Números 29
Oriya Bible (GL_ORIYA) vs VC
1 ଆଉ ସପ୍ତମ ମାସର ପ୍ରଥମ ଦିନ ରେ, ତୁମ୍ଭମାନଙ୍କର ଗୋଟିଏ ପବିତ୍ରସଭା ହବୋ ଉଚିତ୍। ସହେି ଦିନ ରେ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ। ସହେି ଦିନଟି ତୁମ୍ଭମାନଙ୍କ ପାଇଁ ତୂରୀଧ୍ବନି କରିବାର ଦିନ।
1 "No primeiro dia do sétimo mês tereis uma santa assembléia e a suspensão de todo o trabalho servil. Será para vós um dia de toques de trombetas.
2 ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାରରୂପେ ଏକ ଅଣ୍ତିରା ମଷେ ଓ ସାତାଟେି ଏକବର୍ଷୀଯ ମଷେଶାବକ ହାମବେଳିରୂପେ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
2 Oferecereis, em holocausto de suave odor ao Senhor, um novilho, um carneiro e sete cordeiros de um ano sem defeito,
3 ଗୋଟିଏ ଷଣ୍ତ ନିମନ୍ତେ ଦେଢ ଦିନ ଓ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ଆଉ ଶସ୍ଯ ନବୈେଦ୍ଯରୂପେ ଉତ୍ସର୍ଗ ହବେ।
3 com flor de farinha amassada com óleo, à guisa de oblação: três décimos pelo touro, dois décimos pelo carneiro,
4 ଓ ସାତଟି ମଷେଶାବକ ମଧ୍ଯରୁ ପ୍ରତି ମଷେଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁମଇଦା ଉତ୍ସର୍ଗ କରିବ।
4 e um décimo para cada um dos sete cordeiros.
5 ପୁଣି ତୁମ୍ଭର ପାପର ପ୍ରଯଶ୍ଚିତ ପାଇଁ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍।
5 Além disso, um bode, em sacrifício pelo pecado, para fazer a expiação por vós.
6 ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।
6 Tudo isso, sem prejuízo do holocausto da neomênia e sua oblação, do holocausto perpétuo e sua oblação, e das libações que devem acompanhar regularmente esses sacrifícios. Estes serão sacrifícios pelo fogo, de agradável odor ao Senhor.
7 ପୁଣି ସପ୍ତମ ମାସର ଦଶମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ସେ ଦିନ ରେ ତୁମ୍ଭମାନେେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସହେି ଦିନ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହେଁ।
7 No dia dez desse sétimo mês, tereis uma santa assembléia, um jejum e a suspensão de todo o trabalho servil.
8 ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ଉପହାର ରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବ। ଏହି ପଶୁଗୁଡିକର କୌଣସି ଖୁଣ ନଥିବ।
8 Oferecereis em holocausto de suave odor ao Senhor, um novilho, um carneiro e sete cordeiros de um ano sem defeito,
9 ପୁଣି ତହିଁରେ ଶସ୍ଯ ନବୈେଦ୍ଯରୂପେ ଏକ ଷଣ୍ତ ନିମନ୍ତେ ଦେଢ ହିନ ଓ ଏକ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ନବେ।
9 com flor de farinha amassada com óleo, à guisa de oblação: três décimos para o touro, dois décimos para o carneiro,
10 ଓ ସାତ ମଷେଶାବକ ମଧ୍ଯରୁ ପ୍ରତି ମଷେଶାବକ ନିମନ୍ତେ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
10 e um décimo para cada um dos sete cordeiros.
11 ପୁଣି ପାପର୍ଥକ ବଳିରୂପେ ଏକ ଛାଗ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ପ୍ରାଯଶ୍ଚିତାର୍ଥକ ନବୈେଦ୍ଯ, ନିତ୍ଯ ହାମବେଳି ଓ ସମାନଙ୍କେର ନବୈେଦ୍ଯ ଓ ପଯେ ନବୈେଦ୍ଯ ଛାଡା ଏହିସବୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।
11 Além disso, um bode, em sacrifício pelo pecado, sem prejuízo do sacrifício para as expiações, do holocausto perpétuo com sua oblação, nem de suas libações.
