Números 34

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 Então o S enhor disse a Moisés:
2 ଇଶ୍ରାୟେଲର ଲୋକମାନଙ୍କୁ କୁହ: ଯେତବେେଳେ ତୁମ୍ଭମାନେେ କିଣାନ ଦେଶ ରେ ପ୍ରବେଶ କରିବ, ତାହା ତୁମ୍ଭମାନଙ୍କର ଦେଶ ହବେ। ଏଗୁଡିକ ସହେି ଦେଶର ସୀମା ହବେ।
2 “Dê as seguintes instruções ao povo de Israel. Quando entrarem na terra de Canaã, que eu lhes dou como sua propriedade especial, estas serão as fronteiras.
3 ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ ପ୍ରାନ୍ତର ପର୍ୟ୍ଯନ୍ତ ହବେ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହବେ।
3 A região sul se estenderá desde o deserto de Zim, ao longo da divisa com Edom. A fronteira sul começará no leste, na extremidade do mar Morto.
4 ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫରେି ଅକ୍ରଦ୍ଦୀମ ଘାଟ ଦଇେ ସୀନ୍ ପର୍ୟ୍ଯନ୍ତ ୟିବ ଓ ସଠାରୁେ କାଦେଶ ବର୍ଣଯରେ ଦକ୍ଷିଣ ଦଇେ ହତସର-ଅଦରକୁ ଆସି ଅସ୍ମୋନ ପର୍ୟ୍ଯନ୍ତ ୟିବ।
4 Ela se estenderá pelo sul, passando pela ladeira do Escorpião, em direção a Zim. Seu extremo ao sul será Cades-Barneia, de onde seguirá até Hazar-Adar e, de lá, até Azmom.
5 ଏହାପରେ ସହେି ସୀମା ଅସ୍ମୋନରୁ ମିଶର ନଦୀ ଆଡକୁ ବିସ୍ତୃତ ହବେ ଓ ସହେି ଭୂମଧ୍ଯସାଗର ନିକଟରେ ଶଷେ ହବେ।
5 De Azmom, a fronteira fará uma curva em direção ao ribeiro do Egito e terminará no mar Mediterrâneo.
6 ଭୂମଧ୍ଯସାଗର ପଶ୍ଚିମ ସୀମା ହବେ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହବେ।
6 “A fronteira oeste será o litoral do mar Mediterrâneo.
7 ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହବେ। ଏହା ଭୂମଧ୍ଯସାଗରଠାରୁ ହାରେ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ହବେ।
7 “A fronteira norte começará no mar Mediterrâneo e se estenderá para o leste até o monte Hor
8 ହାରଠାରୁେ ଏହି ସୀମା ଆରମ୍ଭ ହାଇେ ହମାତ ପର୍ୟ୍ଯନ୍ତ ବିସ୍ତୃତ ହାଇେ ସଦାଦ୍ ନିକଟରେ ଶଷେ ହବେ।
8 e, de lá, até Lebo-Hamate, seguindo em direção a Zedade,
9 ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ୟ୍ଯନ୍ତ ବିସ୍ତୃତ ହାଇେ ହତସର-ଐନନ ରେ ଶଷେ ହବେ।
9 e continuando até Zifrom e, daí, até Hazar-Enã. Essa será a fronteira norte.
10 ଆଉ ତୁମ୍ଭମାନଙ୍କର ପୂର୍ବ ସୀମା ହତସର ଐନନଠାରୁ ଆରମ୍ଭ ହାଇେ ଶଫାମ୍ ପର୍ୟ୍ଯନ୍ତ ୟିବ।
10 “A fronteira leste começará em Hazar-Enã, se estenderá para o sul até Sefã
11 ସହେି ସୀମା ଶଫାମ୍ଠାରୁ ଐନର ପୂର୍ବଦିଗ ଆଡକୁ ଶଷେ ରେ ରିବ୍ଲାର ପାଦଭୂମି ପର୍ୟ୍ଯନ୍ତ ୟିବ ଏବଂ ପୂର୍ବ ରେ ଏହା ଗାଲିଲୀ ହ୍ରଦ ପର୍ୟ୍ଯନ୍ତ ବିସ୍ତୃତ ହବେ।
11 e descerá até Ribla, do lado leste de Aim. De lá, descerá beirando o lado leste do mar da Galileia
12 ପୁଣି ସେ ସୀମା ୟର୍ଦ୍ଦନ ଦଇେ ୟିବ ଓ ମୃତ ସମୁଦ୍ର ନିକଟରେ ଶଷେ ହବେ। ଏହା ତୁମ୍ଭମାନଙ୍କର ଦେଶ ଏବଂ ଏହାର ସୀମା ହବେ।
12 e, depois, acompanhando o rio Jordão até o mar Morto. Essas são as fronteiras de sua terra”.
