Números 33

Oriya Bible (GL_ORIYA) vs VC

Sair da comparação
VC Versão Católica
1 ମାଶାେ ଓ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ୟାତ୍ରା କରିଥିଲେ, ତାହାର ବିବିରଣ ଏହି।
1 Eis as etapas que fizeram os israelitas desde a sua partida do Egito em tropas organizadas sob as ordens de Moisés e Aarão.
2 ମାଶାେ ସଦାପ୍ରଭୁଙ୍କ ଆଜ୍ଞା ରେ ସମାନଙ୍କେର ୟାତ୍ରା ଅନୁସାରେ ସମାନଙ୍କେର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସମାନେେ ଗମନ କରିଥିଲେ, ସହେିସବୁ ୟାତ୍ରାର ବିବରଣ ଏହି।
2 Moisés, por ordem do Senhor, tomou nota de suas marchas por etapas. São as seguintes essas marchas em etapas:
3 ପ୍ରଥମ ମାସର ପଞ୍ଚଦଶ ଦିନ ରେ, ସମାନେେ ରାମିଷଷଠାରୁେ ୟାତ୍ରା କଲେ। ଇଶ୍ରାୟେଲର ଲୋକମାନେ ମିଶରବାସୀଙ୍କ ଆଗ ରେ ଦାମ୍ଭିକତାର ସହକା ରେ ବାହାରି ଗଲେ। ଏହା ନିସ୍ତାର ପର୍ବର ପରବର୍ତ୍ତି ଦିନ ଥିଲା।
3 No décimo quinto dia do primeiro mês partiram de Ramsés. Isso foi no dia seguinte à Páscoa; partiram com a mão levantada, à vista de todos os egípcios
4 ଆଉ ମିଶରୀଯମାନେ ସହେିମାନଙ୍କୁ କବର ଦେଉଥିଲେ, ଯେଉଁମାନେ ମୃତ୍ଯୁବରଣ କଲେ, ଯେତବେେଳେ ସଦାପ୍ରଭୁ ସମାନଙ୍କେର ପ୍ରଥମଜାତମାନଙ୍କୁ ହତ୍ଯାକଲେ ଓ ସମାନଙ୍କେର ଦବଗେଣଙ୍କ ବିପକ୍ଷ ରେ ନ୍ଯାଯ ଆଣିଲେ।
4 que estavam enterrando aqueles que o Senhor tinha ferido dentre eles, todos os seus primogênitos. Também contra os seus deuses o Senhor tinha exercido o seu juízo.
5 ଇଶ୍ରାୟେଲର ଲୋକମାନେ ରାମିଷଷଠାରୁେ ୟାତ୍ରା କରି ସୁକ୍କୋତର ଛାଉଣୀ ସ୍ଥାପନ କଲେ।
5 Partidos de Ramsés, os israelitas se detiveram em Socot,
6 ପୁଣି ସମାନେେ ସୁକ୍କୋତରୁ ୟାତ୍ରା କରି ମରୁଭୂମିର ସୀମା ରେ ଏଥମ ରେ ଛାଉଣୀ ସ୍ଥାପନ କଲେ।
6 de onde partiram, indo acampar em Etão, situado na extremidade do deserto.
7 ତହୁଁ ସମାନେେ ଏଥମରୁ ୟାତ୍ରା କରି ବାଲସଫୋନର ନିକଟସ୍ଥ ପୀହହୀରୋତକୁ ଫରେି ଆସିଲେ। ସମାନେେ ମିଗ୍ଦୋଲ ନିକଟରେ ଛାଉଣୀ ସ୍ଥାପନ କଲେ।
7 Dali, voltaram a Fi-Hairot, defronte de Beelsefon, e acamparam diante de Magdalum.
8 ଏହାପରେ ସମାନେେ ପୀହହୀରୋତ୍ର ସମ୍ମୁଖରୁ ୟାତା୍ର କରି ସମୁଦ୍ର ମଧ୍ଯ ଦଇେ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ୟାତ୍ରା କରି ମାରା ରେ ଛାଉଣୀ ସ୍ଥାପନ କଲେ।
8 Deixando Fi-Hairot, passaram pelo meio do mar para o deserto. Após três dias de marcha na solidão de Etão, detiveram-se em Mara.
