Números 27
Oriya Bible (GL_ORIYA) vs ARIB
1 ଯୋଷଫଙ୍କେ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର , ମାଖୀରର ପ୍ରପୌତ୍ର ଗିଲିଯଦ, ଗିଲିଯଦର ପୌତ୍ର ହଫରେ ଓ ହଫରେର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚଟି କନ୍ଯା ଥିଲେ। ସମାନେେ ହେଲେ ମହଲା, ନୋଯା, ହଗାଲା, ମଲ୍କା ଓ ତର୍ସା।
1 Então vieram as filhas de Zelofeade, filho de Hefer, filho de Gileade, filho de Maquir, filho de Manassés, das famílias de Manassés, filho de José; e os nomes delas são estes: Macla, Noa, Hogla, Milca e Tirza;
2 ଏହି ପାଞ୍ଚଜଣ ମାଶାେ, ଇଲିଯାସର ଯାଜକ, ଅଧିପତି ଓସମସ୍ତ ମଣ୍ତଳୀ ସମ୍ମୁଖ ରେ ସମାଗମ ତମ୍ବୁ ଦ୍ବାର ରେ ଠିଆ ହାଇେ କହିଲେ,
2 apresentaram-se diante de Moisés, e de Eleazar, o sacerdote, e diante dos príncipes e de toda a congregação à porta da tenda da revelação, dizendo:
3 ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ଯୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ଯୁବରଣ କଲେ। ସହେିମାନଙ୍କ ମଧ୍ଯରୁ ଜଣେ ନଥିଲେ, ଯେଉଁମାନେ କୋରହ ଦଳ ରେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନତେୃତ୍ବ ନଇେଥିଲେ। ତାଙ୍କର ପୁତ୍ର ନଥିଲା।
3 Nosso pai morreu no deserto, e não se achou na companhia daqueles que se ajuntaram contra o Senhor, isto é, na companhia de Corá; porém morreu no seu próprio pecado, e não teve filhos.
4 ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇୟିବ, ଯେ ହତେୁ ତାଙ୍କର କୌଣସି ପୁତ୍ର ନଥିଲେ। ତେଣୁ ଆମ୍ଭ ପିତୃବଂଶୀଯ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।
4 Por que se tiraria o nome de nosso pai dentre a sua família, por não ter tido um filho? Dai-nos possessão entre os irmãos de nosso pai.
5 ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବଦନେ କଲେ।
5 Moisés, pois, levou a causa delas perante o Senhor.
6 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ,
6 Então disse o Senhor a Moisés:
7 ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।
7 O que as filhas de Zelofeade falam é justo; certamente lhes darás possessão de herança entre os irmãos de seu pai; a herança de seu pai farás passar a elas.
8 ଆଉ ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ଏହି ବିଧି ପ୍ରଚଳନ କର, 'ଯଦି କୌଣସି ଲୋକର ପୁତ୍ର ନଥାଇ ମୃତ୍ଯୁବରଣ କରେ, ତବେେ ତାହାର ଅଧିକାର ତା'ର କନ୍ଯା ଗ୍ରହଣ କରିବ।
8 E dirás aos filhos de Israel: Se morrer um homem, e não tiver filho, fareis passar a sua herança à sua filha.
9 ଯଦି ତାହାର କନ୍ଯା ବା ପୁତ୍ର ନଥାଏ ତବେେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦବେ।
9 E, se não tiver filha, dareis a sua herança a seus irmãos.
10 ପୁଣି ଯଦି ତାହାର ଭାଇ ନଥାଏ ତବେେ ତାହାର ଅଧିକାର ତା'ର ପିତାର ଭାଇମାନଙ୍କୁ ଦବେ।
10 Mas, se não tiver irmãos, dareis a sua herança aos irmãos de seu pai.
11 ଆଉ ଯବେେ ତା'ର ପିତାର ଭାଇମାନେ ନଥାନ୍ତି, ତବେେ ତାହାର ପରିବାର ମଧ୍ଯରୁ ଏବଂ ନିକଟ ସଂପର୍କୀଯ ଜ୍ଞାତିକୁ ତାହାର ଅଧିକାର ଦବେ। ଏହା ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବିଚାରବିଧି ହବେ। ଆଉ ସଦାପ୍ରଭୁ ମାଶାଙ୍କେୁ ଏହି ଆଜ୍ଞା ହେଲେ।'
11 Se também seu pai não tiver irmãos, então dareis a sua herança a seu parente mais chegado dentre a sua família, para que a possua; isto será para os filhos de Israel estatuto de direito, como o Senhor ordenou a Moisés.
