Números 2
Oriya Bible (GL_ORIYA) vs NVT
1 ଅନନ୍ତର ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ;
1 Então o S enhor deu as seguintes instruções a Moisés e Arão:
2 ଇଶ୍ରାୟେଲର ଲୋକମାନେ ସମାଗମ ତମ୍ବୁର ଚତୁର୍ଦ୍ଦିଗ ରେ ଛାଉଣୀ ସ୍ଥାପନ କରିବେ। ପ୍ରେତ୍ୟକକ ଦଳ ରେ ତାଙ୍କ ନିଜ ଦଳର ଧ୍ବଜା ରହିବ। ଏବଂ ପ୍ରେତ୍ୟକକ ବ୍ଯକ୍ତିର ପାଖ ରେ ତା'ର ଦଳର ଧ୍ବଜା ପାଖ ରେ ଛାଉଣୀ ସ୍ଥାପନ କରିବ।
2 “Quando os israelitas acamparem, cada tribo terá sua própria área designada. As divisões das tribos acamparão ao redor de sua bandeira nos quatro lados da tenda do encontro, a certa distância.
3 ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।
3 As divisões da tribo de Judá acamparão na direção do nascer do sol, do lado leste, ao redor de sua bandeira. Naassom, filho de Aminadabe, será seu líder.
4 ତାଙ୍କର ସୈନ୍ଯ ସଂଖ୍ଯା 74,600
4 Seu número de soldados registrados é de 74.600.
5 ଯିହୁଦା ଗୋଷ୍ଠୀର ପାଖ ରେ ଇଷାଖର ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ଜୁଆର ପୁତ୍ର ନେଥନିଯଲ, ଇଷାଖର ଲୋକମାନଙ୍କର ଅଧିପତି ହବେ।
5 A tribo de Issacar acampará ao lado da tribo de Judá. Natanael, filho de Zuar, será seu líder.
6 ସହେି ସୈନ୍ଯ ସଂଖ୍ଯା 54,600 ହବେେ।
6 Seu número de soldados registrados é de 54.400.
7 ସବୁଲୂନର ଗୋଷ୍ଠୀ ମଧ୍ଯ ଯିହୁଦାର ପାଶର୍ବ ରେ ଛାଉଣୀ ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀଯାବ ସବୁଲୂନର ଲୋକମାନଙ୍କର ଅଧିପରି ହବେ।
7 A tribo de Zebulom acampará logo em seguida. Eliabe, filho de Helom, será seu líder.
8 ତାହାର ସୈନ୍ଯ ସଂଖ୍ଯା 57,400 ହବେ।
8 Seu número de soldados registrados é de 57.400.
9 ଯିହୁଦା ଛାଉଣୀର ସମୁଦାଯ ସୈନ୍ଯ ସଂଖ୍ଯା 1,86,400 ସମାନେେ ପ୍ରଥମେ ଅଗ୍ରସର ହବେେ।
9 O total de soldados no acampamento do lado de Judá é de 186.400. Essas tribos marcharão sempre à frente.
10 ରୁବନେ ବିଭାଗର ଛାଉଣୀର ଧ୍ବଜା ଦକ୍ଷିଣ ଦିଗକୁ ରହିବ। ଶଦଯେୂରର ପୁତ୍ର ଇଲୀଷୂର ରୁବନେ ଗୋଷ୍ଠୀର ଅଧିପତି ହବେ।
10 As divisões da tribo de Rúben acamparão no lado sul da tenda do encontro, ao redor de sua bandeira. Elizur, filho de Sedeur, será seu líder.
11 ତାଙ୍କର ସୈନ୍ଯବାହିନୀର ସୀମର୍ଥ୍ଯ 46,500
11 Seu número de soldados registrados é de 46.500.
12 ରୁବନରେ ଗୋଷ୍ଠୀ ଛାଉଣୀ ପାଖ ରେଶିମିଯୋନ ପରିବାରବର୍ଗ ଛାଉଣୀ ସ୍ଥାପନ କରିବେ ଓ ସୂରୀଶଦ୍ଦଯର ପୁତ୍ର ଶଲୁମୀଯଲେଶିମିଯୋନ ଲୋକମାନଙ୍କର ଅଧିପତି ହବେ।