9 ପୁଣି ମାରାରୁ ୟାତ୍ରା କରି ଏଲୀମ ରେ ଉପସ୍ଥିତ ହେଲେ; ସହେି ଏଲୀମ ରେ ବାର ଝରଣା ଓ ସତୁରି ଖଜୁରୀ ଗଛ ଥିଲା। ଏଣୁ ସମାନେେ ସହେି ସ୍ଥାନ ରେ ଛାଉଣୀ ସ୍ଥାପନ କଲେ।
9 Partindo de Mara, ganharam Elim, onde havia doze fontes e setenta palmeiras; e acamparam ali.
10 ତହୁଁ ସମାନେେ ଏଲୀମରୁ ୟାତ୍ରାକରି ସୂଫ ସମୁଦ୍ର ନିକଟରେ ଛାଉଣୀ ସ୍ଥାପନ କଲେ।
10 Saindo de Elim, foram acampar junto do mar Vermelho,
11 ପୁଣି ସମାନେେ ସୂଫ ସମୁଦ୍ର ନିକଟରୁ ୟାତ୍ରା କରି ସୀନ୍ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
11 de onde partiram e acamparam no deserto de Sin.
12 ପୁଣି ସମାନେେ ସୀନ୍ ମରୁଭୂମିରୁ ୟାତ୍ରା କଲେ ଓ ଦପ୍କା ରେ ଛାଉଣୀ ସ୍ଥାପନ କଲେ।
12 Tendo partido do deserto de Sin, acamparam em Dafca,
13 ସମାନେେ ଦପ୍କାରୁ ୟାତ୍ରା କରି ଆଲୂଶ ରେ ଛାଉଣୀ ସ୍ଥାପନ କଲେ।
13 de onde foram para Alus.
14 ପୁଣି ସମାନେେ ଆଲୂଶରୁ ୟାତ୍ରା କରି ରଫୀଦୀମ ରେ ଛାଉଣୀ ସ୍ଥାପନ କଲେ। ସହେି ସ୍ଥାନ ରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା।
14 Dali, partiram e acamparam em Rafidim, onde o povo não encontrou água para beber.
15 ସମାନେେ ରଫୀଦୀମରୁ ୟାତ୍ରା କଲେ ଓ ସୀନଯ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
15 Partidos de Rafidim, acamparam no deserto do Sinai.
16 ସମାନେେ ସୀନଯ ମରୁଭୂମିରୁ ୟାତ୍ରା କରି କିବୋତ୍ହତ୍ତାବା ରେ ଛାଉଣୀ ସ୍ଥାପନ କଲେ।
16 Saindo do deserto do Sinai, foram acampar em Kibrot-Hataava,
17 ପୁଣି ସମାନେେ କିବ୍ରୋତ୍ହତ୍ତାବାରୁ ୟାତ୍ରା କରି ହତ୍ ସରେୋତ ରେ ଛାଉଣୀ ସ୍ଥାପନ କଲେ।
17 de onde foram acampar em Haserot.
