Números 31
Oriya Bible (GL_ORIYA) vs NVI
1 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse a Moisés:
2 ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।
2 "Vingue-se dos midianitas pelo que fizeram aos israelitas. Depois disso você será reunido aos seus antepassados".
3 ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ।
3 Então Moisés disse ao povo: "Armem alguns dos homens para irem à guerra contra os midianitas e executarem a vingança do Senhor contra eles.
4 ତୁମ୍ଭମାନେେ ଇଶ୍ରାୟେଲର ପ୍ରେତ୍ୟକକ ବଂଶରୁ ଏକ ସହସ୍ର ଲୋକ ୟୁଦ୍ଧ ପାଇଁ ସଂଗ୍ରହ କର।
4 Enviem à batalha mil homens de cada tribo de Israel".
5 ତେଣୁ ଇଶ୍ରାୟେଲ ବଂଶରୁ ସମୁଦାଯ ବାର ସହସ୍ର ଲୋକ ଏହି ୟୁଦ୍ଧ ପାଇଁ ସଜ୍ଜିତ ହେଲେ।
5 Doze mil homens armados para a guerra, mil de cada tribo, foram mandados pelos clãs de Israel.
6 ମାଶାେ ସହେି 12,000 ଲୋକଙ୍କୁ, ୟୁଦ୍ଧ ଭୂମିକୁ ପଠାଇଲେ। ପୁଣି ଯାଜକ ଇଲିଯାସରର ପୁତ୍ର ପୀନ୍ହସର ହସ୍ତ ରେ ପବିତ୍ର ପାତ୍ର ଓ ରଣତୂରୀ ଦଇେ ତାହାକୁ ସମାନଙ୍କେ ସଙ୍ଗେ ୟୁଦ୍ଧ କ୍ଷେତ୍ରକୁ ପଠାଇଲେ।
6 Moisés os enviou à guerra, mil de cada tribo, juntamente com Finéias, filho do sacerdote Eleazar, que levou consigo objetos do santuário e as cornetas para o toque de guerra.
7 ତହୁଁ ସମାନେେ ମାଶାେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମିଦିଯନୀଯମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ, ପୁଣି ସମାନେେ ପ୍ରେତ୍ୟକକ ପୁରୁଷଙ୍କୁ ବଧ କଲେ।
7 Lutaram então contra Midiã, conforme o Senhor tinha ordenado a Moisés, e mataram todos os homens.
8 ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ।
8 Entre os mortos estavam os cinco reis de Midiã: Evi, Requém, Zur, Hur e Reba. Também mataram à espada Balaão, filho de Beor.
9 ଇଶ୍ରାୟେଲର ଲୋକମାନେ ମିଦିଯନର ସ୍ତ୍ରୀ ଲୋକମାନଙ୍କୁ ଓ ପିଲାମାନଙ୍କୁ ଅକ୍ତିଆର କଲେ। ଆଉ ସମାନେେ ସମାନଙ୍କେର ସମସ୍ତ ପଶୁ ଓ ସମସ୍ତ ମଷେପଲ ସହିତ ସମସ୍ତ ସମ୍ପତ୍ତି ଲୁଟିକରି ନେଲେ।
9 Os israelitas capturaram as mulheres e as crianças midianitas e tomaram como despojo todos os rebanhos e bens dos midianitas.
10 ତା'ପରେ ସମାନଙ୍କେର ସକଳ ନଗର ଓ ସକଳ ଗ୍ରାମଗୁଡିକ ଦଗ୍ଧ ଗଲେ।
10 Queimaram todas as cidades em que os midianitas haviam se estabelecido, bem como todos os seus acampamentos.
11 ଆଉ ସମାନେେ ଲୁଟିତ ଦ୍ରବ୍ଯ ସହ ସମସ୍ତ ଧୃତ ମନୁଷ୍ଯ ଓ ପଶୁ ନଇଗେଲେ।
11 Tomaram todos os despojos, incluindo pessoas e animais,
12 ପୁଣି ସମାନେେ ଯିରୀହାେ ନିକଟବର୍ତ୍ତୀ ୟର୍ଦ୍ଦନତୀରସ୍ଥ ମାୟୋବ ପଦା ରେ ସ୍ଥାପିତ ଛାଉଣୀକୁ ଆଣିଲେ। ସମାନେେ ସମାନଙ୍କେୁ ମାଶାଙ୍କେ ନିକଟକୁ, ଯାଜକ ଇଲିଯାସର ନିକଟକୁ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କ ନିକଟକୁ ଆଣିଲେ।
12 e levaram os prisioneiros, homens e mulheres, e os despojos a Moisés, ao sacerdote Eleazar e à comunidade de Israel em seu acampamento, nas campinas de Moabe, do outro lado de Jericó.
