os chefes do povo contaram os filhos dos coatitas, segundo as suas famílias e segundo a casa de seus pais,
35 ତିରିଶ ବର୍ଷ ଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହବେେ, ସମାନଙ୍କେୁ ଗଣନା କଲେ।
35 da idade de trinta anos para cima até os cinquenta, todo aquele que entrou neste serviço, para exercer algum encargo na tenda do encontro.
36 ଏହି କର୍ମପାଇଁ ଯୋଗ୍ଯ କାହାତୀଯ ବଂଶର ଲୋକମାନଙ୍କ ସଂଖ୍ଯା 2,750 ହେଲା।
36 Os que deles foram contados, segundo as suas famílias, foram dois mil setecentos e cinquenta.
37 ଏହିମାନେ କାହାତୀଯ ବଂଶର ଲୋକ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ସମାନଙ୍କେୁ ଗଣନା କଲେ।
37 São estes os que foram contados das famílias dos coatitas, todos os que serviam na tenda do encontro, os quais Moisés e Arão contaram, segundo o mandado do Senhor , por Moisés.
38 ଆଉ ମଧ୍ଯ ଗେର୍ଶୋନ ବଂଶ ସନ୍ତାନଗଣର ଆପଣା ଆପଣା ପିତୃଗୃହ ଓ ବଂଶ ଅନୁସାରେ ଗଣା ହେଲେ।
38 Os que foram contados dos filhos de Gérson, segundo as suas famílias e segundo a casa de seus pais,
39 ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ ସମାନଙ୍କେୁ ଗଣା ଗଲା।
39 da idade de trinta anos para cima até os cinquenta, todo aquele que entrou neste serviço, para exercer algum encargo na tenda do encontro,
40 ଗେର୍ଶୋନ ବଂଶ ରେ ପିତୃଗୃହ ଅନୁସାରେ ଗଣନା କରାୟିବାରୁ ସମାନଙ୍କେ ସଂଖ୍ଯା 2,630 ହେଲା।
40 os que deles foram contados, segundo as suas famílias, segundo a casa de seus pais, foram dois mil seiscentos e trinta.
41 ଏମାନେ ଗେର୍ଶୋନ ସନ୍ତାନଗଣର ପରିବାରବର୍ଗ ରେ ଗଣ୍ଯ ହେଲେ ଓ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ନିୟୁକ୍ତି ହେଲେ, ମାଶାେ ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏମାନଙ୍କୁ ଗଣନା କଲେ।
41 São estes os que foram contados das famílias dos filhos de Gérson, todos os que serviam na tenda do encontro, os quais Moisés e Arão contaram, segundo o mandado do Senhor .
42 ଆଉ ମଧ୍ଯ ମରାରି ବଂଶ ମଧିଅରେ ଲୋକମାନେ ନିଜ ନିଜ ବଂଶ ଓ ପିତୃଗୃହ ଅନୁସାରେ ଗଣା ଗଲେ।
42 Os que foram contados das famílias dos filhos de Merari, segundo as suas famílias e segundo a casa de seus pais,
43 ତିରିଶ ବର୍ଷ ବଯସ୍କଠାରୁ ପଚାଶବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହେଲେ, ସମାନେେ ଗଣ୍ଯ ହେଲେ।
43 da idade de trinta anos para cima até os cinquenta, todo aquele que entrou neste serviço, para exercer algum encargo na tenda do encontro,
44 ସମାନେେ ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣା ୟିବାରୁ ସମାନଙ୍କେ ସଂଖ୍ଯା 3,200 ହେଲା।
44 os que deles foram contados, segundo as suas famílias, foram três mil e duzentos.
45 ଏମାନେ ମରାରି ସନ୍ତାନଗଣର ବଂଶ ରେ ଗଣ୍ଯ ହାଇେଥିବା ଲୋକ, ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାେ ଓ ହାରୋଣ ଏମାନଙ୍କୁ ଗଣନା କଲେ।
45 São estes os que foram contados das famílias dos filhos de Merari, os quais Moisés e Arão contaram, segundo o mandado do Senhor , por Moisés.
46 ତେଣୁ ମାଶାେ, ହାରୋଣ ଓ ଇଶ୍ରାୟେଲର ଅଧିପତିଗଣ ଲବେୀୟମାନଙ୍କୁ ସମାନଙ୍କେର ପରିବାରବର୍ଗ ଓ ପିତୃଗୃହ ଅନୁସାରେ ଗଣନା କଲେ।
46 Todos os que foram contados dos levitas, contados por Moisés, Arão e os chefes de Israel, segundo as suas famílias e segundo a casa de seus pais,
47 ତିରିଶ ବର୍ଷ ବଯସ୍କଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ ସବୋକାର୍ୟ୍ଯ ରେ ଓ ଭାର ବହିବା କର୍ମ ରେ ନୀୟୁକ୍ତ ହେଲେ, ସମାନେେ ସମସ୍ତେ ଗଣା ଗଲେ।
47 da idade de trinta anos para cima até os cinquenta, todos os que entraram para cumprir a tarefa do serviço e a de levarem cargas na tenda do encontro,
48 ସମାନଙ୍କେ ସଂଖ୍ଯା 8,580 ହେଲା।
48 os que deles foram contados foram oito mil quinhentos e oitenta.
49 ମାଶାଙ୍କେୁ ସଦାପ୍ରଭୁ ଯେଉଁ ଅନୁସାରେ ଆଜ୍ଞା ଦଇେଥିଲେ, ସହେିପରି ଭାବରେ ସେ ସମାନଙ୍କେର ସବୋ ଓ ଭାର ବହିବା ଅର୍ଥ ଅନୁସାରେ ଗଣ୍ଯ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମାଶାଙ୍କେ ଦ୍ବାରା ଏହା କରାଗଲା।
49 Segundo o mandado do Senhor , por Moisés, foram designados, cada um para o seu serviço e a sua carga; e deles foram contados, como o Senhor havia ordenado a Moisés.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 4, comparar traduções ou montar um estudo — tudo direto pelo WhatsApp.