12 A tribo de Simeão acampará ao lado da tribo de Rúben. Selumiel, filho de Zurisadai, será seu líder.
13 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 59,300
13 Seu número de soldados registrados é de 59.300.
14 ରୁବନରେ ଲୋକମାନଙ୍କ ଛାଉଣୀ ପାଖ ରେ ଗାଦ ଗୋଷ୍ଠୀ ଛାଉଣୀ ସ୍ଥାପିତ ହବେ। ରୁଯଲରେ ପୁତ୍ର ଇଲୀଯାସଫ ଗାଦ ଲୋକମାନଙ୍କର ଅଧିପତି ହବେ।
14 A tribo de Gade acampará logo em seguida. Eliasafe, filho de Deuel, será seu líder.
15 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 45,650
15 Seu número de soldados registrados é de 45.650.
16 ରୁବନେ ଛାଉଣୀର ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 1,51,450 ସମାନେେ ଦ୍ବିତୀୟ ରେ ଅଗ୍ରସର ହବେେ।
16 O total de soldados no acampamento do lado de Rúben é de 151.450. Essas tribos marcharão sempre em segundo lugar.
17 ଏହାପରେ ଲବେୀୟମାନଙ୍କ ଛାଉଣୀ ସହିତ ସମାଗମ ତମ୍ବୁ ଛାଉଣୀ ମାନଙ୍କ ମଧ୍ଯବର୍ତ୍ତୀ ହାଇେ ଅଗ୍ରସର ହବେ। ସମାନେେ ସହେି ନିଯମ ରେ ଅଗ୍ରସର ହବେେ, ଯେପରି ଛାଉଣୀ ସ୍ଥାପନ କରିବେ, ସମସ୍ତେ ତାଙ୍କ ଧ୍ବଜା ପାଖ ରେ ସର୍ବଦା ରହିବେ।
17 “Em seguida, os levitas sairão do meio do acampamento transportando a tenda do encontro. Todas as tribos marcharão na mesma ordem em que acamparem, cada uma em sua posição, ao redor de sua bandeira.
18 ଇଫ୍ରଯିମ ବିଭାଗର ଛାଉଣୀର ଧ୍ବଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରଯିମ ଲୋକମାନଙ୍କର ଅଧିପତି ହବେ।
18 As divisões da tribo de Efraim acamparão no lado oeste da tenda do encontro, ao redor de sua bandeira. Elisama, filho de Amiúde, será seu líder.
19 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 40,500
19 Seu número de soldados registrados é de 40.500.
20 ଇଫ୍ରଯିମ ଗୋଷ୍ଠୀ ଛାଉଣୀର ପରେ ମନଃଶି ଗୋଷ୍ଠୀ ଛାଉଣୀ ସ୍ଥାପନ କରିବେ। ପୁଣି ପଦାହସୂରର ପୁତ୍ର ଗମଲୀଯଲେ ମନଃଶି ଲୋକମାନଙ୍କର ଅଧିପତି ହବେ।
20 A tribo de Manassés acampará ao lado da tribo de Efraim. Gamaliel, filho de Pedazur, será seu líder.
21 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 32,200
21 Seu número de soldados registrados é de 32.200.
22 ବିଦ୍ଯାମୀନ ଗୋଷ୍ଠୀ ଇଫ୍ରଯିମ ଗୋଷ୍ଠୀ ଭୟ ରେ ଛାଉଣୀ ସ୍ଥାପନ କରିବେ। ପୁଣି ଗିଦିଯୋନିର ପୁତ୍ର ଅବୀନାସ ବିଦ୍ଯାମୀନ ଲୋକମାନଙ୍କର ଅଧିପତି ହବେ।
22 A tribo de Benjamim acampará logo em seguida. Abidã, filho de Gideoni, será seu líder.
23 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 35,400
23 Seu número de soldados registrados é de 35.400.
24 ଇଫ୍ରଯିମ ଛାଉଣୀର ଗଣ୍ଯ ସୈନ୍ଯସଂଖ୍ଯା 1,08,100 ସମାନେେ ତୃତୀୟ ରେ ଅଗ୍ରସର ହବେେ।
24 O total de soldados no acampamento do lado de Efraim é de 108.100. Essas tribos marcharão sempre em terceiro lugar.
25 ଦାନ ବିଭାଗର ଛାଉଣୀର ଧ୍ବଜା ଉତ୍ତର ଦିଗକୁ ରହିବ। ଅମ୍ମୀଶଦ୍ଦଯର ପୁତ୍ର ଅହୀଯଷେର ଦାନ ସନ୍ତାନଗଣର ଅଧିପତି ହବେ।
25 As divisões da tribo de Dã acamparão no lado norte da tenda do encontro, ao redor de sua bandeira. Aieser, filho de Amisadai, será seu líder.
