Números 35
Oriya Bible (GL_ORIYA) vs ARA
1 ଅନନ୍ତର ସଦାପ୍ରଭୁ ମାଯାେବ ପଦା ରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ ନଦୀ ଆରପାରି ରେ ମାଶାଙ୍କେୁ କହିଲେ,
1 Disse mais o Senhor a Moisés, nas campinas de Moabe, junto ao Jordão, na altura de Jericó:
2 ଇଶ୍ରାୟେଲର ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସମାନେେ ଆପଣା ଆପଣା ଅଧିକୃତ ଭାଗରୁ କେତକେ ବସତି ନଗର ଲୋବୀଯମାନଙ୍କୁ ଦିଅନ୍ତୁ। ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ସହେି ନଗର ମାନ ଓ ସେ ସବୁର ଚତୁର୍ଦ୍ଦିଗସ୍ଥ ଚାରଣଭୂମି ଦବେ।
2 Dá ordem aos filhos de Israel que, da herança da sua possessão, deem cidades aos levitas, em que habitem; e também, em torno delas, dareis aos levitas arredores para o seu gado.
3 ଲବେୀୟମାନେ ଏହି ନଗରଗୁଡିକ ଅଧିକାର କରିବେ ଓ ସଠାେରେ ବାସ କରିବେ ଏବଂ ସମାନଙ୍କେର ପଶୁଗୁଡିକୁ ଚାରଣ ଭୂମିରେ ଚରାଇବେ।
3 Terão eles estas cidades para habitá-las; porém os seus arredores serão para o gado, para os rebanhos e para todos os seus animais.
4 ଲବେୀୟମାନେ ଯେଉଁ ଚାରଣ ଭୂମି ଅଧିକାର କରିବେ ତାହା ନଗର ପ୍ରାଚୀରଠାରୁ 1,500 ଫୁଟ୍ ଦୂର ରେ ରହିବ।
4 Os arredores das cidades que dareis aos levitas, desde o muro da cidade para fora, serão de mil côvados em redor.
5 ଚତୁପାଶର୍ବର ଖୋଲା ମାପ 3,000 ଫୁଟ୍ ହବେ। ନଗରଟି ସହେି ଭୂମିର ମଝି ରେ ରହିବ। ତାହା ନଗର ପାଇଁ ଚାରଣ ଭୂମି ହବେ।
5 Fora da cidade, do lado oriental, medireis dois mil côvados; do lado sul, dois mil côvados; do lado ocidental, dois mil côvados e do lado norte, dois mil côvados, ficando a cidade no meio; estes lhes serão os arredores das cidades.
6 ଆଉ ତୁମ୍ଭମାନେେ ଲବେୀୟମାନଙ୍କୁ ଯେଉଁ ସବୁ ନଗର ଦବେ ତହିଁରୁ ଛଅଟି ଆଶ୍ରଯ ନଗର ହବେ। ନରହତ୍ଯାକାରୀ ସଠାେକୁ ପଳାଇବା ନିମନ୍ତେ ତୁମ୍ଭମାନେେ ତାହା ଦବେ; ତାହା ଛଡା ଆହୁରି ବଯାଳିଶ୍ଟି ନଗର ହବେ।
6 Das cidades, pois, que dareis aos levitas, seis haverá de refúgio, as quais dareis para que, nelas, se acolha o homicida; além destas, lhes dareis quarenta e duas cidades.
7 ସର୍ବମାଟେ ତୁମ୍ଭମାନେେ ଲବେୀୟମାନଙ୍କୁ ଅଠଚାଳିଶଟି ନଗର ଦବେ। ତୁମ୍ଭମାନେେ ସମାନଙ୍କେୁ ନଗର ସହିତ ଚାରଣ ଭୂମି ଦବେ।
7 Todas as cidades que dareis aos levitas serão quarenta e oito cidades, juntamente com os seus arredores.
8 ଇଶ୍ରାୟେଲ ବୃହତ ପରିବାରବର୍ଗ ଅଧିକ ନଗର ନବେେ। ଏବଂ ତୁମ୍ଭମାନେେ େଛାଟ ପରିବାରବର୍ଗଠାରୁ ଅଳ୍ପ ନବେ। ପ୍ରେତ୍ୟକକ ପରିବାରବର୍ଗ ସମାନଙ୍କେର ଅଂଶ ଅନୁସାରେ ଲବେୀୟମାନଙ୍କୁ କିଛି ନଗର ଦବେେ।
8 Quanto às cidades que derdes da herança dos filhos de Israel, se for numerosa a tribo, tomareis muitas; se for pequena, tomareis poucas; cada um dará das suas cidades aos levitas, na proporção da herança que lhe tocar.
