Números 30
Oriya Bible (GL_ORIYA) vs NTLH
1 ଅନନ୍ତର ମାଶାେ ଇଶ୍ରାୟେଲ ପରିବାର ବର୍ଗଗୁଡିକରେ ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦଇେଅଛନ୍ତି।
1 Moisés disse aos chefes das tribos dos israelitas o seguinte: — O que o
2 କୌଣସି ପୁରୁଷ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପ୍ରତିଜ୍ଞା କରେ କିମ୍ବା ବ୍ରତଦ୍ବାରା ଆପଣା ପ୍ରାଣକୁ ଆବଦ୍ଧ କରିବାପାଇଁ ଶପଥ କଲେ, ତବେେ ସେ ଆପଣା ବାକ୍ଯ ଲଘଂନ କରିବ ନାହିଁ, ସେ ମୁଖନିଃସୃତ ବାକ୍ଯ ଅନୁସାରେ ସମସ୍ତ ସାଧନ କରିବ।
2 Quando alguém prometer dar alguma coisa ao Senhor ou jurar que fará ou deixará de fazer qualquer coisa, deverá cumprir a palavra e fazer tudo o que tiver prometido.
3 ଆଉ ମଧ୍ଯ କୌଣସି ୟୁବତୀ ନିଜ ପିତୃଗୃହ ରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯଦି ପ୍ରତିଜ୍ଞା କରେ ଓ ବ୍ରତଦ୍ବାରା ନିଜକୁ ଆବଦ୍ଧ କରେ,
3 — Quando uma moça que ainda estiver morando na casa do seu pai prometer dar alguma coisa a Deus, o Senhor , ou jurar que fará ou deixará de fazer qualquer coisa,
4 ଯଦି ତା'ର ପିତା, ସେ ପ୍ରତିଜ୍ଞା କରିଥିବା ବିରୋଧ ନକରେ କିମ୍ବା ତା'ର ସବୁ ଶପଥ ଓ ପ୍ରତିଜ୍ଞା କରିଥିବା ଏହା ପାଳନ କରାୟିବ।
4 se o pai, sabendo disso, não disser nada, então ela deverá fazer tudo o que prometeu ou jurou.
5 ଯଦି ତା'ର ପିତା, ସେ କରିଥିବା ପ୍ରତିଜ୍ଞା ଓ ଶପଥ ପାଇଁ ଆପତ୍ତି କରେ, ସଗେୁଡିକ ପାଳନ କରାୟିବ ନାହିଁ। ସଦାପ୍ରଭୁ ତାକୁ କ୍ଷମା କରି ଦବେେ, ଯେ ହତେୁ ତା'ର ପିତା ତାକୁ ଏହା କରିବା ପାଇ ମନା କଲେ।
5 Mas, se o pai, logo que souber disso, a proibir de cumprir o que havia prometido, então ela não precisará cumprir a sua palavra. O Senhor a perdoará, pois o pai não a deixou cumprir o que ela havia prometido.
6 ସେ ଶପଥ କିମ୍ବା ଅସାବଧାନ ପ୍ରତିଜ୍ଞା କଲାପରେ ସେ ହୁଏତ କାହାକୁ ବିବାହ କରିପା ରେ।
6 — Se uma moça solteira prometer alguma coisa a Deus, sabendo o que está fazendo ou sem pensar, ou jurar que fará ou deixará de fazer qualquer coisa, e depois casar,
7 ପୁଣି ତା'ର ସ୍ବାମୀ ତାହା ଶୁଣି କୌଣସି ଅଭିଯୋଗ ନକରେ, ତବେେ ତା'ର ପ୍ରତିଜ୍ଞା ପାଳନ ହବେ ଓ ସେ କରିଥିବା ଶପଥ ପାଳନ କରାୟିବ।
7 e, se o marido, sabendo disso, não disser nada, então ela deverá fazer tudo o que prometeu ou jurou.
8 ମାତ୍ର ଯଦି ତା'ର ସ୍ବାମୀ ଏ ବିଷଯ ରେ ଶୁଣେ ଓ ତାହାକୁ ତା'ର ପ୍ରତିଜ୍ଞା ତା'କୁ ପାଳନ କରିବାକୁ ବାରଣ କରେ, ତବେେ କରାୟାଇଥିବା ପ୍ରତିଜ୍ଞା ବାତିଲ ହୁଏ ଓ ସଦାପ୍ରଭୁ ଏଥିପାଇଁ ତାକୁ କ୍ଷମା କରନ୍ତି।
8 Mas, se o marido, logo que souber disso, a proibir de cumprir o que tinha prometido, então ela não precisará cumprir a sua palavra. O Senhor a perdoará.
