Números 36
Oriya Bible (GL_ORIYA) vs VC
1 ତା'ପରେ ଗିଲିଯଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିଯଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ୟୋଶଫଙ୍କେର ପୁତ୍ର ଥିଲେ, ମାଶାଙ୍କେ ଓ ଇଶ୍ରାୟେଲ ଲୋକମାନଙ୍କର ଅଧିପତିମାନେ ସମାନଙ୍କେ ସମ୍ମୁଖ ରେ ପ୍ରାସ୍ତାବ କଲେ।
1 Os chefes de família dos filhos de Galaad, filho de Maquir, filho de Manassés, da raça de José, apresentaram-se diante de Moisés e dos principais chefes das famílias israelitas:
2 ସମାନେେ କହିଲେ, ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।
2 "O Senhor, disseram eles, ordenou ao meu senhor que desse, por sorte, a terra em herança aos israelitas; e o Senhor ordenou ao meu senhor que desse às filhas de Salfaad, nosso irmão, a herança devida ao seu pai.
3 ଯଦି ଇଶ୍ରାୟେଲ ଲୋକମାନଙ୍କ ମଧ୍ଯରୁ କାହାରି ସଙ୍ଗେ ସମାନଙ୍କେର ବିବାହ ହୁଏ, ତବେେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସମାନଙ୍କେ ଅଧିକାର କଟାୟିବ। ସମାନଙ୍କେ ଅଧିକାର ସମାନଙ୍କେ ସ୍ବାମୀ ପରିବାରବର୍ଗ ରେ ୟୁକ୍ତ ହବେ।
3 Mas se homens de outra tribo as receberem por mulheres, a sua herança será retirada do patrimônio de nossos pais e acrescentada ao da tribo na qual elas se casarem; e assim será diminuída a nossa herança.
4 ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।
4 Quando chegar o jubileu dos filhos de Israel, a sua herança será unida à da tribo a que pertencerem, e separada da de nossos pais."
5 ତହୁଁ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ଆଜ୍ଞା ଦଇେ କହିଲେ, ଯୋଷଫେ ପରିବାରବର୍ଗର ଏହି ଲୋକମାନେ ୟାଥାର୍ଥ କହୁ ଅଛନ୍ତି।
5 Moisés, então, respondeu aos filhos de Israel por ordem do Senhor: "Tem razão a tribo dos filhos de José.
6 ସଦାପ୍ରଭୁ ସଲଫାଦରଙ୍କ କନ୍ଯାମାନଙ୍କ ସମ୍ବନ୍ଧ ରେ ଏହି ନିଷ୍ପତ୍ତି ଦଇେ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କହେି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍।
6 Eis a ordem do Senhor para as filhas de Salfaad: casem com quem quiserem, contanto que seja com alguém de uma família da tribo paterna;
7 ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ୟିବା ଉଚିତ୍ ନୁହଁ। ଇଶ୍ରାୟେଲ ପ୍ରେତ୍ୟକକ ବ୍ଯକ୍ତି ସମାନଙ୍କେର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧିଅରେ ରଖିବା ଉଚିତ୍।
7 desse modo as possessões dos israelitas não passarão de uma tribo à outra, e cada israelita ficará na herança da tribo de seus pais.
8 କୌଣସି ନାରୀ ୟିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ଯକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇଶ୍ରାୟେଲର ପ୍ରେତ୍ୟକକ ବ୍ଯକ୍ତି ଆପଣା ସମ୍ବନ୍ଧୀଯ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ।
8 Todas as mulheres que possuírem um patrimônio em uma tribo israelita, tomarão marido na tribo paterna, a fim de que cada israelita conserve o patrimônio de família.
9 ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ୟିବ ଉଚିତ୍ ନାହିଁ। ଇଶ୍ରାୟେଲର ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେ ଅଧିକାର ମଧିଅରେ ରହିବେ।
9 Herança alguma poderá passar de uma tribo à outra: deve cada tribo israelita permanecer no que é seu."
10 ସଦାପ୍ରଭୁ ମାଶାଙ୍କେୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ଯାମାନେ ସହେି ଅନୁସାରେ କର୍ମ କଲେ।
10 As filhas de Salfaad comportaram-se segundo a ordem do Senhor.
11 ଏଣୁ ସଲଫାଦରଙ୍କ କନ୍ଯାଗଣ ଯଥା: ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋଯା, ସମାନଙ୍କେ ପିତୃବ୍ଯ ପୁତ୍ରମାନଙ୍କୁ ବିବାହ କଲେ।
11 Maala, Tersa, Hegla, Melca e Noa, filhas de Salfaad, casaram-se com filhos de seus tios;
12 ମନଃଶି ପରିବାରବର୍ଗ ମଧିଅରେ ସମାନେେ ବିବାହ କଲେ। ତେଣୁ ସମାନଙ୍କେର ଭୂମି ଅଧିକାର ସମାନଙ୍କେ ପିତୃ ସମ୍ବନ୍ଧୀଯ ପରିବାର ମଧିଅରେ ରହିଲା।
12 casaram-se, pois, em famílias saídas de Manassés, filho de José, e a possessão que lhes tocava permaneceu na tribo de seu pai.
13 ସଦାପ୍ରଭୁ ଯିରୀହାେ ନକଟସ୍ଥ ୟର୍ଦ୍ଦନ ସମୀପରେ ମାୟୋବ ପଦା ରେ ମାଶାଙ୍କେୁ ବ୍ଯବସ୍ଥା ଦେଲେ। ଇଶ୍ରାୟେଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦଇେଥିଲେ।
13 Tais são as leis e as ordenações que o Senhor transmitiu aos israelitas por intermédio de Moisés nas planícies de Moab, perto do Jordão, defronte de Jericó.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 36, comparar traduções ou montar um estudo — tudo direto pelo WhatsApp.