13 ତା'ପରେ ମାଶାେ, ଯାଜକ ଇଲିଯାସର ଓ ଲୋକମାନଙ୍କର ନତେୃଗଣ ସମାନଙ୍କେୁ ଦେଖିବାକୁ ଛାଉଣୀ ବାହାରକୁ ଗଲେ।
13 Moisés, o sacerdote Eleazar e todos os líderes da comunidade saíram para recebê-los fora do acampamento.
14 ସେତବେେଳେ ମାଶାେ ସନୋପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କୋର୍ଧ କଲେ। ଯେଉଁମାନେ ୟୁଦ୍ଧ କ୍ଷେତ୍ରରୁ ଫରେି ଆସିଥିଲେ।
14 Mas Moisés indignou-se contra os oficiais do exército que voltaram da guerra, os líderes de milhares e os líderes de centenas.
15 ଆଉ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ ଜୀବିତ ରଖିଲ କାହିଁକି?
15 "Vocês deixaram todas as mulheres vivas? ", perguntou-lhes.
16 ଏହାକୁ ଦେଖ, ଏହି ସ୍ତ୍ରୀ ଲୋକମାନେ ବିଲିଯମର ପରାମର୍ଶ ରେ ପିୟୋରଠା ରେ ଇଶ୍ରାୟେଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆଗଇେ ନଇେଥିଲେ। ସେଥି ସକାେଶ ସଦାପ୍ରଭୁଙ୍କ ଲୋକମାନଙ୍କ ମଧିଅରେ ମହାମାରୀ ହେଲା।
16 "Foram elas que seguiram o conselho de Balaão e levaram Israel a ser infiel ao Senhor no caso de Peor, de modo que uma praga feriu a comunidade do Senhor.
17 ଏଣୁ ତୁମ୍ଭମାନେେ ବନ୍ଦୀମାନଙ୍କ ମଧ୍ଯରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ଯା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ୟୌନ ସଂପର୍କ ରଖିଛନ୍ତି, ସମାନଙ୍କେୁ ହତ୍ଯା କର।
17 Agora matem todos os meninos. E matem também todas as mulheres que se deitaram com homem,
18 ମାତ୍ର ଯେଉଁ ୟୁବତୀ କନ୍ଯାମାନେ ପୁରୁଷମାନଙ୍କ ସହିତ ୟୌନ ସଂପର୍କ ରଖିବାର ଜ୍ଞାତ ହାଇନୋହାଁନ୍ତି, ସମାନଙ୍କେୁ ତୁମ୍ଭମାନଙ୍କ ସହିତ ଜୀବିତ ରଖ।
18 mas poupem todas as meninas virgens.
19 ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ ମନୁଷ୍ଯ ହତ୍ଯା କରି ଅଛନ୍ତି କିମ୍ବା ମୃତ ଶରୀରକୁ ସ୍ପର୍ଶ କରିଅଛନ୍ତି, ସମାନେେ ସାତଦିନ ଛାଉଣୀ ବାହା ରେ ରହିବେ। ସମାନେେ ଓ ତୁମ୍ଭର ବନ୍ଦୀମାନେ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ନିଜକୁ ଶୁଚି କରିବା ଉଚିତ୍।
19 "Todos vocês que mataram alguém ou que tocaram em algum morto ficarão sete dias fora do acampamento. No terceiro e no sétimo dia vocês deverão purificar-se a si mesmos e aos seus prisioneiros.