9 ମାତ୍ର ବିଧବା କି ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀ ମାନତ କଲେ, ସେ ଯେ କୌଣସି ବିଷଯ ରେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେ ତାହା କରିବା ଅନୁସାରେ ପୂରଣ କରିବ।
9 — Tanto as viúvas como as divorciadas deverão dar o que prometeram a Deus, o Senhor , e cumprir o que juraram que fariam ou deixariam de fazer.
10 କିନ୍ତୁ ଜଣେ ବିବାହିତ ସ୍ତ୍ରୀ ହୁଏତ ପ୍ରତିଜ୍ଞା କରିପା ରେ କିମ୍ବା କିଛି ଶପଥରେ ନିଜକୁ ବାନ୍ଧି ପା ରେ।
10 — Se uma mulher casada prometer alguma coisa a Deus ou jurar que fará ou deixará de fazer qualquer coisa,
11 ପୁଣି ତାହାର ସ୍ବାମୀ ତାହା ଶୁଣି ତାହା ପ୍ରତି ତୁନି ହାଇେ ରହେ ଓ ତାହାକୁ ନିଷଧେ ନକରେ, ତବେେ ତା'ର ସମସ୍ତ ପ୍ରତିଜ୍ଞା ପାଳନ ହବେ, ପୁଣି ସେ ଯେଉଁ ବ୍ରତଦ୍ବାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହା ସବୁ ପାଳନ ହବେ।
11 e, se o marido, sabendo disso, não disser nada, então ela deverá cumprir tudo o que prometeu ou jurou.
12 ମାତ୍ର ତା'ର ସ୍ବାମୀ ଯଦି ଶୁଣିବା ପରେ ତାକୁ ଅସ୍ବୀକାର କରେ, ତବେେ ସେ କରିଥିବା ସମସ୍ତ ପ୍ରତିଜ୍ଞା ଓ ନଇେଥିବା ଶପଥସବୁ ବାତିଲ ହାଇଯେିବ। ତା'ର ସ୍ବାମୀ ପ୍ରତିଜ୍ଞା ଭଂଗ କରାଇଲା। ତେଣୁ ସଦାପ୍ରଭୁ ତାକୁ କ୍ଷମା କରିବେ।
12 Mas, se o marido, logo que souber disso, a proibir de cumprir o que prometeu, então ela não precisará cumprir a sua palavra. O Senhor a perdoará, pois o marido não a deixou cumprir o que ela havia prometido.
13 ତାହାର ସ୍ବାମୀ ତାହାର ପ୍ରେତ୍ୟକକ ମାନତ ଓ ପ୍ରାଣକୁ କ୍ଲେଶ ଦବୋର ପ୍ରତିଜ୍ଞାୟୁକ୍ତ ପ୍ରେତ୍ୟକକ ଶପଥ ସ୍ଥିର କରିପା ରେ, କିମ୍ବା ତାହା ସ୍ବାମୀ ଭଙ୍ଗ କରିପା ରେ।
13 O marido tem o direito de confirmar ou de anular qualquer promessa ou juramento que ela tenha feito.
14 ଯଦି ତା'ର ସ୍ବାମୀ ଶୁଣିବା ପରଠାରୁ ନୀରବ ହାଇେ ରହେ, ତବେେ ତା'ର ପ୍ରତିଜ୍ଞାଗୁଡିକ ପାଳନ କରାୟିବ କାରଣ ତା'ର ସ୍ବାମୀ ନୀରବ ହାଇେ ରହିଲା, ଯେତବେେଳେ ସେ ଏବିଷଯ ରେ ଶୁଣିଲା।
14 Mas, se até o dia seguinte o marido não disser nada a ela a respeito do assunto, então ela deverá fazer tudo o que prometeu ou jurou. O marido confirmou o juramento, pois não disse nada a ela logo que soube do caso.
15 କିନ୍ତୁ ଯଦି ସେ ପରେ ତା'ର (ସ୍ତ୍ରୀ) ଶପଥକୁ ପ୍ରତ୍ଯାଖ୍ଯାନ କରେ (ପ୍ରଥମ ଦିନପରେ) ତାହାଲେ ସେ (ସ୍ବାମୀ) ତା'ର (ସ୍ତ୍ରୀର) ଦୋଷ ବହନ କରିବ।
15 Porém, se mais tarde o marido anular o que ela prometeu, será ele o castigado, e não ela.
16 ପୁରୁଷ ଓ ତାହାର ସ୍ତ୍ରୀ ବିଷଯ ରେ, ପିତା ଓ ପିତ୍ରାଳଯର ୟୁବତୀ କନ୍ଯା ବିଷଯ ରେ ସଦାପ୍ରଭୁ ମାଶାଙ୍କେୁ ଏହିସବୁ ଆଜ୍ଞା ଦେଲେ।
16 São esses os regulamentos que o Senhor deu a Moisés a respeito de promessas feitas por moças solteiras e por mulheres casadas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 30, comparar traduções ou montar um estudo — tudo direto pelo WhatsApp.