13 ତେଣୁ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦଇେ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦବୋକୁ ଆଜ୍ଞା ଦଇେଅଛନ୍ତି, ତୁମ୍ଭମାନେେ ଯାହାକୁ ଗୁଳାବାଣ୍ଟ ଦ୍ବାରା ଅଧିକାର କରିବ, ସହେି ଦେଶ ଏହି।
13 Então Moisés disse aos israelitas: “Este território é a herança que vocês repartirão entre si por sorteio. O S enhor ordenou que a terra seja dividida entre as nove tribos e meia restantes.
14 ରୁବନେ, ଗାଦ ଗୋଷ୍ଠୀଗଣ ଓ ମନଃଶିର ଅର୍ଦ୍ଧକେ ଗୋଷ୍ଠୀଗଣ ଆପଣା ଆପଣା ପରିବାର ଅନୁସାରେ ସମାନଙ୍କେର ଅଧିକାର ପାଇଛନ୍ତି।
14 As famílias das tribos de Rúben e Gade e da metade da tribo de Manassés já receberam suas porções de terra
15 ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ୟରୀହୋ ପୂର୍ବଦିଗ ରେ ୟର୍ଦ୍ଦନର ଆରପାରି ରେ ସମାନଙ୍କେର ଅଧିକାର ପାଇଅଛନ୍ତି।
15 do lado leste do Jordão, do lado oposto de Jericó, na direção do nascer do sol”.
16 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
16 O S enhor disse a Moisés:
17 ଯେଉଁମାନେ ତୁମ୍ଭମାନଙ୍କ ନିମନ୍ତେ ଦେଶ ଭାଗ କରିବେ, ସମାନେେ ହେଉଛନ୍ତି ଯାଜକ ଇଲିଯାସର ଓ ନୂନର ପୁତ୍ର ଯିହାଶୂେୟ।
17 “O sacerdote Eleazar e Josué, filho de Num, são os homens escolhidos para repartir a terra entre o povo.
18 ପୁଣି ତୁମ୍ଭମାନେେ ଦେଶ ଭାଗ କରିବା ନିମନ୍ତେ ପ୍ରେତ୍ୟକକ ଗୋଷ୍ଠୀବର୍ଗରୁ ଜଣେ ଜଣେ ନତେୃବର୍ଗ ବାଛିବ।
18 Nomeiem um líder de cada tribo para ajudá-los com a tarefa.
19 ସହେି ଅଧିପତିଗଣଙ୍କର ନାମ ଏହି:
19 Estas são as tribos e os nomes dos líderes: da tribo de Judá, Calebe, filho de Jefoné;
20 ଶିମିୟୋନର ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ଶମୂଯଲେ।
20 da tribo de Simeão, Samuel, filho de Amiúde;
21 ବିନ୍ଯାମୀନ ଗୋଷ୍ଠୀବର୍ଗରୁ କିଶଲୋନର ପୁତ୍ର ଇଲୀଦଦ୍।
21 da tribo de Benjamim, Elidade, filho de Quislom;
22 ଆଉ ଦାନ ଗୋଷ୍ଠୀବର୍ଗରୁ ୟଗ୍ଲିର ପୁତ୍ର ବୁକ୍କି।
22 da tribo de Dã, Buqui, filho de Jogli;
23 ଯୋଷଫେ ବଂଶଧର ମଧ୍ଯରୁ ମନଃଶି ଗୋଷ୍ଠୀରୁ ଏଫୋଦର ପୁତ୍ର ହନ୍ନୀଯଲେ।
23 da tribo de Manassés, filho de José, Haniel, filho de Éfode;
24 ପୁଣି ଇଫ୍ରଯିମ ଗୋଷ୍ଠୀବର୍ଗରୁ ଶିପ୍ତନର ପୁତ୍ର କମୂଯଲେ।
24 da tribo de Efraim, filho de José, Quemuel, filho de Siftã;
25 ଆଉ ସବୂଲୂନ ଗୋଷ୍ଠୀବର୍ଗରୁ ପର୍ଣକର ପୁତ୍ର ଇଲୀଷାଫନ୍।
25 da tribo de Zebulom, Elisafã, filho de Parnaque;
26 ଇଷାଖର ଗୋଷ୍ଠୀବର୍ଗରୁ ଅସ୍ସନର ପୁତ୍ର ପଲଟିଯଲେ।
26 da tribo de Issacar, Paltiel, filho de Azã;
27 ପୁଣି ଆଶରେ ଗୋଷ୍ଠୀବର୍ଗରୁ ଶଲୋମିର ପୁତ୍ର ଅହୀହୂଦ୍।
27 da tribo de Aser, Aiúde, filho de Selomi;
28 ନପ୍ତାଲି ଗୋଷ୍ଠୀବର୍ଗରୁ ଅମ୍ମୀହୂଦର ପୁତ୍ର ପଦ ହେଲ୍।
28 da tribo de Naftali, Pedael, filho de Amiúde.
29 କିଣାନ ଦେଶ ରେ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଅଧିକାର ବିଭାଗ କରି ଦବୋକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।
29 Esses são os homens que o S enhor nomeou para repartir as porções da terra de Canaã entre os israelitas”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 34, comparar traduções ou montar um estudo — tudo direto pelo WhatsApp.