18 ଆଉ ସମାନେେ ହତ ସରେୋତରୁ ୟାତ୍ରା କରି ରିତ୍ମା ରେ ଛାଉଣୀ ସ୍ଥାପନ କଲେ।
18 De lá, acamparam em Retma.
19 ଏହାପରେ ସମାନେେ ରିତ୍ମାରୁ ୟାତ୍ରା କରି ରିମ୍ମାନେ ପରେସ ରେ ଛାଉଣୀ ସ୍ଥାପନ କଲେ।
19 De Retma foram a Remonfarés.
20 ପୁଣି ସମାନେେ ରିମ୍ମାନେ ପରେସରୁ ୟାତ୍ରା କରି ଲିବ୍ନା ରେ ଛାଉଣୀ ସ୍ଥାପନ କଲେ।
20 De Remonfarés a Lebna.
21 ପୁଣି ସମାନେେ ଲିବ୍ନାରୁ ୟାତ୍ରା କରି ରିସ୍ସା ରେ ଛାଉଣୀ ସ୍ଥାପନ କଲେ।
21 De Lebna a Ressa.
22 ତା'ପରେ ସମାନେେ ରିସ୍ସାରୁ ୟାତ୍ରା କରି କ ହେଲାତରୁ ଛାଉଣୀ ସ୍ଥାପନ କଲେ।
22 De Ressa a Ceelata.
23 ପୁଣି ସମାନେେ କ ହେଲାତ୍ରୁ ୟାତ୍ରା କରି ଶଫରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
23 Deixaram Ceelata e acamparam no monte Sefer.
24 ତା'ପରେ ସମାନେେ ଶଫରେ ପର୍ବତରୁ ୟାତ୍ରା କରି ହରାଦା ରେ ଛାଉଣୀ ସ୍ଥାପନ କଲେ।
24 Dali foram acampar em Arada.
25 ପୁଣି ସମାନେେ ହରାଦାରୁ ୟାତ୍ରା କରି ମଖଲେୋତ ରେ ଛାଉଣୀ ସ୍ଥାପନ କଲେ।
25 De lá a Macelot.
26 ମଖଲେୋତରୁ ୟାତ୍ରା କରି ତହତ ରେ ଛାଉଣୀ ସ୍ଥାପନ କଲେ।
26 Dali a Taat.
27 ପୁଣି ସମାନେେ ତହତରୁ ୟାତ୍ରା କରି ତରହେ ରେ ଛାଉଣୀ ସ୍ଥାପନ କଲେ।
27 De Taat a Taré.
28 ତା'ପରେ ସମାନେେ ତରହରେୁ ୟାତ୍ରା କରି ମିତ୍କା ରେ ଛାଉଣୀ ସ୍ଥାପନ କଲେ।
28 De Taré a Metca.
29 ପୁଣି ସମାନେେ ମିତ୍କାରୁ ୟାତ୍ରା କରି ହଶ୍ମାନୋ ରେ ଛାଉଣୀ ସ୍ଥାପନ କଲେ।
29 De Metca a Hesmona.
30 ତତ୍ପରେ ସମାନେେ ହଶ୍ମାନୋରୁ ୟାତ୍ରା କରି ମାେଷେରୋତ ରେ ଛାଉଣୀ ସ୍ଥାପନ କଲେ।
30 De Hesmona foram acampar em Moserot.
31 ପୁଣି ସମାନେେ ମାେଷେରୋତରୁ ୟାତ୍ରା କରି ବନଯୋକନ ରେ ଛାଉଣୀ ସ୍ଥାପନ କଲେ।
31 De Moserot a Benê-Jacã.
32 ତା'ପରେ ସମାନେେ ବନଯୋକନରୁ ୟାତ୍ରା କରି ର୍ହୋହଗଦଗଦ ରେ ଛାଉଣୀ ସ୍ଥାପନ କଲେ।
32 Dali a Hor-Guidgad.
33 ପୁଣି ସମାନେେ ହାରଗଦଗେଦରୁ ୟାତ୍ର କରି ୟଟ୍ବାଥା ରେ ଛାଇଣୀ ସ୍ଥାପନ କଲେ।
33 Dali a Jotebata.
34 ତା'ପରେ ସମାନେେ ୟଟ୍ବାଥାରୁ ୟାତ୍ରା କରି ଆବ୍ରୋଣା ରେ ଛାଉଣୀ ସ୍ଥାପନ କଲେ।
34 Dali a Abrona.
35 ପୁଣି ସମାନେେ ଆବ୍ରୋଣାରୁ ୟାତ୍ରା କରି ଇତସିୟୋନ ଗବରେ ରେ ଛାଉଣୀ ସ୍ଥାପନ କଲେ।
35 De lá a Asiongaber.
36 ସମାନେେ ଇତ୍ସିୟୋନ-ଗବରରେୁ ୟାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠା ରେ ଛାଉଣୀ ସ୍ଥାପନ କଲେ।
36 foram acampar no deserto de Sin, isto é, em Cades.