12 ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।
12 No dia quinze do sétimo mês, tereis uma santa assembléia com a suspensão de toda obra servil. Celebrareis uma festa em honra do Senhor durante sete dias.
13 ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ରୂପେ ତରଟେି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
13 Oferecereis em holocausto, em sacrifício de agradável odor ao Senhor: treze novilhos, dois carneiros e quatorze cordeiros de um ano sem defeito,
14 ଶସ୍ଯ ନବୈେଦ୍ଯ ରୂପେ ପ୍ରତି ଷଣ୍ତ ପାଇଁ ଦେଢଦିନ ପ୍ରତି ଅଣ୍ତିରା ମଷେ ପାଇଁ ଏକଦିନ,
14 com flor de farinha amassada com óleo, à guisa de oblação: três décimos por touro, dois décimos por carneiro,
15 ଓ ପ୍ରତି ମଷେବତ୍ସ ପାଇଁ ଅର୍ଦ୍ଧହିନ ତୈଳମିଶ୍ରିତ ସରୁ ମଇଦା;
15 e um décimo para cada um dos quatorze cordeiros.
16 ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏହି ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ସମାନଙ୍କେର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
16 Além disso, um bode, em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
17 ଆଉ ଦ୍ବିତୀୟ ଦିନ ରେ, ବାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନ ଥିବା ଉଚିତ୍।
17 No segundo dia, oferecereis doze novilhos, dois carneiros e quatorze cordeiros de um ano sem defeito,
18 ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କ ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
18 com a oblação e as libações pelos touros, carneiros e cordeiros, proporcionalmente ao seu número, segundo a regra.
19 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛାଗ ଉତ୍ସର୍ଗ କରିବା ଉଚିତ୍। ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତିତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
19 Além disso, um bode em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
20 ଆଉ ଉତ୍ସବର ତୃତୀୟ ଦିନ ରେ ଏଗାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
20 No terceiro dia oferecereis onze novilhos, dois carneiros e quatorze cordeiros de um ano sem defeito,
21 ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
21 com a oblação e as libações pelos touros, carneiros e cordeiros, proporcionalmente ao seu número, segundo a regra.
22 ଆଉ ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓପଯେ ନବୈେଦ୍ଯ ବ୍ଯତୀତ ସହେିସବୁ ତୁମ୍ଭମାନେେ ଉତ୍ସର୍ଗ କରିବ।
22 Além disso, um bode, em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
23 ଆଉ ଚତୁର୍ଥ ଦିନ ରେ, ଦଶଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକ କୌଣସି ଖଣ ନଥିବା ଉଚିତ୍।
23 No quarto dia oferecereis dez novilhos, dois carneiros e quatorze cordeiros de um ano sem defeito,
24 ଓ ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
24 com a oblação e as libações pelos touros, carneiros e cordeiros, proporcionalmente ao seu número, segundo a regra.
25 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
25 Além disso, um bode em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
26 ଆଉ ପଞ୍ଚମ ଦିନ ରେ ନଅଟି ଷଣ୍ତ ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହିସବୁ ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।
26 No quinto dia oferecereis nove novilhos, dois carneiros e quatorze cordeiros de um ano sem defeito,
27 ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
27 com a oblação e as libações pelos touros, carneiros e cordeiros, proporcionalmente ao seu número, segundo a regra.
28 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରାୟିବା ଉଚିତ୍। ଏ ସମସ୍ତ ନିତ୍ଯ ହାମବେଳି, ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିଗୁଡିକ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍।
28 Além disso, um bode em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
29 ଆଉ ପର୍ବର ଷଷ୍ଠ ଦିନ ରେ ଆଠଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।
29 No sexto dia oferecereis oito novilhos, dois carneiros e quatorze cordeiros de um ano sem defeito,
30 ଆଉ ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
30 com a oblação e as libações pelos touros, carneiros e cordeiros, proporcionalmente ao seu número, segundo a regra.