20 ତୁମ୍ଭମାନେେ ୟାବତୀଯ ବସ୍ତ୍ର, ଚର୍ମନିର୍ମିତ ବସ୍ତୁ, ଛଳେି ଲୋମ ନିର୍ମିତ ବସ୍ତ୍ର ଓ କାଠ ନିର୍ମିତ ବସ୍ତୁ ବିଶୁଦ୍ଧ କରିବ।
20 Purifiquem toda roupa e também tudo o que é feito de couro, de pêlo de bode ou de madeira. "
21 ତହୁଁ ଇଲିଯାସର ଯାଜକ ୟୁଦ୍ଧକୁ ୟାଇଥିବା ୟୋଦ୍ଧାମାନଙ୍କୁ କହିଲା, ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାର ଆଜ୍ଞା ଦଇେଥିଲେ, ତହିଁରେ ବିଧି ଏହି।
21 Depois o sacerdote Eleazar disse aos soldados que tinham ido à guerra: "Esta é a exigência da lei que o Senhor ordenou a Moisés:
22 ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍।
22 Ouro, prata, bronze, ferro, estanho, chumbo
23 ଯେଉଁ ଦ୍ରବ୍ଯ ଅଗ୍ନି ରେ ପକାୟାଇ ପାରିବ ନାହିଁ ତାକୁ ଜଳ ରେ ଧୋଇ ଶୁଚି କରିବ।
23 e tudo o que resista ao fogo, vocês terão que passar pelo fogo para purificá-las, mas também deverão purificá-las com a água da purificação. E tudo o que não resistir ao fogo terá que passar pela água.
24 ତୁମ୍ଭମାନେେ ସପ୍ତମ ଦିନ ରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭମାନେେ ଶୁଚି ହବେ; ତା'ପରେ ତୁମ୍ଭମାନେେ ଛାଉଣୀ ରେ ପ୍ରବେଶ କରିପାରିବ।
24 No sétimo dia lavem as suas roupas, e vocês ficarão puros. Depois poderão entrar no acampamento".
25 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
25 O Senhor disse a Moisés:
26 ତୁମ୍ଭେ ଓ ଇଲିଯାସ ଯାଜକ ଓ ମଣ୍ତଳୀସ୍ଥ ପିତୃଗୃହର ପ୍ରଧାନମାନେ ୟୁଦ୍ଧ ରେ ସୈନ୍ଯମାନଙ୍କ ଦ୍ବାରା ଧୃତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ଯର, ପଶୁର ଗଣନା କର ଓ ସମସ୍ତ ଦ୍ରବ୍ଯର ସଂଖ୍ଯା କର।
26 "Você, o sacerdote Eleazar e os chefes das famílias da comunidade deverão contar todo o povo e os animais capturados.
27 ସହେିସବୁ ଜିନିଷକୁ ସମାନ ଭାବରେ ସୈନ୍ଯମାନଙ୍କ ମଧିଅରେ ଓ ସମସ୍ତ ମଣ୍ତଳି ମଧିଅରେ ବାଣ୍ଟି ଦିଅ।
27 Dividam os despojos entre os guerreiros que participaram da batalha e o restante da comunidade.
28 ପୁଣି ୟୁଦ୍ଧକୁ ୟାଇଥିବା ୟୋଦ୍ଦାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସମାନଙ୍କେର ଲଭ୍ଯ ଅର୍ଦ୍ଧାଂଶରୁ ମନୁଷ୍ଯ, ଗୋରୁ, ଗର୍ଦ୍ଦଭ, ଓ ମଷେମାନଙ୍କ ମଧ୍ଯରୁ ପ୍ରତି ପାଞ୍ଚଶହ ରେ ଗୋଟିଏ ଲଖାଏଁେ ଜୀବ ସଂଗ୍ରହ କର।
28 Daquilo que os guerreiros trouxeram da guerra, separem como tributo ao Senhor um de cada quinhentos, sejam pessoas, bois, jumentos, ovelhas ou bodes.
29 ଏହି ଜିନିଷସବୁ ସଦାପ୍ରଭୁଙ୍କୁ ଉପହାରରୂପେ ଯାଜକ ଇଲିଯାସରକୁ ଦିଅ।
29 Tomem esse tributo da metade que foi dada como porção a eles e entreguem-no ao sacerdote Eleazar como a porção do Senhor.
30 ପୁଣି ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ଯ,ଗୋରୁ, ଗର୍ଦ୍ଦଭ ଓ ମଷୋଦି ସମସ୍ତ ପଶୁ ମଧ୍ଯରୁ ପ୍ରତି ପଚାଶର ଗୋଟିଏ ଲଖାଏଁେ ନଇେ ଲବେୀୟମାନଙ୍କୁ ଦିଅ। କାରଣ ସମାନେେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।
30 Da metade dada aos israelitas, escolham um de cada cinqüenta, sejam pessoas, bois, jumentos, ovelhas ou bodes. Entreguem-nos aos levitas, encarregados de cuidar do tabernáculo do Senhor".