26 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 62,700
26 Seu número de soldados registrados é de 62.700.
27 ଦାନ ଗୋଷ୍ଠୀର ଛାଉଣୀ ପାଖ ରେ ଆଶରେ ଗୋଷ୍ଠୀର ଛାଉଣୀ ରହିବ; ଆକ୍ରଣର ପୁତ୍ର ପଗୀଯଲେ ଆଶରେ ସନ୍ତାନଗଣର ଅଧିପତି ହବେ।
27 A tribo de Aser acampará ao lado da tribo de Dã. Pagiel, filho de Ocrã, será seu líder.
28 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 41,500
28 Seu número de soldados registrados é de 41.500.
29 ନପ୍ତାଲି ଗୋଷ୍ଠୀର ଛାଉଣୀ ଦାନ ଗୋଷ୍ଠୀ ପରେ ରହିବ। ଐନନର ପୁତ୍ର ଅହୀର ନପ୍ତାଲିର ଲୋକମାନଙ୍କର ଅଧିପତି ହବେ।
29 A tribo de Naftali acampará logo em seguida. Aira, filho de Enã, será seu líder.
30 ତାଙ୍କର ସୈନ୍ଯବାହିନୀର ସାମର୍ଥ୍ଯ 53,400
30 Seu número de soldados registrados é de 53.400.
31 ଦାନ ଛାଉଣୀ ରେ ମାଟେ ମନୁଷ୍ଯମାନଙ୍କର ସଂଖ୍ଯା 1,57,600 ସମାନେେ ସମାନଙ୍କେର ଧ୍ବଜା ଧରି ସମସ୍ତଙ୍କ ପଛ ରେ ଅଗ୍ରସର ହବେେ।
31 O total de soldados no acampamento no lado de Dã é de 157.600. Essas tribos sempre marcharão por último e marcharão ao redor de sua respectiva bandeira”.
32 ସମାନେେ ସବୁ ଇଶ୍ରାୟେଲ ଲୋକମାନେ ଓ ସମାନେେ ନିଜର ପିତୃଗୃହ ଅନୁସାରେ ଗଣ୍ଯ ହେଲେ। ସମାନଙ୍କେର ଛାଉଣୀର ମାଟେ ସୈନ୍ଯ ସଂଖ୍ଯା ଗଣନା ଅନୁସାରେ 6,03,500
32 Esses são os soldados registrados de acordo com suas famílias. O número de israelitas contados nos acampamentos, segundo suas divisões, totalizou 603.550.
33 ମାତ୍ର ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ମାଶାେ ଲବେୀୟମାନଙ୍କୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଗଣନା କଲେ ନାହିଁ।
33 Por ordem do S enhor a Moisés, os levitas não foram incluídos no registro.
34 ମାଶାଙ୍କେୁ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ଇଶ୍ରାୟେଲର ଲୋକମାନେ ସେ ସମସ୍ତ କଲେ। ସମାନେେ ନିଜନିଜ ବଂଶ ନିକଟରେ ନିଜନିଜ ପିତୃଗୃହ ଅନୁସାରେ ଓ ଆପଣା ଧ୍ବଜା ନିକଟରେ ଛାଉଣୀ ସ୍ଥାପନ କଲେ ଓ ସହେିପରି ସମାନେେ ଅଗ୍ରସର ହେଲେ।
34 Os israelitas fizeram tudo conforme o S enhor havia ordenado a Moisés. Cada clã e cada família acampavam e marchavam ao redor de sua bandeira.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 2, comparar traduções ou montar um estudo — tudo direto pelo WhatsApp.