31 ପୁଣି ପାପର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
31 Além disso, um bode, em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
32 ଆଉ ସପ୍ତମ ଦିନ ରେ ସାତଟି ଷଣ୍ତ, ଦିଇ ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି କ୍ଷୁଣ ନଥିବା ଉଚିତ୍।
32 No sétimo dia oferecereis sete novilhos, dois carneiros e quatorze cordeiros de um ano sem defeito,
33 ଆଉ ଗୋବତ୍ସର, ମଷେର ମଷେ ବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
33 com a oblação e as libações pelos touros, carneiros e cordeiros, proporcionalmente ao seu número, segundo a regra.
34 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି ଉତ୍ସର୍ଗ କରିବା ଉଚିତ୍। ଏ ସମସ୍ତ ତୁମ୍ଭମାନେେ ନିତ୍ଯ ହାମବେଳି ଓ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ବ୍ଯତୀତ ତୁମ୍ଭମାନେେ ଏହିସବୁ ଉତ୍ସର୍ଗ କରିବା ଉଚିତ୍।
34 Além disso, um bode em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
35 ଆଉ ଅଷ୍ଟମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବେ। ସହେିଦିନ ତୁମ୍ଭମାନେେ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।
35 No oitavo dia tereis uma solene assembléia e a cessação de todo o trabalho servil.
36 ମାତ୍ର ସଦାପ୍ରଭୁଙ୍କୁ ହାମବେଳିରୂପେ ଏକ ଷଣ୍ତ, ଏକ ଅଣ୍ତିରା ମଷେ ଓ ଏକବର୍ଷୀଯ ସାତଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୈଣସି ଖୁଣ ନଥିବ।
36 Oferecereis em holocausto, em sacrifício consumido pelo fogo, de suave odor ao Senhor: um touro, um carneiro e sete cordeiros de um ano sem defeito,
37 ଆଉ ଗୋବତ୍ସର, ମଷେର ଓ ମଷେବତ୍ସମାନଙ୍କର ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ,
37 com a oblação e as libações pelo touro, pelo carneiro e pelos cordeiros, proporcionalmente ao seu número, segundo a regra.
38 ପୁଣି ପାପାର୍ଥକ ବଳିରୂପେ ଏକ ଅଣ୍ତିରା ଛଳେି, ଏ ସମସ୍ତ ନିତ୍ଯ ହାମବେଳି ଓ ସମାନଙ୍କେ ଅନୁରୂପ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।
38 Além disso, um bode, em sacrifício pelo pecado, sem prejuízo do holocausto perpétuo, com sua oblação e sua libação.
39 ତୁମ୍ଭମାନେେ ତୁମ୍ଭମାନଙ୍କର ପର୍ବଦିନ ରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହାମବେଳି ତୁମ୍ଭମାନଙ୍କ ଶସ୍ଯ ନବୈେଦ୍ଯ, ତୁମ୍ଭମାନଙ୍କ ପଯେ ନବୈେଦ୍ଯ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂୟୋଗ ବିଶଷେ ପ୍ରତିଜ୍ଞା ନବୈେଦ୍ଯ ଓ ସ୍ବେଚ୍ଛାମୂଳକ ନବୈେଦ୍ଯ ଉତ୍ସର୍ଗ କର।
39 Tais são os sacrifícios que oferecereis ao Senhor em vossas solenidades, além de vossos votos e vossas ofertas espontâneas: holocaustos, oblações, libações e sacrifícios pacíficos."
40 ସଦାପ୍ରଭୁ ମାଶାଙ୍କେୁ ଯେଉଁ ସବୁ ଆଜ୍ଞା ଦଇେଥିଲେ, ମାଶାେ ସେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ କହିଲେ।
40 Moisés referiu aos israelitas tudo o que o Senhor lhe tinha ordenado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 29, comparar traduções ou montar um estudo — tudo direto pelo WhatsApp.