9 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
9 Disse mais o Senhor a Moisés:
10 ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ କିଣାନ ଦେଶ ରେ ଉପସ୍ଥିତ ହେଲେ,
10 Fala aos filhos de Israel e dize-lhes: Quando passardes o Jordão para a terra de Canaã,
11 ନିଜ ନିଜ ଆଶ୍ରଯ ନଗର ହବୋ ନିମନ୍ତେ କେତେ ଗୁଡିଏ ନଗର ନିରୂପଣ କରିବ; କହେି ଅନିଚ୍ଛା ରେ କାହାକୁ ହତ୍ଯା କରେ, ସହେିସବୁ ନଗରକୁ ୟାଇପାରିବ।
11 escolhei para vós outros cidades que vos sirvam de refúgio, para que, nelas, se acolha o homicida que matar alguém involuntariamente.
12 ଏହି ନଗରଗୁଡିକ ହତ୍ଯାକାରୀ ପାଇଁ ନିରାପଦ ଅଟେ, ସହେି ବ୍ଯକ୍ତିମାନଙ୍କଠାରୁ ଯେଉଁମାନଙ୍କର ଦାଯିତ୍ବ ହତ୍ଯାକାରୀକୁ ଦଣ୍ତିତ କରିବା, ହତ୍ଯାକାରୀକୁ ମଣ୍ତଳ ନିକଟରେ ବିଚାର ପାଇଁ ଉପସ୍ଥିତ ନକଲା ପର୍ୟ୍ଯନ୍ତ।
12 Estas cidades vos serão para refúgio do vingador do sangue, para que o homicida não morra antes de ser apresentado perante a congregação para julgamento.
13 ଏହିରୂପେ ତୁମ୍ଭମାନଙ୍କ ନଗର ମଧ୍ଯରୁ ଛଅ ଗୋଟି ଆଶ୍ରଯ ନଗର ହବେ।
13 As cidades que derdes serão seis cidades de refúgio para vós outros.
14 ତୁମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରି ରେ ତିନି ନଗର ଦବେ ଓ କିଣାନ ଦେଶ ମଧିଅରେ ତିନି ନଗର ଦବେ; ତାହାସବୁ ଆଶ୍ରଯ ନଗର ହବେ।
14 Três destas cidades dareis deste lado do Jordão e três dareis na terra de Canaã; cidades de refúgio serão.
15 ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ, ବିଦେଶ ରେ ଜନ୍ମିତ ବାସିନ୍ଦା ନିମନ୍ତେ ଓ ବିଦେଶୀ ସ୍ଥାଯୀବାସିନ୍ଦାମାନଙ୍କ ନିମନ୍ତେ ସହେି ଛଅ ନଗର ଆଶ୍ରଯସ୍ଥାନ ହବେ; ତହିଁରେ ଯେ ପ୍ରେତ୍ୟକକ ଜନ ଭ୍ରାନ୍ତି ରେ କୌଣସି ମନୁଷ୍ଯକୁ ବଧ କରେ, ସେ ସହେି ସ୍ଥାନକୁ ପଲାଇ ୟାଇପାରିବ।
15 Serão de refúgio estas seis cidades para os filhos de Israel, e para o estrangeiro, e para o que se hospedar no meio deles, para que, nelas, se acolha aquele que matar alguém involuntariamente.
16 ଯଦି କହେି ଲୌହ ନିର୍ମିତ ଅସ୍ତ୍ରଦ୍ବାରା କରିବାକୁ ବଧ କଲେ, ତବେେ ସେ ନରହତ୍ଯାକାରୀ ଓ ସେ ପ୍ରାଣଦଣ୍ତ ପାଇବ।
16 Todavia, se alguém ferir a outrem com instrumento de ferro, e este morrer, é homicida; o homicida será morto.
17 ଆଉ ଯେଉଁ ପଥରଦ୍ବାରା ଜଣଙ୍କର ମୃତ୍ଯୁ ହାଇପୋରିବ, ସପରେି ଏକ ପଥର ଦ୍ବାରା ଯଦି କହେି ବାହାରକୁ ଆଘାତ କରି ମାରିଦିଏ, ତବେେ ସେ ନରହତ୍ଯାକାରୀ ଓ ତା'ର ଅବଶ୍ଯ ପ୍ରାଣଦଣ୍ତ ହବେ।
17 Ou se alguém ferir a outrem, com pedra na mão, que possa causar a morte, e este morrer, é homicida; o homicida será morto.