31 ତହୁଁ ମାଶାଙ୍କେୁ ସଦାପ୍ରଭୁ ଯେଉଁ ଆଜ୍ଞା ଦଇେଥିଲେ ସହେି ଅନୁସାରେ ମାଶାେ ଓ ଇଲିଯାସର ଯାଜକ କଲେ।
31 Moisés e o sacerdote Eleazar fizeram como o Senhor tinha ordenado a Moisés.
32 ୟୁଦ୍ଧ ରେ ଲୁଣ୍ଠିତ ଦ୍ରବ୍ଯ ମଧିଅରେ 6,75,000 ମଷେ ଥିଲେ।
32 Os despojos que restaram das presas tomadas pelos soldados foram 675. 000 ovelhas,
33 72,000 ଗୋରୁ।
33 72. 000 cabeças de gado,
34 61,000 ଗଧ
34 61. 000 jumentos
35 ଓ 32,000 ସ୍ତ୍ରୀ ଲୋକ ଯେଉଁମାନେ କି ପୁରୁଷ ସହବାସ ଅଜ୍ଞାତା ଥିଲେ।
35 e 32. 000 mulheres virgens.
36 ତହିଁରେ ୟୁଦ୍ଧକୁ ୟାଇଥିବା ଲୋକମାନଙ୍କର ଲଭ୍ଯ ଅର୍ଦ୍ଧାଂଶର ସଂଖ୍ଯା 3,37,500 ମଷେ।
36 A metade dada aos que lutaram na guerra foi esta: 337. 500 ovelhas,
37 ସହେି ମଷେ ମଧ୍ଯରୁ ସମାନେେ 675 ସଦାପ୍ରଭୁଙ୍କୁ ମଷେ କର ସ୍ବରୂପ ଦେଲେ।
37 das quais o tributo para o Senhor foram 675;
38 ଆଉ ସମାନଙ୍କେର 36,000 ଗୋରୁ ମଧ୍ଯରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା।
38 36. 000 cabeças de gado, das quais o tributo para o Senhor foram 72;
39 ସମାନଙ୍କେର 30,500 ଗଧ ମଧ୍ଯରୁ ସଦାପ୍ରଭୁଙ୍କର ସେଥି ରେ ଏକଷଠି ଗଧ କର ସ୍ବରୂପ ଥିଲା।
39 30. 500 jumentos, dos quais o tributo para o Senhor foram 61;
40 ପୁଣି ସମାନଙ୍କେର 16,000 ସ୍ତ୍ରୀ ଲୋକ ମଧ୍ଯରୁ ବତିଶ୍ ପ୍ରାଣୀ ସଦାପ୍ରଭୁଙ୍କର କର ସ୍ବରୂପ ଥିଲା।
40 16. 000 pessoas, das quais o tributo para o Senhor foram 32.
41 ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ଏହିସବୁ ଯାଜକ ଇଲିଯାସକୁ ଉପହାର ସ୍ବରୂପ ଦେଲେ।
41 Moisés deu o tributo ao sacerdote Eleazar como contribuição ao Senhor, conforme o Senhor tinha ordenado a Moisés.
42 ପୁଣି ଯୋଦ୍ଧାମାନଙ୍କ ଅଂଶ ଛଡା ଯେଉଁ ଅର୍ଦ୍ଧାଂଶ ମାଶାେ ଇଶ୍ରାୟେଲ ସନ୍ତାନଗଣକୁ ଦଇେଥିଲେ।
42 A outra metade, pertencente aos israelitas, Moisés separou da dos combatentes;
43 ମଣ୍ତଳୀ ସହେି ଅର୍ଦ୍ଧାଂଶ ଅନୁସାରେ 3,37,500 ମଷେ ପାଇଲେ।
43 essa era a metade pertencente à comunidade, com 337. 500 ovelhas,
44 36,000 ଗୋରୁ।
44 36. 000 cabeças de gado,
45 30,500 ଗଧ,
45 30. 500 jumentos
46 ଆଉ 16,000 ସ୍ତ୍ରୀ ଲୋକ ଥିଲେ।
46 e 16. 000 pessoas.