37 ପୁଣି ସମାନେେ କାଦେଶରୁ ୟାଇ ଇଦୋମ ଦେଶ ସୀମା ରେ ଅବସ୍ଥିତ ହାରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
37 Deixando Cades, acamparam no monte Hor, na extremidade da terra de Edom.
38 ଏହାପରେ ହାରୋଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞା ରେ ହାରେ ପର୍ବତ ରେ ଆରୋହଣ କଲେ। ପୁଣି ଇଶ୍ରାୟେଲର ଲୋକମାନେ ମିଶରରୁ ବାହାର ହାଇେ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନ ରେ ସହେି ସ୍ଥାନ ରେ ମଲେ।
38 O sacerdote Aarão subiu por ordem do Senhor ao monte Hor, e ali morreu, no quadragésimo ano do êxodo dos israelitas do Egito, no primeiro dia do quinto mês.
39 ଆଉ ହାରେ ପର୍ବତ ରେ ହାରୋଣ ମୃତ୍ଯୁବରଣ କରିବା ସମୟରେ ସେ 123 ବର୍ଷ ବଯସ୍କ ଥିଲେ।
39 Aarão tinha cento e vinte e três anos quando expirou no monte Hor.
40 କିଣାନୀଯ ରାଜା ଆରାଦର ନଗେଭେ ରେ ଶୁଣିଲେ ଯେ, ଇଶ୍ରାୟେଲର ଲୋକମାନେ ଆସୁଥିଲେ।
40 Foi então que o rei cananeu de Arad, que habitava no Negeb, na terra de Canaã, soube da chegada dos israelitas.
41 ତା'ପରେ ସମାନେେ ହାରେ ପର୍ବତରୁ ୟାତ୍ରା କରି ସଲ୍ମୋନା ରେ ଛାଉଣୀ ସ୍ଥାପନ କଲେ।
41 a Deixando o monte Hor, acamparam em Salmona.
42 ପୁଣି ସମାନେେ ସଲମାନୋରୁ ୟାଇ ପୂନୋନ ରେ ଛାଉଣୀ ସ୍ଥାପନ କଲେ।
42 De Salmona foram acampar em Funon.
43 ତା'ପରେ ସମାନେେ ପୂନୋନରୁ ତ୍ଯାଗ କରି ଓବୋତ ରେ ଛାଉଣୀ ସ୍ଥାପନ କଲେ।
43 De Funon foram a Obot.
44 ତହୁଁ ସମାନେେ ଓବୋତରୁ ୟାତ୍ରା କରି ମାଯାେବ ସୀମାସ୍ଥିତ ଇଯୀ-ଅବାରୀମ ରେ ଛାଉଣୀ ସ୍ଥାପନ କଲେ।
44 De Obot, detiveram-se em Ijé-Abarim, na fronteira de Moab.
45 ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।
45 Dali foram acampar em Dibon-Gad.
46 ପୁଣି ସମାନେେ ଦୀବୋନ୍ଗାଦରୁ ୟାତ୍ରା କରି ଅଲ୍ମାନେ-ଦିବ୍ଲାଥୟିମ ରେ ଛାଉଣୀ ସ୍ଥାପନ କଲେ।
46 Dali a Almon-Diblataim.
47 ତହୁଁ ସମାନେେ ଅଲମାନେ-ଦିବ୍ଲାଥୟିମରୁ ୟାତ୍ରା କରି ନବୋ ନିକଟସ୍ଥ ଅବାରୀମ ପର୍ବତ ରେ ଛାଉଣୀ ସ୍ଥାପନ କଲେ।
47 Dali aos montes Abarim, em frente ao Nebo.
48 ପୁଣି ସମାନେେ ଅବାରୀମ ପର୍ବତରୁ ବାହାରି ଯିରୀହାେ ସପୋରି ରେ ୟର୍ଦ୍ଦନ ନିକଟବର୍ତ୍ତୀ ମାୟୋବ ପଦା ରେ ଛାଉଣୀ ସ୍ଥାପନ କଲେ।
48 Partiram dos montes Abarim e foram acampar nas planícies de Moab, junto do Jordão, defronte de Jericó.
49 ସମାନେେ ୟର୍ଦ୍ଦନ ପାଶର୍‌ବବର୍ତ୍ତୀ ବୈତୟିଶୀମାେତ ଠାରୁ ଆବଲେ ଶିଟୀମ ପର୍ୟ୍ଯନ୍ତ ମାୟୋବ ପଦା ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