18 ଆଉ ଯେଉଁ କାଠ ନିର୍ମିତ ଅସ୍ତ୍ର ରେ ଜଣେ ମରିପାରିବ, ସପରେି ଏକ ଅସ୍ତ୍ର ବ୍ଯବହାର କରି ଯଦି ଜଣେ ଅନ୍ୟକୁ ଆଘାତ କରେ ଓ ସେଥି ରେ ସେ ମ ରେ, ତବେେ ସେ ନରହତ୍ଯାକାରୀ ଓ ସେ ଅବଶ୍ଯ ମୃତ୍ଯୁଦଣ୍ତ ପାଇବ।
18 Ou se alguém ferir a outrem com instrumento de pau que tiver na mão, que possa causar a morte, e este morrer, é homicida; o homicida será morto.
19 ଜଣେ ମୃତ ପରିବାରର ଲୋକ, ହତ୍ଯାକାରୀକୁ ହତ୍ଯା କରିପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ଯା କରିପାରିବ।
19 O vingador do sangue, ao encontrar o homicida, matá-lo-á.
20 ଆଉ ଯବେେ କହେି ହିଂସା କରି କାହାକୁ ଆପଣା ହସ୍ତ ରେ ଆଘାତ କରେ, ଅବା କିଛି ଗୋଟିଏ ତା' ଉପରକୁ ଫିଙ୍ଗିଦିଏ ଓ ସେଥି ରେ ସହେି ଅନ୍ୟ ବ୍ଯକ୍ତି ମ ରେ, ତବେେ ଆଘାତକାରୀ ହତ୍ଯାକାରୀ ବୋଲି ବିବଚେିତ ହବେ ଓ ସେ ପ୍ରାଣଦଣ୍ତ ରେ ଦଣ୍ତିତ ହବେ।
20 Se alguém empurrar a outrem com ódio ou com mau intento lançar contra ele alguma coisa, e ele morrer,
21 ଯେଉଁ ବ୍ଯକ୍ତି ହତ୍ଯା କରିଥିଲା ତାକୁ ମୃତବ୍ଯକ୍ତିର ପରିବାରର କୌଣସି ସଦସ୍ଯ ତାକୁ ଦେଖିଲା ମାତ୍ ରେ ହତ୍ଯା କରିବେ।
21 ou, por inimizade, o ferir com a mão, e este morrer, será morto aquele que o feriu; é homicida; o vingador do sangue, ao encontrar o homicida, matá-lo-á.
22 ମାତ୍ର ଯବେେ କହେି ବିନା ଶତୃତା ରେ ହଠାତ୍ କାହାକୁ ଆଘାତ କରେ, ଅବା କାହା ଉପରକୁ ଅନିଚ୍ଛା ରେ କିଛି ଫୋପାଡି ଦିଏ ଏବଂ ସେଥି ରେ ସହେି ବ୍ଯକ୍ତିକୁ ହତ୍ଯା କରେ,
22 Porém, se o empurrar subitamente, sem inimizade, ou contra ele lançar algum instrumento, sem mau intento,
23 ଅବା କହେି ଅଜାଣତ ରେ ଏକ ବଡ ପଥର ଫିଗିଂ କାହାକୁ ହତ୍ଯା କରେ, ଏହା ଜଣେ ବ୍ଯକ୍ତିକୁ ହତ୍ଯା କରିପା ରେ କିନ୍ତୁ ପଥର ଫୋପାଡିବା ସମୟରେ କାହାରିକୁ ଦେଖି ନଥିଲା ଅଥଚ ସେ ତାହାର ଶତୃ କି ଅନିଷ୍ଟ ଚେଷ୍ଟାକାରୀ ହାଇେ ନ ଥାଏ,
23 ou, não o vendo, deixar cair sobre ele alguma pedra que possa causar-lhe a morte, e ele morrer, não sendo ele seu inimigo, nem o tendo procurado para o mal,
24 ତବେେ ମଣ୍ତଳୀ ସହେି ହତ୍ଯାକାରୀର ଓ ରକ୍ତର ପ୍ରତିହନ୍ତାର ବିଷଯ ଏହି ଶାସନାନୁସା ରେ ବିଚାର କରିବେ।
24 então, a congregação julgará entre o matador e o vingador do sangue, segundo estas leis,
25 ଆଉ ମଣ୍ତଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସହେି ନରହତ୍ଯାକାରୀକି ଉଦ୍ଧାର କରିବେ, ପୁଣି ସେ ଯେଉଁ ସ୍ଥାନକୁ ପଳାଇ ୟାଇଥିଲା ସହେି ଆଶ୍ରଯ ନଗର ରେ ମଣ୍ତଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦବେେ; ଆଉ ଯେଉଁ ପର୍ୟ୍ଯନ୍ତ ପବିତ୍ର ତୈଳର ଅଭିଷିକ୍ତ ମହାୟାଜକର ମୃତ୍ଯୁ ନହୁଏ, ସେ ପର୍ୟ୍ଯନ୍ତ ସେ ସହେି ସ୍ଥାନ ରେ ବାସ କରିବ।
25 e livrará o homicida da mão do vingador do sangue, e o fará voltar à sua cidade de refúgio, onde se tinha acolhido; ali, ficará até à morte do sumo sacerdote, que foi ungido com o santo óleo.