47 ତହୁଁ ଇଶ୍ରାୟେଲ ସନ୍ତାନଗଣର ଲଭ୍ଯ ସହେି ପଚାଶ ପ୍ରତିଶତ ଅଂଶରୁ ମାଶାେ ମନୁଷ୍ଯ ଓ ପଶୁର ପ୍ରେତ୍ୟକକ ପଚାଶ ମଧ୍ଯରୁ ଗୋଟିଏ ଲଖାଏଁେ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲବେୀୟମାନଙ୍କୁ ଦେଲେ।
47 Da metade pertencente aos israelitas, Moisés escolheu um de cada cinqüenta, tanto de pessoas como de animais, conforme o Senhor lhe tinha ordenado, e os entregou aos levitas, encarregados de cuidar do tabernáculo do Senhor.
48 ଏହାପରେ ସୈନ୍ଯବାହୀନିର ନତେୃବର୍ଗ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିମାନେ ମାଶାଙ୍କେ ନିକଟକୁ ଆସିଲେ।
48 Então os oficiais que estavam sobre as unidades do exército, os líderes de milhares e os líderes de centenas foram a Moisés
49 ସମାନେେ ମାଶାଙ୍କେୁ କହିଲେ, ଆମ୍ଭେ ତୁମ୍ଭର ସବେକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କହେିଜଣେ ହଜିୟାଇ ନାହାନ୍ତି।
49 e lhe disseram: "Seus servos contaram os soldados sob o nosso comando, e não está faltando ninguém.
50 ଆମ୍ଭମାନେେ ପ୍ରେତ୍ୟକକ ସୈନ୍ଯଙ୍କଠାରୁ ସଦାପ୍ରଭୁଙ୍କ ପାଇଁ ଉପହାର ସ୍ବରୂପ ସୁବର୍ଣ୍ଣ କଙ୍କଣ, ବଳା, ଅଙ୍ଗୁରୀଯ, କୁଣ୍ତଳ ଓ ହାରସବୁ ଆଣିଅଛୁ। ଏହି ସବୁ ସଦାପ୍ରଭୁଙ୍କୁ ଆମ୍ଭମାନଙ୍କର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରୁଅଛୁ।
50 Por isso trouxemos como oferta ao Senhor os artigos de ouro dos quais cada um de nós se apossou: braceletes, pulseiras, anéis de sinete, brincos e colares; para fazer propiciação por nós perante o Senhor".
51 ତହୁଁ ମାଶାେ ଓ ଯାଜକ ଇଲିଯାସର ସମାନଙ୍କେଠାରୁ ଏହି ସମସ୍ତ ସ୍ବର୍ଣ ଅଳଙ୍କାର ନଇଗେଲେ।
51 Moisés e o sacerdote Eleazar receberam deles. Todas as jóias de ouro.
52 ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ସ୍ବର୍ଣ ଅଳଙ୍କାର ସବୁ ଉପହାର ସ୍ବରୂପ ଉତ୍ସର୍ଗ କଲେ, ସେ ସମସ୍ତ ସ୍ବର୍ଣ ଉପହାର 420 ପାଉଣ୍ତ ଓଜନ ଥିଲା।
52 Todo o ouro dado pelos líderes de milhares e pelos líderes de centenas que Moisés e Eleazar apresentaram como contribuição ao Senhor pesou duzentos quilos.
53 ପୁଣି ଯୋଦ୍ଧାମାନେ ନିଜ ନିଜ ପାଇଁ ଲୁଟିତ ଦ୍ରବ୍ଯର ଅବଶିଷ୍ଟ ଭାଗ ରଖି ନଇେଥିଲେ।
53 Cada soldado tinha tomado despojos para si mesmo.
54 ଏହାପରେ ମାଶାେ ଓ ଇଲିଯାସର ଯାଜକ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିଙ୍କଠାରୁ ସହେି ସ୍ବର୍ଣ ଗ୍ରହଣ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ଇଶ୍ରାୟେଲ ସନ୍ତାନଗଣଙ୍କ ସ୍ମୃତି ଚିହ୍ନ ରୂପେ ସହେି ସମାଗମ ତମ୍ବୁ ରେ ରଖିଲେ।
54 Moisés e o sacerdote Eleazar receberam o ouro dado pelos líderes de milhares e pelos líderes de centenas e o levaram para a Tenda do Encontro como memorial para que o Senhor se lembrasse dos israelitas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 31, comparar traduções ou montar um estudo — tudo direto pelo WhatsApp.