49 Seu acampamento nas planícies de Moab, perto do Jordão, ia desde Betsimot até Abel-Setim.
50 ଯିରୀହାେସ୍ଥିତ ୟର୍ଦ୍ଦନ ସପୋରି ରେ ମାୟୋବ ପଦା ରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
50 O Senhor disse a Moisés, nas planícies de Moab, junto do Jordão, defronte de Jericó:
51 ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ଯେତବେେଳେ ତୁମ୍ଭମାନେେ ୟର୍ଦ୍ଦନ ନଦୀ ପାରହବେ ଏବଂ କିଣାନ ଦେଶ ରେ ପ୍ରବେଶ କରିବ,
51 "Dize aos israelitas: quando tiverdes passado o Jordão e entrado na terra de Canaã,
52 ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।
52 expulsareis de diante de vós todos os habitantes da terra, destruireis todas as suas pedras esculpidas, todas as suas estátuas fundidas e devastareis todos os seus lugares altos.
53 ପୁଣି ତୁମ୍ଭମାନେେ ସହେି ଦେଶ ଅଧିକାର କରି ତହିଁ ମଧିଅରେ ବାସ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ତୁମ୍ଭମାନଙ୍କୁ ସହେି ଦେଶ ଦଇେଅଛୁ।
53 Tomareis posse da terra e habitá-la-eis, porque eu vo-la dou.
54 ଆଉ ତୁମ୍ଭମାନେେ ଗୁଳାବାଣ୍ଟ ଦ୍ବାରା ନିଜ ନିଜ ବଂଶାନୁସା ରେ ଦଶାଧେିକାର ବିଭାଗ କରି ନବେ। ଅଧିକଲୋକ ବିଶିଷ୍ଟ ବଂଶ ଅଧିକ ଭାଗ ଓ ଅଳ୍ପ ଲୋକ ବିଶିଷ୍ଟ ବଂଶ ଅଳ୍ପ ଅଂଶ ପାଇବ। ଗୁଳାଅନୁସାରେ ଯାହାର ବାଣ୍ଟ ଯେଉଁଠି ହବେ ସେ ତାକୁହିଁ ନବେ। ଏହିରୂପେ ତୁମ୍ଭମାନେେ ଆପଣା ପିତୃବଂଶାନୁସା ରେ ଅଧିକାର କରିବ।
54 Reparti-la-eis entre vossas famílias por sorte: aos que forem mais numerosos, uma porção maior, e uma menor, aos que forem menos. Cada um possuirá o que lhe couber por sorte. Fareis essa repartição segundo vossas tribos patriarcais.
55 ଯଦି ତୁମ୍ଭମାନେେ ସହେି ଦେଶନିବାସୀମାନଙ୍କୁ ନିଜ ସମ୍ମୁଖରୁ ତଡି ବାହାର କରି ନ ଦବେ, ଯେଉଁମାନେ ବାସ କରିବେ, ସମାନେେ ତୁମ୍ଭମାନଙ୍କ ଚକ୍ଷୁ ରେ କଣ୍ଟା ସ୍ବରୂପ ଓ ତୁମ୍ଭମାନଙ୍କ ପାଶର୍‌ବ ରେ କଣ୍ଟକ ସ୍ବରୂପ ହବେେ। ତୁମ୍ଭମାନେେ ବାସ କରିବ, ସମାନେେ ତୁମ୍ଭମାନଙ୍କ ପାଇଁ ବହୁ ଦୁଃଖ ଆଣିବେ।
55 Se vós, porém, não expulsardes de diante de vós os habitantes da terra, os que ficarem serão para vós como espinhos nos olhos e aguilhões nos flancos, e vos perseguirão na terra onde habitardes.
56 ଯଦି ତୁମ୍ଭମାନେେ ସମାନଙ୍କେୁ ତୁମ୍ଭ ଦେଶ ରେ ତୁମ୍ଭମାନଙ୍କ ସହିତ ବାସ କରିବାକୁ ଦିଅ, ତବେେ ଆମ୍ଭେ ସମାନଙ୍କେ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ, ତାହା ତୁମ୍ଭମାନଙ୍କ ପ୍ରତି କରିବା।
56 E tudo o que eu tinha pensado fazer a eles, o farei a vós."

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Números 33, comparar traduções ou montar um estudo — tudo direto pelo WhatsApp.