26 ସହେି ହତ୍ଯାକାରୀ ଆଶ୍ରଯ ନଗରରୁ ଯଦି କୌଣସି ସମୟରେ ତହିଁର ସୀମା ବାହାରକୁ ୟାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରଯ ନଗର
26 Porém, se, de alguma sorte, o homicida sair dos limites da sua cidade de refúgio, onde se tinha acolhido,
27 ସୀମାର ବାହା ରେ ତାହାକୁ ପାଏ ଓ ପ୍ରତିହନ୍ତା ତାହାକୁ ବଧ କରେ ତବେେ ସେ ରକ୍ତପାତ ରେ ଅପରାଧୀ ହବେ ନାହିଁ।
27 e o vingador do sangue o achar fora dos limites dela, se o vingador do sangue matar o homicida, não será culpado do sangue.
28 ଜଣେ ଯଦି ହଠାତ୍ କାହାକୁ ବଧ କରେ ସେ ଆଶ୍ରଯ ନଗର ରେ ମହାୟାଜକର ମୃତ୍ଯୁ ପର୍ୟ୍ଯନ୍ତ ରହିବ। ମାତ୍ର ମହାୟାଜକର ମୃତ୍ଯୁ ହେଲାପରେ ସହେି ନରହତ୍ଯାକାରୀ ଆପଣା ଅଧିକାର ଭୂମିକି ଫରେିୟାଇପାରିବ।
28 Pois deve ficar na sua cidade de refúgio até à morte do sumo sacerdote; porém, depois da morte deste, o homicida voltará à terra da sua possessão.
29 ଆଉ ତୁମ୍ଭମାନଙ୍କର ସମସ୍ତ ନିବାସ ସ୍ଥାନ ରେ ଏହି ସବୁ ବିଚାର ବିଧି ଚିରସ୍ଥାଯୀ ହବେ।
29 Estas coisas vos serão por estatuto de direito a vossas gerações, em todas as vossas moradas.
30 ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ଯ ପ୍ରଦାନ କଲେ ମୃତ୍ଯୁଦଣ୍ତ ଦିଆୟିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ଯ କୌଣସି ଲୋକ ପ୍ରତିକୂଳ ରେ ପ୍ରାଣଦଣ୍ତ ଦବୋ ନିମନ୍ତେ ଗ୍ରାହ୍ଯ ହବେନାହିଁ।
30 Todo aquele que matar a outrem será morto conforme o depoimento das testemunhas; mas uma só testemunha não deporá contra alguém para que morra.
31 ଆହୁରି ମୃତ୍ଯୁଦଣ୍ତ ରେ ଦଣ୍ତିତ ନରହତ୍ଯାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣ କରାୟାଇ ନପା ରେ। ତାକୁ ନିଶ୍ଚିତ ଭାବରେ ହତ୍ଯା କରାୟିବ।
31 Não aceitareis resgate pela vida do homicida que é culpado de morte; antes, será ele morto.
32 ପୁଣି କୌଣସି ହତ୍ଯାକାରୀ ଆଶ୍ରଯ ନଗରରୁ ପଳାଇୟାଇ ପୁନର୍ବାର ଆପଣା ଦେଶକୁ ଫରେିଆସିବାକୁ ଅନୁମତି ଦବୋ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣୀଯ ନ ହେଁ ମହାୟାଜକ ମୃତ୍ଯୁବରଣ ନକରିବା ପର୍ୟ୍ଯନ୍ତ।
32 Também não aceitareis resgate por aquele que se acolher à sua cidade de refúgio, para tornar a habitar na sua terra, antes da morte do sumo sacerdote.
33 ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।
33 Assim, não profanareis a terra em que estais; porque o sangue profana a terra; nenhuma expiação se fará pela terra por causa do sangue que nela for derramado, senão com o sangue daquele que o derramou.
34 ତୁମ୍ଭମାନେେ ଯେଉଁ ଦେଶ ରେ ଅଛ, ମୁଁ ସଠାେରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ବଯଂ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବାସ କରୁଅଛି।
34 Não contaminareis, pois, a terra na qual vós habitais, no meio da qual eu habito; pois eu, o Senhor , habito no meio dos filhos de Israel.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 35, comparar traduções ou montar um estudo — tudo direto pelo WhatsApp.