12 ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ୟର୍ବ୍ଦନ ନଦୀର ପୂର୍ବ ରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛୁ ତାହା ନିରୀକ୍ଷଣ କର।
12 Depois disse o Senhor a Moisés: sobe a este monte de Abarim, e vê a terra que tenho dado aos filhos de Israel.
13 ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ଯ ତୁମ୍ଭେ ମଧ୍ଯ ତୁମ୍ଭ ପୁର୍ବପୁରୁଷଗଣ ନିକଟକୁ ୟିବ।
13 E, tendo-a visto, serás tu também recolhido ao teu povo, assim como o foi teu irmão Arão;
14 ମନେ ପକାଅ, ଯେତବେେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କୋର୍ଧିତ ହେଲେ, ତୁମ୍ଭେ ଓ ହାରୋଣ ମାରେ ଆଜ୍ଞା ଅମାନ୍ଯ କଲ। ତୁମ୍ଭମାନେେ ମାରେ ପବିତ୍ରତାକୁ ଲୋକଙ୍କ ସମ୍ମୁଖ ରେ ସମ୍ମାନ କଲ ନାହିଁ। (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧିଅରେ ଘଟଣା କ୍ରମେ ହବେ।)
14 porquanto no deserto de Zim, na contenda da congregação, fostes rebeldes à minha palavra, não me santificando diante dos seus olhos, no tocante às águas {estas são as águas de Meribá de Cades, no deserto de Zim}.
15 ଅନନ୍ତର ମାଶାେ ସଦାପ୍ରଭୁଙ୍କୁ କହିଲେ,
15 Respondeu Moisés ao Senhor:
16 ସଦାପ୍ରଭୁ ପ୍ରେତ୍ୟକକ ପ୍ରାଣୀସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନଯ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିୟୁକ୍ତ କରନ୍ତୁ।
16 Que o senhor, Deus dos espíritos de toda a carne, ponha um homem sobre a congregação,
17 ମୁଁ ତୁମ୍ଭଙ୍କୁ ବିନଯ କରୁଛ ଏକ ପ୍ରତିନିଧି ବାଛିବାକୁ, ୟିଏ ସମାନଙ୍କେୁ ଆଗଇେ ନବେ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହିପ୍ରକା ରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମଷେପଲ ତୁଲ୍ଯ ହବେେ ନାହିଁ।
17 o qual saia diante deles e entre diante deles, e os faça sair e os faça entrar; para que a congregação do Senhor não seja como ovelhas que não têm pastor.
18 ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।
18 Então disse o Senhor a Moisés: Toma a Josué, filho de Num, homem em quem há o Espírito, e impõe-lhe a mão;
19 ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିଯାସ ସମ୍ମୁଖ ରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା'ର ଆଦେଶ ଦିଅ।
19 e apresenta-o perante Eleazar, o sacerdote, e perante toda a congregação, e dá-lhe a comissão à vista deles;
20 ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇଶ୍ରାୟେଲର ଲୋକମାନେ ତାଙ୍କୁ ମାନିବେ।
20 e sobre ele porás da tua glória, para que lhe obedeça toda a congregação dos filhos de Israel.
21 ପୁଣି ସେ ଇଲିଯାସର ଯାଜକ ସମ୍ମୁଖ ରେ ଠିଆ ହବେ, ଇଲିଯାସର ତାହା ପାଇଁ ଊରୀମର ବିଚାର ଦ୍ବାରା ସଦାପ୍ରଭିଙ୍କ ସମ୍ମୁଖ ରେ ସେ ପଚାରିବ; ତବେେ ସମୁଦାଯ ମଣ୍ତଳୀ 'ବାହାରକୁ ଯିବେ'ଓ ତାଙ୍କର ଆଜ୍ଞା ଅନୁସାରେ ଆସିବେ।
21 Ele, pois, se apresentará perante Eleazar, o sacerdote, o qual por ele inquirirá segundo o juízo do Urim, perante o Senhor; segundo a ordem de Eleazar sairão, e segundo a ordem de Eleazar entrarão, ele e todos os filhos de Israel, isto é, toda a congregação.
22 ଏଥି ରେ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପ୍ରେତ୍ୟକକ କର୍ମ କଲେ; ସେ ଯିହାଶୂେୟଙ୍କୁ ଯାଜକ ଇଲିଯାସର ସମ୍ମୁଖ ରେ ଓ ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଉପସ୍ଥିତ କରାଇଲେ।
22 Então Moisés fez como o Senhor lhe ordenara: tomou a Josué, apresentou-o perante Eleazar, o sacerdote, e perante toda a congregação,
23 ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମାଶାଙ୍କେ ହାତ ରେ ଯରେୂପ କହିଥିଲେ, ସେ ରୂପ ସେ ତାହାଙ୍କୁ ଆଜ୍ଞା ଦେଲେ।
23 impôs-lhe as mãos, e lhe deu a comissão; como o Senhor falara por intermédio de Moisés.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Números 27, comparar traduções ou montar um estudo — tudo direto pelo WhatsApp.